ଜାତୀୟ

ରାହୁଲଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଏକ ପିଟିଶନ ଖାରଜ: ଆବେଦନକାରୀଙ୍କ ଉପରେ ୧ ଲକ୍ଷ ଟଙ୍କା ଜୋରିମନା

ନୂଆଦିଲ୍ଲୀ,୧୯।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ପୁଣି ଫେରି ପାଇବା ବିରୋଧରେ ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଖଲ କରାଯାଇଥିଲା। ଏହାକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ‘ମୋଦି ଉପନାମ’ ସମ୍ପର୍କିତ ବିବାଦୀୟ ମନ୍ତବ୍ୟରେ ରାହୁଲଙ୍କୁ ସୁରଟ କୋର୍ଟ ଦୋଷୀ ସାବ୍ୟସ୍ତ…

ବିଲ୍‌କିସ୍‌ ବାନୋ ମାମଲା: ଅଭିଯୁକ୍ତଙ୍କୁ ସୁପ୍ରିମକୋର୍ଟଙ୍କରୁ ଝଟକା, ଜାନୁଆରୀ ୨୧ ସୁଦ୍ଧା କରିବାକୁ ହେବ ଆତ୍ମସମର୍ପଣ

ନୂଆଦିଲ୍ଲୀ,୧୯।୧: ବିଲ୍‌କିସ୍‌ ବାନୋ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୧୧ ଜଣ ଅଭିଯୁକ୍ତଙ୍କୁ ସୁପ୍ରିମକୋର୍ଟଙ୍କରୁ ଝଟକା ଲାଗିଛି। ଆତ୍ମସମର୍ପଣ କରିବାର ସମୟସୀମା ବୃଦ୍ଧି କରିବାକୁ ଦାବି କରାଯାଇଥିବା ଆବେଦନକୁ ସୁପ୍ରିମକୋର୍ଟ ଶୁକ୍ରବାର ଖାରଜ କରିଦେଇଛନ୍ତି। ଅଭିଯୁକ୍ତଙ୍କ ଆତ୍ମସମର୍ପଣ କରିବାର ସମୟ ଜାନୁଆରୀ…

ଦକ୍ଷିଣ ଭାରତ ରାଜ୍ୟରେ ଖସୁଛି ତାପମାତ୍ରା: ତାମିଲନାଡୁରେ ୧ ଡିଗ୍ରୀ

ଚେନ୍ନାଇ,୧୯।୧: ସାଧାରଣତଃ ଉତ୍ତର ଭାରତରେ ପ୍ରବଳ ଶୀତ ହେବା ସହ ତାପମାତ୍ରା ଶୂନ ଡିଗ୍ରୀ ତଳକୁ ଖସିଆସିଥାଏ। ହେଲେ ଚଳିତ ବର୍ଷ ଦକ୍ଷିଣ ଭାରତୀୟ ରାଜ୍ୟ ତାମିଲନାଡୁରେ ଜାନୁଆରୀ ମାସରେ ତାପମାତ୍ରା ଶୂନ ଡିଗ୍ରୀ ପାଖାପାଖି ହେବା ପ୍ରଥମ ଘଟଣା ଘଟିଛି।…

ଗୁଜରାଟ ଡଙ୍ଗା ବୁଡ଼ି ମାମଲାରେ ସରକାରଙ୍କ କଡ଼ା ପଦକ୍ଷେପ: ୧୮ ଜଣଙ୍କ ନାମରେ ରୁଜୁ ହେଲା ମାମଲା

ବଡ଼ୋଦରା,୧୯।୧: ଗୁଜରାଟ ବଡ଼ୋଦରା ଜିଲା ଅଧୀନ ହାରନି ହ୍ରଦରେ ଡଙ୍ଗା ବୁଡ଼ି ୧୪ ଛାତ୍ରୀଛାତ୍ରଙ୍କ ସହ ୨ଜଣ ଶିକ୍ଷକଙ୍କ ମୃତ୍ୟୁ ଘଟିଛି। ଅନ୍ୟପକ୍ଷେ ୧୦ଜଣ ପିଲାଙ୍କୁ ଉଦ୍ଧାର କରାଯାଇଛି। ଅନ୍ୟପକ୍ଷେ କଂଗ୍ରେସ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛି। ଏହି ପରିପ୍ରେକ୍ଷୀରେ…

ଭାବୁକ ହୋଇ ଭାଷଣ ଅଧାରୁ ଅଟକି ଗଲେ ମୋଦି

ନୂଆଦିଲ୍ଲୀ,୧୯।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ମହାରାଷ୍ଟ୍ରରେ ପହଞ୍ଚି ସେଠାରେ ହଜାର ହଜାର କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପ ରାଜ୍ୟକୁ ଉପହାର ଦେଇଛନ୍ତି। ପ୍ରଧାନମନ୍ତ୍ରୀ ସୋଲାପୁରରେ ବିକାଶ ପ୍ରକଳ୍ପର ଉଦଘାଟନ କରିଥିଲେ। ଏହି ସମୟରେ ସେ ଲୋକମାନଙ୍କୁ ସମ୍ବୋଧିତ କରିଥିଲେ। ପ୍ରଧାନମନ୍ତ୍ରୀ…

ବଡ ଖବର: ନୀତୀଶଙ୍କୁ ଭେଟିବାକୁ ହଠାତ୍‌ ପହଞ୍ଚିଲେ ଲାଲୁ-ତେଜସ୍ବୀ, ରାଜନୀତି ସରଗରମ

ପାଟନା,୧୯।୧: ବିହାର ରାଜନୀତିକୁ ନେଇ ଏକ ବଡ ଖବର ଆସିଛି। ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଭେଟିବା ପାଇଁ ହଠାତ୍‌ ମୁଖ୍ୟମନ୍ତ୍ରୀଙ୍କ ଘରେ ପହଞ୍ଚିଛନ୍ତି। ତାଙ୍କ ସହ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ମଧ୍ୟ ଉପସ୍ଥିତ ଅଛନ୍ତି।…

ଏଏସ୍‌ଓ ମାମଲା: ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍‌

ଭୁବନେଶ୍ୱର,୧୯ା୧: ଏଏସ୍‌ଓ ଚୟନରେ ଅନିୟମିତତା ମାମଲାରେ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ନୋଟିସ୍‌ କରିଛନ୍ତି। ରାଜ୍ୟ ସରକାର, ଓପିଏସ୍‌ସି ସହ ଅନ୍ୟ ପ୍ରତିପକ୍ଷଙ୍କୁ ସାମିଲ କରି ନୋଟିସ୍‌ କରିଛନ୍ତି ସୁପ୍ରିମକୋର୍ଟ। ଆବେଦନକାରୀ ରଜତ ମିଶ୍ରଙ୍କ ଏସ୍‌ଏଲ୍‌ପିକୁ ଗ୍ରହଣ କରି ସୁପ୍ରିମକୋର୍ଟ ଶୁକ୍ରବାର ରାଜ୍ୟ…

ସୌମ୍ୟା ବିଶ୍ୱନାଥନ ହତ୍ୟା ମାମଲା: ରାୟ ସଂରକ୍ଷିତ ରଖିଲେ କୋର୍ଟ, ୨୦ ଜାନୁଆରୀରେ ଘୋଷଣା ହେବ ଦଣ୍ଡ

ନୂଆଦିଲଲ୍ଲୀ,୧୯।୧: ଟେଲିଭିଜନ ସାମ୍ବାଦିକ ସୌମ୍ୟା ବିଶ୍ୱନାଥନ ହତ୍ୟା ମାମଲାରେ ଦୋଷୀଙ୍କୁ ଦଣ୍ଡ ଦେବା ନେଇ ସାକେଟ କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ଏହି ମାମଲାର ଶୁଣାଣି ଶୁକ୍ରବାର (ଜାନୁଆରୀ ୧୯)ରେ ହୋଇଥିଲା। ଅପରାଧୀଙ୍କ ଦଣ୍ଡ ଶନିବାର (ଜାନୁୟାରୀ ୨୦, ୨୦୨୪) ଅପରାହ୍ନ…

ଗର୍ଭଗୃହରୁ ଆସିଲା ରାମଲାଲାଙ୍କ ନୂଆ ଫଟୋ, ଦେଖନ୍ତୁ ଅଦ୍ଭୁତ ସ୍ବରୂପ

ଅଯୋଧ୍ୟା,୧୯।୧: ଅଯୋଧ୍ୟାରେ ଥିବା ରାମ ମନ୍ଦିରରେ ରାମଲାଲାଙ୍କ ମୂର୍ତ୍ତି ସ୍ଥାପନ ପରେ ଏହାର ଫଟୋ ସାମ୍ନାକୁ ଆସିବାରେ ଲାଗିଛି। ଶୁକ୍ରବାର ରାମଲାଲାଙ୍କ ଆଉ ଏକ ଫଟୋ ଆସିଛି, ଯେଉଁଥିରେ ତାଙ୍କର ସମ୍ପୂର୍ଣ୍ଣ ରୂପ ଦେଖିବାକୁ ମଳୁଛି। ଫଟୋରେ ରାମଲାଲାଙ୍କୁ ଫୁଲରେ ସଜାଯାଇଛି।…

ଦିଲ୍ଲୀରେ ହୃଦୟ ବିଦାରକ ଘଟଣା: ପାଣି ନ ଦେବାରୁ ରୁମ ପାର୍ଟନରଙ୍କୁ ଗଳା ଚିପି ହତ୍ୟା, ଫଙ୍ଖାରେ ଲଟକାଇଲେ ମୃତଦେହ

ନୂଆଦିଲ୍ଲୀ,୧୯।୧: ରାଜଧାନୀ ଦିଲ୍ଲୀର ନିହାଲ ବିହାରରୁ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଏଠାରେ ପିଇବା ପାଣି ନ ଦେବାରୁ ରୁମ ପାର୍ଟନର ଜଣେ ନାବାଳକଙ୍କ ସହ ମିଶି ଜଣେ ଯୁବକଙ୍କୁ ଗଳା କାଟି ହତ୍ୟା କରିଛନ୍ତି। ଏହାକୁ ଆତ୍ମହତ୍ୟା ରୂପ…

ଆଜିଠାରୁ ଭକ୍ତଙ୍କ ପାଇଁ ବନ୍ଦ ରହିବ ରାମ ମନ୍ଦିର, ଏହି ଦିନଠୁ କରିପାରିବେ ଦର୍ଶନ

ଲକ୍ଷ୍ନୌ,୧୯।୧: ଆଜିଠାରୁ ଭକ୍ତମାନଙ୍କ ପାଇଁ ରାମ ମନ୍ଦିର ବନ୍ଦ ରହିବ। ଶୁକ୍ରବାର ସା ୭ଟାରୁ ଅସ୍ଥାୟୀ ରାମ ମନ୍ଦିରରେ ଦର୍ଶନ ହୋଇପାରିବନାହିଁ। ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପ୍ରସ୍ତୁତିକୁ ନେଇ ଏହି ନିଷ୍ପତ୍ତି ନିଆଯାଇଛି। ଜାନୁଆରୀ ୨୩ରୁ ଭକ୍ତମାନେ ରାମଲାଲାଙ୍କ ଦର୍ଶନ କରିପାରିବେ।…

‘ଭଗବାନ ରାମଙ୍କ ଆଦର୍ଶରେ ଆମେ ଚାଲୁଛୁ’, ମହାରାଷ୍ଟ୍ରରେ ଭାବପ୍ରବଣ ହେଲେ ପ୍ରଧାନମନ୍ତ୍ରୀ

ମୁମ୍ବାଇ,୧୯।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ମହାରାଷ୍ଟ୍ରର ସୋଲାପୁରରେ ପହଞ୍ଚିଛନ୍ତି। ଏଠାରେ ସେ ୨ ହଜାର କୋଟି ଟଙ୍କା ମୂଲ୍ୟର ଯୋଜନାର ଶିଳାନ୍ୟାସ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ ସୋଲାପୁରରେ ପ୍ରଧାନମନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?