ଜାତୀୟ

ଟାର୍ଗେଟ୍‌ରେ ଖାନ ସାର୍‌: କୋଚିଂ ସେଣ୍ଟର ଉଡ଼ାଇ ଦେବାକୁ ଧମକ

ପାଟନା,୩।୬: ବିହାରର ପାଟନାରେ ଖାନ ସାରଙ୍କ କୋଚିଂ ସେଣ୍ଟର ଉପରେ ଆକ୍ରମଣ ହୋଇଛି। ଏହି ଆକ୍ରମଣ ସାରା ବିହାରରେ ଆତଙ୍କ ସୃଷ୍ଟି କରିଛି। ମଙ୍ଗଳବାର ବିଳମ୍ବିତ ରାତିରେ କୋଚିଂ ସେଣ୍ଟର ବାହାରେ ଗୁଳି ଚାଳନା କରାଯାଇଥିଲା ଏବଂ ସୁରକ୍ଷା ଗାର୍ଡଙ୍କ ମାଡ଼…

ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ: ୧୦ ଜଣ ଜିଅନ୍ତା ଜଳିଗଲେ,ବଢ଼ିପାରେ ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ,୩।୬: ଦିଲ୍ଲୀର ମାଲବ୍ୟ ନଗରରେ ଏକ ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ସୂଚନା ମିଳୁଛି। ଅଗ୍ନିକାଣ୍ଡ ଘଟିଥିବା ରେଷ୍ଟୁରାଣ୍ଟର ନାମ ଲେମନ ଗ୍ରୀନ। ବୁଧବାର ସକାଳ ୯.୪୫ରେ…

ନିଜ ବୟଫ୍ରେଣ୍ଡଙ୍କୁ ଜ୍ୱାଇଁ କରିଦେଲେ ମା’: ବିବାହ ପରେ ସ୍ବାମୀଙ୍କୁ ମା’ ସହ ଆପତ୍ତିଜନକ ଅବସ୍ଥାରେ ଦେଖିବାପରେ, ଝିଅ ନେଲେ…

ପାଟନା,୩।୬: ବିହାରର ଆରାରିଆରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଶାଶୁ ଏବଂ ଜ୍ୱାଇଁଙ୍କ ମଧ୍ୟରେ ଅବୈଧ ସମ୍ପର୍କରେ ବାଧା ସୃଷ୍ଟି କରୁଥିବା ଅଭିଯୋଗରେ ୧୬ ବର୍ଷୀୟା ନବବିବାହିତାଙ୍କୁ ହତ୍ୟା କରାଯାଇଛି। ଏହି ମାମଲାରେ ପୋଲିସ ମୃତକଙ୍କ ମା’ଏବଂ ତାଙ୍କ ସ୍ବାମୀଙ୍କୁ…

ପଛରେ ପଡ଼ିଲା ଭାରତ

ନୂଆଦିଲ୍ଲୀ,୩ା୬: ବିଶ୍ୱର ପ୍ରମୁଖ ଶେୟାର ବଜାରଗୁଡ଼ିକ ମଧ୍ୟରେ ଭାରତ ପଛରେ ପଡ଼ିଛି। ଦକ୍ଷିଣ କୋରିଆ ଭାରତକୁ ପଛରେ ପକାଇ ବିଶ୍ୱର ୬ଷ୍ଠ ବୃହତ୍‌ ଶେୟାର ବଜାର ଭାବେ ପ୍ରତିଷ୍ଠାଲାଭ କରିଥିଲାବେଳେ ଭାରତର ସ୍ଥାନ ଏ କ୍ଷେତ୍ରରେ ୭ମ ସ୍ଥାନକୁ ଖସିଯାଇଛି। ଚଳିତ…

କୋଲକାତାରେ ମମତାଙ୍କ ଧାରଣା: ୮୦ ବିଧାୟକଙ୍କ ମଧ୍ୟରୁ ମାତ୍ର ଆସିଲେ ଏତିକି…

କୋଲକାତା,୩ା୬: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପରାଜିତ ହେବା ପରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସୁପ୍ରିମୋ ମମତା ବାନାର୍ଜୀ ମଙ୍ଗଳବାର ରାଜଧାନୀ କୋଲକାତାରେ ବିଶାଳ ଧାରଣାରେ ଯୋଗଦେଇଛନ୍ତି। ତାଙ୍କ ପୁତୁରା ତଥା ଦଳର ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କ ସମେତ ଦଳୀୟ ନେତାମାନଙ୍କ…

ଡିକେ ଶିବକୁମାରଙ୍କ ଶପଥ ପୂର୍ବରୁ ରାହୁଲ ଗାନ୍ଧୀଙ୍କ ବଡ଼ ନିଷ୍ପତ୍ତି: ସିଦ୍ଦାରାମାୟାଙ୍କୁ ଦିଲ୍ଲୀରେ ମିଳିଲା ଏହି ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ, ୩।୬: କର୍ନାଟକର ମୁଖ୍ୟମନ୍ତ୍ରୀ ଭାବରେ ଡିକେ ଶିବକୁମାରଙ୍କ ଶପଥ ଗ୍ରହଣ ପୂର୍ବରୁ, ରାହୁଲ ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖାର୍ଗେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟାଙ୍କୁ କଂଗ୍ରେସ କାର୍ଯ୍ୟକାରିଣୀ (CWC)ର ସଦସ୍ୟ ନିଯୁକ୍ତ କରାଯାଇଛି। CWC ହେଉଛି…

ଦାୟିତ୍ୱବୋଧ ନୁହେଁ କଭର୍‌-ଅପ୍‌ କରିବା; CBSE ଚେୟାରମ୍ୟାନ-ସଚିବଙ୍କ ବଦଳିକୁ ନେଇ ରାହୁଲଙ୍କ କଡ଼ା ଟାର୍ଗେଟ

ନୂଆଦିଲ୍ଲୀ, ୨।୬: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ର ଅନ୍‌ଲାଇନ୍ ମୂଲ୍ୟାୟନ ପ୍ରଣାଳୀରେ ହୋଇଥିବା ବିବାଦ ମଧ୍ୟରେ ବୋର୍ଡର ଚେୟାରମ୍ୟାନ୍ ଏବଂ ସଚିବଙ୍କ ବଦଳିକୁ ନେଇ ରାଜନୀତି ଗରମ ହୋଇଛି। ଲୋକ ସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ…

ବିବାହ ପରେ ବି ବାପଘର ସହ ଝିଅର ସମ୍ପର୍କ ଶେଷ ହୁଏନାହିଁ, ହକ୍‌ ଦେବାକୁ ମନା କରିପାରିବେ ନାହିଁ ସରକାର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨।୬: ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି କହିଛନ୍ତି ଯେ, କେବଳ ବିବାହ ହୋଇଯାଇଥିବା କାରଣରୁ ଜଣେ ଝିଅକୁ ତାର ବାପଘର ପରିବାରରୁ ଅଲଗା ବୋଲି ଭାବିବା ସମ୍ପୂର୍ଣ୍ଣ ଭେଦଭାବପୂର୍ଣ୍ଣ ଅଟେ। ଅଦାଲତ ସ୍ପଷ୍ଟ କରିଛନ୍ତି ଯେ, ଯେଭଳି ଜଣେ…

କିଏ ସେ ପ୍ରଶାନ୍ତ ସୀତାରାମ ଲୋଖାଣ୍ଡେ? ଯାହାଙ୍କୁ CBSEର ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଲେ କେନ୍ଦ୍ର ସରକାର, ବରୁଣ ଭାରଦ୍ୱାଜ…

ନୂଆଦିଲ୍ଲୀ, ୨।୫: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ରେ ଏକ ବଡ଼ ପ୍ରଶାସନିକ ପରିବର୍ତ୍ତନ ଦେଖିବାକୁ ମିଳିଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହାର ନୂତନ ଅଧ୍ୟକ୍ଷଙ୍କୁ ନିଯୁକ୍ତି ଦିଆଯାଇଛି। କ୍ୟାବିନେଟ ନିଯୁକ୍ତି କମିଟି (ACC) ମଙ୍ଗଳବାର ଜାରି କରିଥିବା ଏକ…

କକ୍ରୋଚ ଜନତା ପାର୍ଟିରେ ସାମିଲ ହେବେ ସୋନମ ୱାଙ୍ଗଚୁକ? ଜୁନ ୬କୁ ନେଇ କଲେ ବଡ଼ ଘୋଷଣା

ନୂଆଦିଲ୍‌ଲୀ,୨।୬: ଜଣାଶୁଣା ପରିବେଶବିତ୍‌ ତଥା ଶିକ୍ଷାବିତ୍‌ ସୋନମ ୱାଙ୍ଗଚୁକ ଏବେ ଦେଶର ଯୁବପିଢ଼ିଙ୍କ ଆନ୍ଦୋଳନକୁ ସମର୍ଥନ କରିଛନ୍ତି। ଆସନ୍ତା ଜୁନ ୬ ତାରିଖରେ ଦେଶର ରାଜଧାନୀ ଦିଲ୍ଲୀରେ ହେବାକୁ ଥିବା ‘କକ୍ରୋଚ ଜନତା ପାର୍ଟି’ (CJP) ର ବଡ଼ ବିକ୍ଷୋଭ ପ୍ରଦର୍ଶନରେ…

ବେଦାନ୍ତ ଗ୍ରୁପ୍ ଅଫିସ୍‌ରେ ଇଡି ଚଢ଼ାଉ: ଦିଲ୍ଲୀ, ମୁମ୍ବାଇ-ରାଜସ୍ଥାନ ସମେତ ଅନେକ ସ୍ଥାନରେ ସର୍ଚ୍ଚ ଅପରେସନ

ନୂଆଦିଲ୍‌ଲୀ,୨।୬: ‘ବେଦାନ୍ତ ଗ୍ରୁପ’ (Vedanta Group) ଉପରେ କେନ୍ଦ୍ରୀୟ ତଦନ୍ତ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମଙ୍ଗଳବାର ବିଦେଶୀ ମୁଦ୍ରା ପରିଚାଳନା ଆଇନ (FEMA) ର ନିୟମ ଉଲ୍ଲଂଘନ ଅଭିଯୋଗରେ ଇଡି ପକ୍ଷରୁ ବେଦାନ୍ତ ଗ୍ରୁପ…

ପେଟ୍ରୋଲ ଟେନଶନ ଶେଷ! ଜୁନ ୩ରେ ଲଞ୍ଚ୍‌ ହେବ ଦେଶର ପ୍ରଥମ ୧୦୦% ଇଥାନଲ ଚାଳିତ ବାଇକ୍‌, ଜାଣନ୍ତୁ କେତେ ରେଟ୍‌…

ନୂଆଦିଲ୍ଲୀ,୨।୬: ଯଦି ଆପଣ ପେଟ୍ରୋଲର ଆକାଶଛୁଆଁ ଦରକୁ ନେଇ ଚିନ୍ତିତ ଏବଂ ପ୍ରତିଦିନର ଯାତ୍ରା ଖର୍ଚ୍ଚ କମାଇବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଖୁସି ଖବର ଆସିଛି। ଭାରତର ସବୁଠାରୁ ବଡ଼ ଦୁଇଚକିଆ ଯାନ ପ୍ରସ୍ତୁତକାରୀ କମ୍ପାନୀ ହିରୋ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?