ଜାତୀୟ

ଦିଲ୍ଲୀ ଉପରେ ନୂଆ ବିପଦ: ୬ ମାସ ଧରି ହସ୍ପିଟାଲରେ ଅଭାବ ଏଚଆଇଭି ଟେଷ୍ଟ କିଟ୍‌…

ନୂଆଦିଲ୍ଲୀ,୨୨।୧୧ : ଜାତୀୟ ରାଜଧାନୀ ଦିଲ୍ଲୀର କେତେକ ଡାକ୍ତରଖାନା ଏବଂ ଇଣ୍ଟିଗ୍ରେଟେଡ କାଉନସେଲିଂ ଆଣ୍ଡ ଟେଷ୍ଟିଂ ସେଣ୍ଟର (ଆଇସିଟିସି)ରେ ଗତ ୬ ମାସ ଧରି ଏଚଆଇଭି ନିଶ୍ଚିତକରଣ ଟେଷ୍ଟ କିଟ ଅଭାବର ସମ୍ମୁଖୀନ ହୋଇଛି। ଏହି ଅଭାବ ଯେଉଁମାନେ ଏହି ସଂକ୍ରମଣରେ…

ଭାଜପା ଚକ୍ରବ୍ୟୁହରେ କଂଗ୍ରେସର ୩ ଅଭିମନ୍ୟୁ…

ଜୟପୁର,୨୨।୧୧ : ପ୍ରତି ପାଞ୍ଚ ବର୍ଷରେ ରାଜସ୍ଥାନରେ କ୍ଷମତା ପରିବର୍ତ୍ତନର ଧାରା ଦେଖାଦେଇଛି। ଏଥର ମଧ୍ୟ ଲାଗୁଛି ଏହି ପରମ୍ପରା ଜାରି ରହିବ। ବର୍ତ୍ତମାନ ରାଜ୍ୟରେ ନିର୍ବାଚନ ପ୍ରଚାର ବନ୍ଦ ହେବା ପାଇଁ ମାତ୍ର କିଛି ଘଣ୍ଟା ବାକି ଅଛି। ଏହା…

ଆତଙ୍କବାଦୀ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ, ଡାକ୍ତର-ଶିକ୍ଷକ-କନଷ୍ଟେବଳ ନିଲମ୍ବିତ…

ଶ୍ରୀନଗର,୨୨।୧୧ : ଆତଙ୍କବାଦୀ କାର୍ଯ୍ୟକଳାପ ବିରୋଧରେ କଡା ପଦକ୍ଷେପ ଲାଗୁ କରିବାକୁ ଜମ୍ମୁ-କଶ୍ମୀର ସରକାର ପ୍ରମୁଖ ପଦକ୍ଷେପ ନେଇଛନ୍ତି। ଆତଙ୍କବାଦୀ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ ହୋଇଛି। ଜଣେ ଡାକ୍ତର, ଶିକ୍ଷକ ଏବଂ କନଷ୍ଟେବଳଙ୍କ ସମେତ ୪ ଜଣ ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା…

କୋର୍ଟରେ ହାଜର ହେବାକୁ ଡେରି ହେବାରୁ ପୋଲିସକର୍ମୀଙ୍କୁ ଘାସ କାଟିବାକୁ ନିର୍ଦ୍ଦେଶ ଦେଲେ ମାଜିଷ୍ଟ୍ରେଟ

ମୁମ୍ବାଇ,୨୨।୧୧: କୋର୍ଟରେ ପହଞ୍ଚିବାକୁ ଡେରି ହେବାରୁ ପୋଲିସ କର୍ମୀଙ୍କୁ ମିଳିଲା ଦଣ୍ଡ। କୋର୍ଟର ମାଜିଷ୍ଟ୍ରେଟ ତାଙ୍କୁ ଘାସ କାଟିବା ନିର୍ଦ୍ଦେଶ ଦେଇଥିଲେ। ଏପରି ଘଟଣା ଘଟିଛି ମହାରାଷ୍ଟ୍ରର ପରଭଣେ ଜିଲାରେ। ସେଠାକାର ମାନବତ ପୋଲିସ ଷ୍ଟେଶନର ଜଣେ କନେଷ୍ଟବଳ ଓ ହେଡ୍‌…

ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ଜି -୨୦ର ଭର୍ଚୁଆଲ ସମ୍ମିଳନୀ, ରୁଷିଆ ରାଷ୍ଟ୍ରପତି, ଚାଇନା ପ୍ରଧାନମନ୍ତ୍ରୀ ମଧ୍ୟ ହେବେ ସାମିଲ

ନୂଆଦିଲ୍ଲୀ,୨୨।୧୧: ବୁଧବାର ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ ଭର୍ଚୁଆଲ ଜି -୨୦ ଶିଖର ସମ୍ମିଳନୀରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଏବଂ ଚାଇନା ପ୍ରଧାନମନ୍ତ୍ରୀ ଲି କିଆଙ୍ଗ ସାମିଲ ହେବେ। ଭାରତର ଅଧ୍ୟକ୍ଷତାରେ ସେପ୍ଟେମ୍ବରରେ ଦଳର ବାର୍ଷିକ ଶିଖର ସମ୍ମିଳନୀରେ ନିଷ୍ପତ୍ତି ନିଆଯାଇଥିବା…

ସୁଡ଼ଙ୍ଗରୁ ଆସିଲା ଶ୍ରମିକଙ୍କ ଭିଡିଓ

ଉତ୍ତରକାଶୀ,୨୨ା୧୧: ଉତ୍ତରାଖଣ୍ଡର ଉତ୍ତରକାଶୀସ୍ଥିତ ସୁଡ଼ଙ୍ଗରେ ଫସିଥିବା ୪୧ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ମଙ୍ଗଳବାର ଦଶମ ଦିନରେ ପହଞ୍ଚିଛି। ଶ୍ରମିକଙ୍କ ଉଦ୍ଧାର ଲାଗି ବାର୍‌କୋଟ୍‌ ଶେଷ ଭାଗରୁ ଏକ ବିକଳ୍ପ ସୁଡ଼ଙ୍ଗ ନିର୍ମାଣ ଆରମ୍ଭ ହୋଇଛି। ଉକ୍ତ ବ୍ୟାକ୍‌ଅପ୍‌ ଟନେଲର ବ୍ୟାସ ପାଖାପାଖି…

ସ୍କୁଲ୍‌ରେ ପଢ଼ାଯିବ ରାମାୟଣ, ମହାଭାରତ

ନୂଆଦିଲ୍ଲୀ,୨୨ା୧୧: ସ୍କୁଲ୍‌ ସାମାଜିକ ବିଜ୍ଞାନ ପାଠ୍ୟକ୍ରମରେ ସଂଶୋଧନ ପାଇଁ ଜାତୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏନ୍‌ସିଇଆର୍‌ଟି) ଗଠନ କରିଥିବା ଉଚ୍ଚସ୍ତରୀୟ କମିଟି ରାମାୟଣ ଏବଂ ମହାଭାରତକୁ ପାଠ୍ୟପୁସ୍ତକରେ ସାମିଲ କରିବାକୁ ସୁପାରିସ କରିଛି। ଏଥିସହିତ ଶ୍ରେଣୀଗୃହ କାନ୍ଥରେ ସମ୍ବିଧାନର…

ପ୍ରସ୍ତାବିତ ୩ ଆଇନର ହିନ୍ଦୀ ନାମ ରହିବ

ନୂଆଦିଲ୍ଲୀ,୨୨ା୧୧: ପ୍ରସ୍ତାବିତ ୩ ଆପରାଧିକ ଆଇନକୁ ଦିଆଯାଇଥିବା ହିନ୍ଦୀ ନାମ ଅସାମ୍ବିଧାନିକ ନୁହେଁ ବୋଲି ମଙ୍ଗଳବାର ଏକ ସଂସଦୀୟ କମିଟି କହିଛି। ଏଥିସହ ଏନେଇ କେତେକ ରାଜନୈତିକ ଦଳ ଓ ସେଗୁଡ଼ିକର ନେତାମାନଙ୍କ ସମାଲୋଚନାକୁ ପ୍ୟାନେଲ ଖଣ୍ଡନ କରିଛି। ଏମ୍‌ପି ବ୍ରିଜ୍‌ଲାଲଙ୍କ…

ଦାଉଦ କହିଥିଲେ ସେଥିପାଇଁ ମୋଦି-ଯୋଗୀଙ୍କୁ ଜୀବନରେ ମାରିବାକୁ ଧମକ ଦେଇଥିଲି: ସ୍ବୀକାର କଲେ ଅଭିଯୁକ୍ତ…

ମୁମ୍ବାଇ,୨୧।୧୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପ୍ରତି ବିପଦ ଥିବା ଘଟଣାରେ ଏକ ବିପଜ୍ଜନକ ପର୍ଦ୍ଦାଫାଶ ହୋଇଛି। ଧରାପଡିଥିବା କାମ୍ରାନ ନାମକ ଅଭିଯୁକ୍ତ ଦାବି କରିଛନ୍ତି ଏହି କାମ ତାଙ୍କୁ ବିଦେଶରେ ବସିଥିବା କୁଖ୍ୟାତ…

ବଳାତ୍କାର କିଭଳି କରିବେ ଜଣେ ଲୋକ, ଆବଶ୍ୟକ ୨-୩ ଜଣ: କଂଗ୍ରେସ ନେତାଙ୍କ ବିବାଦୀୟ ଅଡିଓ ଭାଇରାଲ…

ବେଙ୍ଗାଲୁରୁ,୨୧।୧୧ : ଦକ୍ଷିଣ ଅଭିନେତ୍ରୀ ତ୍ରିଶା କୃଷ୍ଣନଙ୍କ ବିଷୟରେ ଅଭିନେତା ମନସୁର ଅଲି ଖାନଙ୍କ ବିବାଦୀୟ ବକ୍ତବ୍ୟ ପରେ କର୍ନାଟକର ଜଣେ କଂଗ୍ରେସ ନେତା ବିବାଦକୁ ଆସିଛନ୍ତି। ଜଣେ ବଳାତ୍କାର ପୀଡିତା ଏବଂ ସାହାଯ୍ୟ ମାଗୁଥିବା ତାଙ୍କ ଶ୍ୱଶୁରଙ୍କୁ ଗାଳିଗୁଲଜ କରିବା…

ବିଶ୍ୱକପ ପରାଜୟ ଭୁଲିବା ପାଇଁ କର୍ମଚାରୀଙ୍କୁ ଛୁଟି ଦେଲା କମ୍ପାନୀ

ଚଣ୍ଡିଗଡ,୨୧।୧୧:ବିଶ୍ୱକପ ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ଠାରୁ ଶୋଚନୀୟ ଭାବେ ପରାଜିତ ହୋଇଥିଲା। ରୋହିତ ବାହିନୀଙ୍କ ଏହି ପରାଜୟ ୧୪୦କୋଟି ଭାରତୀୟଙ୍କ ହୃଦୟ ଭାଙ୍ଗି ଦେଇଥିଲା। ଗତ ଦୁଇଦିନ ଧରି ସାରା ଦେଶ କୋହ ସମ୍ଭାଳି ପାରୁ ନ ଥିବାବେଳେ ଗୁରୁଗ୍ରାମ ସ୍ଥିତ…

ନେହେରୁଙ୍କ ଆଦିବାସୀ ସ୍ତ୍ରୀ: ଜୀବନ ସାରା ନିଜ ଗାଁରେ କରିପାରି ନ ଥିଲେ ପ୍ରବେଶ…

ଧାନବାଦ,୨୧।୧୧ : ପୁଣିଥରେ ଝାଡଖଣ୍ଡ ରାଜ୍ୟର ବୁଦ୍ଧନି ମାଝିଂୟାଇନ ପୁଣିଥରେ ଏହି ଖବରରେ ଅଛନ୍ତି। ୧୯୫୯ ମସିହାରେ, ଯେତେବେଳେ ତାଙ୍କୁ ମାତ୍ର ୧୬ ବର୍ଷ ହୋଇଥିଲା ସେ ଏକ ଡ୍ୟାମ ପ୍ରକଳ୍ପରେ ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ। ସେତେବେଳେ ଦେଶର ତତ୍କାଳୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?