ଜାତୀୟ

ମୋଦି ସରକାରଙ୍କ ବଡ଼ ଆକ୍ସନ, ହଟିଲେ CBSE ଅଧ୍ୟକ୍ଷ ଓ ସଚିବ

ନୂଆଦିଲ୍ଲୀ,୨।୬: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ରେ ସୃଷ୍ଟି ହୋଇଥିବା ବଡ଼ ବିବାଦ ପରେ କେନ୍ଦ୍ର ମୋଦି ସରକାର ଏକ ବଡ଼ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ବୋର୍ଡର ଅନ-ସ୍କ୍ରିନ ମାର୍କିଂ (OSM) ପୋର୍ଟାଲ ବିବାଦକୁ ନେଇ ଦେଶବ୍ୟାପୀ ହଟଚମଟ…

ରଚନା ବାନାର୍ଜୀଙ୍କ ନାଁରେ FIR! ବନ୍ଧା ହେବେ… ଆସିଲା ବଡ଼ ଖବର

କୋଲକାତା,୨।୬: ଓଡ଼ିଶାରେ ଘରେ ଘରେ ପରିଚିତ ଲୋକପ୍ରିୟ ଅଭିନେତ୍ରୀ ତଥା ତୃଣମୂଳ କଂଗ୍ରେସ (TMC) ଏମପି ରଚନା ବାନାର୍ଜୀଙ୍କ ନାଁରେ ଏଫଆଇଆର ରୁଜୁ। କୋଲକାତାର ଆର.ଜି. କର ମେଡିକାଲ କଲେଜରେ ଘଟିଥିବା ବର୍ୱର ବଳାତ୍କାର ଓ ହତ୍ୟା ମାମଲାର ପୀଡ଼ିତାଙ୍କ ପରିଚୟ…

ଜୁନ୍ ୩ ହାଫ-ଡେ ଛୁଟି, ସରକାର କଲେ ବଡ଼ ଘୋଷଣା; ଜାଣନ୍ତୁ ସ୍କୁଲ-କଲେଜ ଖୋଲା ରହିବ ନା ବନ୍ଦ?

ବେଙ୍ଗାଲୁରୁ,୨।୬: ଆସନ୍ତା ଜୁନ ୩ ତାରିଖ (ବୁଧବାର) ସାରା ରାଜ୍ୟରେ ହାଫ-ଡେ ସରକାରୀ ଛୁଟି ଘୋଷଣା କରିଛନ୍ତି। ସରକାରୀ ନିର୍ଦ୍ଦେଶନାମା ଅନୁଯାୟୀ, ଜୁନ ୩ ତାରିଖ ଅପରାହ୍ନ ଗୋଟାଏ ପରଠାରୁ ସମସ୍ତ ସରକାରୀ କାର୍ଯ୍ୟାଳୟ, ସ୍କୁଲ, କଲେଜ ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ…

ପଶ୍ଚିମବଙ୍ଗ ରାଜନୀତିରେ ଭୂକମ୍ପ: ଦିଦି ନୁହେଁ, ଋତବ୍ରତ ବାନାର୍ଜୀ ହେବେ ଟିଏମସିର ନୂଆ ‘ଦାଦା’?

କୋଲକାତା,୨।୬: ପଶ୍ଚିମବଙ୍ଗ ନିର୍ୱାଚନ ଫଳାଫଳ ପରେ ତୃଣମୂଳ କଂଗ୍ରେସ (TMC) ଭିତରେ ଏଭଳି ଏକ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି, ଯାହା ମମତା ବାନାର୍ଜୀଙ୍କ ରାଜନୈତିକ ସାମ୍ରାଜ୍ୟର ମୂଳଦୁଆକୁ ହଲାଇ ଦେଇଛି। ଦଳରୁ ବହିଷ୍କୃତ ହୋଇଥିବା ପ୍ରଭାବଶାଳୀ ନେତା ଋତବ୍ରତ ବାନାର୍ଜୀ…

ସାଧାରଣ ଜନତାଙ୍କୁ ମହଙ୍ଗା ମାଡ଼, ୧୨ ଟଙ୍କା ଯାଏଁ ବଢ଼ିପାରେ ପେଟ୍ରୋଲ-ଡିଜେଲ ଦାମ! ଜାଣନ୍ତୁ ଆଜିର ରେଟ୍‌

ନୂଆଦିଲ୍‌ଲୀ,୨।୬: ଯଦି ଆପଣ ପେଟ୍ରୋଲ ଏବଂ ଡିଜେଲର ବୃଦ୍ଧିରୁ ଶୀଘ୍ର ମୁକ୍ତି ପାଇବା ପାଇଁ ଆଶା କରୁଛନ୍ତି, ତେବେ ଏଠାରେ କିଛି ଚିନ୍ତାଜନକ ଖବର ଅଛି। ଗତ ମାସରେ ତେଲ ମୂଲ୍ୟରେ ଲଗାତାର ଚାରିଥର ବୃଦ୍ଧି ସତ୍ତ୍ୱେ, ସାଧାରଣ ଜନତା ଆଗାମୀ…

ଛାଡ଼ପତ୍ର ପାଇଁ ସ୍ବାମୀଙ୍କ ସହ ଏମିତି ନୃଶଂସ କାମ କରିଦେଲେ ସ୍ତ୍ରୀ: ଜାଣିଲେ ଗୋଡ଼ ତଳୁ ଖସିଯିବ ମାଟି

ରାୟପୁର,୨।୬: ଛତିଶଗଡ଼ର କାଙ୍କେର ଜିଲାର ବାନ୍ଦେ ପୋଲିସ ଷ୍ଟେଶନ ଚାଞ୍ଚଲ୍ୟକର ଘଟଣା ଘଟିଛି। ପୋଲିସ ଏବଂ ସାଇବର ସେଲର ମିଳିତ ତଦନ୍ତ ଜରିଆରେ ମୁକେଶ ବିଶ୍ୱାସ ନାମକ ଜଣେ ବ୍ୟକ୍ତି ହତ୍ୟା ମାମଲାର ପର୍ଦ୍ଦାଫାସ ହୋଇଛି। ମୃତକଙ୍କ ସ୍ତ୍ରୀ ଏବଂ ତାଙ୍କ…

ଭାଜପା ଛାଡ଼ିଲେ ଆନ୍ନାମଲାଇ; ନୀତିନ ନବୀନଙ୍କୁ ଦେଲେ ଇସ୍ତଫା ପତ୍ର, କାରଣ କହି…..

ଚେନ୍ନାଇ,୨।୬: ଭାଜପାରୁ ଇସ୍ତଫା ଦେଲେ ଦକ୍ଷିଣ ଭାରତରେ ଭାଜପାର ଅନ୍ୟତମ ପ୍ରମୁଖ ଚେହେରା ତଥା ତାମିଲନାଡୁରେ ଦଳର ପୂର୍ବତନ ସଭାପତି କେ. ଆନ୍ନାମଲାଇ । ସେ ନୂଆଦିଲ୍ଲୀରେ ରାଷ୍ଟ୍ରୀୟ ସଭାପତି ନୀତିନ ନବୀନଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି । ସୂଚନା ଅନୁସାରେ,…

ଦିଲ୍ଲୀ ହାଇକୋର୍ଟ ଗଲା CBSE ମାମଲା

ନୂଆଦିଲ୍ଲୀ,୨।୬: ଦିଲ୍ଲୀ ହାଇକୋର୍ଟରେ CBSE ଦ୍ବାଦଶ ଶ୍ରେଣୀ On- Screen Marking(OSM)କୁ ନେଇ National Students’ Union of India (NSUI) ପିଟିସନ ଦାଖଲ କରିଛି। ପିଟିସନରେ ପୋର୍ଟାଲ ସମୟସୀମା ବୃଦ୍ଧି, ପୁନଃ ମୂଲ୍ୟାୟନ, ଫିଜିକାଲ ଭେରିଫିକେସନ ଦାବି କରାଯାଇଛି। ଏପରିକି…

ତାତିରୁ ମିଳିବ ଆଶ୍ୱସ୍ତି! ଏହି ଦିନ କେରଳମ ଛୁଇଁବ ମୌସୁମୀ, ଓଡ଼ିଶା କେବେ ଆସିବ?

ନୂଆଦିଲ୍ଲୀ,୨।୬: ଆସନ୍ତା ୪ରେ କେରଳମ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ପଶ୍ଚିମ ବାୟୁ ଏବଂ ଦୁର୍ବଳ ମୌସୁମୀ ପବନ ଯୋଗୁଁ ଏଥର ମୌସୁମୀର ଅଗ୍ରଗତି ମନ୍ଥର ହୋଇଛି । ପାଣିପାଗ…

ମମତାଙ୍କ ପାଇଁ ବଡ଼ ସଙ୍କଟ; ଦଳ ଛାଡିପାରନ୍ତି ୫୦ ବିଧାୟକ, କଣ ହେବ ଭବିଷ୍ୟତ?

କୋଲକାତା,୨।୬: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ପରାଜୟ ପରେ, ତୃଣମୂଳ କଂଗ୍ରେସ ଭିତରେ ଆଭ୍ୟନ୍ତରୀଣ କନ୍ଦଳ ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ଏହା ଖୋଲାଖୋଲି ଭାବେ ସାମ୍ନାକୁ ଆସିଛି । ବଙ୍ଗଳା ବିଧାନସଭାରେ ବିରୋଧୀ ଦଳ ନେତାଙ୍କ ନିଯୁକ୍ତିକୁ ନେଇ ଏକ…

ଶପଥ ନେଲେ ସୁପ୍ରିମକୋର୍ଟର ୫ ନୂଆ ବିଚାରପତି

ନୂଆଦିଲ୍ଲୀ,୨।୬: ସୁପ୍ରିମକୋର୍ଟରେ ମଙ୍ଗଳବାର ୫ ନୂଆ ବିଚାରପତି ଶପଥ ନେଇଛନ୍ତି। ଫଳରେ ଶୀର୍ଷ ଅଦାଲତର ମୋଟ ବିଚାରପତି ସଂଖ୍ୟା ୩୭ରେ ପହଞ୍ଚଛି। ଯାହାକି ମଞ୍ଜୁରୀପ୍ରାପ୍ତ ସଂଖ୍ୟାଠାରୁ ଗୋଟିଏ କମ୍‌। ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ଭେଙ୍କିତା ସୁବ୍ରମଣି ମୋହନ, ବମ୍ବେ ହାଇକୋର୍ଟର ମୁଖ୍ୟ…

ବଲିଉଡ ଅଭିନେତ୍ରୀଙ୍କ ମାଆଙ୍କ ଘରୁ ଲକ୍ଷାଧିକ ଟଙ୍କାର ଗହଣା ଚୋରୀ

ନୂଆଦିଲ୍ଲୀ,୨।୭: ବଲିଉଡ ଅଭିନେତ୍ରୀ ରବୀନା ଟଣ୍ଡନଙ୍କ ପରିବାର ସହିତ ଜଡିତ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ମୁମ୍ବାଇର ଜୁହୁ ଅଞ୍ଚଳରେ ଥିବା ରବୀନା ଟଣ୍ଡନଙ୍କ ମାଆଙ୍କ ଘରୁ ପ୍ରାୟ 25 ଲକ୍ଷ ମୂଲ୍ୟର ଅଳଙ୍କାର ଏବଂ ମହଙ୍ଗା ଘଣ୍ଟା ଚୋରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?