ନ୍ୟାଶନାଲ ମେଡିକାଲ କମିଶନର ନୂଆ ଲୋଗୋ ବିବାଦ: ଇଣ୍ଡିଆ ପରିବର୍ତ୍ତେ ଲେଖାଗଲା ଭାରତ, ଅଶୋକଚକ୍ର ହଟାଇ ରଖାଗଲା ହିନ୍ଦୁ ଦେବତାଙ୍କ ଫଟୋ
ନୂଆଦିଲ୍ଲୀ,୨।୧୨: ରାଷ୍ଟ୍ରୀୟ ଚିକିତ୍ସା ଆୟୋଗ(ଏନଏମସି) ନିଜ ଆଧିକାରିକ ଲୋଗ ପରିବର୍ତ୍ତନ କରିଛି। ଏଥିରେ ଏବେ ଇଣ୍ଡିଆ ପରିବର୍ତ୍ତେ ଭାରତ ଲେଖାଯାଇଛି। ଏଥିସହ ଆୟୁର୍ବେଦ ଦେବତା ଧନ୍ବନ୍ତରୀଙ୍କ ଏକ ରଙ୍ଗୀନ ଫଟୋ ଲଗାଯାଇଛି। ଏନଏମସିର ଏହି ପଦକ୍ଷେପକୁ ନେଇ ବିଭିନ୍ନ ସ୍ଥାନରେ ବିବାଦ…
ରେଳଟ୍ରାକରେ ଶୋଇଗଲେ ବୃଦ୍ଧ, ଉପର ଦେଇ ମାଡିଗଲା ଟ୍ରେନ; ହେଲେ ଜିଅନ୍ତା ଫେରିଲେ!
ଗୁନା,୨।୧୨: ମଧ୍ୟପ୍ରଦେଶର ଗୁନା ରେଲଓ୍ବେ ଷ୍ଟେଶନରେ ଏପରି କିଛି ଘଟଣା ଘଟିଛି ଯାହାକୁ ଦେଖିଲେ ଆପଣଙ୍କ ଶରୀରର ରୁମ ଟାଙ୍କୁରି ଉଠିବ। ହଠାତ୍ ଜଣେ ୭୦ବର୍ଷିୟ ବୃଦ୍ଧ ରେଳଟ୍ରାକରେ ଆସି ଶୋଇ ପଡିଥିଲେ। କିଛି କହିବା ପୂର୍ବରୁ ଆଖି ପିଛୁଳାକେ ଏକ…
ନିର୍ବାଚନ ଫଳାଫଳ ପୂର୍ବରୁ କଂଗ୍ରେସକୁ ଘୋଡା ବେପାର ଡର, ଡିକେ ଶିବକୁମାରଙ୍କୁ ବଡ ଦାୟିତ୍ୱ
ନୂଆଦିଲ୍ଲୀ,୨।୧୨: ଦିନକ ପରେ ୫ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ଆସିବ। ଲୋକସଭା ନିର୍ବାଚନ ପୂର୍ବରୁ ସେମିଫାଇନାଲ ମ୍ୟାଚ କୁହାଯାଉଥିବା ଏହି ନିର୍ବାଚନରେ କିଏ ସରକାର ଗଢିବ ଆଉ କାହାର ଆଶା ମଉଳିବ ତାହା ଜଣାପଡିବ। ନଭେମ୍ବର ୩୦ ସାରେ ୫ରାଜ୍ୟର ଏକଜିଟ୍…
ଦନ୍ତଓ୍ବୋଡା ଆଇଇଡି ବ୍ଲାଷ୍ଟରେ ୨ ଯବାନ ଆହତ
ଦନ୍ତଓ୍ବୋଡା,୨।୧୨: ଛତିଶଗଡର ଦନ୍ତେୱାଡାସ୍ଥିତ ବାରସୁର ପୋଲିସ ଷ୍ଟେଶନ ଅଞ୍ଚଳରେ ଆଇଇଡି ବିସ୍ଫୋରଣରେ ଦୁଇ ଜଣ ସିଆରପିଏଫ ଯବାନ ଆହତ ହୋଇଛନ୍ତି। ଆହତ ଯବାନମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଯାଇଛି। ଦନ୍ତେୱାଡା ପୋଲିସର ସୂଚନାନୁସାରେ, ଆହତ ଯବାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଅନ୍ୟପଟେ…
‘ଧନ୍ୟବାଦ ଦୁବାଇ’,କପ ୨୮ ସମ୍ମିଳନୀରୁ ଫେରିବା ପରେ ଭିଡିଓ ଶେୟାର କଲେ ମୋଦି
ନୂଆଦିଲ୍ଲୀ,୨।୧୨: ଦୁବାଇରେ ଅନୁଷ୍ଠିତ ବିଶ୍ୱ ଜଳବାୟୁ କାର୍ଯ୍ୟ ଶିଖର ସମ୍ମିଳନୀରେ ଯୋଗଦେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଭାରତ ଫେରିଛନ୍ତି। ଏହି ସମୟରେ ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏହି ଶିଖର ସମ୍ମିଳନୀ ସହ ଜଡିତ ଗୁରୁତ୍ୱପୂର୍ଣ୍ଣ ମୂହୁର୍ତ୍ତର…
ଚଳିତ ମାସରେ ଆକାଶରୁ ହେବ ତାରା ବର୍ଷା, ପ୍ରତି ଘଣ୍ଟାରେ ପଡ଼ିବ ୧୦୦-୧୫୦ ତାରା
ନୂଆଦିଲ୍ଲୀ,୨।୧୨: ଆପଣ ନିଶ୍ଚୟ ଦେଖିଥିବେ, ଶୁଣିଥିବେ ଆକାଶରେ ପଡୁଥିବା ତାରା ବିଷୟରେ। ଯଦି ଶହ ଶହ ତାରକା ଏକାଠି ପଡ଼ିବା ଆରମ୍ଭ କରିବେ ତେବେ କ’ଣ ହେବ ଅନୁମାନ ଲଗାଇଲେ। ବୈଜ୍ଞାନିକମାନେ ଏପରି ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି। ଉତ୍ତରାଖଣ୍ଡର ନୈନିତାଲରେ ଅବସ୍ଥିତ…
ପାର୍ବଣ ଋତୁ ପରେ ମାନ୍ଦା ପଡିଲା ମଲ୍-ବଜାର: ପାଣିରେ ପଡିଲା ବ୍ୟବସାୟୀଙ୍କ କୋଟି କୋଟି ଟଙ୍କାର ଜିନିଷ
ନୂଆଦିଲ୍ଲୀ,୨।୧୨: ଦେଶରେ ସରିଛି ପାର୍ବଣ ଋତୁ। ଋତୁ ସହ କ୍ରେଜ ଓ ଚାହିଦା ମଧ୍ୟ କମିଛି। ଏହାର ସିଧାସଳଖ ପ୍ରଭାବ ଦେଖାଦେଇଛି ବଡ ବଡ ଦୋକାନ ବଜାରରେ। ପାର୍ବଣ ଋତୁର ଆରମ୍ଭ ଗଣେଶ ପୂଜାରୁ ବଜାରରେ ଆଶିଂକ ଚମକ ଆଣିଦେଇଥିବାବେଳେ ନବରାତ୍ରୀ…
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ
ରାୟପୁର,୨।୧୨: ଅନଲାଇନ ବେଟିଂର ବେଆଇନ ବ୍ୟବସାୟ ସହ ଜଡିତ ପ୍ଲାଟଫର୍ମ ଏବଂ ୱେବସାଇଟ ଉପରେ ପ୍ରତିବନ୍ଧକ ଲଗାଇବାକୁ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି। ସେ ଚିଠିରେ ଲେଖିଛନ୍ତି ଯେ ଗତ କିଛି ବର୍ଷ ଧରି…
ସୋସିଆଲ ମିଡିଆ ବ୍ୟବହାର କଲେ ଏବେ ପିଲାଙ୍କୁ ବି ଦେବାକୁ ପଡିବ ଟ୍ୟାକ୍ସ, ରହିଛି ଏହି ନିୟମ
ନୂଆଦିଲ୍ଲୀ,୨।୧୨: ବର୍ତ୍ତମାନ ଏପରି ଏକ ସମୟ ଆସିଛି ଯେଉଁଥିରେ ଟଙ୍କା ରୋଜଗାର କରିବା ଚାକିରି ଆବଶ୍ୟକ ହେଉନାହିଁ। ଅନେକ ଗୁଡିଏ ଉତ୍ସ ରହିଛି। କେବଳ ଯୁବପିଢି ନୁହନ୍ତି ପିଲା ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଘରେ ବସି ଲକ୍ଷ ଲକ୍ଷ ଟଙ୍କା…
ସଂସଦର ଶୀତକାଳୀନ ଅଧିବେଶନ ପୂର୍ବରୁ ସରକାର ଡାକିଲେ ସର୍ବଦଳୀୟ ବୈଠକ, ଏହି ପ୍ରସଙ୍ଗ ଉପରେ ହେବ ଆଲୋଚନା
ନୂଆଦିଲ୍ଲୀ,୨।୧୨: ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ସରକାର ଶନିବାର ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ଦ୍ୱାରା ଡକାଯାଇଥିବା ଏହି ବୈଠକରେ ସମସ୍ତ ରାଜନୈତିକ ଦଳର ଗୃହ ନେତାମାନେ ଯୋଗଦେବେ।…
ଏକଜିଟ ପୋଲ ସଠିକ ହେଲେ ଚମକାଇ ଦେବ ମିଜୋରାମର ଫଳାଫଳ
ନୂଆଦିଲ୍ଲୀ,୨।୧୨: ମିଜୋରାମ ନିର୍ବାଚନର ଫଳାଫଳକୁ ନେଇ ଏକଜିଟ ପୋଲରେ ପ୍ରକାଶ ପାଇଥିବା ପରିସଂଖ୍ୟାନ କଂଗ୍ରେସ ଏବଂ ଏମଏନଏଫକୁ ଅନିଦ୍ରା କରିଦେଇଛି। ମିଜୋରାମରେ ଏମଏନଏଫ ବର୍ତ୍ତମାନ କ୍ଷମତାରେ ଅଛି, କିନ୍ତୁ ଯଦି ଏକଜିଟ ପୋଲକୁ ବିଶ୍ୱାସ କରାଯାଏ, ତେବେ ଡିସେମ୍ବର ୪ର ଫଳାଫଳ…
ଡିସେମ୍ବର ୫ରେ ଆନ୍ଧ୍ର ଉପକୂଳରେ ଲ୍ୟାଣ୍ଡଫଲ କରିବ ବାତ୍ୟା ‘ମିଚୌଙ୍ଗ’
ବିଶାଖଶାପାଟନା,୨।୧୨: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ନିମ୍ନ ଚାପ ଅଞ୍ଚଳ ପରେ ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁରେ ପ୍ରବଳ ବର୍ଷା ହେବାର ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)। ଆଇଏମଡି ଅନୁଯାୟୀ, ଡିସେମ୍ବର ୫ରେ ଆନ୍ଧ୍ରପ୍ରଦେଶର ଉପକୂଳରେ ଘୂର୍ଣ୍ଣିଝଡ଼ ମିଚୌଙ୍ଗ…

