ଜାତୀୟ

‘ମୋଦି ଜୀଙ୍କ ପାଇଁ ଜୀବନ ଦେବାକୁ ପ୍ରସ୍ତୁତ…’, ଭାବପ୍ରବଣ ହୋଇ କହିଲେ ରାମଭକ୍ତ

ଲକ୍ଷ୍ନୌ,୧୯।୧: ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଜାନୁଆରୀ ୨୨ରେ ଅଯୋଧ୍ୟାରେ ହେବ। ଅଯୋଧ୍ୟାରେ ଏହି ମହାନ ସମାରୋହ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହାକୁ ନେଇ ଅଯୋଧ୍ୟାବାସୀଙ୍କ ମଧ୍ୟରେ ଉତ୍ସାହ ରହିଛି। ଅଯୋଧ୍ୟାରେ ରାମ ମନ୍ଦିର ପାଇଁ ରାମଭକ୍ତମାନେ ପ୍ରଧାନମନ୍ତ୍ରୀ…

ହିମାଚଳ କଂଗ୍ରେସକୁ ଝଟ୍‌କା, ମନ୍ତ୍ରୀ ପଦ ପାଇଁ ଅପେକ୍ଷା କରିଛନ୍ତି ପିତା…ଏପଟେ ପୁଅ ଦେଲେ ଇସ୍ତଫା

ଶିମଲା,୧୯।୧: ପିତା ମନ୍ତ୍ରୀ ପଦ ପାଇଁ ଅପେକ୍ଷା କରିଛନ୍ତି। ହେଲେ ପୁଅ ତାଙ୍କ ପଦରୁ ଇସ୍ତଫା ଦେଇଦେଲେ। ଏହି ପ୍ରସଙ୍ଗ ହିମାଚଳ ପ୍ରଦେଶ କଂଗ୍ରେସ ସହ ଜଡିତ। ଇସ୍ତଫା ଠାରୁ ଗୋଟିଏ କଥା ନିଶ୍ଚିତ ଯେ ହିମାଚଳ କଂଗ୍ରେସର ସଂଗଠନ ତଥା…

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଭାଜପାର ମେଗା ପ୍ଲାନ, ମୋଦି କରିବେ ୧୪୦ ରାଲି

ନୂଆଦିଲ୍ଲୀ,୧୯।୧: ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପରେ ଭାରତୀୟ ଜନତା ପାର୍ଟି(ଭାଜପା) ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ଯାଉଛି। ଏଥିପାଇଁ ଦଳ ଏକ ମେଗା ଯୋଜନା ପ୍ରସ୍ତୁତ କରିଛି। ସୂଚନାନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

ସଫଳ ହେଲାନି ମହୁଆଙ୍କ ଚେଷ୍ଟା, ଶେଷରେ ଖାଲି କଲେ ସରକାରୀ ବଙ୍ଗଳା

ନୂଆଦିଲ୍ଲୀ,୧୯।୧: ଟଙ୍କା ନେଇ ପ୍ରଶ୍ନ ପଚାରିବା ମାମଲାରେ ଲୋକ ସଭାରୁ ବହିଷ୍କୃତ ହୋଇଥିବା ଏମ୍‌ପି ମହୁଆ ମୋଇତ୍ରାଙ୍କୁ ଶେଷରେ ସରକାରୀ ବଙ୍ଗଳା ଖାଲି କରିବାକୁ ପଡିଛି। ଦୁଇ ଦିନ ପୂର୍ବେ ବଙ୍ଗଳା ଖାଲି କରିବାକୁ ପୁଣି ଥରେ ମହୁଆକୁ ନୋଟିସ ପଠାଯାଇଥିଲା।…

ଚାଷୀଙ୍କ ପାଇଁ ଖୁସିଖବର: ଏହି ଦିନ ଆସିବ ୧୬ତମ କିସ୍ତି…

ନୂଆଦିଲ୍ଲୀ,୧୯।୧: ଦେଶରେ ସରକାରୀ ଯୋଜନା ମାଧ୍ୟମରେ ସମସ୍ତେ ଉପକୃତ ହେଉଛନ୍ତି। ଏହି କ୍ରମରେ ଗୋଟିଏ ଯୋଜନା ହେଉଛି ପ୍ରଧାନ ମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା। ଏହି ଯୋଜନାରେ ବାର୍ଷିକ ୬ ହଜାର ଟଙ୍କା ଦିଆଯାଏ ଏବଂ ଏହାକୁ ୨ ହଜାର…

ଶଙ୍କରାଚାର୍ଯ୍ୟଙ୍କ ସହ ମୋଦିଙ୍କୁ ତୁଳନା କଲେ ଭାଜପା ଏମ୍‌ପି

ନୂଆଦିଲ୍ଲୀ,୧୯।୧: ରାମ ମନ୍ଦିରର ଉଦ୍‌ଘାଟନ ଏବଂ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଜାନୁଆରୀ ୨୨ରେ ଅଯୋଧ୍ୟାରେ ଅନୁଷ୍ଠିତ ହେବ। ଏହାକୁ ନେଇ ରାଜନୀତି ଥମିବାର ନାଁ ଧରୁନି। ଝାଡଖଣ୍ଡର ଗୋଡ୍ଡାର ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶଙ୍କରାଚାର୍ଯ୍ୟଙ୍କ ସହ…

ନୃଶଂସତା: ଜଲ୍ଲିକଟ୍ଟୁର ଷଣ୍ଢକୁ ମାଡ଼ି ବସି ଜିଅନ୍ତା କୁକୁଡ଼ା ଖୁଆଇଲେ ୩ ବ୍ୟକ୍ତି, ଭିଡିଓ ଭାଇରାଲ ପରେ…

ଚେନ୍ନାଇ,୧୯।୧: ତାମିଲନାଡ଼ୁର ଜଣେ ୟୁଟ୍ୟୁବ୍‌ରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସେ ୩ଜଣଙ୍କ ସହ ମିଶି ଜଲ୍ଲିକଟ୍ଟୁର ଷଣ୍ଢକୁ ଜିଅନ୍ତା କୁକୁଡ଼ା ଖାଇବାକୁ ଦେଇଥିବାର ଅଭିଯୋଗ ହୋଇଥିଲା। ଡିସେମ୍ବର ୨୦୨୩ରେ ୟୁଟ୍ୟୁବ୍‌ରେ ଭିଡିଓ ଅପ୍‌ଲୋଡ ହୋଇଥିବା ବେଳେ ତାହା ଭାଇରାଲ ହୋଇଥିଲା।…

ରାମ ମନ୍ଦିର ଉପରେ ରାୟ ଦେଇଥିବା ୫ ବିଚାରପତିଙ୍କୁ ମିଳିଲା ପ୍ରାଣ ପ୍ରତିଷ୍ଠା ଲାଗି ନିମନ୍ତ୍ରଣ, VIP ତାଲିକାରେ ନାମ

ନୂଆଦିଲ୍ଲୀ,୧୯।୧: ଅଯୋଧ୍ୟାରେ ହେବାକୁ ଥିବା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ଆଉ ଦିନ କେଇଟା ବାକି। ସୋମବାର, ଜାନୁଆରୀ ୨୨ ଲାଗି ଦିନ ଧାର୍ଯ୍ୟ କରାଯାଇଥିବା ବେଳେ ଏଥିରେ ସାମିଲ ହେବାକୁ ଥିବା ବ୍ୟକ୍ତିବିଶେଷଙ୍କ ସଂଖ୍ୟା ବଢ଼ୁଛି। ଏହି କ୍ରମରେ…

କ’ଣ ପ୍ରଧାନମନ୍ତ୍ରୀ ମୋଦି ଦେଶର ଏକମାତ୍ର ହିନ୍ଦୁ? ପ୍ରଶ୍ନ କଲେ ଅଧୀର…

ନୂଆଦିଲ୍ଲୀ,୧୯।୧: ପଶ୍ଚିମବଙ୍ଗ କଂଗ୍ରେସ ଅଧ୍ୟକ୍ଷ ତଥା ଲୋକ ସଭାରେ ବିରୋଧୀ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ ରାମ ମନ୍ଦିର ସମ୍ପର୍କରେ ଭାରତୀୟ ଜନତା ପାର୍ଟି(ଭାଜପା) ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ଭଗବାନଙ୍କ ନାମକୁ…

୩ ସନ୍ଦିଗ୍ଧ ମିଳିବା ପରେ ହାଇ ଆଲର୍ଟ, ମୁଖ୍ୟମନ୍ତ୍ରୀ ଯୋଗୀ ଆଜି ଅଯୋଧ୍ୟାରେ ପହଞ୍ଚି ପରଖିବେ ପ୍ରସ୍ତୁତି

ଲକ୍ଷ୍ନୌ,୧୯।୧: ୨୨ ଜାନୁଆରୀରେ ପ୍ରାଣ ପ୍ରତିଷ୍ଠା ଅନୁଷ୍ଠିତ ହେବ। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଗୁରୁବାର ତିନିଜଣ ସନ୍ଦିଗ୍ଧ ଆତଙ୍କବାଦୀ ମିଳିବା ପରେ ସୁରକ୍ଷା ବ୍ୟବସ୍ଥା ଆହୁରି କଡାକଡି କରାଯାଇଛି। ରାଜ୍ୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ଅଯୋଧ୍ୟାକୁ ଆସିବେ।…

ମଣିପୁରରେ ପୁଣି ହିଂସା: ୫ ମୃତ

ଇମ୍ଫାଲ,୧୯।୧: ମଣିପୁରରେ ପୁଣି ଥରେ ହିଂସା ଦେଖାଦେଇଛି। ବୁଧବାର (ଜାନୁଆରୀ ୧୭) ରାତି ଏବଂ ଗୁରୁବାର (ଜାନୁଆରୀ ୧୮) ସକାଳେ ରାଜ୍ୟର ବିଭିନ୍ନ ଜିଲାରେ ହୋଇଥିବା ହିଂସାରେ ୫ ଜଣଙ୍କର ମୃତ୍ୟୁ ହୋଇଛି। ଏଥିସହ ତିନିଜଣ ସୀମା ସୁରକ୍ଷା ବଳ (ବିଏସଏଫ)…

ପ୍ରାଣ ପ୍ରତିଷ୍ଠା ପୂର୍ବରୁ କାର୍ଯ୍ୟାନୁଷ୍ଠାନ: ଅଯୋଧ୍ୟାରେ ୩ ଅପରାଧୀଙ୍କୁ ଅଟକ ରଖିଛି UP ATS

ଅଯୋଧ୍ୟା,୧୯।୧: ଜାନୁଆରୀ ୨୨ରେ ରାମମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉଛି। ଏହି କ୍ରମରେ ୟୁପି ଏଟିଏସ୍‌ ୩ ଅପରାଧୀଙ୍କୁ ଅଟକ ରଖିଛି। ସେମାନଙ୍କ ମଧ୍ୟରୁ ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?