ଜାତୀୟ

ପିଏଫ୍‌ଆଇ ବିରୋଧରେ ଏନଆଇଏର କାର୍ଯ୍ୟାନୁଷ୍ଠାନ: ୟୁପି, ରାଜସ୍ଥାନ, ଦିଲ୍ଲୀ ସମେତ କେତେକ ସ୍ଥାନରେ ଚଢାଉ

ନୂଆଦିଲ୍ଲୀ,୧୧।୧୦: ନିଷିଦ୍ଧ ସଂଗଠନ ପିଏଫଆଇ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଦେଶର ଅନେକ ସ୍ଥାନରେ ଚଢାଉ କରିଛି। ଏଥିରେ ଉତ୍ତରପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର ଏବଂ ଦିଲ୍ଲୀ ଭଳି ରାଜ୍ୟ ମଧ୍ୟ ସାମିଲ ରହିଛି। ଗତ ବର୍ଷ…

ନିଜକୁ ଏନସିପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ବୋଲି କହିଲେ ଅଜିତ ପାୱାର

ମୁମ୍ବାଇ,୧୧।୧୦: ଜାତୀୟତାବାଦୀ କଂଗ୍ରେସ ପାର୍ଟିର ବିଭାଜନ ଉପରେ ନିର୍ବାଚନ ଆୟୋଗଙ୍କ ଶୁଣାଣି ମଧ୍ୟରେ ବିଦ୍ରୋହୀ ଦଳର ମୁଖ୍ୟ ଅଜିତ ପାୱାର ମଙ୍ଗଳବାର ନିଜକୁ ଏନସିପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ବୋଲି ଘୋଷଣା କରିଛନ୍ତି। ଶିବସେନା-ଭାରତୀୟ ଜନତା ପାର୍ଟି (ଭାଜପା) ସରକାରରେ ଯୋଗଦେବା ପରେ…

ଅମ୍ବାନୀ ଶ୍ରେଷ୍ଠ ଧନୀ

ନୂଆଦିଲ୍ଲୀ,୧୧ା୧୦: ଆଦାନୀ ଗ୍ରୁପ୍‌ ଅଧ୍ୟକ୍ଷ ଗୌତମ ଆଦାନୀଙ୍କୁ ପଛରେ ପକାଇ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିଃର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଧନୀ ତାଲିକାର ଶୀର୍ଷ ସ୍ଥାନ ହାସଲ କରିଛନ୍ତି। ମଙ୍ଗଳବାର ହୁରୁନ ଇଣ୍ଡିଆ ଧନୀ ତାଲିକା ପ୍ରକାଶ ପାଇଛି। ଉକ୍ତ ତାଲିକା ଅନୁଯାୟୀ…

ଏ. ରାଜାଙ୍କ ୧୫ ବେନାମୀ ସମ୍ପତ୍ତି ଦଖଲକଲା ଇଡି

ନୂଆଦିଲ୍ଲୀ,୧୧ା୧୦: ମନିଲଣ୍ଡରିଂ ମାମଲାରେ ତଦନ୍ତ ଚଳାଇଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମଙ୍ଗଳବାର ଡିଏମ୍‌କେ ଏମ୍‌ପି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏ. ରାଜାଙ୍କ ୧୫ଟି ସ୍ଥାବର ବେନାମୀ ସମ୍ପତ୍ତିକୁ ଦଖଲକୁ ନେଇଛି। ଏହି ସମ୍ପତ୍ତିର ମୂଲ୍ୟ ୫୫ କୋଟି ଟଙ୍କା ହେବ। ରାଜାଙ୍କ…

ଭାରତକୁ ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁନଙ୍କ ଧମକ

ନୂଆଦିଲ୍ଲୀ,୧୧ା୧୦: ଖଲିସ୍ତାନୀ ଆତଙ୍କବାଦୀ ଗୁର୍‌ପତଓ୍ବନ୍ତ ସିଂ ପନ୍ନୁନ୍‌ ଅନ୍‌ଲାଇନରେ ଏକ ନୂଆ ଭିଡିଓ ଜାରି କରିଛନ୍ତି, ଯେଉଁଥିରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧମକ ଦେଇଛନ୍ତି। ଇସ୍ରାଏଲ୍‌-ପାଲେଷ୍ଟାଇନ୍‌ ଯୁଦ୍ଧରୁ ଶିକ୍ଷାଲାଭ କର, ନଚେତ୍‌ ଭାରତକୁ ସମାନ ପ୍ରତିକ୍ରିୟା ଅପେକ୍ଷା କରିଛି ବୋଲି…

ମାରାତ୍ମକ ଗ୍ରୀଷ୍ମର ସମ୍ମୁଖୀନ ହେବେ ଭାରତ, ପାକ୍‌

ନୂଆଦିଲ୍ଲୀ,୧୧ା୧୦: ଶତାବ୍ଦୀ ବଦଳିବା ସହ ଜଳବାୟୁ ପରିବର୍ତ୍ତନ ଯୋଗୁ ବିଶ୍ୱ ତାପମାତ୍ରା ଯଥେଷ୍ଟ ବୃଦ୍ଧି ପାଇବାକୁ ଯାଉଛି, ଯାହା ଭାରତ ଓ ସିନ୍ଧୁ ଉପତ୍ୟକା ସମେତ ବିଶ୍ୱର ସବୁଠୁ ଜନବହୁଳ ଅଞ୍ଚଳରେ ହୃଦ୍‌ଘାତ ଏବଂ ଅଂଶୁଘାତ ସମସ୍ୟା ବଢ଼ିପାରେ। ଏକ ନୂଆ…

‘ଭାରତ ଚାହିଁଲେ ହମାସ୍‌ ସହ ଶାନ୍ତି ବୁଝାମଣା ହୋଇପାରିବ’

ନୂଆଦିଲ୍ଲୀ,୧୧ା୧୦: ଇସ୍ରାଏଲ୍‌ ଓ ହମାସ୍‌ ମଧ୍ୟରେ ଯୁଦ୍ଧକୁ ୪ ଦିନ ବିତିଥିବାବେଳେ ୧,୬୦୦ରୁ ଅଧିକ ଲୋକଙ୍କ ଜୀବନ ଯିବା ସହ ୬,୦୦୦ ଆହତ ହେଲେଣି। ଶାନ୍ତି ସ୍ଥାପନ କିମ୍ବା ଯୁଦ୍ଧ ବନ୍ଦ ହେବାର କୌଣସି ସଙ୍କେତ ମିଳୁ ନାହିଁ। ଜି-୨୦ ରାଷ୍ଟ୍ରଗୋଷ୍ଠୀରେ…

ଇସ୍ରାଏଲ୍‌କୁ ଭାରତ ଦୃଢ଼ ସମର୍ଥନ କରୁଛି: ମୋଦି

ନୂଆଦିଲ୍ଲୀ,୧୧ା୧୦: କଠିନ ସମୟରେ ଭାରତ ଇସ୍ରାଏଲ୍‌ ସହ ଦୃଢ଼ ଭାବେ ଛିଡ଼ାହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଇସ୍ରାଏଲ୍‌ ପ୍ରତିପକ୍ଷ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କୁ କହିଛନ୍ତି। ମଙ୍ଗଳବାର ନେତାନ୍ୟାହୁ ଫୋନ୍‌ ଯୋଗେ ମୋଦିଙ୍କୁ ଇସ୍ରାଏଲ୍‌-ହମାସ ଯୁଦ୍ଧ ସ୍ଥିତି ସମ୍ପର୍କରେ ଅବଗତ କରାଇଥିଲେ।…

ଯୁଦ୍ଧରୁ ଅସ୍ଥିରତା, ଅର୍ଥପୀଡ଼ା

ନୂଆଦିଲ୍ଲୀ,୧୧ା୧୦ (ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ଇସ୍ରାଏଲ-ପାଲେଷ୍ଟାଇନ୍‌ ମଧ୍ୟରେ ଅନେକ ଦଶନ୍ଧି ଧରି କୁହୁଳୁଥିବା ଅସନ୍ତୋଷର ନିଅଁା ୨୦୨୩ ଅକ୍ଟୋବର ୬ରେ ହୁ ହୁ ଜଳିଉଠିଥିଲା। ଗାଜା ଶାସକ ହମାସ୍‌ ୨୦ ମିନିଟ୍‌ ମଧ୍ୟରେ ଇସ୍ରାଏଲ ଉପରେ ୫ ହଜାରରୁ ଊର୍ଦ୍ଧ୍ୱ ରକେଟ…

ନୋବେଲ ବିଜେତା ଅମର୍ତ୍ତ୍ୟ ସେନଙ୍କ ମୃତ୍ୟୁକୁ ନେଇ ଗୁଜବ; ଝିଅ କହିଲେ-ସୁସ୍ଥ ଅଛନ୍ତି ବାପା

ନୂଆଦିଲ୍ଲୀ,୧୦।୧୦: ନୋବେଲ ପୁରସ୍କାର ବିଜେତା ଭାରତୀୟ ଅର୍ଥନୀତିଜ୍ଞ ଅମର୍ତ୍ତ୍ୟ ସେନଙ୍କ ନିଧନକୁ ନେଇ ମଙ୍ଗଳବାର ଗୁଜବ ସୃଷ୍ଟି ହୋଇଥିଲା। ଏନେଇ ଜଣାପଡ଼ିବା ପରେ ଝିଅ ନନ୍ଦନା ଦେବ ସେନ ଟୁଇଟ୍‌ କରି ଖବରକୁ ଖଣ୍ଡନ କରିଛନ୍ତି। ତାଙ୍କ ବାପା ସମ୍ପୂର୍ଣ୍ଣ ସୁସ୍ଥ…

କଶ୍ମୀରକୁ ଭାରତରୁ ବିଚ୍ଛିନ୍ନ ନେଇ ଉତ୍ତେଜନା ସୃଷ୍ଟିକାରୀ ଭାଷଣ ନେଇ ଅରୁନ୍ଧତୀ ରାୟଙ୍କ ବିରୋଧ ଚାଲିବ ମାମଲା, ଏଲଜିଙ୍କ ଅନୁମୋଦନ…

ନୂଆଦିଲ୍ଲୀ,୧୦।୧୦ : ଦେଶର ରାଜଧାନୀ ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର (ଏଲଜି) ମଙ୍ଗଳବାର ଲେଖିକା ଅରୁନ୍ଧତୀ ରାୟ ଏବଂ କଶ୍ମୀର ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ଶେଖ ସୌକତ ହୁସେନଙ୍କ ବିରୋଧ ହୋଇଥିବା ଅଭିଯୋଗକୁ ଅନୁମୋଦନ କରିଛନ୍ତି। ୨୦୧୦ ରେ ଦିଲ୍ଲୀରେ ଏକ ସେମିନାରରେ…

ଭାରତରେ ହମାସ ଭଳି ଆକ୍ରମଣ ଧମକ, ପଞ୍ଜାବ ଛାଡିବାକୁ କହିଲେ ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁ…

ନୂଆଦିଲ୍ଲୀ,୧୦।୧୦ : ଖାଲିସ୍ତାନୀ ଆତଙ୍କବାଦୀ ଗୁରୁପତଓ୍ବନ୍ତ ସିଂ ପନ୍ନୁଙ୍କର ଏକ ନୂଆ ଭିଡିଓ ଅନଲାଇନରେ ପ୍ରକାଶ ପାଇଛି, ଯେଉଁଥିରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧରୁ ଶିକ୍ଷା ଗ୍ରହଣ କରିବାକୁ ଧମକ ଦେଇଛନ୍ତି, ଯାହାଫଳରେ ଭାରତରେ ଏହିପରି ଆକ୍ରମଣ ଘଟିବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?