ଜାତୀୟ

ବୟକଟ ମାଲଦ୍ୱୀପ ଟ୍ରେଣ୍ଡ ଭିତରେ ଲାକ୍ଷାଦ୍ୱୀପ ଯିବାକୁ ଜନତାଙ୍କୁ ଅପିଲ କଲେ ବଲିଉଡ ସେଲିବ୍ରିଟି

ମୁମ୍ବାଇ,୭।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାନୁଆରୀ ୪ରେ ଲାକ୍ଷାଦ୍ୱୀପ ଗସ୍ତରେ ଯାଇ ଆରିପେଲାଗୋ ଏବଂ ସ୍ନୋର୍କେଲିଂରେ ସମୟ ଅତିବାହିତ କରୁଥିବା ଫଟୋ ଶେୟାର କରିଥିଲେ। ଏହି ଫଟୋଗୁଡ଼ିକ ଭାଇରାଲ ହୋଇଥିଲା ଏବଂ ଅନେକ ଲୋକ ଏହାକୁ ମାଲଦ୍ୱୀପ ସହିତ ତୁଳନା କରିଥିଲେ…

ମୋଦିଙ୍କ ପ୍ରଶଂସାରେ ଶତମୁଖ ସଲମାନ ଖାନ୍‌

ନୂଆଦିଲ୍ଲୀ,୭।୧: ଜାନୁଆରୀ ୪ରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଲାକ୍ଷାଦ୍ୱୀପ ଗସ୍ତର କିଛି ଫଟୋ ଶେୟାର କରିଥିଲେ। ପ୍ରଧାନମନ୍ତ୍ରୀ ଫଟୋ ସହିତ କ୍ୟାପସନରେ ଲାକ୍ଷାଦ୍ୱୀପର ସୌନ୍ଦର୍ଯ୍ୟକୁ ପ୍ରଶଂସା କରିଥିଲେ। ଅନେକ ଲୋକ ମୋଦିଙ୍କ ଫଟୋକୁ ପ୍ରଶଂସା କରିଥିଲେ ଏବଂ ଏହି…

ନୀତୀଶଙ୍କ ରାଜ୍ୟରେ ମଦ ବିକ୍ରି ନିଷେଧ, କିନ୍ତୁ ଗ୍ରାମାଞ୍ଚଳରେ ପହଞ୍ଚୁଛି ଡ୍ରଗ୍ସ ପୁଡିଆ,ବିକ୍ରିରେ ମହିଳା-ଶିଶୁଙ୍କ ସମ୍ପୃକ୍ତି…

ପାଟନା,୭।୧ : ବିହାରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସରକାର ମଦ ବିକ୍ରି ନେଇ ନିଷେଧାଦେଶ ଆଇନ ଲାଗୁ କରି ନିଜର ପତିଆରା ଜାହିର କରୁଛନ୍ତି। କିନ୍ତୁ ଏହି ଆଇନ ପରେ ଅନ୍ୟ ନିଶା ପଦାର୍ଥର ବିକ୍ରୟ ବୃଦ୍ଧି ପାଇବାରେ ଲାଗିଛି। ଉଲ୍ଲେଖଥାଉ…

ଟଙ୍କା ଲୋଭରେ ପ୍ରେମ-ଯୌନ ସମ୍ପର୍କ-ବିବାହ-ପ୍ରତାରଣା…

ଗ୍ବାଲିୟର,୭।୧ : ଟଙ୍କା ଲୋଭରେ ପ୍ରେମ,ଯୌନ ସମ୍ପର୍କ, ବିବାହ ଏବଂ ପ୍ରତାରଣା ସହିତ ଜଡିତ ଏକ ମାମଲା ମଧ୍ୟପ୍ରଦେଶର ଗ୍ବାଲିୟରରୁ ସାମ୍ନାକୁ ଆସିଛି। ଠକେଇର ଶିକାର ହୋଇଥିବା ପୀଡିତା ନ୍ୟାୟ ପାଇଁ ପୋଲିସ ଷ୍ଟେଶନରେ ଅଭିଯୋଗ କରିଛନ୍ତି। ପୀଡିତାଙ୍କର ଅଭିଯୋଗ ଆଧାରରେ…

ସବୁଠୁ ବଡ଼ ଇଡିଏଟ୍‌ ହେଉଛି ଇଡି: ଅଧୀର ରଞ୍ଜନ

କୋଲକାତା,୭।୧: ପଶ୍ଚିମବଙ୍ଗରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଅଧିକାରୀଙ୍କ ଉପରେ ଆକ୍ରମଣ ପରେ ତୃଣମୂଳ କଂଗ୍ରେସ (ଟିଏମସି) ବିରୋଧୀ ଦଳକୁ ଟାର୍ଗେଟ କରିଛି। କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଇଡି ବିଷୟରେ ବିବାଦୀୟ ମନ୍ତବ୍ୟ ଦେଇ ଇଡିକୁ ସବୁଠୁ ବଡ଼ ଇଡିଏଟ୍‌…

ଏଟିଏସ୍‌ର ବଡ଼ ଧରଣର ଚଢ଼ାଉ, ୬ ଗିରଫ

ମୁମ୍ବାଇ,୭ା୧: ମହାରାଷ୍ଟ୍ର ପୋଲିସର ଆତଙ୍କବାଦୀ ବିରୋଧୀ ୟୁନିଟ (ଏଟିଏସ୍‌) ରବିବାର ଅପରାହ୍ନରେ ମୁମ୍ବାଇର ବୋରିଓ୍ବାଲି ଅଞ୍ଚଳରେ ଚଢ଼ାଉ କରିଛି। ଏହି ସମୟରେ ୬ ଜଣଙ୍କୁ ଗିରଫ କରାଯାଇଛି। ଏଟିଏସ ସହ ଜଡିତ ସୂତ୍ର ଅନୁଯାୟୀ, ଏହି ଲୋକଙ୍କ ନିକଟରୁ ୪ଟି ବନ୍ଧୁକ…

ପୁଣି କରୋନା ଆତଙ୍କ: ୨୪ ଘଣ୍ଟାରେ ୫ ମୃତ, ସକ୍ରିୟ ମାମଲା ୪୦୦୦ ଟପିଲା…

ନୂଆଦିଲ୍ଲୀ,୭।୧ : କରୋନା ମହାମାରୀ ପୁଣି ଥରେ ଦେଶରେ ଆତଙ୍କ ସୃଷ୍ଟି କରୁଛି। ଏହାର ଆକ୍ରାନ୍ତ ହେଉଥିବା ଲୋକଙ୍କ ସଂଖ୍ୟାରେ କ୍ରମାଗତ ବୃଦ୍ଧି ଘଟୁଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ନୂତନ ଆକଳନ ଅନୁସାରେ ସକ୍ରିୟ ମାମଲା ୪ ହଜାର ଅତିକ୍ରମ କରିଛି। ଏହା…

ଅଖିଳେଶ ପ୍ରଥମେ ନିଜେ ଠିକ ଅଛନ୍ତି କି ନାହିଁ ଦେଖନ୍ତୁ: ମାୟାବତୀଙ୍କ କଟାକ୍ଷ…

ଲକ୍ଷ୍ନୌ,୭।୧ : ଉତ୍ତରପ୍ରଦେଶରେ ବିଏସପି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ସମାଜବାଦୀ ପାର୍ଟି (ଏସପି) କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଅଖିଳେଶ ଯାଦବ ଅନ୍ୟମାନଙ୍କ ଉପରେ କୌଣସି କଟାକ୍ଷ କରିବା ପୂର୍ବରୁ ପ୍ରଥମେ ନିଜେ ଠିକ ଅଛନ୍ତି କି…

୧୫ ଜାନୁୟାରୀରେ କଂଗ୍ରେସ ନେତା କରିବେ ରାମଲାଲାଙ୍କ ଦର୍ଶନ: ଏସବୁ ନେତାଙ୍କୁ ମିଳିଛି ନିମନ୍ତ୍ରଣ…

ନୁଆଦିଲ୍ଲୀ,୭।୧ : ଉତ୍ତର ପ୍ରଦେଶର କଂଗ୍ରେସ ନେତାମାନେ ଜାନୁଆରୀ ୧୫ ରେ ଅଯୋଧ୍ୟା ଯିବେ ଏବଂ ରାମ ଲାଲାଙ୍କର ଦର୍ଶନ କରିବେ। ଦଳର ଦାୟିତ୍ୱରେ ଥିବା ଅବିନାଶ ପାଣ୍ଡେ କହିଛନ୍ତି ୟୁପି କଂଗ୍ରେସର ସମସ୍ତ ବଡ ନେତା ଖାରମାସ ଶେଷ ହେବା…

ତୃତୀୟ ଥର କ୍ଲିନସ୍ବିପ୍‌ ମାଷ୍ଟରପ୍ଲାନ: ଗୁଜରାଟ ଯିବେ ମୋଦି…

ନୂଆଦିଲ୍ଲୀ,୭।୧ : ଦେଶରେ ଲୋକସଭା ନିର୍ବାଚନ ପାଇଁ ମାତ୍ର କିଛି ମାସ ବାକି ଅଛି। ଭାରତୀୟ ଜନତା ପାର୍ଟି (ଭାଜପା) ଏ ସମ୍ପର୍କରେ ସକ୍ରିୟ ହୋଇଛି। ଏଥର ନିର୍ବାଚନରେ ଭାଜପା ନେତୃତ୍ୱାଧୀନ ଏନଡିଏକୁ ଚ୍ୟାଲେଞ୍ଜ କରିବାକୁ ବିରୋଧୀମାନେ ଇଣ୍ଡିଆ ଗଠନ କରିଛନ୍ତି।…

ଗଞ୍ଜାଙ୍କୁ ଖାଇବାକୁ ଦିଆଯାଉଛି ଭିଏଗ୍ରା-ଶିଳାଜିତ, କାରଣ କ’ଣ…

ବିଜୟଓ୍ବାଡା,୭।୧ : ଦେଶରେ ମକର ସଂକ୍ରାନ୍ତି ପାଇଁ ପ୍ରସ୍ତୁତି ଚାଲିଛି। ଆନ୍ଧ୍ରପ୍ରଦେଶର ଗ୍ରାମାଞ୍ଚଳରେ ମଧ୍ୟ ଏହାର ପ୍ରସ୍ତୁତି ଦ୍ରୁତ ଗତିରେ ଚାଲିଛି। ଏହି ଅବସରରେ ଏଠାରେ ଗଞ୍ଜା ଲଢ଼େଇ ହୋଇଥାଏ। ତେଣୁ ଏଭଳି ପରିସ୍ଥିତିରେ ପ୍ରତିଯୋଗୀମାନେ ଭଲ ସ୍ଥିତିରେ ରହିବା ଆବଶ୍ୟକ।…

ହାଡ଼ଥରା ଶୀତ: ପୁଣି ୫ ଦିନ ବଢ଼ିଲା ସ୍କୁଲ ଛୁଟି…

ମୁମ୍ବାଇ,୭।୧ : ଦିଲ୍ଲୀର ସ୍କୁଲ ଛାତ୍ରୀଛାତ୍ରଙ୍କ ପାଇଁ ଏକ ଖୁସି ଖବର ଅଛି। ଦିଲ୍ଲୀ ସରକାର ଶୀତଦିନ ଛୁଟିକୁ ୫ ଦିନ ବୃଦ୍ଧି କରିଛନ୍ତି। ଏହି ଛୁଟିଗୁଡ଼ିକ କେବଳ ଶ୍ରେଣୀ ନର୍ସରୀରୁ ପଞ୍ଚମ ପର୍ଯ୍ୟନ୍ତ ଛାତ୍ରୀଛାତ୍ରମାନଙ୍କ ପାଇଁ। ଏହି ସୂଚନା ଦିଲ୍ଲୀର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?