ଜାତୀୟ

ଆପଲ୍ ଉତ୍ପାଦଗୁଡିକ ପାଇଁ ଚେତାବନୀ ଜାରି କଲେ ସରକାର, ଜାଣନ୍ତୁ କ’ଣ ଦେଲେ ପରାମର୍ଶ

ନୂଆଦିଲ୍ଲୀ,୩୦/୧୦: କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟର ସାଇବର ସୁରକ୍ଷା ଏଜେନ୍ସି କମ୍ପ୍ୟୁଟର ଏମର୍ଜେନ୍ସି ରେସ୍ପପନ୍ସ ଟିମ୍(ସିଇଆରଟି) ଆପଲ୍ ଉତ୍ପାଦଗୁଡିକ ପାଇଁ ଚେତାବନୀ ଜାରି କରିଛି। ଏହି ତାଲିକାରେ ଆପଲର ଆଇଫୋନ, ଆଇପ୍ୟାଡ, ଏବଂ ସ୍ମାର୍ଟ ୱାଚ୍ ସାମିଲ ରହିଛି।…

ରଶିଦ ଖାନଙ୍କୁ ୧୦ କୋଟି ଟଙ୍କା ଦେବେ କି ରତନ ଟାଟା ? ଜାଣନ୍ତୁ କ’ଣ କହିଲେ

ନୂଆଦିଲ୍ଲୀ,୩୦।୧୦: ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଏହି ଖବର ଖୁବ ଭାଇରାଲ ହେଉଛି ଯେ, ବରିଷ୍ଠ ଭାରତୀୟ ବ୍ୟବସାୟୀ ରତନ ଟାଟା ଆଫଗାନିସ୍ତାନର କ୍ରିକେଟର ରଶିଦ ଖାନଙ୍କୁ ୧୦ କୋଟି ଟଙ୍କା ଦେଇଛନ୍ତି। ସୋସିଆଲ ମିଡିଆରେ ଏହି ଖବର…

ରାଜନୈତିକ ଦଳକୁ ମିଳୁଥିବା ପାଣ୍ଠିର ସୂତ୍ର ବିଷୟରେ ଜାଣିବାର ଅଧିକାର ସାଧାରଣ ଜନତାଙ୍କର ନାହିଁ: କେନ୍ଦ୍ର ସରକାର

ନୂଆଦିଲ୍ଲୀ,୩୦/୧୦: ରାଜନୀତିକ ଦଳ ମାନଙ୍କୁ ବିଭିନ୍ନ ସୂତ୍ରରୁ ମିଳୁଥିବା ଟଙ୍କା ସ୍ୱଚ୍ଛ ଅଟେ। ଧାରା ୧୯(୧)(ଏ) ସୂଚନା ଅଧିକାର ଆଇନ ବଳରେ ଏହାର ସୂତ୍ର ଗୁଡିକୁ ଜାଣିବାର ଅଧିକାର ସାଧାରଣ ଜନତାଙ୍କର ନାହିଁ ବୋଲି ସୁପ୍ରିମକୋର୍ଟରେ କହିଛନ୍ତି ଆଟର୍ଣ୍ଣି ଜେନେରାଲ ଆର.…

କଂଗ୍ରେସର ବଡ଼ ଘୋଷଣା: ୨୦୦ ୟୁନିଟ୍‌ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ, ସିଲିଣ୍ଡର ପିଛା ୫୦୦ ଟଙ୍କା ସବସିଡି…

ରାୟପୁର,୩୦।୧୦: ଛତିଶଗଡ ବିଧାନସଭା ନିର୍ବାଚନ ପାଇଁ ଆଉ ମାତ୍ର କିଛିଦିନ ବାକି ଅଛି। କଂଗ୍ରେସ ନିର୍ବାଚନ ଜିତିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରୁଛି। ଦଳ ପକ୍ଷରୁ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ଅନେକ ନେତା ଏଠାରେ ଜନସଭା କରୁଛନ୍ତି। ଏକ ନିର୍ବାଚନୀ…

ତେଲଙ୍ଗାନା ବିଧାନସଭା ନିର୍ବାଚନ: କଂଗ୍ରେସକୁ ସମର୍ଥନ କରିବ ଟିଜେଏସ

ହାଇଦ୍ରାବାଦ,୩୦।୧୦: ସୋମବାର ତେଲଙ୍ଗାନା ଜନ ସମିତି (ଟିଜେଏସ) ଆସନ୍ତା ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳକୁ ସମର୍ଥନ କରିବ ବୋଲି ଘୋଷଣା କରିଛି। ହାଇଦ୍ରାବାଦରେ ତେଲଙ୍ଗାନା କଂଗ୍ରେସ ସଭାପତି ରେଭନ୍ତ ରେଡ୍ଡୀଙ୍କୁ ଭେଟିବା ପରେ ଟିଜେଏସ ପାର୍ଟି ମୁଖ୍ୟ ଏମ କୋଦଣ୍ଡରାମ ଏହି…

‘ଇଣ୍ଡିଆ’ ମେଣ୍ଟର ସ୍ଥିତି ମଜଭୁତ ନୁହେଁ…’, ବିରୋଧୀ ଏକତା ଉପରେ ଓମାର ଅବଦୁଲ୍ଲାଙ୍କ ବୟାନ

ଶ୍ରୀନଗର,୩୦।୧୦: ବିରୋଧୀ ମେଣ୍ଟ ‘ଇଣ୍ଡିଆ’କୁ ନେଇ ରାଷ୍ଟ୍ରୀୟ ସମ୍ମିଳନୀ (ଏନସି)ର ଉପାଧ୍ୟକ୍ଷ ତଥା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ କହିଛନ୍ତି, ଯେଉଁ ପ୍ରକାର ସମାଜବାଦୀ ପାର୍ଟି ଏବଂ କଂଗ୍ରେସ ମଧ୍ୟରେ ଲଢେଇ ହୋଉଛି ତାହା…

ନୀରବ ଦ୍ରଷ୍ଟା ସାଜିଛନ୍ତି ପିନାରାୟି ସରକାର:ନଡା

ଥିରୁଭାନନ୍ତପୁରମ୍‌,୩୦।୧୦: ଭାଜପାର ଅଧ୍ୟକ୍ଷ ଜେପି ନଡା ସୋମବାର କେରଳ ମୁଖ୍ୟମନ୍ତ୍ରୀ ପିନାରାୟ ବିଜୟନ୍‌ଙ୍କ ଉପରେ ବର୍ଷିଛନ୍ତି। କଠୋରପନ୍ଥୀଙ୍କ ଉପରେ ପିନାରାଇ ସରକାରଙ୍କ ନରମ ମନୋଭାବ ଯୋଗୁ କେରଳରେ ବୋମା ବିସ୍ଫୋରଣ ଘଟୁଛି ବୋଲି ନଡା ଅଭିଯୋଗ କରିଛନ୍ତି। ନ୍ୟାଶନାଲ ଡେମୋକ୍ରାଟିକ ଆଲାଏନ୍ସ…

ରାହୁଲ କେଉଁ ଜାତିରୁ ଆସିଛନ୍ତି ସେ ନିଜେ ଜାଣିନାହାନ୍ତି: କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ସିଂ

ନୂଆଦିଲ୍ଲୀ,୩୦।୧୦: କେନ୍ଦ୍ର ମନ୍ତ୍ରୀ ତଥା ଭାଜପା ନେତା ପ୍ରହ୍ଲାଦ ସିଂ ପଟେଲ କଂଗ୍ରେସର ଜାତିଗତ ଜନଗଣନାକୁ ନେଇ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ରାହୁଲ ଗାନ୍ଧୀଙ୍କୁ ନିଜକୁ ଜଣାନାହିଁ ସେ କେଉଁ ଜାତିରୁ ଆସିଛନ୍ତି ବୋଲି ପ୍ରହ୍ଲାଦ କହିଛନ୍ତି। କଂଗ୍ରେସ ପକ୍ଷରୁ…

୨୪ ଘଣ୍ଟା ମଧ୍ୟରେ ପୁଲୱାମାରେ ଆତଙ୍କବାଦୀଙ୍କ ଦ୍ୱିତୀୟ ଆକ୍ରମଣ: ଶ୍ରମିକଙ୍କୁ ହତ୍ୟା

ପୁଲୱାମା,୩୦।୧୦: ଆତଙ୍କବାଦୀମାନେ ଜମ୍ମୁ-କଶ୍ମୀର ପୁଲୱାମାରେ ଜଣେ ପ୍ରବାସୀ ଶ୍ରମିକଙ୍କୁ ହତ୍ୟା କରିଛନ୍ତି। ମୃତ ଶ୍ରମିକ ଜଣକ ଉତ୍ତରପ୍ରଦେଶର ବୋଲି ଜଣାପଡିଛି। ଘଟଣା ପରେ ପୋଲିସ ଅଞ୍ଚଳକୁ ସିଲ କରି ସର୍ଚ୍ଚ ଅପରେଶନ ଆରମ୍ଭ କରିଛି। ମିଳିଥିବା ସୂଚନା ମୁତାବକ, ପୁଲୱାମାର ନାଓପରା…

୨୦୨୪ରେ ନିର୍ବାଚନ ଲଢିବେ ସୁପରଷ୍ଟାର ପଓ୍ବନ ସିଂ!

ପାଟନା,୩୦।୧୦: ଆଗାମୀ ଲୋକ ସଭା ନିର୍ବାଚନକୁ ନେଇ ସମସ୍ତ ଦଳ ନିଜର ରାଜନେଅତିକ ଭାଗିଦାରୀ ଖେଳୁଥିବା ଦେଖାଗଲାଣି। ବିହାରରେ ମଧ୍ୟ ରାଜନୈତିକ ଉଷ୍ମତା ଅଧିକ ହୋଇଛି। ଗ୍ରାଣ୍ଡ ଆଲାଏନ୍ସ ବା ମେଣ୍ଟ ସରକାର ଭାଜପାକୁ ଟାର୍ଗେଟ କରୁଥିବାବେଳେ ଭାଜପା ମଧ୍ୟ ଗ୍ରାଣ୍ଡ…

ନିର୍ବାଚନ ପ୍ରଚାର ସମୟରେ ବିଆରଏସ ଏମପିଙ୍କୁ ଆକ୍ରମଣ

ଅମରାବତୀ,୩୦।୧୦: ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ମେଡକର ଏମପି ତଥା ଦୁବାକ୍କାର ବିଆରଏସ ପ୍ରାର୍ଥୀ କୋଥା ପ୍ରଭାକର ରେଡ୍ଡୀ ସୋମବାର ପ୍ରଚାର କରୁଥିବା ସମୟରେ ତାଙ୍କ ଉପରକୁ ଛୁରୀରେ ଆକ୍ରମଣ କରାଯାଇଥିଲା। ଦୌଲଲତାବାଦ ମଣ୍ଡଳର ସୁରମ୍ପଲ୍ଲୀ ଗ୍ରାମରେ ନିର୍ବାଚନ ପ୍ରଚାର ବେଳେ…

ମରାଠା ସଂରକ୍ଷଣର ଆନ୍ଦୋଳନ କାରୀ ଜାଳିଦେଲେ ଏନସିପି ବିଧାୟକଙ୍କ ଘର

ମୁମ୍ବାଇ,୩୦।୧୦: ମରାଠା ସଂରକ୍ଷଣ ଆନ୍ଦୋଳନ ମହାରାଷ୍ଟ୍ରରେ ଏକ ହିଂସାତ୍ମକ ରୂପ ନେଇଛି। ଏଠାରେ ବିଡରେ ମରାଠା ସଂରକ୍ଷଣ ଆନ୍ଦୋଳନକାରୀମାନେ ଏନସିପି (ଜାତୀୟତାବାଦୀ କଂଗ୍ରେସ ପାର୍ଟି) ବିଧାୟକ ପ୍ରକାଶ ସୋଲାଙ୍କେଙ୍କ ଘରେ ଭଙ୍ଗାରୁଜା କରି ନିଆଁ ଲଗାଇ ଦେଇଥିଲେ। ମରାଠା ସଂରକ୍ଷଣ ଆନ୍ଦୋଳନକାରୀଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri