ଜାତୀୟ

ମାସିକ କିସ୍ତି ପୁଣି ମହଙ୍ଗା

ମୁମ୍ବାଇ,୬।୮: ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣରେ ରଖିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଶୁକ୍ରବାର ରେପୋ ରେଟ୍‌ ପୁଣି ୫୦ ବେସିସ୍‌ ପଏଣ୍ଟ ବୃଦ୍ଧି କରିବା ଫଳରେ ଏହା ୫.୪୦ ପ୍ରତିଶତରେ ପହଞ୍ଚତ୍ଛି। ରେପୋ ରେଟ୍‌ ହେଉଛି ଏକ ହାର ଯେଉଁଥିରେ...

ପଞ୍ଜାବ ରାଜ୍ୟପାଳ କରୋନା ପଜିଟିଭ, ୨ ଘଣ୍ଟା ପର୍ଯ୍ୟନ୍ତ ରହିଥିଲେ ଶହ ଶହ ପିଲାଙ୍କ ଗହଣରେ

ଚଣ୍ଡିଗଡ଼,୬ ।୮: ପଞ୍ଜାବର ରାଜ୍ୟପାଳ ତଥା ୟୁଟିର ପ୍ରଶାସକ ବନୱାରିଲାଲ ପୁରୋହିତ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି । ଶୁକ୍ରବାର ସନ୍ଧ୍ୟା ସାଢେ ୪ଟାରେ ଆସିଥିବା ଯାଞ୍ଚ ରିପୋର୍ଟରେ ସେ କରୋନା ପଜିଟିଭ ଥିବା ଜଣାପଡିଥିଲା । ପୁରୋହିତ ଶୁକ୍ରବାର...

କଂଗ୍ରେସର କଳା ପୋଷାକ ପିନ୍ଧି ବିକ୍ଷୋଭକୁ ଭିନ୍ନ ରୂପ ଦେଲେ ଶାହା, ରାମ ମନ୍ଦିର ସହ ଯୋଡ଼ିଲେ

ନୂଆଦିଲ୍ଲୀ,୫।୮: କଂଗ୍ରେସ ପକ୍ଷରୁ ଦରଦାମ ବୃଦ୍ଧି ଏବଂ ବେକାରୀ ସମସ୍ୟାକୁ ନେଇ କରାଯାଇଥିବା ବିକ୍ଷୋଭକୁ ନେଇ ବଡ଼ ବୟାନ ଦେଇଛନ୍ତି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ଅଗଷ୍ଟ ୫ ତାରିଖରେ ଅଯୋଧ୍ୟା ରାମ ମନ୍ଦିରର ଶିଳାନ୍ୟାସ କରାଯାଇଥିଲା। ଏଣୁ...

ସରକାରୀ ସ୍କୁଲର ଶ୍ରେଣୀଗୃହକୁ ୧୫ ହଜାରରେ ବିକିଦେଲେ ଶିକ୍ଷକ

ମୋରଦାବାଦ,୫।୮: ଉତ୍ତରପ୍ରଦେଶ ମୋରାଦାବାଦର କୁଣ୍ଡାର୍କି ବିକାଶ ବ୍ଲକ ଅଞ୍ଚଳର ପିଟପୁର ନାୟାକୋଡା ଗାଁର ପ୍ରାଥମିକ ବିଦ୍ୟାଳୟର ଏକ କୋଠରୀକୁ ଜଣେ ଶିକ୍ଷକ ବିକ୍ରି କରିଦେଇଛନ୍ତି। ଶିକ୍ଷକ ମୁଜାହିଦ୍‌ ହୁସୈନ ୩୦ ହଜାରରେ ଶ୍ରେଣୀଗୃହକୁ ବିକ୍ରି କରିଥିବା କିଛି ଲୋକ କହୁଥିବା...

ମୋଦିଙ୍କୁ ଭେଟିଲେ ମମତା

ନୂଆଦିଲ୍ଲୀ,୫।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେ ଚାରିଦିନିଆ ଦିଲ୍ଲୀ ଗସ୍ତରେ। ଗୁରୁବାର ସେ ଏଠାରେ ପହଞ୍ଚିବା ପରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ସେ ତାଙ୍କୁ ବାକି ରହିଥିବା ଜିଏସ୍‌ଟି ବାବଦ ଅର୍ଥ ଦେବାକୁ ଅନୁରୋଧ କରିବା...

ଅଗଷ୍ଟ ୧୮ ଯାଏ ଜେଲରେ ରହିବେ ପାର୍ଥ-ଅର୍ପିତା

କୋଲକାତା,୫।୮: ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଏବଂ ଅଭିନେତ୍ରୀ ଅର୍ପିତା ମୁଖାର୍ଜୀଙ୍କୁ ଅଗଷ୍ଟ ୧୮ ଯାଏ ଅର୍ଥାତ ଆସନ୍ତା ୧୪ ଦିନ ଯାଏ ଜେଲରେ ରହିବେ। ଉଭୟଙ୍କୁ ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ଘଟଣାରେ ଇଡି ଗିରଫ କରି...

ତ୍ରିରଙ୍ଗା ଅଭିଯାନକୁ ନେଇ କେଜରିୱାଲଙ୍କ ଅପିଲ

ନୂଆଦିଲ୍ଲୀ,୫ ।୮: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ତ୍ରିରଙ୍ଗା ଅଭିଯାନକୁ ନେଇ ଲୋକଙ୍କୁ ଅପିଲ କରିଛନ୍ତି । କେଜରିୱାଲ କହିଛନ୍ତି ସମସ୍ତ ଭାରତବାସୀ ୧୪ ଅଗଷ୍ଟରେ ତ୍ରିରଙ୍ଗା ସହ ଜାତୀୟ ସଙ୍ଗିତ ଗାନ କରିବେ । ୧୪ ତାରିଖରେ ସମସ୍ତଙ୍କ...

ମୋଦି ସରକାରଙ୍କ ବିିରୋଧରେ କଂଗ୍ରେସର ଆନ୍ଦୋଳନ: ଗିରଫ ହେଲେ ୨୦୦ନେତା, ୫୦ଏମ୍‌ପି

ନୂଆଦିଲ୍ଲୀ,୫।୮: ଦରବୃଦ୍ଧି ଓ ବେରୋଜଗାରୀ ଓ ଜିଏସ୍‌ଟିକୁ ନେଇ ମୋଦି ସରକାରଙ୍କୁ ଘେରିବା ପାଇଁ କଂଗ୍ରେସ ଶୁକ୍ରବାର ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରିଛି। ଏହି କ୍ରମରେ ଦିଲ୍ଲୀରେ ମଧ୍ୟ କଂଗ୍ରେସର ବରିଷ୍ଠ କର୍ମକର୍ତ୍ତା ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏହି ପ୍ରତିବାଦରେ ଦଳର...

ଝିଅକୁ ୪ ମହଲା ଆପାର୍ଟମେଣ୍ଟରୁ ଫିଙ୍ଗିଦେଲା ମା’

ବେଙ୍ଗାଲୁରୁ,୫।୮: ବେଙ୍ଗାଲୁରୁର ଏସ୍‌ଆର ନଗରର ଏକ ଆପାର୍ଟମେଣ୍ଟରେ ଭୟଙ୍କର ଘଟଣା ସାମ୍ନାକୁ ଆସିଛି। ସେଠାରେ ଜଣେ ମହିଳା ନିଜ ୪ ବର୍ଷର ଝିଅକୁ ଚାରି ମହଲା ଆପାର୍ଟମେଣ୍ଟର ବାଲକୋନୀରୁ ଫିଙ୍ଗି ଦେଇଛନ୍ତି। ଏହି ଦୃଶ୍ୟ ସିସିଟିଭିରେ କଏଦ୍‌ ହୋଇଛି। ତେବେ...

୨୦ କି.ମି ମୃତଦେହ କାନ୍ଧରେ ବୋହିବା ଘଟଣା: ଯୋଗୀ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ

ବାରାଣସୀ,୫।୮: ଉତ୍ତରପ୍ରଦେଶର ପ୍ରୟାଗରାଜ ଜିଲାରେ ପୁଅର ମୃତଦେହକୁ କାନ୍ଧରେ ବୋହିବା ଘଟଣାର ୩ ଦିନ ପରେ ଯୋଗୀ ସରକାର ଏକ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ବିଦ୍ୟୁତ୍‌ ବିଭାଗର ୩ଜଣ ଅଧିକାରୀଙ୍କୁ ସରକାର ନିଲମ୍ବିତ କରିଥିବା ବେଳେ ମୁଖ୍ୟ ଯନ୍ତ୍ରୀଙ୍କ...

‘ଜନତାଙ୍କୁ ନେଇ ସରକାର, ସରକାରଙ୍କୁ ନେଇ ଜନତା ନୁହେଁ’

ନୂଆଦିଲ୍ଲୀ,୫।୮: ଦରବୃଦ୍ଧି ଓ ବେରୋଜଗାରୀକୁ ନେଇ କଂଗ୍ରେସ ଶୁକ୍ରବାର ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରୁଛି। ଏହି କ୍ରମରେ ଦିଲ୍ଲୀରେ କଂଗ୍ରେସର ବରିଷ୍ଠ କର୍ମକର୍ତ୍ତା ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଆନ୍ଦୋଳନ ବେଳେ ପୋଲିସ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ...

ଏଲ୍‌ଏସି ନିକଟରେ ଚାଇନାର ଫାଇଟର ଜେଟକୁ ଦେଖି ଭାରତର ଚେତାବନୀ, ଉସକାଇବାକୁ ନ କର ପ୍ରୟାସ

ନୂଆଦିଲ୍ଲୀ,୫ ।୮: ଭାରତ ଓ ଚାଇନା ମଧ୍ୟରେ ଲଗାତାର ଉତ୍ତେଜନା ଲାଗି ରହିଛି । ଚାଇନା ସେନା ପକ୍ଷରୁ ସୀମାରେ ସର୍ବଦା ଉସକାଇବା ଭଳି କାମ କରାଯାଉଛି । କିଛିଦିନ ତଳେ ଏଲଏସି ନିକଟରେ ଫାଇଟର ବିମାନ ଉଡୁଥିବା ଦେଖାଯିବା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri