ଜାତୀୟ

ମଣିପୁରର ଲୋକପ୍ରିୟ ଗାୟକ ଅଖୁ ଚିଙ୍ଗଙ୍ଗବାମଙ୍କୁ ଅପହରଣ

ଇମ୍ଫାଲ,୨୯।୧୨: ମଣିପୁରର ଗାୟକ ତଥା ଗୀତିକାର ଅଖୁ ଚିଙ୍ଗଙ୍ଗବାମଙ୍କ ଅପହରଣ। କିଛି ଅଜଣା ବନ୍ଧୁକଧାରୀ ତାଙ୍କୁ ଅପହରଣ କରି ନେଇଛନ୍ତି। ପୂର୍ବ ଇମ୍ଫାଲ ଖୁରାଇ ବାସିନ୍ଦା ଅଖୁ ଫୋକ୍‌ ରକ୍‌ ବ୍ୟାଣ୍ଡ ‘ଇମ୍ଫାଲ ଟକିସ୍‌’ର ସଂସ୍ଥାପକ ଅଟନ୍ତି। ସୂଚନା ଅନୁଯାୟୀ, ତାଙ୍କ…

ଅଦରକାରୀ ଫାଇଲ ବିକି ୧୨୦୦କୋଟି ଆୟ କଲେ ମୋଦି ସରକାର

ନୂଆଦିଲ୍ଲୀ,୨୯।୧୨:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରଙ୍କ ଅଧିନରେ ଥିବା ମନ୍ତ୍ରଣାଳୟ ଅଦକାରୀ ଫାଇଲ୍‌, ଖରାପ ହୋଇଯାଇଥିବା ଅଫିସ ଉପକରଣ ଓ ପୁରୁଣା ଗାଡି ଇତ୍ୟାଦି କବାଡି ବାଲାକୁ ବିକ୍ରି କରି ମାଲମାଲ ହୋଇଛନ୍ତି। ଏହି ଅଦରକାରୀ ଜିନିଷ ବିକି ସରକାର ଚନ୍ଦ୍ରାୟାନ-୩ ବଜେଟ…

ଆସାମରେ ଶେଷ ହେବ ଉଗ୍ରବାଦ! ୟୁଏଲଏଫଏ ସହିତ ଐତିହାସିକ ଶାନ୍ତି ଚୁକ୍ତି ସ୍ୱାକ୍ଷରିତ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୯ା୧୨: ଶୁକ୍ରବାର ଭାରତ ସରକାର, ୟୁନାଇଟେଡ୍ ଲିବରେସନ୍ ଫ୍ରଣ୍ଟ ଅଫ୍ ଆସାମ (ଯୁଏଲଏଫଏ) ଏବଂ ଆସାମ ମଧ୍ୟରେ ଏକ ତ୍ରିପାକ୍ଷିକ ଶାନ୍ତି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। 40 ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ସଶସ୍ତ୍ର ସନ୍ତ୍ରାସବାଦୀ ସଂଗଠନ ଯୁଏଲଏଫଏ ଏବଂ…

ନାସା କ୍ୟାମେରାରେ କ୍ୟାପଚର ହେଲା ସୂର୍ଯ୍ୟଙ୍କ ସବୁଠାରୁ ବଡ ଛାଇ, ଦେଖନ୍ତୁ ମହାକାଶର ଅଦ୍ଭୁତ ଦୃଶ୍ୟ

ନୂଆଦିଲ୍ଲୀ,୨୯।୧୨: ପ୍ରତ୍ୟେକ ଦିନ, ଆମେରିକୀୟ ସ୍ପେସ ଏଜେନ୍ସି ନାସା ସ୍ପେସର ଏଭଳି ଫଟୋ ଏବଂ ଭିଡିଓ ଶେୟାର କରିଥାଏ ଯାହାକୁ ଆପଣ ପୂର୍ବରୁ ଦେଖି ନଥିବେ। ନାସା ପୁଣିଥରେ ଏଭଳି ଏକ ଭିଡିଓ ଶେୟାର କରିଛି। ଯେଉଁଥିରେ ସୂର୍ଯ୍ୟଙ୍କର ଲମ୍ବା ଛାୟା…

ରାଜ୍ୟ ସଭାର ସଦସ୍ୟ ହେବେ ନାହିଁ ଏଏପି ନେତା ରାଘବ ଚଢା, ଖାରଜ ହେଲା ଅନୁରୋଧ

ନୂଆଦିଲ୍ଲୀ,୨୯।୧୨: ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ ସଂସଦର ଉପର ଗୃହରେ ଆମ ଆଦମୀ ପାର୍ଟି (ଏଏପି) ର ମଧ୍ୟବର୍ତ୍ତୀକାଳୀନ ନେତା ଭାବରେ ନିଯୁକ୍ତ ହେବା ପାଇଁ ଦଳର ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ନ୍ୟୁଜ ଏଜେନ୍ସି ପିଟିଆଇ ବିଭିନ୍ନ ସୂତ୍ରରୁ ଉଦ୍ଧୃତ କରି…

ନୀତୀଶ କୁମାର ଜେଡିୟୁ ଦଳର ନୂଆ ସଭାପତି

ନୂଆଦିଲ୍ଲୀ,୨୯।୧୨: ଶୁକ୍ରବାର ବିହାର ରାଜନୀତିରେ ବଡ଼ ଘଟଣାକ୍ରମ ଦେଖିବାକୁ ମିଳିଛି। ଜେଡିୟୁ ଦଳର ସଭାପତି ପଦରୁ ଲଲନ ସିଂ ଇସ୍ତଫା ଦେବା ପରେ ନୀତିଶ କୁମାରଙ୍କୁ ଏହି ଦାୟିତ୍ୱ ମିଳିଛି। ଦଳରେ ସାଂଗଠନିକ ପରିବର୍ତ୍ତନ ହେବା ନେଇ ଅନେକ ଦିନରୁ ଆଲୋଚନା…

କଂଗ୍ରେସର ଚାନ୍ଦା ଅଭିଯାନ: ଆସନ ପଛରେ ଅଛି ‘କ୍ୟୁଆର’ କୋଡ, ଭାଗ୍ୟଶାଳୀ ଦାତାଙ୍କୁ ସମ୍ମାନୀତ କରିବେ ରାହୁଲ ଗାନ୍ଧୀ…

ନୂଆଦିଲ୍ଲୀ,୨୯।୧୨: ମହାରାଷ୍ଟ୍ରର ନାଗପୁରରେ ଗୁରୁବାର ଏକ ରାଲିରେ ଭିଡ଼ ଜମାଇବା ପାଇଁ କଂଗ୍ରେସ ଚେୟାର ପଛରେ ବାର୍‌ କୋଡ ଲଗାଇଥିଲା। ଏହି ମାସ ଆରମ୍ଭରେ ଆରମ୍ଭ ହୋଇଥିବା କଂଗ୍ରେସ କ୍ରାଉଡ ଫଣ୍ଡିଂ ଅଭିଯାନର ଏକ ଅଂଶ ଭାବରେ ‘ଦେଶ ପାଇଁ ଦାନ’…

ଭାରତୀୟ ନୌସେନା ଅଧିକାରୀଙ୍କ କାନ୍ଧରେ ଶୋଭା ପାଇବ ଶିବାଜୀଙ୍କ ‘ରାଜମୁଦ୍ରା’

ନୂଆଦିଲ୍ଲୀ,୨୯।୧୨: ଭାରତୀୟ ନୌସେନା ଏହାର ବରିଷ୍ଠ ଅଧିକାରୀଙ୍କ ପାଇଁ ନୂତନ ଇପାଉଲେଟସ୍‌ ଆଣିଛି, ଯାହା ୟୁନିଫର୍ମରେ ପିନ୍ଧାଯିବ। ଇପାଉଲେଟ୍ସ ହେଉଛି ଏକ ପ୍ରକାର ସାଜସଜ୍ଜା ସଙ୍କେତ ଯାହାକି ନୌସେନା ଅଧିକାରୀମାନେ ପିନ୍ଧିଥିବା ୟୁନିଫର୍ମ କାନ୍ଧରେ ପିନ୍ଧନ୍ତି। ଛତ୍ରପତି ଶିବାଜୀଙ୍କ ରାଜମୁଦ୍ରାଙ୍କଠାରୁ ପ୍ରେରଣା…

ରାମ ମନ୍ଦିରରେ କେଉଁ ମୂର୍ତ୍ତି ପାଇବ ପୂଜା, ଆଜି ହେବ ଭୋଟିଂ

ନୂଆଦିଲ୍ଲୀ, ୨୯ା୧୨: ବହୁ ଚର୍ଚ୍ଚିତ ଅଯୋଧ୍ୟା ରାମ ମନ୍ଦିରରେ ଭଗବାନ ମର୍ଯ୍ୟାଦା ପୁରୁଷ ରାମଚନ୍ଦ୍ରଙ୍କର କେଉଁ ମୂର୍ତ୍ତି ପୂଜା ପାଇବ ସେ ନେଇ ଶୁକ୍ରବାର ମତଦାନ ହେବ। ଫଳରେ ଭଗବାନ ରାମଙ୍କର କେଉଁ ମୂର୍ତ୍ତି ଏଠାରେ ପୂଜା ପାଇବ ତାହାର ପ୍ରତୀକ୍ଷା…

‘ଅଯୋଧ୍ୟା, ଆବୁଧାବିରେ ମନ୍ଦିର ଉଦ୍‌ଘାଟନ ପରେ ଦେଶରେ ହେବ ନିର୍ବାଚନ’

ନୂଆଦିଲ୍ଲୀ,୨୯ା୧୨: ଥିରୁଭାନନ୍ତପୁରମର କଂଗ୍ରେସ ଏମ୍‌ପି ଶଶି ଥରୁର ଶୁକ୍ରବାର ଦେଶର ଲୋକଙ୍କୁ ‘ଅଛେ ଦିନ୍‌’ ପ୍ରତିଶ୍ରୁତି ଦେଇଥିବା ଭାଜପା ଉପରେ ପ୍ରଶ୍ନ କରିଛନ୍ତି। ରାମମନ୍ଦିର ପ୍ରତିଷ୍ଠା ଏବଂ ଆବୁଧାବିରେ ମନ୍ଦିରର ଉଦ୍‌ଘାଟନ ସମ୍ପର୍କରେ ଥରୁର କହିଛନ୍ତି, ଭାଜପା ପୁଣି ଥରେ ତା’…

ଅଧ୍ୟକ୍ଷ ପଦ ଛାଡିବେ ଲଲନ ସିଂ, ନୀତୀଶଙ୍କୁ ମିଳିବ ଜେଡିୟୁର ଦାୟିତ୍ୱ!

ପାଟନା,୨୯।୧୨: ଜନତା ଦଳ (ୟୁନାଇଟେଡ)ରେ ସାଂଗଠନିକ ପରିବର୍ତ୍ତନକୁ ନେଇ ଅନେକ କଳ୍ପନାଜଳ୍ପନା ଚାଲିଛି। ସୂତ୍ର ଅନୁଯାୟୀ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଲଲନ ସିଂ ଜେଡିୟୁ ଅଧ୍ୟକ୍ଷ ପଦ ଛାଡିବେ ଏବଂ ନୀତୀଶ କୁମାର ଏହି ପଦ ସମ୍ଭାଳିବେ। ଜାତୀୟ ପଦାଧିକାରୀଙ୍କ ବୈଠକରେ ଯୋଗଦେବା…

ଇତିହାସ ହୋଇ ରହିଯିବ କଂଗ୍ରେସ, ରାମ ମନ୍ଦିର ଦ୍ୱନ୍ଦ୍ୱରେ ପଡିଥିବା ଦଳକୁ ଟାର୍ଗେଟ କଲା କେରଳ ମୁସଲିମ ସଙ୍ଗଠନ

ଥିରୁଭାନନ୍ତପୁରମ,୨୯।୧୨: କେରଳର ଏକ ପ୍ରତିଷ୍ଠିତ ମୁସଲମାନ ସଂଗଠନ ଆସନ୍ତା ମାସରେ ଅଯୋଧ୍ୟାରେ ରାମ ମନ୍ଦିରର ସମାରୋହରେ ଯୋଗଦେବାକୁ ଆମନ୍ତ୍ରଣକୁ ନେଇ କଂଗ୍ରେସର ଅଣ-ଆଭିମୁଖ୍ୟକୁ ସମାଲୋଚନା କରିଛି। ଏହି ସଂଗଠନ କଂଗ୍ରେସର ସହଯୋଗୀ ଇଣ୍ଡିଆନ ୟୁନିଅନ ମୁସଲିମ ଲିଗ (ଆଇୟୁଏମଏଲ) ର ଅତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?