ଜାତୀୟ

କଶ୍ମୀରରେ ମୋବାଇଲ ଇଣ୍ଟରନେଟ୍‌ ସେବା ବନ୍ଦ, କ୍ରମାଗତ ତୃତୀୟ ଦିନରେ ସୁରକ୍ଷା ବାହିନୀଙ୍କ ସର୍ଚ୍ଚ ଅପରେଶନ ଜାରି

ଶ୍ରୀନଗର,୨୩।୧୨: ଜମ୍ମୁ-କଶ୍ମୀରର ରଜୌରୀ ଏବଂ ପୁଞ୍ଚରେ ଆତଙ୍କବାଦୀଙ୍କ ପାଇଁ ସୁରକ୍ଷା ବାହିନୀର ସର୍ଚ୍ଚ ଅପରେଶନ କ୍ରମାଗତ ତୃତୀୟ ଦିନ ଶନିବାର ଜାରି ରହିଛି। ରଜୌରୀ ଏବଂ ପୁଞ୍ଚରେ ମୋବାଇଲ ଇଣ୍ଟରନେଟ୍‌ ସେବାକୁ ମଧ୍ୟ ବନ୍ଦ କରାଯାଇଛି। ତିନି ଦିନ ଧରି ଅପରେଶନ…

କଂଗ୍ରେସର ଟିକେଟ୍‌ରେ ନିର୍ବାଚନ ଲଢିବେ ସାକ୍ଷୀ! ନିଜେ ଦେଲେ ଉତ୍ତର…

ନୂଆଦିଲ୍ଲୀ,୨୩।୧୨: ଭାଜପା ଏମ୍‌ପି ବ୍ରିଜ୍‌ଭୂଷଣ ଶରଣ ସିଂଙ୍କ ନିକଟତମ ସଞ୍ଜୟ ସିଂଙ୍କୁ ଡବ୍ଲ୍ୟୁଏଫ୍‌ଆଇ ଅଧ୍ୟକ୍ଷ ଭାବେ ନିର୍ବାଚିତ ହେବା ବିରୋଧରେ ରେସଲର ସାକ୍ଷୀ ମଲିକ ଅବସର ନେଇ ଘୋଷଣା କରିଛନ୍ତି। ଏହି ସହିତ ଅଲିମ୍ପିକ ପଦକ ବିଜେତା ରେସଲର ବଜରଙ୍ଗ ପୁନିଆ…

ଶପଥ ନେଲେ ୯ ନୂଆ ମନ୍ତ୍ରୀ

ରାୟପୁର,୨୩ା୧୨: ଛତିଶଗଡ଼ କ୍ୟାବିନେଟ୍‌ରେ ଜଣ ନୂଆ ମନ୍ତ୍ରୀ ସାମିଲ ହୋଇଛନ୍ତି। ଫଳରେ ମୋଟ ମନ୍ତ୍ରୀ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି। ରାଜଭବନରେ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଭାଜପାର ୯ ବିଧାୟକଙ୍କୁ ମନ୍ତ୍ରୀ ଭାବେ ଶପଥ ପାଠ କରାଇଥିଲେ। ଗତ ୧୩ ତାରିଖରେ…

ଏକାଠି ହେଲେ ଭାଜପା ହାରିବ

ନୂଆଦିଲ୍ଲୀ,୨୩ା୧୨: ପାର୍ଲାମେଣ୍ଟର ଶୀତ ଅଧିବେଶନ କାଳରେ ଉଭୟ ଗୃହରୁ ୧୪୬ ଜଣ ଏମ୍‌ପିଙ୍କୁ ନିଲମ୍ବନ କରାଯିବା ପ୍ରତିବାଦରେ ବିରୋଧୀ ଇଣ୍ଡିଆ ବ୍ଲକ୍‌ର ନେତାମାନେ ନୂଆଦିଲ୍ଲୀର ଯନ୍ତରମନ୍ତରଠାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଗଣତନ୍ତ୍ରର ସୁରକ୍ଷା ପାଇଁ ସେମାନେ ପ୍ରତିଜ୍ଞା ନେବା ସହ ୨୦୨୪…

୪ ରାଜ୍ୟ ସଭା ଆସନ ପାଇଁ ଜାନୁୟାରୀ ୧୯ରେ ନିର୍ବାଚନ

ନୂଆଦିଲ୍ଲୀ,୨୩ା୧୨(ପି.ଟି.): ରାଜ୍ୟ ସଭାର ଖାଲି ହେବାକୁ ଥିବା ୪ଟି ଆସନ ଲାଗି ଜାନୁୟାରୀ ୪ରେ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ନିର୍ବାଚନ କମିଶନ ଶୁକ୍ରବାର ଘୋଷଣା କରିଛନ୍ତି। ଦିଲ୍ଲୀରୁ ୩ଟି ଏବଂ ସିକିମ୍‌ରୁ ଗୋଟିଏ ଆସନ ଖାଲି ହେବାକୁ ଯାଉଛି। ଜାନୁୟାରୀ…

ବ୍ୟାକ୍ଟେରିଆ ନାମ ‘ଟାଗୋର’

କୋଲକାତା,୨୩ା୧୨: ବିଶ୍ୱଭାରତୀର ୬ ଜଣ ଗବେଷକଙ୍କ ଟିମ୍‌ ଏକ ନୂଆ ପ୍ରଜାତିର ବ୍ୟାକ୍ଟେରିଆ ଆବିଷ୍କାର କରିଛନ୍ତି। ଉଦ୍ଭିଦକୁ ପୋଷଣ ଦେଇ ବଡ଼ କରାଇବା ଗୁଣ ଏହି ବ୍ୟାକ୍ଟେରିଆର ରହିଛି। ନୋବେଲ ବିଜୟୀ ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ ସମ୍ମାନରେ ବିଶ୍ୱଭାରତୀ ଉକ୍ତ ବ୍ୟାକ୍ଟେରିଆର…

ଛାତ୍ରୀଛାତ୍ରଙ୍କ ପାଇଁ ଭାଗବତ ଗୀତା ଉପରେ ସପ୍ଳିମେଣ୍ଟାରୀ ପାଠ୍ୟପୁସ୍ତକ ଆରମ୍ଭ

ଅହମଦାବାଦ,୨୩।୧୨: ଗୁଜରାଟ ସରକାର ଆସନ୍ତା ଶିକ୍ଷାବର୍ଷରୁ ଭାଗବତ ଗୀତାକୁ ପାଠ୍ୟକ୍ରମରେ ସାମିଲ କରିବାକୁ ଯାଉଛନ୍ତି। ଏପରିକି ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ପାଇଁ ଭାଗବତ ଗୀତା ଉପରେ ସପ୍ଳିମେଣ୍ଟାରୀ ପାଠ୍ୟପୁସ୍ତକ ଆରମ୍ଭ ହୋଇଛି। ଛାତ୍ରୀଛାତ୍ରଙ୍କୁ ଭାରତର ସମୃଦ୍ଧ, ବିବିଧତା ଏବଂ ପୁରାତନ…

‘ସାଧାରଣଜନତା ଖଡ୍‌ଗେ-ଫଡ୍‌ଗେଙ୍କୁ ଜାଣନ୍ତି ନାହିଁ, ନୀତୀଶଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରାଯାଉ’

ନୂଆଦିଲ୍ଲୀ,୨୨।୧୨: ଗୋଟିଏ ପଟେ ‘ଇଣ୍ଡିଆ’ ମହାମେଣ୍ଟ ନାମରେ ବିରୋଧୀ ଏକଜୁଟ ହେବାର ଡିଣ୍ଡିମ ପିଟୁଥିବା ବେଳେ ଅନ୍ୟପଟେ ଦଳଗୁଡ଼ିକ ମଧ୍ୟରେ କନ୍ଦଳ ବଢ଼ିବାରେ ଲାଗିଛି। ଆଗାମୀ ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ଦଳଗୁଡ଼ିକ କାହାକୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବେ ସେ…

ପୂର୍ବତନ କଂଗ୍ରେସ ବିଧାୟକଙ୍କ ନାଁରେ ବଳାତ୍କାର ଅଭିଯୋଗ

ଯୋଧପୁର,୨୨ା୧୨: ରାଜସ୍ଥାନ ଯୋଧପୁର ଅଞ୍ଚଳର ଜଣେ ମହିଳା ବର୍‌ମେରର ପୂର୍ବତନ କଂଗ୍ରେସ ବିଧାୟକ ମେଭାରାମ ଜୈନ ଏବଂ ଆର୍‌ପିଏସ୍‌ ଅଫିସର ଆନନ୍ଦ ସିଂ ରାଜପୁରୋହିତଙ୍କ ସମେତ ୯ ଜଣଙ୍କ ନାମରେ ବଳାତ୍କାର ଅଭିଯୋଗ ଆଣିବା ପରେ ଯୋଧପୁରର ରାଜୀବଗାନ୍ଧୀ ନଗର ଥାନାରେ…

କେଜ୍‌ରିଓ୍ବାଲଙ୍କୁ ପୁଣି ସମନ

ନୂଆଦିଲ୍ଲୀ,୨୨ା୧୨: ଦିଲ୍ଲୀ ଅବକାରୀ ଦୁର୍ନୀତି ସହ ସମ୍ପୃକ୍ତ ମନିଲଣ୍ଡରିଂ ମାମଲାରେ ଜେରାର ସମ୍ମୁଖୀନ ହେବା ଲାଗି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶୁକ୍ରବାର ପୁଣିଥରେ ସମନ ଜାରି କରିଛି। ଜାନୁୟାରୀ ୩ରେ ତାଙ୍କୁ ହାଜର ହେବାକୁ ନିର୍ଦ୍ଦେଶ…

ହିଜାବ ବ୍ୟାନ ନିର୍ଦ୍ଦେଶକୁ ହଟାଇଲେ କର୍ନାଟକ ସରକାର

ବେଙ୍ଗାଲୁରୁ,୨୨।୧୨: କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଶୁକ୍ରବାର ଏକ ବଡ ଘୋଷଣା କରିଛନ୍ତି। ସେ କର୍ନାଟକରେ ହିଜାବ ବ୍ୟାନକୁ ହଟାଇ ଦେଇଛନ୍ତି। ଭାଜପା ସ୍କୁଲ ଓ କଲେଜରେ ବ୍ୟାନ କରିଥିବା ହିଜାବକୁ କଂଗ୍ରେସ ସରକାର ସିଦ୍ଧରମେୟା ହଟାଇ ଦେଇଛନ୍ତି। ସେ କହିଛନ୍ତି,‘ପସନ୍ଦରେ କପଡ଼ା…

‘ମେ ତେନୁ ଫିର ମିଲାଙ୍ଗୀ’… ଆର ପାରିରେ ଅମ୍ରିତାଙ୍କ ଇମ୍ରୋଜ

ନୂଆଦିଲ୍ଲୀ,୨୨।୧୨: ଆଉ ନାହନ୍ତି ଅମ୍ରିତାଙ୍କ ଇମ୍ରୋଜ। ଶୁକ୍ରବାର ୯୭ ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି ଇମ୍ରୋଜ ଓରଫ ଇନ୍ଦ୍ରଜିତ। ସେ ଜଣେ ଚିତ୍ରକାର ଥିଲେ। ହେଲେ ଅମ୍ରିତାଙ୍କ ପ୍ରେମ ତାଙ୍କୁ ସଜାଇଥିଲା କବି। ବଞ୍ଚିଥିବାବେଳେ ଅମ୍ରିତା-ଇମ୍ରୋଜଙ୍କ ପ୍ରେମ କେବେ ସଫଳ ହୋଇପାରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri