ଜାତୀୟ

୪ ବର୍ଷର ପୁଅକୁ ନିର୍ମମ ଭାବେ ହତ୍ୟା କଲେ ମା’, କାରଣ ଜାଣିଲେ…

ବେଙ୍ଗାଲୁରୁ,୯।୧: ଉତ୍ତର ଗୋଆର କଲଙ୍ଗୁଟ ଅଞ୍ଚଳରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମା’ ନିଜର ୪ ବର୍ଷର ପୁଅକୁ ଅତି ନିର୍ମମ ଭାବରେ ହତ୍ୟା କରିଛନ୍ତି। କାରଣ ସେ ଚାହୁଁ ନ ଥିଲେ ଯେ ତାଙ୍କ ପୁଅ…

ରାମଲଲାଙ୍କ ପ୍ରତିମାର ହେବନି ନଗର ଭ୍ରମଣ କାର୍ଯ୍ୟକ୍ରମ, ଏହି କାରଣରୁ ହେଲା ରଦ୍ଦ

ଲକ୍ଷ୍ନୌ,୯।୧: ଅଯୋଧ୍ୟାରେ ନିର୍ମିତ ଭବ୍ୟ ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ପୂର୍ବରୁ ଜାନୁଆରୀ ୧୭ରେ ପ୍ରସ୍ତାବିତ ଦେବ ବିଗ୍ରହଙ୍କ ନଗର ଭ୍ରମଣ କାର୍ଯ୍ୟକ୍ରମକୁ ମନ୍ଦିର ଟ୍ରଷ୍ଟ ରଦ୍ଦ କରିଦେଇଛି। ସୋମବାର ଟ୍ରଷ୍ଟର ଜଣେ ଅଧିକାରୀ କହିଛନ୍ତି , ସମଗ୍ର…

ବିବାଦ ମଧ୍ୟରେ ଭାରତ ଗସ୍ତରେ ଆସିପାରନ୍ତି ମାଳଦ୍ଵୀପ ରାଷ୍ଟ୍ରପତି

ନୂଆଦିଲ୍ଲୀ, ୯ା୧: ଚଳିତ ମାସ ଶେଷରେ ଭାରତ ଗସ୍ତରେ ଆସିପାରନ୍ତି ମାଳଦ୍ଵୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ। ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ଉପୁଜିଥିବା ବିବାଦ ପୂର୍ବରୁ ଏହି ଗସ୍ତ ନିର୍ଦ୍ଧାରିତ ହୋଇଥିବା ରାଷ୍ଟ୍ରପତି ଭବନ ସୂତ୍ରରୁ ଜଣାପଡିଛି। ଏହି ଖବର ଉପରେ…

ମହାରାଷ୍ଟ୍ରରେ ଇଣ୍ଡିଆ ମେଣ୍ଟର ଆସନ ବଣ୍ଟନ ଉପରେ ଫର୍ମୁଲା ସ୍ଥିର, ଏତିକି ଆସନରେ ନିର୍ବାଚନ ଲଢିପାରନ୍ତି କଂଗ୍ରେସ-ଏନସିପି ସମେତ ୪ ଦଳ

ନୂଆଦିଲ୍ଲୀ,୯।୧: ଲୋକ ସଭା ନିର୍ବାଚନ ପାଇଁ ବିଗୁଲ ବାଜି ସାରିଛି ଏବଂ ଇଣ୍ଡିଆ ମେଣ୍ଟ ମଧ୍ୟ ଆସନ ବାଣ୍ଟିବା କାମ ଆରମ୍ଭ କରିଦେଇଛି। ଏହି କ୍ରମରେ ମହାରାଷ୍ଟ୍ରକୁ ନେଇ ଇଣ୍ଡିଆ ଆଲାଇନ୍ସ ରଣନୀତି ପ୍ରସ୍ତୁତ କରିଛି ଏବଂ ସିଟ ବାଣ୍ଟିବା ପାଇଁ…

ସ୍କୁଲରେ ବନ୍ଧୁଙ୍କ ସହ ନିର୍ବନ୍ଧ କଲେ ୪ ବର୍ଷର ବାଳକ: ଉପହାର ଦେଲେ ଏମିତି କିଛି, ମାତାପିତାଙ୍କ ଉଡିଗଲା ହୋଶ୍‌

ସାଧାରଣତଃ ପିଲାମାନେ ବହୁତ ସରଳ ଏବଂ ନିଷ୍କପଟ ହୋଇଥାନ୍ତି। ସେମାନଙ୍କ ମନରେ କାହା ପାଇଁ ପ୍ରତାରଣା ନ ଥାଏ। କିନ୍ତୁ ଅନେକ ଥର ପିଲାମାନଙ୍କର ଏହି ସରଳତା ମାତାପିତାଙ୍କ ପାଇଁ ମହଙ୍ଗା ପଡିଯାଏ। ଚାଇନାରେ ହୋଇଥିବା ଏକ ଘଟଣାରେ ଏକ ଛୋଟ…

ଭାରତ ସହ ବିବାଦ ପରେ ମାଳଦ୍ଵୀପରେ ରାଜନୈତିକ ଅସ୍ଥିରତା! ରାଷ୍ଟ୍ରପତିଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତି

ନୂଆଦିଲ୍ଲୀ, ୯ା୧: ଭାରତର ଶକ୍ତିକୁ ଅଣଦେଖା କରିବା ମାଳଦ୍ଵୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ପାଇଁ ମହଙ୍ଗା ପଡିପାରେ। ପୂର୍ବରୁ ମାଳଦ୍ଵୀପର ବିରୋଧୀମାନେ ଭାରତ ସହିତ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ସେଠାରେ ସରକାରଙ୍କୁ ଦାୟୀ କରୁଛନ୍ତି ଏବଂ ବର୍ତ୍ତମାନ ରାଷ୍ଟ୍ରପତି ମୁଇଜୁଙ୍କ…

ମାଳଦ୍ୱୀପ ବାସନ୍ଦ ଚର୍ଚ୍ଚା ଜୋର୍‌ ଧରିଲା, ଅପମାନକୁ କଦାପି ବରଦାସ୍ତ କରାଯିବନି: ଲାକ୍ଷାଦ୍ୱୀପ ପ୍ରଶାସନ

ନୂଆଦିଲ୍ଲୀ,୮।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ମାଳଦ୍ୱୀପ ମନ୍ତ୍ରୀଙ୍କ ଅପମାନଜନକ ମନ୍ତବ୍ୟ ପରେ ସୋସିଆଲ ମିଡିଆରେ ‘ମାଳଦ୍ୱୀପ ବର୍ଜନ’ ଚର୍ଚ୍ଚା ଜୋର୍‌ ଧରିଛି। ମାଳଦ୍ୱୀପ ବଦଳରେ ଭାରତର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଲାକ୍ଷାଦ୍ୱୀପ ବେଳାଭୂମିକୁ ପର୍ଯ୍ୟଟନ ସ୍ଥଳ ଭାବେ ବାଛିବାକୁ କୁହାଯାଉଛି।…

ପ୍ରବାସୀ ଭାରତୀୟ ଦିବସ: ବିଶ୍ୱର ୧୧୦ ଦେଶରେ ପ୍ରବାସୀ ଭାରତୀୟ

ଜାତିର ପିତା ମହାତ୍ମା ଗାନ୍ଧୀ ଦକ୍ଷିଣ ଆଫ୍ରିକାରେ ପ୍ରବାସରେ ଥିବା ସମୟରେ ପ୍ରଥମ ଅହିଂସା ଆନ୍ଦୋଳନ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ଅହିଂସା ଆନ୍ଦୋଳନ ସତ୍ୟାଗ୍ରହ ମାଧ୍ୟମରେ ଭାରତରେ ସ୍ବାଧୀନତା ସଂଗ୍ରାମ ସଫଳ ହୋଇଥିଲା। ଶେଷରେ ଇଂରେଜମାନେ ଭାରତ ଛାଡ଼ିବାକୁ ବାଧ୍ୟ…

ମୋଦିଙ୍କ ୩ କିଲୋମିଟର ରୋଡ ଶୋ’ରେ ଯୋଗ ଦେବେ ୟୁଏଇ ରାଷ୍ଟ୍ରପତି

ନୂଆଦିଲ୍ଲୀ,୯।୧: ଦୁଇ ଦିନିଆ ଗୁଜରାଟ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ରାତିରେ ଅହମ୍ମଦାବାଦରେ ପହଞ୍ଚିଛନ୍ତି। ବିମାନବନ୍ଦରରେ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ, ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଏବଂ ଭାଜପା ରାଜ୍ୟ ସଭାପତି ସିଆର ପାଟିଲ ତାଙ୍କୁ ସ୍ବାଗତ କରିଛନ୍ତି। ଦୁଇ ଦିନିଆ…

୫୦୦ ଛାତ୍ରୀଙ୍କୁ ଯୌନ ନିର୍ଯାତନା

ସିର୍ସା,୯।୧: ହରିୟାଣାର ସିର୍ସା ଜିଲା ଅନ୍ତର୍ଗତ ଏକ କଲେଜର ୫୦୦ ଛାତ୍ରୀ ଯୌନ ଉତ୍ପୀଡ଼ନର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଛାତ୍ରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟାଳୟ ଏବଂ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ୍‌ ଖଟ୍ଟାରଙ୍କୁ ପତ୍ର ଲେଖି ଗୁହାରି କରିଛନ୍ତି। ସେମାନେ…

‘ମୋ ପାଇଁ ଆଜି ନୂଆବର୍ଷ’, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଭାବୁକ ହେଲେ ବିଲ୍‌କିସ୍‌

ନୂଆଦିଲ୍ଲୀ,୮।୧: ୨୦୦୨ ଗୁଜରାଟ ଦଙ୍ଗା ବେଳେ ବିଲ୍‌କିସ୍‌ ବାନୋଙ୍କୁ ଗଣବଳାତ୍କାର ଓ ତାଙ୍କ ପରିବାରର ୭ ଜଣଙ୍କୁ ହତ୍ୟା ମାମଲାରେ ଦୋଷୀସାବ୍ୟସ୍ତ ୧୧ ଅପରାଧୀଙ୍କୁ ଜେଲ୍‌କୁ ଫେରିବାକୁ ହେବ ବୋଲି ସୁପ୍ରିମକୋର୍ଟ ସୋମବାର ତାଙ୍କ ରାୟରେ କହିଛନ୍ତି। ଜେଲରେ ଉତ୍ତମ ଆଚରଣ…

ସରକାରୀ ବଙ୍ଗଳା ଖାଲି ନ କରିବା ଉପରେ ମହୁଆଙ୍କୁ କାରଣ ଦର୍ଶାଅ ନୋଟିସ

ନୂଆଦିଲ୍ଲୀ,୮।୧: ତୃଳମୂଳ କଂଗ୍ରେସ (ଟିଏମସି)ର ପୂର୍ବତନ ଏମ୍‌ପି ମହୁଆ ମୋଇତ୍ରାଙ୍କୁ ସରକାରୀ ବଙ୍ଗଳା ଖାଲି ନ କରିବା ଉପରେ ସୋମବାର ଇଷ୍ଟେଟ ନିର୍ଦ୍ଦେଶାଳୟ (ଡିଓଇ) କାରଣ ଦର୍ଶାଅ ନୋଟିସ ଜାରି କରିଛି। ଗତ ବର୍ଷ ଡିସେମ୍ବର ୮ରେ ମହୁଆଙ୍କୁ ଲୋକ ସଭାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?