ବୀରେନ୍ ସିଂଙ୍କ ଇସ୍ତଫା ଦାବିକଲେ ଡିସିଡବ୍ଲ୍ୟୁ ମୁଖ୍ୟ
ଇମ୍ଫାଲ,୨୬ା୭: ମଣିପୁର ହିଂସା ଘଟଣାରେ ଦିଲ୍ଲୀ ମହିଳା କମିଶନ(ଡିସିଡବ୍ଲ୍ୟୁ) ଅଧ୍ୟକ୍ଷା ସ୍ବାତୀ ମାଲିଓ୍ବାଲ ମୁଖ୍ୟମନ୍ତ୍ରୀ ଏନ୍.ବୀରେନ୍ ସିଂଙ୍କ ଇସ୍ତଫା ଦାବି କରିଛନ୍ତି। ସେ ଦିଲ୍ଲୀରୁ ଆସି ପୀଡ଼ିତାଙ୍କୁ ଭେଟିପାରୁଥିବାବେଳେ ମୁଖ୍ୟମନ୍ତ୍ରୀ ଆସିପାରୁନାହାନ୍ତି କାହିଁକି ବୋଲି ସ୍ବାତୀ ପ୍ରଶ୍ନ କରିଥିଲେ। ଜାତିଆଣ ହିଂସା…
ରାଜ୍ୟ ସଭାରେ ଖାର୍ଗେ-ଗୋୟଲ ମୁହଁାମୁହିଁ
ନୂଆଦିଲ୍ଲୀ,୨୬ା୭(ପି.ଟି.): ମଣିପୁର ପ୍ରସଙ୍ଗରେ ଆଲୋଚନାକୁ ନେଇ ରାଜ୍ୟ ସଭାରେ ଗୃହର ନେତା ପୀୟୂଷ ଗୋୟଲ ଏବଂ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାର୍ଗେଙ୍କ ମଧ୍ୟରେ ମଙ୍ଗଳବାର ଜୋର୍ଦାର ବାକ୍ଯୁଦ୍ଧ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୃହରେ ଉପସ୍ଥିତ ରହନ୍ତୁ ବୋଲି ଖାର୍ଗେ…
ଆଜି ଦେଶର ସର୍ବବୃହତ କନ୍ଭେନଶନ ସେଣ୍ଟରର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୨୬।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ପ୍ରଗତି ମଇଦାନରେ ଥିବା ଅନ୍ତର୍ଜାତୀୟ ପ୍ରଦର୍ଶନୀ-ସହ-କନଭେନସନ ସେଣ୍ଟର (ଆଇଇସିସି) କମ୍ପ୍ଲେକ୍ସକୁ ଦେଶ ପାଇଁ ଉତ୍ସର୍ଗ କରିବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ଦାବି କରିଛି ଯେ ଏହା ବିଶ୍ୱର ଅଗ୍ରଣୀ ପ୍ରଦର୍ଶନୀ ଏବଂ ସମ୍ମିଳନୀ କମ୍ପ୍ଲେକ୍ସ…
ରାଜ୍ୟରେ ମହିଳାଙ୍କ ପାଇଁ କାହିଁକି ଲାଗୁ ହୋଇନି ସଂରକ୍ଷଣ: କେନ୍ଦ୍ରକୁ ସୁପ୍ରିମ୍କୋର୍ଟଙ୍କ ପ୍ରଶ୍ନ…
ନୂଆଦିଲ୍ଲୀ,୨୫।୭ : ମଙ୍ଗଳବାର ଏକ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ତାଗିଦ କରିଛନ୍ତି। ଭାଜପା ଶାସିତ ରାଜ୍ୟଗୁଡିକ ବିରୋଧରେ ଦୃଢ଼ ଆଭିମୁଖ୍ୟ ଗ୍ରହଣ ନ କରି ଥିବାରୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇଛନ୍ତି। ଉତ୍ତର-ପୂର୍ବ ରାଜ୍ୟ ନାଗାଲାଣ୍ଡରେ…
ପୂର୍ବତନ ଭାଜପା ବିଧାୟକ ଲୋଡିଲେ ଇଛାମୃତ୍ୟୁ ଅନୁମତି, ୬ ବର୍ଷ ଧରି ଜେଲରେ…
ଧାନବାଦ,୨୫।୭ : ଝାଡ଼ଖଣ୍ଡର ଜଣେ ପୂର୍ବତନ ବିଧାୟକ କୋର୍ଟରୁ ଇଛାମୃତ୍ୟୁ ଦାବି କରିଛନ୍ତି। ଏହି ମାମଲା ଧାନବାଦ ସହ ଜଡିତ ଯେଉଁଠାରେ ପୂର୍ବତନ ଡେପୁଟି ମେୟର ନୀରଜ ସିଂଙ୍କ ହତ୍ୟା ମାମଲାରେ ଭାଜପାର ପୂର୍ବତନ ଝରିଆ ବିଧାୟକ ସଞ୍ଜୀବ ସିଂ ୨୦୧୭…
ହିଣ୍ଡନ ନଦୀରେ ୫୦୦ କାର ଭାସୁଥିବାର ଦୃଶ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ…
ନୂଆଦିଲ୍ଲୀ,୨୫।୭ : ଉତ୍ତରପ୍ରଦେଶର ଗଙ୍ଗା ଏବଂ ଯମୁନା ନଦୀ ପରେ ବର୍ତ୍ତମାନ ହିଣ୍ଡୋନ ନଦୀରେ ବନ୍ୟା ଜଳ ପ୍ରବାହିତ ହେଉଛି। ଏହାର ଜଳ ନୋଏଡା ରାସ୍ତାରେ ସଙ୍କଟ ସୃଷ୍ଟି କରୁଛି। ଏକ ଯୋଜନାବଦ୍ଧ ସହର ଭାବେ ବିବେଚନା କରାଯାଉଥିବା ନୋଏଡା, ମୌସୁମୀ…
ଅଧ୍ୟାଦେଶକୁ କ୍ୟାବିନେଟ ମଞ୍ଜୁରୀ: ସଂସଦରେ ହେବ ଆଗତ…
ନୂଆଦିଲ୍ଲୀ,୨୫।୭ : ଦିଲ୍ଲୀର ଅଧିକାରୀଙ୍କ ଟ୍ରାନ୍ସଫର ପୋଷ୍ଟିଂ ସହ ଜଡିତ କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ସହ ଜଡିତ ଏହି ବିଲ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟର ମଞ୍ଜୁରୀ ଲାଭ କରିଛି। ସଂସଦର ମୌସୁମୀ ଅଧିବେଶନରେ ସରକାର ବର୍ତ୍ତମାନ ଏହି ବିଲ…
୫୦୦ ଶହ ଟଙ୍କିଆ ନୋଟ ବନ୍ଦ ହେବ କି ? ସ୍ପଷ୍ଟୀକରଣ ଦେଲେ ସରକାର…
ନୂଆଦିଲ୍ଲୀ,୨୫।୭ : ନୂତନ ୨୦୦୦ ଟଙ୍କିଆ ନୋଟ ଉପରେ ପ୍ରତିବନ୍ଧକ ଲଗାଯିବା ପରେ ଲୋକଙ୍କ ମନରେ ଏକ ଭୟ ରହିଛି ସରକାର ମଧ୍ୟ ୫୦୦ ଟଙ୍କିଆ ନୋଟକୁ ପ୍ରଚଳନରୁ ପ୍ରତ୍ୟାହାର କରି ନେଇପାରନ୍ତି। ଏବେ ସରକାର ଏହାର ଉତ୍ତର ଦେଇଛନ୍ତି। ଏହା…
ମଣିପୁର ନେଇ ଚର୍ଚ୍ଚା କରିବାକୁ ରାଜି ସରକାର, ସଂସଦର ଉଭୟ ଗୃହର ବିରୋଧୀ ନେତାଙ୍କୁ ଚିଠି ଲେଖିଲେ ଶାହା…
ନୂଆଦିଲ୍ଲୀ,୨୫।୭ : ସଂସଦର ଉଭୟ ଗୃହରେ ଚାଲିଥିବା ପ୍ରକ୍ରିୟା ସମୟରେ ବିରୋଧୀ ଦଳ ଏକ ଅଡୁଆ ସୃଷ୍ଟି କରୁଛନ୍ତି। ଲଗାତାର ଉତ୍ତେଜନା କାରଣରୁ ରାଜ୍ୟସଭାରୁ ଏଏପି ଏମପି ସଞ୍ଜୟ ସିଂଙ୍କୁ ସମଗ୍ର ଅଧିବେଶନରୁ ବହିଷ୍କାର କରାଯାଇଥିଲା। କିନ୍ତୁ ଏହା ପରେ ମଧ୍ୟ…
ଶତ୍ରୁ ଉପରେ କେବେ ନ କର ଭରସା, ସେ ପାକିସ୍ତାନ ଅବା ଚାଇନା ହେଉ: ପୂର୍ବତନ ସେନାମୁଖ୍ୟ…
ନୂଆଦିଲ୍ଲୀ,୨୫।୭ : ସତର୍କ ରୁହନ୍ତୁ ଶତ୍ରୁ ସବୁବେଳେ ଶତ୍ରୁ। ଶତ୍ରୁ ଉପରେ ଭରସା କରିବା ଠିକ ନୁହେଁ। ସେ ପାକିସ୍ତାନ ହେଉ ଅବା ଚାଇନା। ତୁଷାର ଶିଖରରେ ନିୟୋଜିତ ସଶସ୍ତ୍ର ବାହିନୀକୁ ପୂର୍ବତନ ସେନା ମୁଖ୍ୟ ଜେନେରାଲ ବେଦ ପ୍ରକାଶ ମଲିକ…
ଆଉ ଫେରାଇ ହେବନି ପୁରସ୍କାର, ପୂର୍ବରୁ ଦେବାକୁ ପଡିବ ସହମତି…
ନୂଆଦିଲ୍ଲୀ,୨୫।୭ : ସରକାରଙ୍କ କୌଣସି ନିଷ୍ପତ୍ତି କିମ୍ବା ଘଟଣାର ପ୍ରତିବାଦରେ ପୁରସ୍କାର ଫେରାଇବାର ଅନେକ ଘଟଣା ଦେଶରେ ସାମ୍ନାକୁ ଆସିଛି। ବିଶିଷ୍ଟ ବ୍ୟକ୍ତିଙ୍କ ଦ୍ୱାରା ପୁରସ୍କାର ପ୍ରତ୍ୟାବର୍ତ୍ତନ ମଧ୍ୟ ସରକାରଙ୍କୁ ଅନେକ ଲଜ୍ଜାଜନକ ପରିସ୍ଥିତିରେ ପକାଇଛି। ଏଥି ସହିତ ଏଭଳି ଘଟଣା…
ସ୍ବାଧୀନତା ପରେ ଏସସି-ଏସଟିଙ୍କ ବ୍ୟତୀତ ଅନ୍ୟ କାହାର କରାଯାଇ ନାହିଁ ଜନ ଗଣନା: କଂଗ୍ରେସ ଘୋଷଣା ମଧ୍ୟରେ ସରକାର ସ୍ଥିତି କଲେ ସ୍ପଷ୍ଟ …
ନୂଆଦିଲ୍ଲୀ,୨୫।୭ : ଜାତ ଭିତ୍ତିକ ଜନଗଣନାକୁ ନେଇ ଦେଶରେ ପୁଣି ଥରେ ଆଲୋଚନା ଆରମ୍ଭ ହୋଇଛି। ଏଥର ଏହାର କାରଣ ହେଉଛି କଂଗ୍ରେସ। ବାସ୍ତବରେ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଘୋଷଣା କରିଛି ଦଳ ସରକାର ଗଠନ କଲେ ରାଜ୍ୟରେ…
Archives


