ଜାତୀୟ

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଚାଲିଥିବା ବେଳେ ମମତାଙ୍କ ସର୍ବଧର୍ମ ରାଲି, କାଳୀଘାଟ ମନ୍ଦିରରେ କଲେ ପୂଜା

କୋଲକାତା,୨୨।୧: ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଚାଲିଥିବା ବେଳେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର କୋଲକାତାରେ ଏକ ସର୍ବଧର୍ମ ସଦ୍ଭବ ରାଲି କରିଛନ୍ତି। ହାଜରା ମୋଡରୁ ଆରମ୍ଭ ହୋଇଥିବା ଏହି ସର୍ବଧର୍ମ ରାଲିରେ ସମସ୍ତ ଧର୍ମର ଲୋକମାନେ ଅଂଶଗ୍ରହଣ କରିଛନ୍ତି। ଏହି ରାଲିକୁ…

ଅତିଥିଙ୍କୁ ଅଣଦେଖା କରି ନାହାନ୍ତି ମୋଦି

ଅଯୋଧ୍ୟା,୨୨।୧: ଅଯୋଧ୍ୟାରେ ସମ୍ବୋଧନ ପରେ ପ୍ରଧାନମନ୍ତ୍ରୀ ଓହ୍ଲାଇ ଆସି ଲୋକଙ୍କ ମଧ୍ୟରେ ପହଞ୍ଚିଥିଲେ। ସେ ଗ୍ୟାଲେରୀରେ ବସିଥିବା ସେଲିବ୍ରିଟିମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରାଣ ପ୍ରତିଷ୍ଠା ପରେ ସେ ରବିନ୍ଦ୍ର ଜାଡେଜା, ପି.ଟି ଉଷା, ରଜନୀକାନ୍ତ, କୁମାର ମଙ୍ଗଲମ ବିର୍ଲା, ମୁକେଶ ଅମ୍ବାନୀ,…

ଟିମ୍‌ ଇଣ୍ଡିଆର ଜର୍ସି ପ୍ରସ୍ତୁତ କରିଥିବା ବ୍ୟକ୍ତି ହିଁ କରିଛନ୍ତି ରାମଲାଲାଙ୍କ ପୋଷାକ

ଅଯୋଧ୍ୟା,୨୨।୧: ଅଯୋଧ୍ୟାରେ ପ୍ରଭୁ ରାମଙ୍କ ପ୍ରାଣ ପ୍ରତିଷ୍ଠା ସମ୍ପନ୍ନ ହୋଇଛି। ଏହା ରାମଙ୍କ ଭକ୍ତମାନଙ୍କ ପାଇଁ ଏକ ସ୍ବପ୍ନ ସାକାର ହୋଇଛି। ଏହି ଅବସରରେ ରାମଲାଲାଙ୍କ ପାଇଁ ପୋଷାକ ତିଆରି କରିଥିବା ଆମ୍ବେଦକର ନଗରର ଡିଜାଇନର୍‌ ମନୀଷ ତ୍ରିପାଠୀ ବେଶ୍‌ ଖଉସି…

ଏଥର କର୍ତ୍ତବ୍ୟ ପଥରେ ଦେଖିବାକୁ ମିଳିବ ରାମ ମନ୍ଦିରର ଝଲକ

ନୂଆଦିଲ୍ଲୀ,୨୨।୧: ଜାନୁଆରୀ ୨୬ରେ ଦେଶ ଏହାର ୭୫ତମ ଗଣତନ୍ତ୍ର ଦିବସ ପାଳନ କରିବାକୁ ଯାଉଛି। ପ୍ରତିବର୍ଷ ପରି ଦେଶର ସମସ୍ତ ରାଜ୍ୟ ସେମାନଙ୍କ ପ୍ରଜ୍ଞାପନ ମେଢ ଉପସ୍ଥାପନ କରିବେ। ଏଥର ଉତ୍ତରପ୍ରଦେଶର ‘ବିକଶିତ ଭାରତର ସମୃଦ୍ଧ ଐତିହ୍ୟ’ ବିଷୟବସ୍ତୁ ଉପରେ ଆଧାରିତ।…

ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗଦେଲେ କଂଗ୍ରେସ ମନ୍ତ୍ରୀ

ଅଯୋଧ୍ୟା,୨୨।୧: ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନୀ ସମାରୋହରେ ହିମାଚଳ ପ୍ରଦେଶର ଜନସମ୍ପର୍କ ମନ୍ତ୍ରୀ ବିକ୍ରମଦିତ୍ୟ ସିଂ ଯୋଗ ଦେଇଥିଲେ। ଏହି ଅବସରରେ ସେ କହିଥିଲେ, ମୁଁ ଏଠାରେ ଉପସ୍ଥିତ ରହି ନିଜକୁ ଭାଗ୍ୟବାନ ମନେ କରୁଛି। ଆଜି ଦେଶ ତଥା ବିଶ୍ୱ…

ଆଉ ମାତ୍ର ୧୦ ଦିନ କରନ୍ତୁ ଅପେକ୍ଷା, ଶସ୍ତା ହେବ ବିମାନ ଟିକେଟ

ନୂଆଦିଲ୍ଲୀ,୨୨।୧: ଯଦି ଆପଣ ମଧ୍ୟ ନିଜ ପରିବାର ସହିତ ଅଯୋଧ୍ୟାକୁ ଯିବାକୁ ଚାହାଁନ୍ତି ଏବଂ ନୂତନ ଭାବରେ ନିର୍ମିତ ରାମ ମନ୍ଦିରରେ ଭଗବାନ ରାମ ଲାଲାଙ୍କ ଦର୍ଶନ କରିବାକୁ ଚାହୁଁଛନ୍ତି, ତେବେ କେବଳ ୧୦ ଦିନ ଅପେକ୍ଷା କରନ୍ତୁ । ଆଜିଠାରୁ…

ପ୍ରଭୁ ରାମଙ୍କୁ କ୍ଷମା ମାଗିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୨।୧: ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯାଇଛି। ପ୍ରାଣ ପ୍ରତିଷ୍ଠା ପରେ ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଲୋକଙ୍କୁ ସମ୍ବୋଧିତ କରିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ପ୍ରଭୁ ରାମଙ୍କୁ କ୍ଷମା ମାଗିଥିଲେ ଏବଂ ଭଗବାନ ତାଙ୍କୁ କ୍ଷମା…

ରାମ ମନ୍ଦିର କାରିଗରଙ୍କ ଉପରେ ପୁଷ୍ପବୃଷ୍ଟି କରି ଶୁଭେଚ୍ଛା ଜଣାଇଲେ ମୋଦି

ଅଯୋଧ୍ୟା,୨୨।୧: ଉତ୍ତର ପ୍ରଦେଶର ଅଯୋଧ୍ୟାରେ ନିର୍ମାଣ କରାଯାଇଥିବା ରାମ ମନ୍ଦିର ଏବେ ସାରା ବିଶ୍ୱବାସୀଙ୍କ ଦୃଷ୍ଟି ଆକର୍ଷଣ କରିଛି। ସୋମବାର ଏହି ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପବିତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।…

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାରେ ଜନ୍ମିତ ଶିଶୁଙ୍କ ନାମ ଏମିତି ରଖିବେ ଅଭିଭାବକ

ଗାଜିଆବାଦ,୨୨।୧: ପ୍ରଭୁ ରାମଲାଲାଙ୍କ ମହାନ ରାମ ମନ୍ଦିର ସୋମବାର ଅଯୋଧ୍ୟା ଧାମରେ ପ୍ରତିଷ୍ଠା କରାଯାଇଛି। ଏହି ଐତିହାସିକ ଦିନକୁ ନେଇ ସାରା ଦେଶରେ ଖୁସି ଏବଂ ଉତ୍ସାହର ପରିବେଶ ଦେଖାଯାଉଛି। କେତେକ ସ୍ଥାନରେ ଶୋଭା ଯାତ୍ରା ଏବଂ ଅନ୍ୟ ସ୍ଥାନରେ କଳଶ…

ଭାଙ୍ଗିଲା ସବୁ ରେକର୍ଡ, ତିଆରି ହେଲା ନୂଆ ଇତିହାସ, ଗତ ୨୪ ଘଣ୍ଟାରେ ଗୁଗୁଲ ଟ୍ରେଣ୍ଡସ୍‌ରେ କେବଳ ରାମ ହିଁ ରାମ

ନୂଆଦିଲ୍ଲୀ,୨୨।୧: ୫୦୦ ବର୍ଷରୁ ଅଧିକ ସମୟର ଅପେକ୍ଷା ସହିତ ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ସମାପ୍ତ ହୋଇଛି। ରାମଲାଲା ରାମ ମନ୍ଦିରର ଗର୍ଭ ଗୃହରେ ବସିଛନ୍ତି। ଯେଉଁଠାରେ ତାଙ୍କର ଆରତୀ କରାଯାଇଛି। ପ୍ରାଣ ପ୍ରତିଷ୍ଠା ପରେ ପ୍ରଧାନମନ୍ତ୍ରୀ…

‘ରାମ ଅଗ୍ନି ନୁହେଁ, ରାମ ଶକ୍ତି’, ସ୍ଥାପନ ହେଲା ରାମ ରାଜ୍ୟ, ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା ପରେ କହିଲେ ମୋଦି

ଅଯୋଧ୍ୟା,୨୨।୧: ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ମନ୍ଦିର ପରିସରକୁ ଆସିଥିବା ଅତିଥିମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଶତାବ୍ଦୀ ଅପେକ୍ଷା କରିବା ପରେ ଆମର ରାମ ଆଜି ପହଞ୍ଚିଛନ୍ତି। ଏହି ମୁହୂର୍ତ୍ତଟି ସବୁଠାରୁ ପବିତ୍ର ଅଟେ।…

‘ମନ୍ଦିର ସେଇଠି ହୋଇଛି, ଯେଉଁଠି ସଂକଳ୍ପ ନିଆଯାଇଥିଲା’, ପ୍ରାଣ ପ୍ରତିଷ୍ଠା ପରେ ଯୋଗୀ ଆଦିତ୍ୟନାଥଙ୍କ ସିଂହନାଦ

ନୂଆଦିଲ୍ଲୀ,୨୨।୧: ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯାଇଛି। ମନ୍ଦିରର ସମର୍ପଣ ସମାରୋହରେ ଅଯୋଧ୍ୟାରେ ପହଞ୍ଚିଥିବା ସ୍ୱତନ୍ତ୍ର ଅତିଥିମାନଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ ମୁଁ ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି। ସେ ରାମ ମନ୍ଦିରକୁ ଜାତୀୟ ମନ୍ଦିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?