ଜାତୀୟ

ଅଟକିଲା ଉତ୍ତରକାଶୀ ଟନେଲ ଅପରେଶନ କାମ, ଇନ୍ଦୋରରୁ ମଗାଯାଇଛି ତୃତୀୟ ମେଶିନ

ଉତ୍ତରକାଶୀ,୧୮।୧୧: ଉତ୍ତରାଖଣ୍ଡ ଉତ୍ତରକାଶୀର ସିଲକ୍ୟାରା ଟନେଲ ଦୁର୍ଘଟଣାର ଶୁକ୍ରବାର ଥିଲା ଷଷ୍ଠ ଦିନ। ଟନେଲରେ ଫସି ରହିଥିବା ୪୦ଜଣ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ବାହାରକୁ ଆଣିବା ପାଇଁ ଉଦ୍ଧାର କାର୍ଯ୍ୟ ଚାଲିଛି। କିନ୍ତୁ ଏହା ଭିତରେ ଉଦ୍ଧାର କାର୍ଯ୍ୟକୁ ସ୍ଥଗିତ ରଖାଯାଇଛି।…

ଉଦ୍ଧବ ଠାକରେ ଦଳର ୩ ନେତାଙ୍କ ବିରୋଧରେ ମାମଲା

ମୁମ୍ବାଇ,୧୮।୧୧: ମୁମ୍ବାଇ ପୋଲିସ ଉଦ୍ଧବ ଠାକରେ ଦଳର ତିନି ନେତା ଆଦିତ୍ୟ ଠାକରେ, ସୁନୀଲ ଶିନ୍ଦେ ଏବଂ ସଚିନ ଅହିରଙ୍କ ବିରୋଧରେ ମାମଲା ରୁଜୁ କରିଛି। ମୁମ୍ବାଇର ଏନଏମ ଯୋଶୀ ପୋଲିସ ଷ୍ଟେଶନରେ ଆଇପିସିର ଧାରା ୧୪୩, ୧୪୯, ୩୨୬ ଏବଂ…

ମୋତେ ଗିରଫ କରାଗଲେ ବି ଦିଲ୍ଳୀରେ ଏଏପି ହିଁ ଜିତିବ ନିର୍ବାଚନ: କେଜ୍‌ରିଓ୍ବାଲଙ୍କ ଦାବି

ନୂଆଦିଲ୍ଲୀ,୧୮।୧୧: ଦିଲ୍ଲୀରେ ହେବାକୁ ଥିବା ଲୋକ ସଭା ନିର୍ବାଚନରେ ଆମ ଆଦମୀ ପାର୍ଟି (ଏଏପି)ଜିତିବ। ଏଭଳି ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ। ଶୁକ୍ରବାର କହିଛନ୍ତି ଯେ ତାଙ୍କ ଦଳ । ଯଦିଓ ମୋତେ ଗିରଫ କରାଯାଏ, ତେବେ ଦିଲ୍ଲୀରେ ଏଏପି…

ଧୂମପାନଜନିତ କ୍ୟାନ୍‌ସରରେ ବର୍ଷକୁ ୧୩ ଲକ୍ଷ ଜୀବନ ଯାଉଛି

ନୂଆଦିଲ୍ଲୀ,୧୮ା୧୧(ପି.ଟି.): ଭାରତ ସମେତ ୭ ଦେଶରେ ଧୂମପାନଜନିତ କ୍ୟାନ୍‌ସରରେ ବର୍ଷକୁ ୧୩ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ଯାଉଛି। ଲାନ୍‌ସେଟ୍‌ର ଇ-କ୍ଲିନିକାଲ ମେଡିସିନ୍‌ ପତ୍ରିକାରେ ଏହି ଅଧ୍ୟୟନ ପ୍ରକାଶ ପାଇଛି। ଅନ୍ୟ ଦେଶଗୁଡ଼ିକ ହେଲେ ଚାଇନା, ବ୍ରିଟେନ୍‌, ବ୍ରାଜିଲ, ରୁଷିଆ, ଆମେରିକା…

ମାସିକ ନ୍ୟୁଜ୍‌ ଲେଟର ଆରମ୍ଭ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୮ା୧୧(ପି.ଟି.): ସର୍ବୋଚ୍ଚ ଅଦାଲତରେ ଚାଲିଥିବା କାର୍ଯ୍ୟ ଓ ସଫଳତାର ପ୍ରଦର୍ଶନ ପାଇଁ ସୁପ୍ରିମକୋର୍ଟ ଶୁକ୍ରବାର ଏକ ମାସିକ ନ୍ୟୁଜ୍‌ ଲେଟର ଶୁଭାରମ୍ଭ କରିଛନ୍ତି। ଏହାର ଉଦ୍‌ଘାଟନୀ ସଂସ୍କରଣର ପ୍ରକାଶନ ସମ୍ପର୍କରେ ଘୋଷଣା କରି ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼…

ଛତିଶଗଡ଼ରେ ୬୭.୩୪%, ଏମ୍‌ପିରେ ୭୧.୧୧% ମତଦାନ

ନୂଆଦିଲ୍ଲୀ,୧୮ା୧୧(ପି.ଟି.): ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ କାଁଭାଁ ହିଂସାକାଣ୍ଡ ମଧ୍ୟରେ ମତଦାନ ଶୁକ୍ରବାର ସନ୍ଧ୍ୟାରେ ଶେଷ ହୋଇଛି। ଅପରାହ୍ନ ୫ଟା ସୁଦ୍ଧା ଛତିଶଗଡ଼ରେ ୬୭.୩୪ ପ୍ରତିଶତ ମତଦାନ ହୋଇଥିବାବେଳେ ମଧ୍ୟପ୍ରଦେଶରେ ୭୧.୧୧% ଭୋଟ ଗ୍ରହଣ କରାଯାଇଥିବା ନିର୍ବାଚନ କମିଶନ (ଇସି) କହିଛନ୍ତି। ଆଭ୍ୟନ୍ତରୀଣ…

କଳା ଇତିହାସକାର ବି.ଏନ୍‌. ଗୋସ୍ବାମୀଙ୍କ ପରଲୋକ

ନୂଆଦିଲ୍ଲୀ,୧୮ା୧୧(ପି.ଟି.): ଖ୍ୟାତନାମା କଳା ଇତିହାସକାର ତଥା ଲେଖକ ବ୍ରିଜେନ୍ଦ୍ର ନାଥ ଗୋସ୍ବାମୀଙ୍କର ଶୁକ୍ରବାର ଚଣ୍ଡିଗଡ଼ର ପିଜିଆଇଏମ୍‌ଇଆର୍‌ରେ ପରଲୋକ ହୋଇଯାଇଛି। ତାଙ୍କୁ ୯୦ ବର୍ଷ ହୋଇଥିଲା। ସେ ଫୁସ୍‌ଫୁସ୍‌ ସଂକ୍ରମଣରେ ପୀଡ଼ିତ ଥିଲେ ବୋଲି ତାଙ୍କ ପରିବାରର ବନ୍ଧୁ ତଥା ଅଭିନେତା ନୀଲମ…

ବିଶ୍ୱକପରେ ଭାରତକୁ ଚିୟର୍ସ କରିବ ଇସ୍ରାଏଲ

ନୂଆଦିଲ୍ଲୀ,୧୭।୧୧: ରବିବାର ନରେନ୍ଦ୍ରମୋଦି ଷ୍ଟାଡିୟମରେ ମହାମୁକାବିଲା ହେବାକୁ ଯାଉଛି। ଫାଇନାଲରେ ଅଷ୍ଟ୍ରେଲିଆକୁ ଭେଟିବାକୁ ଯାଉଛି ଭାରତ। ତେବେ ବିଶ୍ୱକପରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତକୁ ସମର୍ଥନ କରିବାକୁ ଘୋଷଣା କରିଛି ଇସ୍ରାଏଲ। ଭାରତରେ ଇସ୍ରାଏଲ ରାଜଦୂତ ନାଓର ଗେଲୋତ ଏସମ୍ପର୍କରେ ସୂଚନା ଦେଇଛନ୍ତି।…

ନିର୍ବାଚନର ୩ଦିନ ପୂର୍ବରୁ ମଧ୍ୟପ୍ରଦେଶରେ ବିକ୍ରି ହୋଇଛି ୨୬ଲକ୍ଷରୁ ଅଧିକ ମଦ ବୋତଲ

ଭୋପାଳ,୧୭।୧୧: ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ସରିଛି। ତେବେ ମତଦାନ ସମୟରେ ରାଜ୍ୟର ଅନେକ ସ୍ଥାନରେ ହିଂସା ଦେଖିବାକୁ ମିଳିଥିବାବେଳେ ହିଂସାର ଶିକାର ହୋଇ ଜଣଙ୍କର ହତ୍ୟା କରାଯାଇଛି। କଂଗ୍ରେସ ସମର୍ଥକ ତଥା ଜଣେ କର୍ପୋରେଟର ସଲମାନଙ୍କୁ କାର୍‌ ଚଳାଇ…

ଅପରାଧୀଙ୍କ ପାଇଁ କାଳ ସାଜିଲାଣି ‘ତ୍ରିନେତ୍ର’, ୧୬ହଜାରରୁ ଅଧିକ ଦୋଷୀଙ୍କୁ ଦେଉଛି କଠୋର ଦଣ୍ଡ

ଲକ୍ଷ୍ନୌ,୧୭।୧୧: ଅପରାଧିଙ୍କ ଛାତିରେ ଛନକା ପଶାଇଲାଣି ତ୍ରିନେତ୍ର। ତ୍ରିନେତ୍ର ଆଖିରେ ଧରାପଡୁଛନ୍ତି ଗୋଟିକ ପରେ ଗୋଟିଏ ମୋଷ୍ଟ ଓ୍ବାଣ୍ଟେଡ କ୍ରିମିନାଲ। ଅପରେଶନ ତ୍ରିନେତ୍ର ଦ୍ୱାରା ରାଜ୍ୟ ସାରା ଲଗାହୋଇଛି ସିସିଟିଭି କ୍ୟାମେରା। ଏହାଯୋଗୁଁ ଉତ୍ତରପ୍ରଦେଶରେ ୧୩୫୫ଟି ବଡ ବଡ ଅପରାଧର ପର୍ଦ୍ଦାଫାଶ…

ଭାଙ୍ଗିଗଲା ମେସିନର ବିୟରିଂ, ସଙ୍କଟରେ ୪୦ ଶ୍ରମିକଙ୍କ ଜୀବନ

ଉତ୍ତରକାଶ,୧୭।୧୧: ଉତ୍ତରକାଶୀ ଟନେଲ ଦୁର୍ଘଟଣାରେ ସିଲକ୍ୱାରା ସୁଡଙ୍ଗରେ ଫସି ରହିଥିବା ଶ୍ରମିକଙ୍କୁ ସରକ୍ଷିତ ବାହାର କରିବାକୁ ଚାଲିଥିବା ଅପରେଶନକୁ ଝଟକା ଲାଗିଛି। ଟନେଲ ଭିତରେ ୧୩୦ ଘଣ୍ଟା ଧରି ଜୀବନ-ମରଣ ସହ ଜୁଝୁ ଥିବା ୪୦ ଶ୍ରମିକଙ୍କ ପାଇଁ ପୁଣି ଏକ…

୧୮ ଘଣ୍ଟାର ଏନ୍‌କାଉଣ୍ଟର ଶେଷ: ଟଳିିପଡ଼ିଲେ ୬ ଆତଙ୍କବାଦୀ

ଶ୍ରୀନଗର,୧୭ା୧୧: ଜମ୍ମୁ-କଶ୍ମୀରର କୁଲ୍‌ଗାମ ଜିଲାରେ ଗୁରୁବାର ରାତିରୁ ଚାଲିଥିବା ଏନ୍‌କାଉଣ୍ଟର ଦୀର୍ଘ ୧୮ ଘଣ୍ଟା ପରେ ଶେଷ ହୋଇଛି। ଏନ୍‌କାଉଣ୍ଟରରେ ଲଶ୍କର-ଇ-ତୋଇବାର ୫ ଆତଙ୍କବାଦୀ ନିହତ ହୋଇଥିବା କଶ୍ମୀର ଜୋନ୍‌ର ପୋଲିସ ଆଇଜି ଭି.କେ. ବିର୍ଡି କହିଛନ୍ତିି। ଡ୍ରୋନ୍‌ ସହାୟତାରେ ଆତଙ୍କବାଦୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?