ରେଳଟ୍ରାକରେ ଶୋଇଗଲେ ବୃଦ୍ଧ, ଉପର ଦେଇ ମାଡିଗଲା ଟ୍ରେନ; ହେଲେ ଜିଅନ୍ତା ଫେରିଲେ!

ଗୁନା,୨।୧୨: ମଧ୍ୟପ୍ରଦେଶର ଗୁନା ରେଲଓ୍ବେ ଷ୍ଟେଶନରେ ଏପରି କିଛି ଘଟଣା ଘଟିଛି ଯାହାକୁ ଦେଖିଲେ ଆପଣଙ୍କ ଶରୀରର ରୁମ ଟାଙ୍କୁରି ଉଠିବ। ହଠାତ୍‌ ଜଣେ ୭୦ବର୍ଷିୟ ବୃଦ୍ଧ ରେଳଟ୍ରାକରେ ଆସି ଶୋଇ ପଡିଥିଲେ। କିଛି କହିବା ପୂର୍ବରୁ ଆଖି ପିଛୁଳାକେ ଏକ ଟ୍ରେନ ତାଙ୍କ ଉପର ଦେଇ ଚାଲିଗଲା। କିନ୍ତୁ ଭିତରେ ଅଟକି ରହିଥିବା ବୃଦ୍ଧଙ୍କର ଟିକିଏ ଆଞ୍ଚୁଡି ମଧ୍ୟ ହୋଇ ନ ଥିଲା।
ବୃଦ୍ଧ ଜଣକୁ ଗୁନା ରେଲଓ୍ବେ ଷ୍ଟେଶନ ନିକଟରେ ରହୁଛନ୍ତି। ତାଙ୍କ ପରିବାର ବୋଲି କେହି ନାହାନ୍ତି। କୁହାଯାଉଛି କି, ଏକଲାପଣରେ ରହି ଅବସାଦରେ ଆତ୍ମହତ୍ୟା ପାଇଁ ଟ୍ରାକରେ ଶୋଇ ପଡିଥିଲେ। ଭାଗ୍ୟକୁ ତାଙ୍କର ମୁଣ୍ଡ ଟ୍ରାକରୁ ତଳକୁ ଥିଲା। ଅନ୍ୟଥା ତାଙ୍କ ଜୀବନ ଚାଲି ଯାଇଥାନ୍ତା। ପରେ ରେଲସ୍ବେ ପୋଲିସ ବୃଦ୍ଧଙ୍କୁ ବୁଝାଇସୁଝାଇ ବୃଦ୍ଧାଶ୍ରମକୁ ପଠାଇ ଦେଇଛନ୍ତି।
ଷ୍ଟେଶନରେ ଉପସ୍ଥିତ ଥିବା ଲୋକ ଏହି ଘଟଣାକୁ କଏଦ କରିଥିଲେ ଯାହା ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

ଏସମ୍ପର୍କରେ ଜଣେ ରେଳ ଅଧିକାରୀ କହିଛନ୍ତି, ଘଟଣା ଘଟିବାର ଘଣ୍ଟାକ ପୂର୍ବରୁ ବୃଦ୍ଧ ଜଣକ ଷ୍ଟେଶନରେ ବସିଥିଲେ। ଅଚାନକ ମାଲଗାଡି ଆସିବା ଦେଖି ଟ୍ରାକ ଉପରକୁ ଯାଇ ଶୋଇପଡିଥିଲେ। ଯେତେବେଳେ ଜେଆରପେ ଯବାନ ତାଙ୍କୁ ଦେଖିଲେ ସେ ତୁରନ୍ତ ବଞ୍ଚାଇବାକୁ ଧାଇଁ ଯାଇଥିଲେ। ହେଲେ ଏହା ପୂର୍ବରୁ ମାଲଗାଡି ତାଙ୍କ ଉପର ଦେଇ ଯାଉଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ଗିଲ୍, ଏହି ଖେଳାଳିଙ୍କୁ ପଛରେ ପକାଇ କଲେ…

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ନିଜ ନାମରେ ଆଉ ଏକ ବଡ଼ ବିଶ୍ୱ ରେକର୍ଡ ଯୋଡ଼ିଛନ୍ତି । ଗୁଆହାଟୀର ବାରସାପାରା…

ମହାସଂଯୋଗ! ଅକ୍ଟୋବର ଆରମ୍ଭରୁ ଚମକିବ ୫ଟି ରାଶିର ଭାଗ୍ୟ! ବୁଧ-ଅରୁଣଙ୍କ କୃପାରୁ ହେବେ ମାଲାମାଲ୍ !

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଓ ବିଶେଷ ସଂଯୋଗର ଏକ ବଡ଼ ଗୁରୁତ୍ୱ ରହିଛି । ୩୦ ସେପ୍ଟେମ୍ବର ୨୦୨୬ ସକାଳ ୮ଟା ୫୬ ମିନିଟ୍‌ରେ ବୁଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?