ଜାତୀୟ

ହାତୀ ମୃତ୍ୟୁକୁ ନେଇ ସୁପ୍ରିମକୋର୍ଟଙ୍କ ତାଗିଦ: ଆମେ କିପରି ଦେଶ ଚଳାଇ ପାରିବୁ…

ନୂଆଦିଲ୍ଲୀ,୧୦।୧୦ : ସୁପ୍ରିମକୋର୍ଟ କେରଳରେ ହାତୀ ମୃତ୍ୟୁକୁ ନେଇ ମଧ୍ୟବର୍ତ୍ତୀକାଳୀନ ଆବେଦନ ଶୁଣାଣି କରିବାକୁ ମନା କରି ଦେଇଛନ୍ତି। ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ, ଜଷ୍ଟିସ ଜେ.ବି ପାରଦୀୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ରଙ୍କ ଏକ ବେଞ୍ଚ କହିଛନ୍ତି ଏହା ସ୍ଥାନୀୟ…

ରାଜ୍ୟ ସଭାରୁ ନିଲମ୍ବନ ବିରୋଧରେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବେ ରାଘବ ଚଢା

ନୂଆଦିଲ୍ଲୀ,୧୦।୧୦: ରାଜ୍ୟ ସଭାରୁ ନିଲମ୍ବନ ବିରୋଧରେ ଆମ ଆଦମୀ ପାର୍ଟି(ଏଏପି)ର ଏମ୍‌ପି ରାଘବ ଚଢା ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି। ୫ ଏମ୍‌ପିଙ୍କ ସହମତି ବିନା ଚୟନ କମିଟିରେ ତାଙ୍କ ନାମ ପ୍ରସ୍ତାବ ଦେଇଥିବାରୁ ତାଙ୍କୁ ୫ ଅଗଷ୍ଟରେ ନିଲମ୍ବିତ କରାଯାଇଥିଲା। ଏହି ମାମଲା…

ଆଦିବାସୀମାନଙ୍କୁ ହୃଦୟରୁ ସମ୍ମାନ କରନ୍ତି ନାହିଁ ପ୍ରଧାନମନ୍ତ୍ରୀ ମୋଦି: ରାହୁଲ ଗାନ୍ଧୀ

ଭୋପାଳ,୧୦।୧୦: ମଧ୍ୟପ୍ରଦେଶରେ ନିର୍ବାଚନ ତାରିଖ ଘୋଷଣା କରାଯାଇଛି। ଏହି କ୍ରମରେ ନିର୍ବାଚନ ପ୍ରଚାର ପାଇଁ ମଧ୍ୟପ୍ରଦେଶର ଶାହଡୋଲରେ ପହଞ୍ଚିଥିବା ରାହୁଲ ଗାନ୍ଧୀ ଜନ ଆକ୍ରୋଶ ସମାବେଶକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ କହିଥିଲେ, ଜଣେ ତାଙ୍କ ଅଂଶ ଅନୁଯାୟୀ ସମାନ…

୨୦୨୪ ପର୍ଯ୍ୟନ୍ତ ବିରୋଧୀ ଦଳ ନେତାଙ୍କ ଉପରେ ହେବ ରେଡ: ସଞ୍ଜୟ ରାଉତ

ନୂଆଦିଲ୍ଲୀ,୧୦।୧୦: ଦିଲ୍ଲୀରେ ମନି ଲଣ୍ଡରିଂ ମାମଲାରେ ଇଡି ମଙ୍ଗଳବାର ଆମ ଆଦମୀ ପାର୍ଟି(ଏଏପି) ବିଧାୟକ ଅମାନତୁଲ୍ଲା ଖାନଙ୍କ ଘରେ ଚଢାଉ କରିଥିଲା। ଏହାର ଜବାବରେ ଉଦ୍ଧବ ବାଲା ସାହେବ ଠାକରେଙ୍କ ଶିବସେନା ଏମପି ସଞ୍ଜୟ ରାଉତ କହିଛନ୍ତି ଯେ ୨୦୨୪ ନିର୍ବାଚନ…

ଭାଜପା ଏମପିଙ୍କ ଗୁରୁତର ଅଭିଯୋଗ, କହିଲେ କଂଗ୍ରେସ-ଏଆଇଏମଆଇଏମ କରୁଛନ୍ତି ହମାସର ସମର୍ଥନ

ନୂଆଦିଲ୍ଲୀ,୧୦।୧୦: ଭାଜପାର ରାଷ୍ଟ୍ରୀୟ ମହାସଚିବ ତଥା କରିମନଗର ଏମପି ବନ୍ଦି ସଞ୍ଜୟ କୁମାର ମଙ୍ଗଳବାର ଅଭିଯୋଗ କରିଛନ୍ତି କି ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହମାସକୁ କଂଗ୍ରେସ ଏବଂ ଅସଦୁଦ୍ଦିନ ଓୱାଇସିଙ୍କ ପାର୍ଟି ଅଲ ଇଣ୍ଡିଆ ମଜଲିସ-ଇ-ଇନ୍ତେହାଦୁଲ ମୁସଲିମ (ଏଆଇଏମଆଇଏମ) ସମର୍ଥନ କରୁଛନ୍ତି।…

ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ରାଜଧାନୀରେ ବଢିଲା ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ,୧୦।୧୦: ମଧ୍ୟ ପୂର୍ବରେ ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଧ୍ୟାନରେ ରଖି ଦିଲ୍ଲୀ ପୋଲିସ ଇସ୍ରାଏଲ ଦୂତାବାସ ଚାରିପାଖରେ ସୁରକ୍ଷାକୁ କଡାକଡି କରିଛି। ମଙ୍ଗଳବାର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଏହି ଅଧିକାରୀ କହିଛନ୍ତି ଯେ ଇସ୍ରାଏଲ-ହମାସ…

‘ଭ୍ରଷ୍ଟାଚାରରେ ଲିପ୍ତ ରହିଲେ ଯାଞ୍ଚଏଜେନ୍ସି ତା’କାମ କରିବ’, ଅମାନତୁଲ୍ଲାଙ୍କ ଘରେ ଇଡି ଚଢାଉକୁ ନେଇ ବର୍ଷିଲେ ବୀରେନ୍ଦ୍ର ସଚ୍ଚଦେବା

ନୂଆଦିଲ୍ଲୀ,୧୦।୧୦: ଦିଲ୍ଲୀର ଓଖଲା ବିଧାନସଭା ଆସନରୁ ଆମ ଆଦମୀ ପାର୍ଟି ବିଧାୟକ ଅମାନତୁଲ୍ଲା ଖାନଙ୍କ ବାସଭବନରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ(ଇଡି) ଚଢାଉ କରିବା ପରେ ରାଜ୍ୟ ଭାଜପା ସଭାପତି ବିରେନ୍ଦ୍ର ସଚ୍ଚଦେବା ତାଙ୍କ ଉପରେ ବର୍ଷିଛନ୍ତି। ଇଡି ଚଢାଉର କିଛି ସମୟ ପରେ…

ରାଜସ୍ଥାନରେ ଏଥର ଭାଜପା ଆସିବ ବୋଲି ଅଶୋକ ଗେହଲଟ ସ୍ବୀକାର କରିସାରିଛନ୍ତି: ପ୍ରହ୍ଲାଦ ଯୋଶୀ

ଭରତପୁର,୧୦।୧୦: ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବା ସହିତ ରାଜସ୍ଥାନରେ ରାଜନୀତି ସରଗରମ ହୋଇଛି। କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଭାଜପାକୁ ଉତ୍ସାହିତ କରିବା ପାଇଁ ଭରତପୁର ଆସିଥିଲେ। ଏହି ସମୟ ମଧ୍ୟରେ ସେ ଶାସକ ଦଳ କଂଗ୍ରେସକୁ ଟାର୍ଗେଟ କରିଥିଲେ।…

ସରୁଛି ସଞ୍ଜୟ ସିଂଙ୍କ ରିମାଣ୍ଡ, ଆଜି କୋର୍ଟରେ ହେବେ ହାଜର

ନୂଆଦିଲ୍ଲୀ,୧୦।୧୦: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଆମ ଆଦମୀ ପାର୍ଟି(ଏଏପି) ଏମ୍‌ପି ସଞ୍ଜୟ ସିଂଙ୍କ ୫ ଦିନିଆ ଇଡି ହେପାଜତ ଆଜି ଅର୍ଥାତ୍‌ ମଙ୍ଗଳବାର) ଶେଷ ହେଉଛି। ଅପରାହ୍ନରେ ଇଡି ପୁଣି ଥରେ ସଞ୍ଜୟ ସିଂଙ୍କୁ ରୌଜ୍‌ ଏଭେନ୍ୟୁ…

ମିଶନ ‘୮୦’ ପାଇଁ ଭାଜପାର ରଣନୀତି ପ୍ରସ୍ତୁତ, ବଡ ଆସନରେ ଫିଲ୍ମଷ୍ଟାର ତଥା ବରିଷ୍ଠ ନେତା ଲଢିପାରନ୍ତି ନିର୍ବାଚନ

ନୂଆଦିଲ୍ଲୀ,୧୦।୧୦: ଉତ୍ତରପ୍ରଦେଶରେ ଭାଜପା ଲୋକ ସଭା ନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତିରେ ଲାଗି ପଡିଛି। ପ୍ରତ୍ୟେକ ଆସନକୁ ମୂଲ୍ୟାଙ୍କନ କରାଯାଉଛି ଏବଂ ଗ୍ରାଉଣ୍ଡ ଲେଭଲରେ ଏକ ରିପୋର୍ଟ ପ୍ରସ୍ତୁତ କରାଯାଉଛି। ଉତ୍ତର ପ୍ରଦେଶରେ ୮୦ ଟି ଆସନ ଜିତିବାକୁ ଭାଜପା ଲକ୍ଷ୍ୟ…

ଇଟାଲୀ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଭେଟିଲେ ରାଜନାଥ ସିଂ

ରୋମ,୧୦।୧୦: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସୋମବାର ଠାରୁ ଇଟାଲୀ ଏବଂ ଫ୍ରାନ୍ସ ଗସ୍ତରେ ଆସି ଦ୍ୱିପାକ୍ଷିକ ରଣନୀତିକ ସମ୍ପର୍କ ଏବଂ ସାମରିକ ହାର୍ଡୱେୟାରର ମିଳିତ ବିକାଶ ପାଇଁ ଶିଳ୍ପ ସହଯୋଗ ବିଷୟରେ ଆଲୋଚନା କରିବେ। ପ୍ରଥମ ପର୍ଯ୍ୟାୟରେ ରାଜନାଥ ସିଂ…

ଆମ ଆଦମୀ ପାର୍ଟି ବିଧାୟକଙ୍କ ଘରେ ଇଡି ଚଢାଉ

ନୂଆଦିଲ୍ଲୀ,୧୦।୧୦: ମନି ଲଣ୍ଡରିଂ ମାମଲାରେ ଆମ ଆଦମୀ ପାର୍ଟି ବିଧାୟକଙ୍କ ଅଡୁଆ କମିବାର ନାଁ ଧରୁନି। ମଙ୍ଗଳବାର ସକାଳେ ଇଡି ଟିମ ଏଏପି ବିଧାୟକ ଅମାନତୁଲ୍ଲା ଖାନଙ୍କ ଘରେ ପହଞ୍ଚି ତଦନ୍ତ କରୁଛନ୍ତି। ସୂଚନାଯୋଗ୍ୟ ଯେ ଦିଲ୍ଲୀ ୱାକଫ ବୋର୍ଡର କାର୍ଯ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?