ଜାତୀୟ

୨୦୦୦ ଟଙ୍କା ନୋଟ ଏକ୍ସଚେଞ୍ଜ: ଆରବିଆଇ ଦେଲା ବଡ଼ ଅପଡେଟ୍‌

ମୁମ୍ବାଇ,୮।୧: ଯଦି ଆପଣ ଏ ପର୍ଯ୍ୟନ୍ତ ୨୦୦୦ ଟଙ୍କା ନୋଟ ବଦଳାଇନାହାନ୍ତି, ତେବେ ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ରହିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ୨୦୦୦ ଟଙ୍କିଆ ନୋଟ ବଦଳାଇବାକୁ ନେଇ ଏକ ବଡ ଅପଡେଟ୍‌ ଦେଇଛି। ଆରବିଆଇ…

ଦିଲ୍ଲୀରେ ଜେଏନ୍‌.୧ର ୨୪ ମାମଲା ରେକର୍ଡ

ନୂଆଦିଲ୍ଲୀ,୮।୧: ଜାତୀୟ ରାଜଧାନୀରେ ବର୍ତ୍ତମାନ ପର୍ଯ୍ୟନ୍ତ କୋଭିଡ -୧୯ ସବ ଭାରିଆଣ୍ଟ ଜେଏନ୍‌.୧ର ୨୪ଟି ମାମଲା ସାମ୍ନାକୁ ଆସିଛି। ସେଥିମଧ୍ୟରୁ ତିନିଜଣ ଆକ୍ରାନ୍ତ ଦିଲ୍ଲୀ ବାହାରେ ରହୁଛନ୍ତି। ଅଧିକାରୀମାନେ ସୋମବାର ଏହି ସୂଚନା ଦେଇଛନ୍ତି। ଅଧିକାରୀଙ୍କ କହିବାନୁସାରେ, ସମସ୍ତ ଆକ୍ରାନ୍ତ ସଂକ୍ରମଣରୁ…

ମର୍ମନ୍ତୁଦ ଦୁର୍ଘଟଣା: ୩ ମହିଳାଙ୍କ ସମେତ ୬ ମୃତ

ଚଣ୍ଡିଗଡ,୮।୧: ସୋମବାର ହରିୟାଣାର ସିରସା ଶେରଗଡ ଗ୍ରାମ ନିକଟରେ ଏକ ଅନିୟନ୍ତ୍ରିତ ଡିଜାୟର କାର୍‌ ଗଛ ସହିତ ଧକ୍କା ହୋଇଛି। ଏଥିରେ ତିନିଜଣ ମହିଳାଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଡିଜାୟର…

ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସହ ଫୋନରେ କଥା ହୋଇ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ/ଢାକା,୮।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶେଖ ହସିନାଙ୍କୁ ସାଧାରଣ ନିର୍ବାଚନରେ ତାଙ୍କ ଦଳର ବୃହତ୍‌ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ଏହା ମଧ୍ୟ କୁହାଯାଇଛି ଯେ ଲୋକଙ୍କ କଲ୍ୟାଣକୁ ଆଧାର କରି ବାଂଲାଦେଶ ସହ ସ୍ଥାୟୀ ସହଭାଗିତାକୁ ମଜବୁତ କରିବାକୁ ଭାରତ…

ବିନା ଅନୁମମତିରେ ସଲମାନଙ୍କ ଫାର୍ମହାଉସରେ ପଶିଥିଲେ ୨ ବ୍ୟକ୍ତି: ଗିରଫ କଲା ପୋଲିସ

ବଲିଉଡ ଅଭିନେତା ସଲମାନ ଖାନଙ୍କ ପାନଭେଲ୍‌ ସ୍ଥିତ ଫାର୍ମହାଉସରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି। ପୋଲିସ କହିଛି ଯେ, ଉଭୟ ଲୋକ ଅନ୍ୟ ରାଜ୍ୟରୁ ଆସି ଫିଲ୍ମ ଷ୍ଟାରଙ୍କୁ ଦେଖିବା ପାଇଁ ମୁମ୍ବାଇ…

ମୋଦିଙ୍କ ଭିଜିଟ ପରେ ଲାକ୍ଷାଦ୍ୱୀପରେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ

କାଭାରାତି,୮।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଲଦ୍ୱୀପ ଗସ୍ତକୁ ନେଇ ବିବାଦ ଉପୁଜିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ମେକ ମାଇ ଟ୍ରିପ କହିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ଲାକ୍ଷାଦ୍ୱୀପ ଗସ୍ତ ସୁନ୍ଦର ଦ୍ୱୀପପୁଞ୍ଜରେ ପର୍ଯ୍ୟଟନକୁ…

ପୋଲିସକୁ ଜୀବନ୍ତ ଜଳାଇବାକୁ ପ୍ରୟାସ,ସିସିଟିଭି ଜଣାଇଲା ସବୁ ଘଟଣା

ପାଟନା,୮।୧: କେତେକ ସାମାଜିକ ବିରୋଧୀ ଲୋକେ ରବିବାର ରାତିରେ ଦରଭଙ୍ଗାସ୍ଥିତ ମୋରୋ ପୋଲିସ ଷ୍ଟେଶନରେ ନିଆଁ ଲଗାଇଦେଇଥିଲେ। ପୋଲିସଙ୍କୁ ଥାନା ଭିତରେ ପୋଡ଼ିଦେବା ପାଇଁ ଉଦ୍ୟମ କରାଯାଇଛି। ତେବେ ପୋଲିସର ସତର୍କତା ହେତୁ ନିଆଁକୁ ଠିକ ସମୟରେ ନିୟନ୍ତ୍ରଣ କରାଯାଇଥିଲା। ସାମାଜିକ…

ଆତ୍ମରକ୍ଷା ପାଇଁ ଗୁଳି କରିବା ଅପରାଧ ନୁହେଁ, ଏହା ଦ୍ୱାରା ଲାଇସେନ୍ସ ସର୍ତ୍ତର ହେବନି ଉଲ୍ଲଂଘନ: ହାଇକୋର୍ଟ…

ପ୍ରୟାଗରାଜ,୮।୧ : ଆହ୍ଲାବାଦ ହାଇକୋର୍ଟ କହିଛନ୍ତି ଆତ୍ମରକ୍ଷା ପାଇଁ ପିସ୍ତଲରୁ ଗୁଳି କରିବା ଲାଇସେନ୍ସ ସର୍ତ୍ତର ଉଲ୍ଲଂଘନ ନୁହେଁ। ଏହା ସହିତ କୋର୍ଟ ଆବେଦନକାରୀଙ୍କ ସପକ୍ଷରେ ପାଖରେ ପିସ୍ତଲ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି)…

ଓଓ୍ବାସିଙ୍କ ଜିଭ କାଟିଲେ ଦିଆଯିବ ୧୧ ଲକ୍ଷ ପୁରସ୍କାର: ଘୋଷଣା କଲା ହିନ୍ଦୁ ସେନା…

ପ୍ରୟାଗରାଜ,୮।୧ : ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନ ନେଇ ଦେଶରେ ଉତ୍ସବ ଏବଂ ଖୁସିର ପରିବେଶ ରହିଛି। ଏହି ସମୟରେ, ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱାଇସି ଏକ ଉତ୍ତେଜନାକାରୀ ଭାଷଣ ଯୋଗୁୁ ବିବାଦରେ ଛନ୍ଦି ହୋଇ ଯାଇଛନ୍ତି। ରାମ ମନ୍ଦିର ସମ୍ବନ୍ଧରେ…

ପୁଅ ଜନ୍ମ ହେବାରୁ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେଲେ ସ୍ବାମୀ

ଲକ୍ଷ୍ନୌ,୮ା୧: ଆଗ୍ରାଠାରେ ସ୍ତ୍ରୀ-ସ୍ବାମୀଙ୍କ ବିବାଦ ଏବଂ ଛାଡ଼ପତ୍ରର ଏକ ନିଆରା ମାମଲା ସାମ୍ନାକୁ ଆସିଛି। ସ୍ବାମୀ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେଇଛନ୍ତି। କାରଣ ତାଙ୍କ ସ୍ତ୍ରୀ କେବଳ ପୁଅ ଜନ୍ମ କରୁଥିଲେ। ମାତ୍ର ସ୍ବାମୀ ଝିଅ ହେଉ ବୋଲି ଚାହୁଁଥିଲେ। ଏହି ବିବାଦକୁ…

ମ୍ୟାନ୍‌ମାର ସୀମାନ୍ତରେ ବଢୁଛି ଗୁଳି ବିନିମୟ: ସପ୍ତାହ ମଧ୍ୟରେ ଘଟିଲାଣି ଏକାଧିକ ଥର

ଇମ୍ଫାଲ,୮।୧: ମ୍ୟାନ୍‌ମାର ସୀମାନ୍ତ ମଣିପୁରର ମୋରେହ ସହରରେ ସୁରକ୍ଷା ବଳ ଓ ଉଗ୍ରପନ୍ଥୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ପାର୍ବତ୍ୟାଞ୍ଚଳ ଉଗ୍ରପନ୍ଥୀମାନେ ପୋଲିସ ବାହିନୀ ଉପରେ ପ୍ରଥମେ ଆକ୍ରମଣ କରିଥିଲେ। ଫଳରେ ଯବାନ ଏହାର ପାଲଟା ଜବାବ ଦେଇଥିଲେ। ଫଳରେ ଦୀର୍ଘ…

ଶ୍ରୀରାମଙ୍କ ଦର୍ଶନ ପାଇଁ ପ୍ରବଳ ଥଣ୍ଡାରେ ସ୍କେଟିଂ କରି ଅଯୋଧ୍ୟା ଗଲେ ୧୦ ବର୍ଷ ବୟସ୍କ ଛାତ୍ର, ସୋସିଆଲ ମିଡିଆରେ ଲୋକେ କଲେ ପ୍ରଶଂସା…

ଜୟପୁର,୮।୧ : ଲୋକମାନେ ଅଯୋଧ୍ୟା ରାମ ମନ୍ଦିରରେ ପ୍ରଭୁ ରାମଙ୍କ ଦର୍ଶନ ପାଇବାକୁ ଯାଉଛନ୍ତି, ସେମାନଙ୍କ କାହାଣୀକୁ ବିଭିନ୍ନ ଉପାୟରେ ଶେୟାର କରୁଛନ୍ତି। ବର୍ତ୍ତମାନ ୧୦ ବର୍ଷ ବୟସ୍କ ଜଣେ ଛାତ୍ର ସ୍କେଟିଂ କରି ଶ୍ରୀରାମଙ୍କୁ ଦର୍ଶନ ଅଯୋଧ୍ୟା ଯାତ୍ରା କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?