ଜାତୀୟ

ଚେନ୍ନାଇ-ମାଲେସିଆ ବିମାନର ଟାୟାର ଫାଟିଲା, ବିମାନରେ ଥିଲେ ୧୩୦ ଯାତ୍ରୀ…

ଚେନ୍ନାଇ,୧୮।୧ : ଚେନ୍ନାଇରୁ କୁଆଲାଲମ୍ପୁର ଅଭିମୁଖେ ଯାଉଥିବା ଏକ ଅନ୍ତର୍ଜାତୀୟ ବିମାନ ଗୁରୁବାର ଏକ ବଡ଼ ଦୁର୍ଘଟଣାକୁ ଅଳ୍ପକେ ରକ୍ଷା ପାଇଛି। ଗୁରୁବାର ଏହି ବିମାନ ଉଡ଼ାଣ ଆରମ୍ଭ କରିବା ମାତ୍ରେ ହଠାତ ଟାୟାର ଫାଟି ଯାଇଥିଲା। ଟାୟାର ଫାଟିଯିବା କାରଣରୁ…

ଜମ୍ମୁ-କଶ୍ମୀର ରାଜୌରୀରେ ଲ୍ୟାଣ୍ଡମାଇନ ବିସ୍ଫୋରଣ: ଜଣେ ଯବାନ ଶହୀଦ, ୨ ଆହତ…

ଶ୍ରୀନଗର,୧୮।୧ : ଜମ୍ମୁ-କଶ୍ମୀରର ରାଜୌରୀ ଜିଲାର ନୋଶେରା ଅଞ୍ଚଳରେ ଗୁରୁବାର ପୂର୍ବାହ୍ନ ସାଢ଼େ ୧୦ଟାରେ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ ଯବାନ ଶହୀଦ ହୋଇଛନ୍ତି। ଏହା ସହିତ ଦୁଇଜଣ ଯବାନ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଗୁରୁତର ଥିବା କୁହାଯାଉଛି।…

‘ମହାତ୍ମା ଗାନ୍ଧୀଙ୍କ ଠାରୁ ବଡ଼ ହିନ୍ଦୁ ମୋ ନଜରରେ ନାହାଁନ୍ତି’ , ରାଜନୀତି, ଧର୍ମକୁ ନେଇ ଭାଜପା ଉପରେ ବର୍ଷିଲେ ଆରଜେଡି ନେତା

ନୂଆଦିଲ୍ଲୀ,୧୮।୧: ଆରଜେଡି ଏମ୍‌ପି ମନୋଜ ଝା ଧର୍ମ ଏବଂ ରାଜନୀତି ସମ୍ପର୍କରେ ଗୁରୁବାର ଏକ ବଡ଼ ବିବୃତ୍ତି ଦେଇଛନ୍ତି। ମନୋଜ ଝା ମହାତ୍ମା ଗାନ୍ଧୀଙ୍କ ଉଦାହରଣ ଦେଇ ଭାଜପା ଉପରେ ଆକ୍ରମଣ କରିଛନ୍ତି। ସେ କହିଛନ୍ତି, ମହାତ୍ମା ଗାନ୍ଧୀଙ୍କ ଠାରୁ ବଡ଼…

ଲୋକ ସଭା ନିର୍ବାଚନ ପୂର୍ବରୁ ଚାଷୀଙ୍କୁ ଉପହାର ଦେଲେ ଯୋଗୀ ସରକାର

ଲକ୍ଷ୍ନୌ,୧୮।୧: ଉତ୍ତରପ୍ରଦେଶର ଯୋଗୀ ସରକାର ଆଖୁ ଚାଷୀଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଯୋଗୀ କ୍ୟାବିନେଟ ଲୋକ ସଭା ନିର୍ବାଚନ ପୂର୍ବରୁ ଚାଷୀଙ୍କୁ ଏକ ବଡ ଉପହାର ଦେଇଛନ୍ତି। ଆଖୁ ମୂଲ୍ୟ କ୍ୱିଣ୍ଟାଲ ପିଛା ୨୦ ଟଙ୍କା ବୃଦ୍ଧି କରିବାକୁ…

ଅବେଳରେ ଲତା ଦିଦିଙ୍କୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୮।୧: ଅଯୋଧ୍ୟାରେ ଶ୍ରୀ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁରସମ୍ରାଜ୍ଞୀ ଲତା ମଙ୍ଗେଶକରଙ୍କୁ ମନେ ପକାଇଛନ୍ତି। ଏହି ଅବସରରେ ସୋସିଆଲ ମିଡିଆରେ ତାଙ୍କ ଦ୍ୱାରା ଗାଇଥିବା ଶ୍ଲୋକର ଲିଙ୍କ ପ୍ରଧାନମନ୍ତ୍ରୀ ଶେୟାର କରିଛନ୍ତି,…

ରାମଲଲାଙ୍କ ଦର୍ଶନ ପାଇଁ ଆଉ ବୁକିଂ କରିବାକୁ ପଡିବନି ହୋଟେଲ, ଅତିଥିଙ୍କୁ ଘରେ ରଖିବେ ଅଯୋଧ୍ୟାବାସୀ

ଅଯୋଧ୍ୟା,୧୮।୧: ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ପ୍ରତିଷ୍ଠା ନେଇ ରୀତିନୀତି ଆରମ୍ଭ ହୋଇ ଯାଇଛି। ଜାନୁଆରୀ ୨୨ରେ, ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଥିବାବେଳେ ଗୁରୁବାର ମନ୍ଦିରରେ ମୂର୍ତ୍ତି ପ୍ରତିଷ୍ଠା ହୋଇଛି। ତେବେ ଆପଣ ମନ୍ଦିର ଦର୍ଶନ କରିବାକୁ ଆସୁଥିଲେ ଆପଣଙ୍କ…

ପ୍ରେମିକଙ୍କୁ ଭେଟିବା ପାଇଁ ବାଂଲାଦେଶରୁ ଭାରତ ଆସିଲେ ଯୁବତୀ: ଯୁବକ ଛୁ’

ଲକ୍ଷ୍ନୌ,୧୮।୧: ବାଂଲାଦେଶର ଜଣେ ମହିଳା ନିଜ ପ୍ରେମିକଙ୍କୁ ଭେଟିବା ପାଇଁ ୟୁପିର ମୁଙ୍ଗରବାଦଶାହପୁର ପୋଲିସ ଷ୍ଟେଷନ ଅଞ୍ଚଳର ଗରିଆନ୍‌ ଗ୍ରାମକୁ ଆସିଛନ୍ତି। ଟୁରିଷ୍ଟ ଭିସା ଆସିଥିବା ଯୁବତୀ ତାଙ୍କ ପ୍ରେମିକଙ୍କ ଘରେ ୧୫ ଦିନ ହେବ ରହିଆସୁଛି। କିନ୍ତୁ ତାଙ୍କ ପ୍ରେମିକ…

ରାମ ମନ୍ଦିର ଉଦଘାଟନ: ଡ୍ରାଇଭରଙ୍କୁ ସ୍ବତନ୍ତ୍ର ଟ୍ରେନିଂ,ପୋଲିସଙ୍କ ପାଇଁ ଡ୍ରେସ କୋଡ, ଭକ୍ତଙ୍କ ଲାଗି ୬ ସୁବିଧା…

ଅଯୋଧ୍ୟା,୧୮।୧ : ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ରୀତିନୀତି ଚାଲିଛି। ସମଗ୍ର ଅଯୋଧ୍ୟାରେ ରାମଙ୍କ ନାମର ଝଲକ ଦେଖିବାକୁ ମିଳିଛି। ଅଯୋଧ୍ୟାରେ ରାମ ଭକ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦୋ ମୁଖ୍ୟମନ୍ତ୍ରୀ ଯୋଗୀ…

ମୁସଲମାନ ଯୁବବର୍ଗଙ୍କ ମଧ୍ୟରେ ରାମ ମନ୍ଦିର ନେଇ କ୍ରେଜ୍‌ ବଢ଼ିଲା, ଶରୀରରେ କରୁଛନ୍ତି ରାମଙ୍କ ଟାଟୁ, ଭିଡ଼ିଓ ଭାଇରାଲ…

ଯୋଧପୁର,୧୮।୧ : ଦେଶର ପ୍ରତ୍ୟେକ ସ୍ଥାନରୁ ରାମ ଭକ୍ତମାନେ ରାମ ମନ୍ଦିରର ଉଦଘାଟନୀ ସମାରୋହରେ ଯୋଗଦେବାକୁ ଅଯୋଧ୍ୟା ଆସୁଥିବାବେଳେ କେତେକ ଭିନ୍ନଭିନ୍ନ କାର୍ଯ୍ୟ ମାଧ୍ୟମରେ ସେମାନଙ୍କ ଭକ୍ତି ପ୍ରଦର୍ଶନ କରୁଛନ୍ତି। ରାଜସ୍ଥାନର ଯୋଧପୁରରୁ ରାମ ଭକ୍ତିର ଏକ ବଡ଼ ଉଦାହରଣ ସୋସିଆଲ…

୨୦୨୪ରେ ୪୫୦ରୁ ଅଧିକ ଆସନରେ ଲଢ଼ିବ ଭାଜପା: ୨୦୧୯ ରେକର୍ଡ ଭାଙ୍ଗିବା ଲକ୍ଷ୍ୟ…

ନୂଆଦିଲ୍ଲୀ,୧୮।୧ : ଭାରତୀୟ ଜନତା ପାର୍ଟି ୨୦୨୪ ଲୋକସଭା ନିର୍ବାଚନ ସମ୍ପର୍କରେ ଆକ୍ସନ ମୋଡ୍‌କୁ ଆସିଛି। ଗୋଟିଏ ପଟେ କଂଗ୍ରେସ ପାର୍ଟି ନେତୃତ୍ୱାଧିନ ଇଣ୍ଡିଆର ସହଯୋଗୀ ଦଳ ପ୍ରାୟ ୩୦୦ ଟି ଆସନରେ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ହେଉଛନ୍ତି। ୨୦୨୪ ର…

ରାମମନ୍ଦିର ଉପରେ ଡାକ ଟିକେଟ୍‌ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୮।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀ ରାମ ଜନ୍ମଭୂମି ମନ୍ଦିର ଉପରେ ଏକ ସ୍ମାରକ ଡାକ ଟିକେଟ୍‌ ଉନ୍ମୋଚନ କରିଛନ୍ତି। ଏହା ସହିତ ପ୍ରଧାନମନ୍ତ୍ରୀ ସାରା ବିଶ୍ୱରେ ପ୍ରଭୁ ରାମଙ୍କ ଉପରେ ପ୍ରକାଶିତ ଷ୍ଟାମ୍ପଗୁଡ଼ିକର ଏକ ପୁସ୍ତକ ମଧ୍ୟ ପ୍ରକାଶ କରିଥିଲେ।…

ବୟସ କମ୍‌ ସହ ସୁନ୍ଦର ଦେଖାଯିବା ପାଇଁ ମାଛର ସ୍ପର୍ମକୁ ମୁହଁରେ ଲଗାଉଛନ୍ତି ମହିଳା, ଫେସିଆଲ ଟ୍ରିଟମେଣ୍ଟର ବଢୁଛି ଚାହିଦା

ନୂଆଦିଲ୍ଲୀ,୧୮।୧: ସୁନ୍ଦର ଦେଖାଯିବା ମହିଳା ମାନେ ବିଭିନ୍ନ ପ୍ରକାର ପ୍ରସାଧନ ସାମଗ୍ରୀ ବ୍ୟବହାର କରିବା ସହ ବିଭିନ୍ନ ପ୍ରକାର ଫେସିଆଲ ଟ୍ରିଟମେଣ୍ଟ କରୁଛନ୍ତି। ଲୋକଙ୍କ ମନରେ ସୁନ୍ଦରତାକୁ ନେଇ ଏବେ ଏପରି ଏକ ଛବି ସୃଷ୍ଟି ହୋଇଛି ଯାହାକୁ ପାଇବା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?