ବୟସ କମ୍‌ ସହ ସୁନ୍ଦର ଦେଖାଯିବା ପାଇଁ ମାଛର ସ୍ପର୍ମକୁ ମୁହଁରେ ଲଗାଉଛନ୍ତି ମହିଳା, ଫେସିଆଲ ଟ୍ରିଟମେଣ୍ଟର ବଢୁଛି ଚାହିଦା

ନୂଆଦିଲ୍ଲୀ,୧୮।୧: ସୁନ୍ଦର ଦେଖାଯିବା ମହିଳା ମାନେ ବିଭିନ୍ନ ପ୍ରକାର ପ୍ରସାଧନ ସାମଗ୍ରୀ ବ୍ୟବହାର କରିବା ସହ ବିଭିନ୍ନ ପ୍ରକାର ଫେସିଆଲ ଟ୍ରିଟମେଣ୍ଟ କରୁଛନ୍ତି। ଲୋକଙ୍କ ମନରେ ସୁନ୍ଦରତାକୁ ନେଇ ଏବେ ଏପରି ଏକ ଛବି ସୃଷ୍ଟି ହୋଇଛି ଯାହାକୁ ପାଇବା ପାଇଁ ଲୋକେ ବିପଦରୁ ବିପଦଜ୍ଜନକ ଟ୍ରିଟମେଣ୍ଟ କରିବାକୁ ପଛାଉ ନାହାନ୍ତି। ନିକଟରେ ବ୍ରାଜିଲର ଜଣେ ମହିଳା ଇନଫ୍ଲୁଏନସର ଲୁଆନା ଆଣ୍ଡ୍ରେଡ ଲିପୋସକଶେନ ସର୍ଜରୀ କରିଥିଲେ। ଯାହାଦ୍ୱାରା ତାଙ୍କୁ କାର୍ଡିଆକ ଆରେଷ୍ଟ ଆସି ଜୀବନ ଚାଲିଯାଇଥିଲା।

ତେବେ ନିକଟରେ ଏପରି ଏକ ଫେସିଆଲ ଟ୍ରିଟମେଣ୍ଟର ଚାହିଦା ବଢି ଯାଇଛି ଯାହାକୁ ଆଣ୍ଟି ଏଜିଙ୍ଗ ପାଇଁ ବ୍ୟବହାର କରାଯାଉଛି। ହଲିଉଡ ଷ୍ଟାରମାନେ ମଧ୍ୟ ଏହି ଟ୍ରିଟମେଣ୍ଟ ଟ୍ରାଏ କରିବାକୁ ବେଶୀ ପ୍ରିଫର କରୁଥିବା ଦେଖିବାକୁ ମିଳିଛି। କହିରଖୁଛୁ କି, ଏହି ଟ୍ରିଟମେଣ୍ଟ ସାଲମନ ମାଛର ସ୍ପର୍ମ ଦ୍ୱାରା କରାଯାଉଛି। ସାଲମନ ମାଛର ସ୍ପର୍ମରୁ ମିଳୁଥିବା ଏକ ପଦାର୍ଥକୁ ସିରିଞ୍ଜରେ ତରଳ ଭାବରେ ଭର୍ତ୍ତି କରାଯାଇ ମୁହଁରେ ଇଞ୍ଜେକ୍ଟ କରାଯାଉଛି।
ଇଞ୍ଜେକ୍ସନର କୋଲେଜନ, ରକ୍ତ ଓ ପୋଷକ ତତ୍ତ୍ୱକୁ ଉତ୍ତେଜିତ କରିବା ପାଇଁ ଏହି ସ୍ପର୍ମ ଟ୍ରିଟମେଣ୍ଟକୁ ଆଖି ଚାରିପାଖରେ ଥିବା ଚର୍ମରେ ଦିଆଯାଇଥାଏ। ଏହାଦ୍ୱାରା ମୁହଁରେ ରିଙ୍କେଲ କମିବା ସହ ତ୍ୱଚା ଉଜ୍ଜଳ ଦେଖାଯାଏ। ଏହି ସାଲମନ ସ୍ପର୍ମ ଫେଶିଆଲର ଗୋଟିଏ ସେଶନ କରିବାକୁ ହେଲେ ୨୭୫ପାଉଣ୍ଡ(୨୮ ହଜାର ଟଙ୍କା) ଖର୍ଚ୍ଚ କରିବାକୁ ପଡିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଦଳରେ ବିଦ୍ରୋହ ଭିତରେ ମମତା ଖେଳିଲେ ବଡ଼ ଚାଲ୍‌, ଅଭିଷେକ ବାନାର୍ଜୀଙ୍କୁ ଘୋଷଣା କଲେ…

ନୂଆଦିଲ୍‌ଲୀ,୬।୬: ବିଧାୟକମାନଙ୍କ ବିଦ୍ରୋହ ମଧ୍ୟରେ ଟିଏମସି (TMC) ମୁଖ୍ୟ ମମତା ବାନାର୍ଜୀ ଦଳୀୟ ସଙ୍ଗଠନରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ମମତା ବାନାର୍ଜୀ ଏହି ନୂତନ ସଙ୍ଗଠନରେ…

ଜଗା ଦର୍ଶନ ସାରି ଫେରୁଥିଲେ, ଘରକୁ ଧକ୍କା ଦେଲା ବୋଲେରୋ, ଆଉ ତା’ ପରେ…

ପୁରୁଷୋତ୍ତମପୁର,୬ା୬(ସବିତା ମିଶ୍ର): ଜଗା ଦର୍ଶନ ସାରି ଫେରିବା ବେଳେ ରାସ୍ତାକଡ଼ରେ ଥିବା ଏକ ଘରକୁ ଧକ୍କା ଦେଇଛି ଏକ ବୋଲେରୋ। ଫଳରେ ଏଥିରେ ୮ ଜଣ ଆହତ…

ଲକ୍ଷ ଲକ୍ଷ କର୍ମଚାରୀ, ପେନସନଭୋଗୀଙ୍କ ପାଇଁ ବଡ଼ ଖବର: ବଢିଲା ମହଙ୍ଗା ଭତ୍ତା

ନୂଆଦିଲ୍ଲୀ, ୬।୬: ଗୋଟିଏ ପଟେ କେନ୍ଦ୍ରୀୟ କର୍ମଚାରୀମାନେ ଦୀର୍ଘ ଦିନ ହେବ ଅଷ୍ଟମ ବେତନ କମିଶନ (8th Pay Commission) ଅଧୀନରେ ମହଙ୍ଗା ଭତ୍ତା (DA) ଏବଂ…

ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ପଶିଲା ଭିଜିଲାନ୍ସ: ପୁଳାପୁଳା ସମ୍ପତ୍ତି ଠାବ

ବାଲିଗୁଡା,୬।୬:(ସଞ୍ଜୟ କୁମାର ପାଣିଗ୍ରାହୀ): ଭିଜିଲାନ୍ସ ଜାଲରେ ବାଲିଗୁଡା ITDAର ସହକାରୀ ନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରା। ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୯ଟି ସ୍ଥାନରେ ଭିଜିଲାନ୍ସ…

ହଠାତ୍‌ ଘରେ ପଶିଲେ ଦୁର୍ବୃତ୍ତ: ବେକରେ ଭୁଜାଲି ଲଗାଇ ଲୁଟିନେଲେ ଅଳଙ୍କାର ସହ ନଗଦ ଟଙ୍କା

ଆଳି, ୬।୬(ବନମାଳୀ ସେନାପତି): ବନ୍ଧୁକ ମୁନରେ ଲୁଟିନେଲେ ୨୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା l ଶୁକ୍ରବାର ସନ୍ଧ୍ୟା ପ୍ରାୟ ୮.୩୦ ସମୟରେ…

ଟସ୍‌ ଜିତିଲା ଭାରତ: ଡେବ୍ୟୁ କରୁଛନ୍ତି ମାନବ

ଚଣ୍ଡିଗଡ,୬।୬:ଭାରତ ବନାମ ଆଫଗାନିସ୍ତାନ ଟେଷ୍ଟ ମ୍ୟାଚ ଆଜିଠାରୁ ଆରମ୍ଭ ହୋଇଛି। ଶୁବମନ ଗିଲ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦୁଇ ଦଳ ୮…

ସିଜେଆଇ ସୂର୍ଯ୍ୟକାନ୍ତଙ୍କୁ ଏମିତି ପ୍ରଶ୍ନ ପଚାରିଲେ ମହିଳା, ଉଠିଲା ଝଡ଼; କଡ଼ା ଜବାବ ଦେଲେ…

ନୂଆଦିଲ୍ଲୀ,୬।୬: ବ୍ରିଟେନର ୟୁନିଭର୍ସିଟି ଅଫ ଲଣ୍ଡନର ବିର୍କବେକ କଲେଜରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି (CJI) ସୂର୍ଯ୍ୟକାନ୍ତଙ୍କ ଏକ କାର୍ଯ୍ୟକ୍ରମ ସମୟରେ ହଙ୍ଗାମା ଦେଖିବାକୁ ମିଳିଛି। ଏଠାରେ କିଛି…

ଇସ୍କନ୍‌ର ଅଦିନିଆ ରଥଯାତ୍ରା: ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡ଼ିଲେ ଗଜପତି ମହାରାଜା

ଭୁବନେଶ୍ୱର, ୬ା୬ (ବନ୍ଦନା ସେଠୀ):ବାରମ୍ବାର ବାରଣ ଏବଂ ଅନୁରୋଧ କରିବା ପରେ ବି ନିଜ ଜିଦ୍‌ରେ ଅଟଳ ରହିଛି ଇସ୍କନ୍‌। ବିଦେଶରେ ବର୍ଷର ବିଭିନ୍ନ ସମୟରେ ରଥଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri