ଜାତୀୟ

ସାମ୍ବାଦିକା ସୋମ୍ୟା ବିଶ୍ୱନାଥନଙ୍କ ହତ୍ୟା ମାମଲାରେ ଚାରି ଦୋଷୀଙ୍କୁ ଆଜୀବନ ଦଣ୍ଡାଦେଶ

ନୂଆଦିଲ୍ଲୀ,୨୫।୧୧: ସାମ୍ବାଦିକା ସୋମ୍ୟା ବିଶ୍ୱନାଥନଙ୍କ ହତ୍ୟା ମାମଲାରେ ସଜା ଘୋଷଣା ହୋଇଛି। ଚାରି ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ମିଳିଛି। ରବି କପୁର, ଅମିତ ଶୁକ୍ଳା, ବଲବୀର ମଲିକ ଏବଂ ଅଜୟ କୁମାରଙ୍କୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। କୋର୍ଟ ଚାରି…

କେସିଆରଙ୍କ ପାଖରେ କାହିଁକି ରହିଛି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ: ରାହୁଲଙ୍କ ପ୍ରଶ୍ନ…

ହାଇଦ୍ରାବାଦ,୨୫।୧୧: ନଭେମ୍ବର ୩୦ ରେ ତେଲଙ୍ଗାନାରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେବ। କଂଗ୍ରେସ ଏବଂ ଭାଜପାର ବିଶେଷ ଧ୍ୟାନ ଏହି ଦକ୍ଷିଣ ରାଜ୍ୟ ଉପରେ ରହିଛି। ଏଥର କଂଗ୍ରେସ ତେଲଙ୍ଗାନାକୁ ପାଞ୍ଚଟି ରାଜ୍ୟ ମଧ୍ୟରୁ ନିଜର ନିର୍ବାଚନ କେନ୍ଦ୍ରରେ…

ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ‘ପନୌତି’ , ଏବେ ଜବାବରେ ରାହୁଲଙ୍କୁ ଭାଜପା କହିଲା ‘ଫ୍ୟୁଜ୍‌ ଟ୍ୟୁବଲାଇଟ୍‌’

ନୂଆଦିଲ୍ଲୀ,୨୫।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ନିର୍ବାଚନୀ ସଭାରେ ‘ପନୌତି’ ବୋଲି କହିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଏହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଭାଜପା ଏବଂ କଂଗ୍ରେସ। ଉଭୟ ଦଳ ପୋଷ୍ଟର ମାଧ୍ୟମରେ ପରସ୍ପରକୁ କଟାକ୍ଷ କରିବାକୁ ପଛାଉ ନାହାନ୍ତି।…

ଟନେଲରେ ଫସିଥିବା ଶ୍ରମିକଙ୍କ ମଧ୍ୟରୁ ୩ ଅସୁସ୍ଥ

ଉତ୍ତରକାଶୀ,୨୫।୧୧: ଉତ୍ତରାଖଣ୍ଡର ଉତ୍ତରକାଶୀରେ ଟନେଲରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କ ମଧ୍ୟରୁ ୩ ଜଣ ଅସୁସ୍ଥ ହୋଇପଡିଥିବା ଶନିବାର ଜଣାପଡିଛି। ଶ୍ରମିକମାନଙ୍କୁ ବଞ୍ଚାଇବା ପାଇଁ ଚାଲିଥିବା ଉଦ୍ଧାର କାର୍ଯ୍ୟର ତଦାରଖ ପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଶନିବାର…

ଫାଇଟର ଜେଟରେ ଉଡିଲେ ପ୍ରଧାନମନ୍ତ୍ରୀ

ବେଙ୍ଗାଲୁରୁ,୨୫।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବେଙ୍ଗାଲୁରୁରେ ଯୁଦ୍ଧ ବିମାନ ତେଜସରେ ଉଡ଼ିଛନ୍ତି। ସେ ଶନିବାର ବେଙ୍ଗାଲୁରୁର ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ (ହାଲ) ର ସୁବିଧା ପରିଦର୍ଶନ କରିଥିଲେ। ପିଏମଓ ଅନୁଯାୟୀ ସେ ତେଜସ ଜେଟର ଉତ୍ପାଦନ ବା ମ୍ୟାନ୍ୟୁଫ୍ୟାକ୍ଚରିଂ ହବ ଯାଞ୍ଚ…

ନିଜ କକ୍ଷର ନିକଟତର ହେଲା ଆଦିତ୍ୟ ଏଲ-୧, ୭ ଜାନୁୟାରୀ ଗୁରୁତ୍ୱପୂର୍ଣ୍ଣ

ଥିରୁଭାନନ୍ତପୁରମ,୨୫।୧୧: ସୂର୍ଯ୍ୟ ଅଧ୍ୟୟନ ପାଇଁ ପଠାଯାଇଥିବା ଭାରତର ପ୍ରଥମ ମହାକାଶ ମିଶନ ଆଦିତ୍ୟ ଏଲ-୧ ଏହାର ଶେଷ ପର୍ଯ୍ୟାୟରେ ଅଛି ଏବଂ ଖୁବ ଶୀଘ୍ର ଏହାର ଲକ୍ଷ୍ୟ ସ୍ଥଳରେ ପହଞ୍ଚିବ। ଇସ୍ରୋ ମୁଖ୍ୟ ଏସ ସୋମନାଥ ଏହି ସୂଚନା ଦେଇଛନ୍ତି। ସେ…

ଏବେ ହାତୁଡିରେ ଭଙ୍ଗାଯିବ ସୁଡଙ୍ଗ, ରେସକ୍ୟୁ ଅପରେଶନରେ ବାଧାଯୋଗୁ…

ଉତ୍ତରକାଶୀ,୨୫।୧୧: ଦୀର୍ଘ ପ୍ରାୟ ୧୪ ଦିନ ଧରି ଉତ୍ତରାଖଣ୍ଡ ଉତ୍ତରକାଶୀ ଜିଲାର ନିର୍ମାଣାଧୀନ ସିଲକ୍ୟାରା ଟନେଲରେ ଫସି ରହିଥିବା ୪୧ଜଣ କର୍ମଚାରୀଙ୍କୁ ଉଦ୍ଧାର କରିବା ପାଇଁ ଯୁଦ୍ଧ କାଳିନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚାଲିଛି। ତଥାପି, ଜଣେ ଶ୍ରମିକଙ୍କୁ ମଧ୍ୟ ସ୍ଥାନାନ୍ତର…

ସଚିନ କହିଲେ ଛାଡନ୍ତୁ କିଏ କ’ଣ କହିଲେ, ସମସ୍ତେ ଭୋଟ ଗ୍ରହଣର ମହାପର୍ବରେ ସାମିଲ ହୁଅନ୍ତୁ

ଜୟପୁର,୨୫।୧୧: ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ଶନିବାର ସକାଳେ ଭୋଟଗ୍ରହଣ ଆରମ୍ଭ ହୋଇଛି। ସକାଳ ୭ଟାରୁ ସା ୬ଟା ପର୍ଯ୍ୟନ୍ତ ମତଦାନ ଚାଲିବ। ରାଜ୍ୟରେ ୨୦୦ବିଧାନସଭା ଆସନ ଅଛି କିନ୍ତୁ ୧୯୯ଟି ଆସନରେ ଭୋଟ ଗ୍ରହଣ କରାଯାଉଛି। ବିଧାୟକ ଗୁରୁମିତ ସିଂ…

ଆଦାନୀ ବିରୋଧରେ ପ୍ରମାଣ କ’ଣ

ନୂଆଦିଲ୍ଲୀ,୨୫ା୧୧: ଆଦାନୀ ଗ୍ରୁପ୍‌ ବିରୋଧରେ ଆମେରିକୀୟ ଶର୍ଟସେଲର୍‌ ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ପକ୍ଷରୁ ପ୍ରକାଶିତ ରିପୋର୍ଟର ବିଶ୍ୱସନୀୟତା ଉପରେ ଶୁକ୍ରବାର ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇଛନ୍ତି। ଏଥିସହ ତିନିଜଣିଆ ଖଣ୍ଡପୀଠରେ ଅଧ୍ୟକ୍ଷତା କରୁଥିବା ସିଜେଆଇ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଆଦାନୀ-ହିଣ୍ଡେନ୍‌ବର୍ଗ ବିବାଦ ସମ୍ପର୍କିତ ଆବେଦନଗୁଡ଼ିକର ଶୁଣାଣି…

ଆଇଟି ନିୟମ ଉଲ୍ଲଂଘନ ହେଲେ ସୋସିଆଲ ମିଡିଆ ବିରୋଧରେ ଏତଲା ଦେଇହେବ

ନୂଆଦିଲ୍ଲୀ,୨୫ା୧୧(ପି.ଟି.): ଡିପ୍‌ ଫେକ୍‌ ଭଳି ଆପତ୍ତିଜନକ ଫଟୋ କିମ୍ବା ଭିଡିଓ ପୋଷ୍ଟ ଯୋଗୁ ସୂଚନା ପ୍ରଯୁକ୍ତି (ଆଇଟି) ନିୟମାବଳୀର ଉଲ୍ଲଂଘନ ପାଇଁ ନାଗରିକମାନେ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ବିରୋଧରେ ଏତଲା ଦାଏର କରିପାରିବେ। ଏଥିପାଇଁ ନାଗରିକମାନଙ୍କୁ ସହାୟତା କରିବା ନିମନ୍ତେ ସୂଚନା…

‘ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବିଲ୍‌ ପକାଇ ରଖିପାରିବେନି ରାଜ୍ୟପାଳ’

ନୂଆଦିଲ୍ଲୀ,୨୫ା୧୧: ରାଜ୍ୟପାଳମାନେ ବିଲ୍‌ ଉପରେ କୌଣସି ପଦକ୍ଷେପ ନ ନେଇ ତାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ପକାଇ ରଖିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ଚେତାଇ ଦେଇଛନ୍ତି। ରାଜ୍ୟର ପ୍ରତୀକାମତ୍କ ମୁଖ୍ୟ ହିସାବରେ ରାଜ୍ୟପାଳଙ୍କ ହାତରେ ସାମ୍ବିଧାନିକ କ୍ଷମତା ରହିଥିଲେ ମଧ୍ୟ ସେ…

ତ୍ରିଶାଙ୍କୁ କ୍ଷମା ମାଗିଲେ ଅଭିନେତା ମନ୍‌ସୁର ଅଲି ଖାନ୍‌

ମୁମ୍ବାଇ,୨୫ା୧୧: ଅଭିନେତ୍ରୀ ତ୍ରିଶା କ୍ରିଷ୍ଣନଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ପାଇଁ ଲୋକପ୍ରିୟ ଅଭିନେତା ମନସୁର ଅଲି ଖାନ୍‌ ସର୍ବସାଧାରଣରେ କ୍ଷମା ମାଗିଛନ୍ତି। ନିକଟରେ ମନ୍‌ସୁର ଅଭିନେତ୍ରୀଙ୍କ ସମ୍ମାନ ହାନିକାରକ ତଥା ଅରୁଚିକର ମନ୍ତବ୍ୟ ଦେଇଥିବାରୁ ବିଭିନ୍ନ ମହଲରୁ ସମାଲୋଚିତ ହୋଇଥିଲେ। ପୋଲିସ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri