ଜାତୀୟ

ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ ଭବ୍ୟ ରୋଡ ଶୋ’, ଜୟ ଶ୍ରୀ ରାମ ନାରା ସହିତ କରାଗଲା ସ୍ବାଗତ

ଲକ୍ଷ୍ନୌ,୩୦।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଉତ୍ତରପ୍ରଦେଶର ଅଯୋଧ୍ୟାରେ ପହଞ୍ଚିବା ପରେ ଏକ ଗ୍ରାଣ୍ଡ ରୋଡ ଶୋ’ କରିଛନ୍ତି। ଏହି ସମୟରେ ଲୋକେ ପ୍ରଧାନମନ୍ତ୍ରୀଙ୍କ ଉପରେ ଫୁଲ ବର୍ଷା କରିଛନ୍ତି ଏବଂ ଜୟ ଶ୍ରୀ ରାମ ନାରା ସହିତ ସ୍ବାଗତ ଜଣାଇଛନ୍ତି।…

ମୁସଲିମ ଦେଶ ଫେଲ, ଏବେ ମୋଦି କରିବେ ଯୁଦ୍ଧର ଶେଷ, ଇସ୍ରାଏଲ-ହମାସ ଯୁଦ୍ଧକୁ ନେଇ ଇମାମ ବୁଖାରିଙ୍କ ଅପିଲ

ନୂଆଦିଲ୍ଲୀ,୩୦।୧୨: ମଧ୍ୟ ପୂର୍ବର ଗାଜା ଷ୍ଟ୍ରିପ ଉପରେ ଇସ୍ରାଏଲ ଆର୍ମି (ଆଇଡିଏଫ)ର ଆକ୍ରମଣ ଗତ ୩ ମାସ ଧରି ଚାଲିଆସୁଛି। ଏହି ଯୁଦ୍ଧରେ ୨୦ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ଦାବି କରାଯାଉଛି। ବର୍ତ୍ତମାନ ଏହା ଉପରେ ଦିଲ୍ଲୀର ଜାମା…

୨ ମାସ ଯାଏ ନାବାଳିକାଙ୍କୁ ବନ୍ଧକ ରଖି ଦୁଷ୍କର୍ମ କରୁଥିଲେ ଯୁବକ

ଲକ୍ଷ୍ନୌ,୩୦।୧୨: ଉତ୍ତରପ୍ରଦେଶର କାନପୁରରୁ ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି। କାନପୁରରେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଜଣେ ଯୁବକ ୧୪ ବର୍ଷ ବୟସ୍କା ନାବାଳକାଙ୍କୁ ବନ୍ଧକ ରଖି ଦୁଇମାସ ଧରି ଦୁଷ୍କର୍ମ କରିଥିବା ଜଣାପଡିଛି। ପୀଡିତା ଅଭିଯୋଗ କରିଛନ୍ତି ଯେ, ତାଙ୍କୁ…

ଧୂଳିକଣା ଯୋଗୁ ପୃଥିବୀ ପୃଷ୍ଠରେ ପହଞ୍ଚି ପାରୁନି ସୂର୍ଯ୍ୟ କିରଣ, ତାପମାତ୍ରା ବଢିବା ଆଶଙ୍କା

ନୂଆଦିଲ୍ଲୀ,୩୦।୧୨: ବାୟୁମଣ୍ଡଳରେ ଘେରି ରହିଥିବା ଧୂଳିକଣା(ଏରୋସେଲ) ସୂର୍ଯ୍ୟ କିରଣକୁ ସିଧାସଳଖ ପୃଥିବୀପୃଷ୍ଠକୁ ଆସିବାକୁ ରୋକୁଛି। ଏରୋସେଲ ଏକ ବିଷାକ୍ତ ଧୂଳିକଣା ଯାହା ବାୟୁମଣ୍ଡଳରେ ମିଶି ପ୍ରାଣୀ, ଉଦ୍ଭିଦ ଓ ମାନବ ସମାଜ ପାଇଁ କ୍ଷତିକାରକ ହୋଇଥାଏ। ଏଥିଯୋଗୁ ତାପମାତ୍ରା ବୃଦ୍ଧି ପାଇବାରେ…

‘ଶୁକ୍ର୍ରିୟା ମୋଦି ଭାଇଜାନ’ ଅଭିଯାନକୁ ନେଇ ଭାଜପାକୁ ଟାର୍ଗେଟ କଲେ ଦିଗବିଜୟ

ନୂଆଦିଲ୍ଲୀ,୩୦।୧୨: ଆସନ୍ତା ବର୍ଷ ଅର୍ଥାତ୍‌ ୨୦୨୪ ଲୋକ ସଭା ନିର୍ବାଚନରେ ବିଜୟର ହ୍ୟାଟ୍ରିକ ସ୍କୋର କରିବାକୁ ମୋଦି ସରକାର କକୌଣସି ପଥରକୁ ଅଣଦେଖା କରିବାକୁ ଚାହୁଁନାହାଁନ୍ତି। ଏହି ନିର୍ବାଚନରେ ଭାରତୀୟ ଜନତା ପାର୍ଟି(ଭାଜପା)ଏହାର ପାରମ୍ପାରିକ ଭୋଟର ତଥା ବିରୋଧୀ ଦଳର ମୂଳ…

ଯାତ୍ରୀଙ୍କ ପାଇଁ ଖୁସିଖବର: ଅଯୋଧ୍ୟା ପାଇଁ ଏହି ୩ ସହରରୁ ଆରମ୍ଭ ହେବ ବିମାନ ସେବା, ବିମାନବନ୍ଦର ଉଦ୍‌ଘାଟନ ପୂର୍ବରୁ ଏୟାର ଇଣ୍ଡିଆ ଏକ୍ସପ୍ରେସର ଘୋଷଣା

ନୂଆଦିଲ୍ଲୀ,୩୦।୧୨: ଡିସେମ୍ବର ୩୦ ଅଯୋଧ୍ୟା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନ ୧୨.୧୫ ରେ ଅଯୋଧ୍ୟାରେ ନିର୍ମିତ ନୂତନ ବିମାନବନ୍ଦର ଏବଂ ରେଳ ଷ୍ଟେଶନର ଉଦଘାଟନ କରିବାକୁ ଯାଉଛନ୍ତି। ଅଯୋଧ୍ୟାର ଏହି ବିମାନବନ୍ଦରର ନାମ ହେଉଛି…

ବାବର ଖାଲସା ଅନ୍ତର୍ଜାତୀୟ ନେତା ଲଖବୀର ସିଂହ ଲାଣ୍ଡାଙ୍କୁ ଭାରତ ଘୋଷଣା କଲା ଆତଙ୍କବାଦୀ

ନୂଆଦିଲ୍ଲୀ,୩୦।୧୨: ବାବର ଖାଲସା ଇଣ୍ଟରନ୍ୟାସନାଲ (ବି.କେ.ଆଇ) ନେତା ତଥା ଗ୍ୟାଙ୍ଗଷ୍ଟର ଲଖବୀର ସିଂ ଲାଣ୍ଡାଙ୍କୁ ଭାରତ ସରକାର ଆତଙ୍କବାଦୀ ଘୋଷଣା କରିଛନ୍ତି। ବେଆଇନ କାର୍ଯ୍ୟକଳାପ ଅଧିନିୟମ ଅନୁଯାୟୀ ଭାରତ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ସୂଚନାଯୋଗ୍ୟ, ଲାଣ୍ଡା ପଞ୍ଜାବର ତରନତାରନ ଜିଲାର…

୧୦୦ ବିଲିୟନ କ୍ଲବ୍‌ର ପ୍ରଥମ ମହିଳା

ନୂଆଦିଲ୍ଲୀ,୩୦ା୧୨: ଏଲ୍‌’ଓରିଅଲ ବିଉଟି ଏମ୍ପାୟାରର ଉତ୍ତରାଧିକାରୀ ଫ୍ରାନ୍‌କୋଇସ୍‌ ବେଟେନ୍‌କୋର୍ଟ ମେୟେର୍ସ ବିଶ୍ୱର ପ୍ରଥମ ମହିଳା, ଯାହାଙ୍କ ସମ୍ପତ୍ତି ୧୦୦ ବିଲିୟନ ଡଲାରରୁ ଅଧିକ। ବ୍ଲୁମ୍‌ବର୍ଗ ବିଲିଅନେୟାର୍ସ ସୂଚକାଙ୍କ ଅନୁଯାୟୀ ଫ୍ରାନ୍‌କୋଇସ୍‌ଙ୍କ ସମ୍ପତ୍ତି ପରିମାଣ ଗୁରୁବାର ୧୦୦.୧ ବିଲିୟନ ଡଲାର (୮,୩୩,୦୩୫ କୋଟି…

ଝାଡ଼ଖଣ୍ଡର ଦଳିତ, ଆଦିବାସୀଙ୍କ ପାଇଁ ପେନ୍‌ସନ୍‌ ଘୋଷଣା

ରାଞ୍ଚତ୍,୩୦ା୧୨(ପି.ଟି.): ଝାଡ଼ଖଣ୍ଡର ଆଦିବାସୀ ଏବଂ ଦଳିତମାନେ ୫୦ ବର୍ଷ ବୟସରେ ପହଞ୍ଚତ୍ଲେ ପେନ୍‌ସନ୍‌ ସୁବିଧା ପାଇବାକୁ ଯୋଗ୍ୟ ବିବେଚିତ ହେବେ। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ଶୁକ୍ରବାର ସେମାନଙ୍କ ପାଇଁ ପେନ୍‌ସନ୍‌ ଯୋଜନା ଘୋଷଣା କରିଛନ୍ତି। ରାଜ୍ୟରେ ଜେଏମ୍‌ଏମ୍‌ ନେତୃତ୍ୱାଧୀନ ସରକାରଙ୍କ ୪…

ବିଦେଶୀ ବ୍ୟାଙ୍କକୁ ପସନ୍ଦ ନୁହେଁ ଭାରତୀୟ ଧନୀଙ୍କ ଟଙ୍କା

ନୂଆଦିଲ୍ଲୀ,୩୦।୧୨: ଆନ୍ତର୍ଜାତୀୟ ବ୍ୟାଙ୍କଗୁଡ଼ିକ ଆଉ ଭାରତୀୟ ଧନୀ ବ୍ୟକ୍ତିଙ୍କ ଟଙ୍କା ପସନ୍ଦ କରୁ ନାହାଁନ୍ତି। ଆରବିଆଇର ନୂତନ ନିୟମ ବିଦେଶରେ ଅଧିକ ଟଙ୍କା ପଠାଇବା ପାଇଁ ଭାରତୀୟ ଧନୀ ବ୍ୟକ୍ତିଙ୍କ ଉପରେ ନଜର କଡାକଡି କରିଛି। ଏହି କାରଣରୁ, ଯେଉଁ ବ୍ୟାଙ୍କଗୁଡିକ…

ସୋନିଆ ଯୋଗଦେବା ନେଇ ଠିକ୍‌ ସମୟରେ ନିଷ୍ପତ୍ତି ନେବ କଂଗ୍ରେସ

ନୂଆଦିଲ୍ଲୀ,୩୦ା୧୨: ଅଯୋଧ୍ୟା ରାମମନ୍ଦିର ପ୍ରାଣପ୍ରତିଷ୍ଠା ଉତ୍ସବ ଜାନୁୟାରୀ ୨୨ରେ ଅନୁଷ୍ଠିତ ହେବାକୁ ଥିବାବେଳେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଏବଂ କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଯୋଗଦେବା ଲାଗି ଆମନ୍ତ୍ରଣ କରାଯାଇଛି। ତେବେ ସେମାନେ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେବେ…

ଭାଜପା କ’ଣ କେବଳ ହିନ୍ଦୁ ପ୍ରଦେଶର ଦଳ ଅଟେ? ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଲେ ମୋଦି

ନୂଆଦିଲ୍ଲୀ,୨୯।୧୨: ନିକଟରେ ସରିଥିବ ବିଧାନସଭା ନିର୍ବାଚନ ପରେ ଭାଜପା ଦକ୍ଷିଣର କୌଣସି ରାଜ୍ୟରେ କ୍ଷମତାରେ ନାହିଁ। ତେବେ କଣ ଭାଜପା କେବଳ ହିନ୍ଦୁ ପ୍ରଦେଶର ପାର୍ଟି ଅଟେ? ଏନେଇ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଇଣ୍ଡିଆ ଟୁଡେକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?