ଜାତୀୟ

ଜାଣନ୍ତୁ ରାମ ମନ୍ଦିର ପ୍ରତିଷ୍ଠାରେ ଭାରତରୁ କିଏ ଅଧିକ ଟଙ୍କା କରିଛନ୍ତି ଦାନ

ଅଯୋଧ୍ୟା,୮ା୧: ଅଯୋଧ୍ୟାରେ ନିର୍ମାଣାଧୀନ ରାମ ମନ୍ଦିରରେ ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଆଉ ମାତ୍ର କିଛି ଦିନ ବାକି ଅଛି। ଭାରତ ତଥା ବିଦେଶରୁ ରାମ ଭକ୍ତମାନେ ଭଗବାନ ଶ୍ରୀ ରାମଙ୍କ ମହାନ ମନ୍ଦିର ପାଇଁ ଖୋଲା ହୃଦୟରେ ଦାନ…

ନିଆରା ଭକ୍ତ: ପ୍ରଭୁ ରାମଙ୍କ ମନ୍ଦିର ପାଇଁ ୨୩ ବର୍ଷ ହେବ ଖାଲି ପାଦରେ ଚାଲୁଛନ୍ତି ଏହି ବ୍ୟକ୍ତି

ନୂଆଦିଲ୍ଲୀ,୮।୧: ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହ ଆୟୋଜିତ ହେବ। ସମଗ୍ର ଦେଶରେ ରାମ ମନ୍ଦିର ପ୍ରତିଷ୍ଠା ପାଇଁ ଉତ୍ସାହ ଦେଖିବାକୁ ମିଳୁଛି। ଦେଶରେ ଦୀପୋତ୍ସବ ପାଳନ କରିବାକୁ ପ୍ରସ୍ତୁତି ଚାଲିଛି। ଦେଶରେ ଅନେକ ରାମ ଭକ୍ତ…

ଆକାଶରେ ଲଟକି ରହିଲା ଯାତ୍ରୀବାହୀ ବସ: ୪୭ ଜଣ ମୃତ୍ୟୁ ମୁଖରୁ ପାଇଲେ ନୂଆ ଜୀବନ…

ବରେଲୀ,୮।୧ : ବରେଲୀର ଫତେହଗଞ୍ଜ ଅଞ୍ଚଳର ଜାତୀୟ ରାଜପଥରେ ରାମପୁରା ପୋଲ ନିକଟରେ ଟ୍ରକ ସହ ଧକ୍କା ହେବା ପରେ ଏକ ଯାତ୍ରୀବାହୀ ବସ ଆକାଶରେ ଲଟକି ରହିଥିଲା। ଦୁର୍ଘଟଣା ଘଟିବା ମାତ୍ରେ ଯାତ୍ରୀମାନେ ଚିତ୍କାର କରିଥିଲେ। ବସରେ ୪୫ ଯାତ୍ରୀ…

ଜଣେ ଛାତ୍ରୀ ଦେଲେ ପରୀକ୍ଷା: ଡ୍ୟୁଟିରେ ନିରୀକ୍ଷକଙ୍କ ସମେତ ୨୦ କର୍ମଚାରୀ…

ପ୍ରୟାଗରାଜ,୮।୧ : ମହାତ୍ମା ଜ୍ୟୋତିବା ଫୁଲେ ରୋହେଲଖଣ୍ଡ ବିଶ୍ୱବିଦ୍ୟାଳୟ କଲେଜଗୁଡ଼ିକରେ ସ୍ନାତକ ସେମିଷ୍ଟାର ପରୀକ୍ଷା ଜାରି ରହିଛି। ରବିବାର ଦ୍ୱିତୀୟ ସିଫ୍ଟରେ ବରେଲି କଲେଜରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଥିଲା। ଏଠାରେ କେବଳ ଜଣେ ଛାତ୍ରୀ ପରୀକ୍ଷା ଦେବାକୁ ଆସିଥିଲେ।…

ପ୍ରଭୁ ରାମଙ୍କ ଏହି ଭଜନର ପ୍ରଶଂସକ ହେଲେ ପ୍ରଧାନମନ୍ତ୍ରୀ ମୋଦି: ସୋସିଆଲ ମିଡିଆରେ କଲେ ଶେୟାର

ନୂଆଦିଲ୍ଲୀ,୮।୧: ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନ ପାଇଁ ପ୍ରସ୍ତୁତି ଦ୍ରୁତ ଗତିରେ ଚାଲିଛି। ଜାନୁଆରୀ ୨୨ରେ ରାମ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ ପ୍ରସିଦ୍ଧ ବ୍ୟକ୍ତିତ୍ୱ ସାମିଲ ହେବେ। ଏହି…

୪ ମାସରେ ୮ ହଜାର କାଠିରେ କଲେ ରାମ ମନ୍ଦିର ମଡେଲ…

ପ୍ରୟାଗରାଜ,୮।୧ : ଉତ୍ତରପ୍ରଦେଶର ମୁଜାଫରନଗରରେ ରହୁଥିବା ବି.କମ ଛାତ୍ର ଆବର୍ଜନାରୁ ରାମ ମନ୍ଦିରର ଏକ ସୁନ୍ଦର ମଡେଲ ତିଆରି କରିଛନ୍ତି, ଯେଉଁଥିପାଇଁ ସେ ୮ ହଜାର କାଠି ଏବଂ ଫେଭିକଲ ବ୍ୟବହାର କରିଥିଲେ। ଗାନ୍ଧୀ କଲୋନୀର ବାସିନ୍ଦା ୧୯ ବର୍ଷ ବୟସ୍କା…

କାଚରେ ଲେଖିଲେ ରାମଚରିତମାନସ, ପ୍ରଫେସରଙ୍କ ନାମରେ ରେକର୍ଡ ପଞ୍ଜିକୃତ…

ଲକ୍ଷ୍ନୌ,୮।୧ : ରାମ ମନ୍ଦିର ଅଯୋଧ୍ୟା ଏବଂ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ନେଇ ସମଗ୍ର ଦେଶରେ ରାମ ଭକ୍ତ ତଥା ଲୋକେ ବେଶ ଉତ୍ସାହ ଅଛନ୍ତି। ରାମ ଭକ୍ତ ଏବଂ କଳାକାରମାନେ ବିଭିନ୍ନ ଉପାୟରେ ନିଜର ବିଶ୍ୱାସ ପ୍ରକାଶ କରୁଛନ୍ତି। ଉତ୍ତରପ୍ରଦେଶର…

ଜେଲରୁ ବାହାରକୁ ଆସିଲେ ସଞ୍ଜୟ ସିଂ, ରାଜ୍ୟ ସଭା ପାଇଁ କଲେ ପ୍ରାର୍ଥୀପତ୍ର ଦାଖଲ

ନୂଆଦିଲ୍ଲୀ,୮।୧: ଦିଲ୍ଲୀ ଏକ୍ସାଇଜ ପଲିସି ମାମଲାରେ ଜେଲରେ ଥିବା ଆମ ଆଦମୀ ପାର୍ଟି (ଏଏପି) ନେତା ସଞ୍ଜୟ ସିଂ ରାଜ୍ୟ ସଭା ପାଇଁ ପ୍ରାଥିପତ୍ର ଦାଖଲ କରିବାକୁ ଜେଲରୁ ବାହାରିଥିଲେ। ସେ ପୋଲିସ ଭ୍ୟାନରେ ସିଭିଲ ଲାଇନରେ ପହଞ୍ଚି ତାଙ୍କ ନାମାଙ୍କନପତ୍ର…

ଡାଲ ହ୍ରଦ ପାଲଟିଲା ବରଫ: ଭିଡ଼ିଓ ଭାଇରାଲ…

ଶ୍ରୀନଗର,୮।୧ : ପ୍ରବଳ ଶୀତ ଯୋଗୁ ଜମ୍ମୁ-କଶ୍ମୀର, ଦିଲ୍ଲୀ, ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶ ସମେତ ଦେଶର ସମସ୍ତ ଅଞ୍ଚଳରେ ସ୍ଥିତି ସଙ୍କଟ ଜନକ ରହିଛି। ଶ୍ରୀନଗରର ପ୍ରସିଦ୍ଧ ଡାଲ ହ୍ରଦର ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ…

ଯଦି ଆମ ପାଖରେ ଲାକ୍ଷାଦ୍ୱୀପ ଆଉ ଆଣ୍ଡାମାନ ଅଛି, ତେବେ ମାଲଦ୍ୱୀପ କାହିଁକ ଯିବା, ବିବାଦ ମଧ୍ୟରେ ମୁହଁ ଖୋଲିଲେ ବିଜନେସ ଲିଡର୍ସ

ନୂଆଦିଲ୍ଲୀ,୮।୧: ମାଲଦ୍ୱୀପ ସରକାର ରବିବାର ପ୍ରଧାନମନ୍ତ୍ରୀ ମୋଦି ଏବଂ ଭାରତ ଉପରେ ଅପମାନଜନକ ପୋଷ୍ଟ କରିଥିବାରୁ ଏହାର ତିନିଜଣ ମନ୍ତ୍ରୀଙ୍କୁ ନିଲମ୍ବିତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାକ୍ଷାଦ୍ୱୀପକୁ ପର୍ଯ୍ୟଟନ ସ୍ଥଳୀ ଭାବରେ ଅନୁମୋଦନ କରିବା ପରେ ମାଲଦ୍ୱୀପ ସରକାରଙ୍କ ବର୍ତ୍ତମାନ…

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନ ପ୍ରସବ କରାଇବାକୁ ଡାକ୍ତରଙ୍କୁ ଅନୁରୋଧ କରୁଛନ୍ତି ଗର୍ଭବତୀ ମହିଳା…

କାନପୁର,୮।୧ : ଅଯୋଧ୍ୟାରେ ରାମ ମନ୍ଦିରର ପବିତ୍ର କାର୍ଯ୍ୟକ୍ରମ ବିଷୟରେ ସବୁଠାରେ ଉତ୍ସାହ ଦେଖିବାକୁ ମିଳୁଛି। ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଏକ ଶୁଭ ସମୟରେ ଅନୁଷ୍ଠିତ ହେବ। ଏହାକୁ ଦୃଷ୍ଟିରେ ରଖି ଅନେକ ଗର୍ଭବତୀ ମହିଳା, ଯେଉଁମାନଙ୍କର ପ୍ରସବ ସେହି…

ଉବର କ୍ୟାବରେ ବସି ଆଶ୍ଚର୍ଯ୍ୟଜନକ ଭିଡିଓ ଶେୟାର କଲେ ଏହି ବ୍ୟକ୍ତି: କହିଲେ, ମୁଁ ଏହି ଡ୍ରାଇଭରଙ୍କ ସହ ସୁରକ୍ଷିତ ନୁହେଁ

ଆଜିକାଲି ସୋସିଆଲ ମିଡିଆରେ ଏକ ଉବର କ୍ୟାବ ଡ୍ରାଇଭରଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଉବର କ୍ୟାବରେ ଯାତ୍ରା କରୁଥିବା ଜଣେ ବ୍ୟକ୍ତି ଏହି ଭିଡିଓ ପ୍ରସ୍ତୁତ କରିଥିଲେ। ଇଣ୍ଟରନେଟରେ ଭିଡିଓ ଷେୟାର କରି ବ୍ୟକ୍ତି ଜଣକ ଲେଖିଛନ୍ତି ଯେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?