ଜାତୀୟ

ବିଆରଏସକୁ ପରାଜିତ କରାଇବା ଲାଗି ମିଳିତ ହୋଇଛନ୍ତି ଭାଜପା-କଂଗ୍ରେସ: କେସିଆର…

ହାଇଦ୍ରାବାଦ,୧୮।୧୧ : ତେଲଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଦିନ ପାଖେଇ ଆସୁଥିବାରୁ ପରସ୍ପର ଉପରେ ରାଜନୈତିକ ନେତାଙ୍କ କଡା ସମାଲୋଚନା ତୀବ୍ର ହେବାରେ ଲାଗିଛି। ଏହି ସମୟରେ ରାଜ୍ୟ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଶନିବାର ଅଭିଯୋଗ କରିଛନ୍ତି ତାଙ୍କ ରାଜନୈତିକ…

ଉତ୍ତରପ୍ରଦେଶ ସରକାର ନେଲେ ବଡ଼ ପଦକ୍ଷେପ, ହଲାଲ ଖାଦ୍ୟ ସାମଗ୍ରୀ ଉପରେ ଲାଗିଲା ପ୍ରତିବନ୍ଧକ

ନୂଆଦିଲ୍ଲୀ,୧୮ା୧୧: ଏକ ବଡ଼ ନିଷ୍ପତ୍ତି କ୍ରମେ ଶନିବାର ଉତ୍ତରପ୍ରଦେଶ ସରକାର ରାଜ୍ୟରେ ହଲାଲ ଟ୍ୟାଗ ଖାଦ୍ୟ ସାମଗ୍ରୀ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଖାଦ୍ୟ ଉତ୍ପାଦନ କମିଶନଙ୍କ କାର୍ଯ୍ୟାଳୟ ଏକ ଆଦେଶରେ କହିଛନ୍ତି, “ତୁରନ୍ତ ପ୍ରଭାବ ସହିତ ଉତ୍ପାଦଗୁଡ଼ିକର ଉତ୍ପାଦନ, ସଂରକ୍ଷଣ, ବଣ୍ଟନ…

ଟନେଲ କାଟିବାରେ ବ୍ୟବହୃତ ହେବ ଗଛ କାଟିବା ମେଶିନ, ସଙ୍କଟରେ ୪୧ ଶ୍ରମିକଙ୍କ ଜୀବନ…

ଡେରାଡୁନ,୧୮।୧୧ : ଉତ୍ତରାଖଣ୍ଡର ଉତ୍ତରକାଶୀରେ ଟନେଲ ଭୁଶୁଡ଼ି ପଡ଼ି ମାଟି ତଳେ ରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଚାଲିଛି। ସମୁଦାୟ ୪୧ ଜଣ ଲୋକ ଆବର୍ଜନା ଭିତରେ ଫସି ରହିଛନ୍ତି। ପୂର୍ବରୁ ଖବର ଆସିଥିଲା ୪୦ ଜଣ ଲୋକ…

ଦେଶରୁ ସେନା ଅପସାରଣ କରିବାକୁ ଭାରତକୁ କହିଲା ମାଳଦ୍ଵୀପ

ନୂଆଦିଲ୍ଲୀ,୧୮ା୧୧: ଶପଥ ନେବାର ଗୋଟିଏ ଦିନ ପରେ ମାଳଦ୍ଵୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ଅଫିସରୁ ଭାରତ ସରକାରଙ୍କୁ ଦେଶରୁ ସେନା ଅପସାରଣ କରିନେବାକୁ କୁହାଯାଇଛି। ଶପଥ ଗ୍ରହଣ ଉତ୍ସବରେ ଭାରତ ସରକାରଙ୍କ ପ୍ରତିନିଧି ଭାବେ ମାଳଦ୍ଵୀପରେ ପହଞ୍ଚିଥିବା କେନ୍ଦ୍ର ମନ୍ତ୍ରୀ କିରେନ…

ସୋସିଆଲ ମିଡିଆ ପ୍ଲାଟଫର୍ମକୁ ଡିପ୍‌ଫେକ୍‌ ପ୍ରସଙ୍ଗରେ ଚେତାବନୀ ଦେଲେ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଖୁବଶୀଘ୍ର କରିବେ ସାକ୍ଷାତ

ନୂଆଦିଲ୍ଲୀ,୧୮ା୧୧: କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶନିବାର ସୋସିଆଲ ମିଡିଆ ପ୍ଲାଟଫର୍ମକୁ ଡିପ୍‌ଫେକ୍‌ ପ୍ରସଙ୍ଗରେ ଚେତାବନୀ ଦେଇଛନ୍ତି। ସାଉଥ୍‌ ବ୍ୟୁଟି ରଶ୍ମିକା ମନ୍ଦାନା, ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ଙ୍କ ପରେ କାଜୋଲ ଦେବଗନଙ୍କ ଡିପ୍‌ଫେକ୍‌ ଭିଡିଓ ଅତ୍ୟାଧୁନିକ ଟେକ୍ନୋଲୋଜିର ନକାରାମତ୍କ…

ନେତାନ୍ୟାହୁଙ୍କୁ ବିନା ବିଚାରରେ ଗୁଳି କରିଦେବା ଉଚିତ: କଂଗ୍ରେସ ଏମପିଙ୍କ ବିବାଦୀୟ ମନ୍ତବ୍ୟ…

ଥିରୁଭାନନ୍ତପୁରମ,୧୮।୧୧ : ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ କଂଗ୍ରେସ ଇସ୍ରାଏଲର ଆକ୍ରମଣକୁ ନରସଂହାର ବୋଲି କହିଛି। ଏଥିରେ ପାଲେଷ୍ଟାଇନକୁ ସମର୍ଥନ କରି କଂଗ୍ରେସ ଏକ ବିବୃତ୍ତି ଦେଇଛି। କଂଗ୍ରେସ ଏମପି ରାଜମୋହନ ଉନିଥାନ ଶନିବାର କହିଛନ୍ତି ଇସ୍ରାଏଲର…

ଆମ୍ବୁଲାନ୍ସ ଆସିବାକୁ ମନା କଲା, ଖଟିଆରେ ବୋହି ହସ୍ପିଟାଲ ନେବା ବାଟରେ ମୃତ୍ୟୁ, ଘେରିଲା ଭାଜପା, ଭିଡିଓ ଭାଇରାଲ…

କୋଲକାତା,୧୮।୧୧ : ପଶ୍ଚିମବଙ୍ଗର ମାଲଦାରୁ ଏକ ହୃଦୟ ବିଦାରକ ଭିଡିଓ ସାମ୍ନାକୁ ଆସିଛି। ଜଣେ ମହିଳାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ତାଙ୍କୁ ହସ୍ପିଟାଲ ନେବାକୁ ଆମ୍ବୁଲାନ୍ସ ଡକାଯାଇଥିଲା, କିନ୍ତୁ ରାସ୍ତା ଖରାପ ଥିବାରୁ ଡ୍ରାଇଭର ଆସିବାକୁ ମନା କରିଦେଇଥିଲେ। ଅବସ୍ଥା…

ଫାଇନାଲ ମ୍ୟାଚ ପରଦିନ ହେବ ଟୁ ପ୍ଲସ ଟୁ ଆଲୋଚନା, ଭାରତ-ଅଷ୍ଟ୍ରେଲିଆର ମନ୍ତ୍ରୀ କରିବେ ରଣନୀତି ପ୍ରସ୍ତୁତି

ନୂଆଦିଲ୍ଲୀ,୧୮।୧୧: ଫାଇନାଲ ମ୍ୟାଚ ଦେଖିବା ଭାରତ ଆସୁଛନ୍ତି ଅଷ୍ଟ୍ରେଲିଆର ଉପ ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ତଥା ବିଦେଶ ମନ୍ତ୍ରୀ। ଉପ ପ୍ରଧାମନ୍ତ୍ରୀ- ରକ୍ଷା ମନ୍ତ୍ରୀ ରିଚାର୍ଡ ମାଲେସ ଓ ବିଦେଶ ମନ୍ତ୍ରୀ ପେନି ଓ୍ବଙ୍ଗ ଦୁଇ ଦିନିଆ ଗସ୍ତରେ ଭାରତ ଆସୁଛନ୍ତି।…

ଚୁପ୍‌ ଚାପ୍‌ ଆସି ୬ ବର୍ଷ ଶିଶୁଙ୍କୁ ବେକରୁ କାମୁଡି ଟେକି ନେଇ ଲହୁଲୁହାଣ କଲା,ଭିଡିଓ ଭାଇରାଲ…

ଲକ୍ଷ୍ନୌ,୧୮।୧୧ : ଚିତାବାଘ ଶିକାର ଖୋଜୁଥିଲା। ହଠାତ୍‌ ତା ଆଖି ଜଣେ ପିଲାଙ୍କ ଉପରେ ପଡିଗଲା। ଚିତାବାଘ ପିଲାଟିକୁ ବେକରୁ କାମୁଡି ନେଇଗଲା। ପରିବାର ଲୋକ ଖୋଜି ଜଙ୍ଗଲରେ ଶିଶୁଟି ଲହୁଲୁହାଣ ହୋଇ ପଡିଥିବାର ଦେଖିବାକୁ ପାଇଥିଲେ। ଏକ ଶିଶୁକୁ ଚିତାବାଘ…

ହେବନି ଭାରତ-ଅଷ୍ଟ୍ରେଲିଆ ଫାଇନାଲ ମ୍ୟାଚ! ଧମକ ଦେଲେ ପନ୍ନୁ

ନୂଆଦିଲ୍ଲୀ,୧୮।୧୧: ନିଜ୍ଜର ହତ୍ୟା ମାମଲାରେ ଖଲିସ୍ତାନୀ ସମର୍ଥକ ଭାରତକୁ ଲଗାତାର ଧମକ ଦେଉଛନ୍ତି। ଏୟାର ଇଣ୍ଡିଆକୁ ନେଇ ଭିଡିଓ ଜାରି କରିବା ପରେ ଶିଖ୍‌ ଫର ଜଷ୍ଟିସର ଖଲିସ୍ତାନୀ ସଂଗଠନ ମୁଖ୍ୟ ଗୁରୁପନ୍ତଓ୍ବନ୍ତ ସିଂ ପନ୍ନୁ ଆଇସିସି ବିଶ୍ୱକପକୁ ନେଇ ଧମକ…

‘୩ ଡିସେମ୍ବର-କଂଗ୍ରେସ ଛୁମନ୍ତର’: ଭାରତପୁରରେ ଅଶୋକ ଗେହଲୋଟଙ୍କୁ କଟାକ୍ଷ କରି ନୂଆ ନାରା ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୧୮।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜସ୍ଥାନ ବିଧାନସଭା ନିର୍ବାଚନ ୨୦୨୩ରେ ଭାରତୀୟ ଜନତା ପାର୍ଟି(ଭାଜପା)ର ମଙ୍ଗ ଧରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାଜପାର ବିଜୟ ସଂକଳ୍ପ ଯାତ୍ରାକୁ ସମ୍ବୋଧିତ କରିବାକୁ ଭରତପୁର ପହଞ୍ଚିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ‘ଭରତ…

ଗରିବଙ୍କ ପାଇଁ ଜେଲ ଯିବାକୁ ପ୍ରସ୍ତୁତ: ମୋଦି

ଜୟପୁର,୧୮।୧୧: ବିଧାନସଭା ନିର୍ବାଚନ ପୂର୍ବରୁ ରାଜସ୍ଥାନର ଭରତପୁରରୁ ହୁଙ୍କାର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶନିବାର ମୋଦି ଭରତପୁରରୁ ଏକ ରାଜନୈତିକ ସମାବେଶକୁ ସମ୍ବୋଧିତ କରିଛନ୍ତି। ସମ୍ବୋଧନ ସମୟରେ ମୋଦି କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ମୋଦି କହିଛନ୍ତି, କଂଗ୍ରେସ ରାଜସ୍ଥାନ ମହିଳାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?