ଜାତୀୟ

ସଞ୍ଜୟ ସିଂଙ୍କୁ ସମର୍ଥନ କଲା କଂଗ୍ରେସ, ହେଲେ ସୁଖପାଲଙ୍କ ଗିରଫକୁ ନେଇ ଏଏପିକୁ କଲା ଟାର୍ଗେଟ

ନୂଆଦିଲ୍ଲୀ,୬।୧୦: କଂଗ୍ରେସ ଏମପି କେସି ଭେନୁଗୋପାଳ ଆମ ଆଦମୀ ପାର୍ଟି (ଏଏପି) ରାଜ୍ୟ ସଭା ସଦସ୍ୟ ସଞ୍ଜୟ ସିଂଙ୍କ ଗିରଫକୁ ବିରୋଧ କରିଛନ୍ତି। ଏହା ସହିତ ସେ ପଞ୍ଜାବରେ ଏଏପି ସରକାର ଅଧୀନରେ ସୁଖପାଲ ସିଂ ଖେରାଙ୍କୁ ଗିରଫ କରିବା ବିରୋଧରେ…

ରେପୋ ରେଟ୍‌ ୬.୫%ରେ ଅପରିବର୍ତ୍ତିତ

ମୁମ୍ବାଇ,୬।୧୦: ଆରବିଆଇର ମୁଦ୍ରା ନୀତି କମିଟି ପୁଣି ଥରେ ଲୋକଙ୍କୁ ଏକ ବଡ଼ ଉପହାର ଦେଇଛି। କ୍ରମାଗତ ଚତୁର୍ଥ ଥର ପାଇଁ ରେପୋ ରେଟ୍‌ ୬.୫ ପ୍ରତିଶତ ବଜାୟ ରହିଛି। ମୁଦ୍ରା ନୀତି କମିଟି ବୈଠକ ପରେ ରିଜର୍ଭ ବ୍ୟାଙ୍କ ଗଭର୍ନର…

ଏୟାର ଇଣ୍ଡିଆ ବିମାନରେ କ୍ୟାବିନ କ୍ର୍ୟୁଙ୍କୁ ଗାଳି ଘଟଣା, ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ,୬।୧୦: ଏୟାର ଇଣ୍ଡିଆ ବିମାନର କ୍ର୍ୟୁ ସଦସ୍ୟଙ୍କ ପ୍ରତି ଅଶାଳୀନ ବ୍ୟବହାର କରିବା ଓ ଅଶ୍ଳୀଳ ଭାଷା ବ୍ୟବହାର କରିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଦିଲ୍ଲୀ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏହି…

ସିକ୍କିମ ବନ୍ୟାରେ ୭ ସୈନିକଙ୍କ ସମେତ ୨୧ ମୃତ, ଏବେ ବି ୧୦୦ରୁ ଅଧିକ ନିଖୋଜ

ଗ୍ୟାଙ୍ଗଟକ୍‌,୬।୧୦: ସିକ୍କିମ ବନ୍ୟାରେ ୭ ଜଣ ସୈନିକଙ୍କ ସମେତ ଅତି କମରେ ୨୧ ଜଣଙ୍କର ମୃତ୍ୟୁ ଘଟିଛି। ୨୩ ଭାରତୀୟ ସେନା ସୈନିକ ମଧ୍ୟ ଏହି ବନ୍ୟାରେ ନିଖୋଜ ହୋଇଯାଇଥିଲେ, ସେଥିମଧ୍ୟରୁ ୭ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଉଦ୍ଧାର ହୋଇଛନ୍ତି।…

ସଞ୍ଜୟଙ୍କ ୨ ଘନିଷ୍ଠ ସହଯୋଗୀଙ୍କୁ ସମନ ପଠାଇଲା ଇଡି

ନୂଆଦିଲ୍ଲୀ,୬।୧୦: ଆମ ଆଦମୀ ପାର୍ଟି (ଏଏପି)ର ରାଜ୍ୟ ସଭା ଏମ୍‌ପି ସଞ୍ଜୟ ସିଂଙ୍କ ଘନିଷ୍ଠ ସହଯୋଗୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସମନ ଜାରି କରିଛି। ସଞ୍ଜୟ ସିଂଙ୍କୁ ଗୁରୁବାରଠୁ ୫ ଦିନିଆ ଇଡି ହେପାଜତକୁ ପଠାଯାଇଛି। ଏଭଳି ପରିସ୍ଥିତିରେ ଇଡିକୁ ଏହି ମାମଲାରେ…

ଔଷଧ କାରଖାନାରେ ଅଗ୍ନିକାଣ୍ଡ: ୪ ମୃତ

ଅମୃତସର,୬।୧୦: ପଞ୍ଜାବର ଅମୃତସର ଜିଲାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଅମୃତସରର ମଜିଠା ରୋଡରେ ଥିବା ଗାଁ ନାଗକାଲାନର ଏକ ଔଷଧ କାରଖାନାରେ ଅଗ୍ନିକାଣ୍ଡ ଘଟି ୪ ଜଣଙ୍କର ମୃତ୍ୟୁ ଘଟିଛି। ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ଗୁରୁବାର ସାରେ…

ସଞ୍ଜୟ ସିଂ, ଦୀନେଶ ଆରୋରାଙ୍କୁ ସାମ୍ନାସାମ୍ନି ବସାଇ ପଚରାଉଚରା କରିପାରେ ଇଡି

ନୂଆଦିଲ୍ଲୀ,୬।୧୦: ଆମ ଆଦମୀ ପାର୍ଟି (ଏଏପି)ର ରାଜ୍ୟ ସଭା ଏମ୍‌ପି ସଞ୍ଜୟ ସିଂଙ୍କୁ ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ୮ ଦିନ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ହେପାଜତକୁ ପଠାଯାଇଛି। ତାଙ୍କୁ ବୁଧବାର ଗିରଫ କରାଯାଇଥିଲା ଏବଂ ପରେ ଗୁରୁବାର କୋର୍ଟରେ…

ସଫେଇ ଦେଲେ ପଓ୍ବନ କଲ୍ୟାଣ

ହାଇଦ୍ରାବାଦ୍‌,୬।୧୦: ଜନସେନା ପାର୍ଟି ସଭାପତି ପୱନ କଲ୍ୟାଣ ଏନଡିଏ ଛାଡୁଥିବା ଚର୍ଚ୍ଚାକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛନ୍ତି। ଭବିଷ୍ୟତରେ ଯଦି ସେ ଏପରି ନିଷ୍ପତ୍ତି ନିଅନ୍ତି ତେବେ ସେ ଏହାକୁ ସଠିକ ଭାବରେ ଘୋଷଣା କରିବେ ବୋଲି ସେ କହିଛନ୍ତି। କଲ୍ୟାଣ ଟିଡିପିକୁ…

ସିକ୍କିମ୍‌ ବନ୍ୟା: ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି, ଏବେ ବି ଅନେକ ନିଖୋଜ

ଗ୍ୟାଙ୍ଗ୍‌ଟକ୍‌,୬।୧୦: ସିକ୍କିମରେ ବନ୍ୟା ପରିସ୍ଥିତି ଗମ୍ଭୀର ରହିଛି। ଏପର୍ଯ୍ୟନ୍ତ ବନ୍ୟାରେ ୧୮ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୯୮ ଜଣ ନିଖୋଜ ଅଛନ୍ତି। ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଏନେଇ ସୂଚନା ଦେଇଛନ୍ତି। ଆଜି ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (ଏନ୍‌ଡିଆର୍‌ଏଫ୍‌)…

ବିଲ୍ଡିଂରେ ବଡ଼ ଧରଣର ଅଗ୍ନିକାଣ୍ଡ: ୬ ମୃତ, ଅନେକ ଆହତ

ପୁଣେ,୬।୧୦: ମହାରାଷ୍ଟ୍ରର ଗୋରେଗାଓଁରେ ଏକ ବିଲ୍ଡିଂରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ଅତି କମରେ ୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୫ ରୁ ୩୦ ଜଣ ଆହତ ହୋଇଥିବା ସୂଚନା ମିଳିଛି। । ଆହତମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ…

ଦେଶର ପ୍ରଥମ ୬ଜି ପ୍ରୟୋଗଶାଳା ଉଦ୍‌ଘାଟନ

ବେଙ୍ଗାଲୁରୁ,୬।୧୦: ଭବିଷ୍ୟତର ବୈଷୟିକ ଜ୍ଞାନକୌଶଳରେ ଭାରତକୁ ଆଗକୁ ନେବା ଏବଂ କେବଳ ଜଣେ ଉପଯୋଗକର୍ତ୍ତା ନୁହେଁ ବରଂ ନେତୃତ୍ୱକର୍ତ୍ତା ହେବା ପାଇଁ ବେଙ୍ଗାଲୁରୁରେ ଦେଶର ପ୍ରଥମ ଲାଇଭ ୬ଜି ଲ୍ୟାବ ଆରମ୍ଭ କରାଯାଇଛି। କେନ୍ଦ୍ର ଟେଲିକମ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି…

ରାଜଭବନ ସମ୍ମୁଖରେ ଧାରଣାରେ ବସିଲେ ଅଭିଷେକ ବାନାର୍ଜୀ

କୋଲକାତା,୬।୧୦: ତୃଣମୂଳ କଂଗ୍ରେସର ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ କେନ୍ଦ୍ର ଦ୍ୱାରା ପଶ୍ଚିମବଙ୍ଗର ମନରେଗା ପାଣ୍ଠି ବନ୍ଦ କରି ଦିଆଯାଇଥିବା ଅଭିଯୋଗରେ କୋଲକାତାର ରାଜଭବନ ନିକଟରେ ଧାରଣାରେ ବସିଛନ୍ତି। ଦିଲ୍ଲୀର ଜନ୍ତର ମନ୍ତରରେ ଦୁଇ ଦିନ ଧରି କେନ୍ଦ୍ର ବିରୋଧରେ ବିରୋଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?