ଉବର କ୍ୟାବରେ ବସି ଆଶ୍ଚର୍ଯ୍ୟଜନକ ଭିଡିଓ ଶେୟାର କଲେ ଏହି ବ୍ୟକ୍ତି: କହିଲେ, ମୁଁ ଏହି ଡ୍ରାଇଭରଙ୍କ ସହ ସୁରକ୍ଷିତ ନୁହେଁ
ଆଜିକାଲି ସୋସିଆଲ ମିଡିଆରେ ଏକ ଉବର କ୍ୟାବ ଡ୍ରାଇଭରଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଉବର କ୍ୟାବରେ ଯାତ୍ରା କରୁଥିବା ଜଣେ ବ୍ୟକ୍ତି ଏହି ଭିଡିଓ ପ୍ରସ୍ତୁତ କରିଥିଲେ। ଇଣ୍ଟରନେଟରେ ଭିଡିଓ ଷେୟାର କରି ବ୍ୟକ୍ତି ଜଣକ ଲେଖିଛନ୍ତି ଯେ,…
ଗୋଧ୍ରାର ପ୍ରତିଶୋଧ ନେବାକୁ ଗୁଜରାଟକୁ ଦୋହଲାଇ ଦେବାକୁ ପ୍ରୟାସ, ଆଇଏସ ଆତଙ୍କବାଦୀ ଶାହନବାଜଙ୍କ ବଡ ବୟାନ
ନୂଆଦିଲ୍ଲୀ,୮।୧: ଦିଲ୍ଲୀ ପୋଲିସର ହେପାଜତରେ ଥିବା ଇସଲାମିକ ଷ୍ଟେଟ ଆତଙ୍କବାଦୀ ଶାହନବାଜ ଆଲାମ ଏକ ବଡ଼ ବୟାନ ଦେଇଛନ୍ତି। ପୋଲିସର ପଚରାଉଚରା ବେଳେ ଆତଙ୍କବାଦୀ ଶାହନବାଜ କହିଛନ୍ତି ଯେ ଗୁଜରାଟରେ ଇସଲାମିକ ଷ୍ଟେଟ ଅଫ ଇରାକ ଏବଂ ସିରିଆ (ଆଇଏସ) ଏକ…
ଦୋଷୀ ଯିବେ ଜେଲ: ବିଲକିସ ବାନୋ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି, ଦୋଷୀଙ୍କୁ ସମୟ ପୂର୍ବରୁ ମୁକ୍ତି ଠିକ ନୁହେଁ…
ନୂଆଦିଲ୍ଲୀ,୮।୧ : ବିଲକିସ ବାନୋ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି ଦେଇଛନ୍ତି। ଦୋଷୀଙ୍କୁ ସମୟ ପୂର୍ବରୁ ମୁକ୍ତି ଠିକ ନୁହେଁ ବୋଲି କୋର୍ଟ କହିଛନ୍ତି। ଏବେ ଦୋଷୀ ଜେଲ ଯିବେ। ବିଲକିସ ବାନୋ ଗଣବଳାତ୍କାର ମାମଲାରେ ସୁପ୍ରିମକୋର୍ଟ ଅପରାଧୀଙ୍କୁ ଅକାଳରେ ମୁକ୍ତ…
ସୋନିଆ-ରାହୁଲ ଅଡୁଆରେ: ଗାନ୍ଧୀ ପରିବାର ଦ୍ୱାରା ବିନା ଲାଇସେନ୍ସରେ ପରିଚାଳିତ ଅନାଥ ଆଶ୍ରମ ଚର୍ଚ୍ଚାରେ…
ନୂଆଦିଲ୍ଲୀ,୮।୧ : ନ୍ୟାଶନାଲ କମିଶନ ଫର ପ୍ରୋଟେକଶନ ଅଫ ଚାଇଲ୍ଡ ରାଇଟ୍ସ (ଏନସିପିସିଆର) ଅଧ୍ୟକ୍ଷ ପ୍ରିୟଙ୍କା କାନୁନଗୋ ଉତ୍ତରପ୍ରଦେଶର ପ୍ରୟାଗର ଆନନ୍ଦ ଭବନ କମ୍ପ୍ଲେକ୍ସରେ ଗାନ୍ଧୀ ପରିବାର ଦ୍ୱାରା ବିନା ଲାଇସେନ୍ସରେ ପରିଚାଳିତ ଅନାଥ ଆଶ୍ରମରେ ଭୟଙ୍କର ପରିସ୍ଥିତିକୁ କଡ଼ା ସମାଲୋଚନା…
ମୋଦି ଭାଇଜାନଙ୍କ ଉପରେ କରନ୍ତୁ ବିଶ୍ୱାସ: ମୁସଲମାନଙ୍କୁ ଅପିଲ୍ କଲେ ଶାହନୱାଜ
ନୂଆଦିଲ୍ଲୀ,୮।୧: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଭାଜପା ନେତା ଶାହନୱାଜ ହୁସେନ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି। ତାଙ୍କ ଅଧୀନରେ ଦେଶରେ ମୁସଲମାନ ସବୁ ଅଧିକ ସୁରକ୍ଷିତ ବୋଲି ସେ କହିଛନ୍ତି। ସେ କହିଛନ୍ତି, ଅସଉଦ୍ଦିନ ଓଓ୍ବାଇସି କହିଛନ୍ତି ମସଜିଦ ବିପଦରେ ଅଛି,…
ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ବିବାଦୀୟ ବୟାନ ପରେ ଭାରତ କ୍ଷୁବ୍ଧ, ମାଳଦ୍ଵୀପ ହାଇକମିଶନଙ୍କୁ ସମନ
ନୂଆଦିଲ୍ଲୀ,୮ା୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଆପତ୍ତିଜନକ ବୟାନ ଦେବା ମାଳଦ୍ଵୀପ ଉପରେ ଭାରି ପଡ଼ିଛି। ପ୍ରଥମେ ସୋସିଆଲ ମିଡିଆରେ ମାଳଦ୍ଵୀପକୁ ବଏକଟ କରିବା ପାଇଁ ଏକ ଅଭିଯାନ ଆରମ୍ଭ ହୋଇଥିଲା, ଏହା ପରେ ଅଗ୍ରଣୀ ଭାରତୀୟ ଟ୍ରାଭେଲ କମ୍ପାନୀଗୁଡିକ ମାଲଦ୍ୱୀପକୁ…
୨୯୦୦୦ ଭୂତ କମ୍ପାନୀ ଦ୍ୱାରା ୪୪୦୦୦ କୋଟି ଟିକସ ଚୋରି: ମହାରାଷ୍ଟ୍ରରେ ସର୍ବାଧିକ…
ନୂଆଦିଲ୍ଲୀ,୮।୧ : ନକଲି ରେଜିଷ୍ଟ୍ରେଶନ ବିରୋଧରେ ଅଭିିଯାନ ସମୟରେ ଆଠ ମାସ ମଧ୍ୟରେ ୪୪,୦୧୫ କୋଟି ଟଙ୍କା ଜାଲ ଇନପୁଟ ଟ୍ୟାକ୍ସ କ୍ରେଡିଟ (ଆଇଟିସି) ସହିତ ଜଡିତ ୨୯,୨୭୩ ନକଲି କମ୍ପାନୀ ଅର୍ଥାତ ଭୂତ କମ୍ପାନୀକୁ ଜିଏସଟି ଅଧିକାରୀ ଚିହ୍ନଟ କରିଛନ୍ତି।…
ଭାରତ ଝିଅ, ଯିଏ କି ୧୪୦ ଭାଷାରେ ଗୀତ ଗାଇ ସୃଷ୍ଟି କଲେ ଗିନିଜ୍ ରେକର୍ଡ
ଥିରୁଭାନନ୍ତପୁରମ୍,୮ା୧: ଝିଅମାନେ କାହାଠାରୁ କିମ୍ବା କୌଣସିଥିରେ କମ୍ ନୁହନ୍ତି, ଏହା ଭାରତର ଝିଅ ସୁଚେତା ସତୀଶଙ୍କ ଦ୍ୱାରା ପୁଣି ଥରେ ପ୍ରମାଣିତ ହୋଇଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ସୁଚେତା କେବଳ ଗୋଟିଏ କିମ୍ବା ଦୁଇଟି ନୁହେଁ ୧୪୦ ଭାଷାରେ…
୫ ଏମ୍ପିଙ୍କୁ ମିଳିବ ସଂସଦରତ୍ନ ପୁରସ୍କାର
ନୂଆଦିଲ୍ଲୀ,୮।୧(ପି.ଟି.): ଚଳିତ ବର୍ଷର ସଂସଦରତ୍ନ ପୁରସ୍କାର ପାଇଁ ଲୋକ ସଭାର ୫ ଏମ୍ପିଙ୍କୁ ଚୟନ କରାଯାଇଛି। ଭାଜପା ଏମ୍ପି ସୁକାନ୍ତ ମଜୁମଦାର, ସୁଧୀର ଗୁପ୍ତା, ଶିବସେନାର ଶ୍ରୀକାନ୍ତ ଏକନାଥ ଶିନ୍ଦେ, ଏନ୍ସିପିର ଅମୋଲ ରାମସିଂ କୋଲ୍ହେ ଏବଂ କଂଗ୍ରେସ ଏମ୍ପି କୁଲଦୀପ…
ଟିଏମ୍ସି ନେତାଙ୍କୁ ଗୁଳିକରି ହତ୍ୟା
କୋଲକାତା,୮।୧: ଅଜଣା ଆତତାୟୀଙ୍କ ଗୁଳିରେ ତୃଣମୂଳ କଂଗ୍ରେସ (ଟିଏମ୍ସି) ନେତା ସତ୍ୟନ ଚୌଧୁରୀ ନିହତ ହୋଇଛନ୍ତି। ପଶ୍ଚିମବଙ୍ଗର ବହରମପୁର ଅଞ୍ଚଳରେ ରବିବାର ଏହି ହତ୍ୟାକାଣ୍ଡ ଘଟିଛି। ମୁର୍ସିଦାବାଦ ପାଇଁ ଦଳର ସାଧାରଣ ସମ୍ପାଦକ ଥିବା ସତ୍ୟନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆଯାଇଥିବାବେଳେ…
ମୁସଲମାନଙ୍କ ପାଇଁ ସ୍ବତନ୍ତ୍ର ଭୂଖଣ୍ଡ ଦାବିକରି ବିବାଦରେ ପ୍ରଫେସର
ପାଟନା, ୮।୧: ବିହାର ସିଓ୍ବାନସ୍ଥିତ ନାରାୟଣ କଲେଜର ଆସିଷ୍ଟାଣ୍ଟ ପ୍ରଫେସର ଖୁର୍ଶିଦ ଆଲମ୍ ତାଙ୍କ ସୋସିଆଲ ମିଡିଆ ପୋଷ୍ଟରେ ମୁସଲମାନମାନଙ୍କ ପାଇଁ ଅଲଗା ଦେଶ ଦାବି କରି ଅଡ଼ୁଆରେ ପଡ଼ିଛନ୍ତି। ଅଭିଯୋଗ ପାଇବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଆଲମଙ୍କ…
ପ୍ରଧାନମନ୍ତ୍ରୀଙ୍କ ଦୀପାବଳି ମନାଇବା ଅପିଲକୁ ନେଇ ଡିମ୍ପଲ କହିଲେ, ଭାଜପା ଗାଁ ଗାଁକୁ ପଠାଉ ଘିଅ
ନୂଆଦିଲ୍ଲୀ,୭।୧: ମେନପୁରୀରେ ପହଞ୍ଚିଥିବା ସମାଜବାଦୀ ପାର୍ଟି ଏମପି ଡିମ୍ପଲ ଯାଦବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଜାନୁଆରୀ ୨୨, ରାମ ମନ୍ଦିରର ପବିତ୍ର ପ୍ରାଣ ପ୍ରତିଷ୍ଠା ଦିବସରେ ଘରେ ଘରେ ଦୀପାପଳି ପାଳନ କରିବାକୁ ଅପିଲ କରିଥିଲେ। ଏସପି ଏମପି ଡିମ୍ପଲ…

