ଜାତୀୟ

Maharashtra Rajya Sabha: ୨୫ ବର୍ଷ ପରେ ବଦଳିଲା ରାଜନୈତିକ ସମୀକରଣ, ଶରଦ-ଉଦ୍ଧବଙ୍କ ଯୋଜନା ପଡ଼ିବ ଫିକା…

ମୁମ୍ବାଇ,୧୦।୨ : ୧୦ ଜୁନ ୨୦୨୨ ପରେ, ମହାରାଷ୍ଟ୍ରର ରାଜନୈତିକ ଗଣିତରେ ପରିବର୍ତ୍ତନ ଆସିଛି। ସେହି ଦିନ ରାଜ୍ୟର ୬ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ଭାଜପା ତତ୍କାଳୀନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ଏନସିପି ସୁପ୍ରିମୋ…

ଦୁଇ ଟ୍ରକ୍‌-ବସ୍‌ ଧକ୍କା: ୭ ମୃତ, ୨୦ ଆହତ

ନେଲୋର,୧୦।୨: ଆନ୍ଧ୍ରପ୍ରଦେଶର ନେଲୋର ଜିଲା ମୁସୁନୁରୁ ଟୋଲ ପ୍ଲାଜା ନିକଟରେ ଏକ ମର୍ମନ୍ତୁଦ ସିରିଜ୍‌ ଦୁର୍ଘଟଣା ଘଟିଛି। ଦୁଇ ଟ୍ରକ ଏବଂ ଏକ ଘରୋଇ ବସ୍‌ ମଧ୍ୟରେ ଧକ୍କା ହୋଇ ୭ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଊଦ୍ଧର୍‌ବ ଆହତ ହୋଇଛନ୍ତି।…

Alert: ଟୁଥବ୍ରଶ୍‌କୁ ହ୍ୟାକ୍‌ କରୁଛନ୍ତି ସାଇବର କ୍ରିମିନାଲ, ଜାଣନ୍ତୁ ପୁରା ମାମଲା

ଏବେ ବଜାରରେ ଟୁଥବ୍ରଶ୍‌ ବ୍ୟତୀତ ସ୍ମାର୍ଟ ଟୁଥବ୍ରଶ୍‌ ମଧ୍ୟ ବିକ୍ରି ହେଉଛି। ପ୍ରଥମେ ଦାନ୍ତକାଠି, କରଞ୍ଜି କାଠି ଠାରୁ ଆରମ୍ଭ କରି ଲୋକେ ବ୍ରଶ୍‌ ବ୍ୟବହାର କରୁଥିଲେ। କିନ୍ତୁ ବିଜ୍ଞାନକୁ ତାଳ ଦେଇ ଏବେ ସ୍ମାଟ ଟୁଥବ୍ରଶ୍‌ ମଧ୍ୟ ବଜାରରେ ଉପଲବ୍ଧ।…

PM Kisan: ଚାଷୀଙ୍କ ପାଇଁ ବଡ ଖବର, ଏବେ ୬ ନୁହେଁ ମିଳିବ ୮ହଜାର

ଜୟପୁର,୧୦।୨: ପିଏମ କିଷାନ ଯୋଜନାକୁ ନେଇ ବଡ ଘୋଣୋ କଲେ ସରକାର। ଯଦି ଆପଣ ପିଏମ କିଷାନ ଯୋଜନାର ହିତାଧିକାରୀ ତେବେ ଏହା ଆପଣଙ୍କ ପାଇଁ ଲାଭକାରୀ ଖବର ହୋଇପାରେ। ଏ ଯୋଜନା ଅନ୍ତର୍ଗତ ଚାଷୀଙ୍କୁ ଦିଆଯାଉଥିବା ଟଙ୍କା ୮ହଜାରକୁ ବୃଦ୍ଧି…

ଅମିତ ଶାହାଙ୍କ ବଡ଼ ଘୋଷଣା: ଲୋକ ସଭା ନିର୍ବାଚନ ପୂର୍ବରୁ ଲାଗୁ ହେବ CAA

ନୂଆଦିଲ୍ଲୀ,୧୦।୨: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଶନିବାର CAAକୁ ନେଇ ବଡ଼ ଘୋଷଣା କରିଛନ୍ତି। ଆଗାମୀ ଲୋକ ସଭା ନିର୍ବାଚନ ପୂର୍ବରୁ ନାଗରିକତା ସଂଶୋଧନ ଅଧିନିୟମ(CAA) ଲାଗୁ କରି ଦିଆଯିବ ବୋଲି ସ୍ପଷ୍ଟ କରିଛନ୍ତି। ଏଥିସହ ସେ କଂଗ୍ରେସ ଉପରେ…

‘ସୁପର୍‌ PM ଥିଲେ ସୋନିଆ ଗାନ୍ଧୀ’

ନୂଆଦିଲ୍ଲୀ,୧୦।୨: ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ କଂଗ୍ରେସ ଏବଂ ୟୁପିଏ ସରକାରଙ୍କୁ କଟାକ୍ଷ କରିଛନ୍ତି। କଂଗ୍ରେସ ସରକାରରେ ଥିବା ବେଳେ ଶାସନ ଦିଗହୀନ ଏବଂ ନେତୃତ୍ୱହୀନ ରହିଥିଲା। ସେତେବେଳେ ସୋନିଆ ଗାନ୍ଧୀ ‘ସୁପର ପ୍ରଧାନମନ୍ତ୍ରୀ’ ଭାବେ କାମ କରିଥିଲେ ବୋଲି ସେ କହିଛନ୍ତି।…

ମିଳିଗଲା କ୍ୟାନସର ସଫଳ ଚିକିତ୍ସା! ପ୍ରଥମ ଥର ଭାରତୀୟ ଥେରାପିରେ କ୍ୟାନସର ମୁକ୍ତ ଘୋଷିତ ହେଲେ ରୋଗୀ

ନୂଆଦିଲ୍ଲୀ,୧୦।୨: କିଛି ମାସ ପୂର୍ବରୁ, ଭାରତର ଔଷଧ ନିୟାମକ ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ-ସିଡିଏସକୋ CAR-T ସେଲ ଥେରାପିର ବ୍ୟବସାୟିକ ବ୍ୟବହାରକୁ ଅନୁମୋଦନ କରିଥିଲା। ଏହି ଚିକିତ୍ସା ଦିଲ୍ଲୀର ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ କର୍ଣ୍ଣେଲ ଡାକ୍ତର ଭି.କେ ଗୁପ୍ତାଙ୍କ ସମେତ ଅନେକ ରୋଗୀଙ୍କ…

CBSE Board Exam 2024: ଏହି ବର୍ଷ ୨ ଥର ବୋର୍ଡ ପରୀକ୍ଷା ଦେବେ ଦଶମ, ଦ୍ୱାଦଶ ଛାତ୍ରୀଛାତ୍ର, ଜାଣନ୍ତୁ ସମସ୍ତ ସୂଚନା…

ନୂଆଦିଲ୍ଲୀ,୧୦।୨: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡର ଦଶମ ଏବଂ ଦ୍ୱାଦଶ ପରୀକ୍ଷା ୧୫ ଫେବୃଆରୀ ୨୦୨୪ରୁ ଆରମ୍ଭ ହେଉଛି ଏବଂ ଏଥିପାଇଁ ବୋର୍ଡ ଆଡମିଟ କାର୍ଡ ଜାରି କରିଛି। ତେବେ ଏହି ବର୍ଷଠାରୁ ସିବିଏସଇ ବୋର୍ଡର ଛାତ୍ରୀଛାତ୍ରଙ୍କୁ ଦୁଇଥର ବୋର୍ଡ ପରୀକ୍ଷା…

ପୋଖରୀରେ ଫସିଗଲେ ମନ୍ତ୍ରୀ, ବାହାର କରିବାକୁ ଲୋଡା ପଡିଲା ଜେସିବି, ଦେଖନ୍ତୁ ମଜାଦାର ଭିଡିଓ

କୋହିମା,୧୦।୨: ପୋଖରୀରେ ଫସିଗଲେ ମନ୍ତ୍ରୀ। ଯେତେ ଚେଷ୍ଟା କରି ମଧ୍ୟ ବାହାରି ପାରିଲେନି। ଏତେ ଓଜନ ଯେ ପାଣିରୁ ଉଠିବା ବି ମୁସ୍କିଲ ହୋଇପଡିଲା। ଶତଚେଷ୍ଟା କରି ମଧ୍ୟ ପାଖରେ ଥିବା ସହକର୍ମୀ ମଧ୍ୟ ସାହାଯ୍ୟ କରିପାରିଲେନି। ଶେଷରେ ଲୋଡା ପଡିଲା…

‘ସାଢେ ୩ ଘଣ୍ଟା ଶୁଅନ୍ତି ପ୍ରଧାନମନ୍ତ୍ରୀ ମୋଦି, ସନ୍ଧ୍ୟା ୬ଟାରେ ପରେ କିଛି ଖାଆନ୍ତିନି’

ନୂଆଦିଲ୍ଲୀ,୧୦।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ନୂତନ ସଂସଦ ଗୃହର କ୍ୟାଣ୍ଟିନରେ ଏମ୍‌ପିମାନଙ୍କ ସହ ମଧ୍ୟାହ୍ନ ଭୋଜନ କରିଛନ୍ତି। ବିଶେଷ କଥା ହେଲା ଭାଜପା ବ୍ୟତୀତ ବିଭିନ୍ନ ରାଜନୈତିକ ଦଳର ଏମ୍‌ପିମାନେ ମଧ୍ୟ ଏଥିରେ ସାମିଲ ହୋଇଥିଲେ। ବିଜୁ ଜନତା ଦଳର…

୧.୪ ମୋବାଇଲ ନମ୍ବର ବ୍ଲକ, ୩ ଲକ୍ଷ ସିମ ବନ୍ଦ, ୫୦୦ ଗିରଫ, ସାଧାରଣ ଜନତାଙ୍କ ସୁବିଧା ପାଇଁ ସରକାରଙ୍କ ବଡ ପଦକ୍ଷେପ

ନୂଆଦିଲ୍ଲୀ,୧୦।୨: ଡିଜିଟାଲ ଠକେଇକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଏପର୍ଯ୍ୟନ୍ତ ୧.୪ଲକ୍ଷ ମୋବାଇଲ ନମ୍ବରକୁ ଅବରୋଧ କରିଛନ୍ତି। ଏକ ସରକାରୀ ପ୍ରକାଶନ ଅନୁଯାୟୀ, ଏହି ମୋବାଇଲ ନମ୍ବର ଆର୍ଥିକ ଠକେଇରେ ଜଡିତ ଥିଲା। ଆର୍ଥିକ ସେବା ସଚିବ ବିବେକ ଯୋଶୀ…

ଫସିଗଲେ ଶାହାରୁଖଙ୍କ ଟେନଶନ ବଢାଇଥିବା ସମିର ଓ୍ବାନଖେଡେ

ମୁମ୍ବାଇ,୧୦।୨: ଏକଦା ବଲିଉଡ ବାଦଶାହା ଶାହାରୁଖ ଖାନଙ୍କ ଟେନଶନ ବଢାଇଥିବା ମୁମ୍ବାଇର ଏନସିବି ଜୋନାଲ ନିର୍ଦ୍ଦେଶକ ସମୀର ୱାନଖେଡେ ବର୍ତ୍ତମାନ ଫସି ଯାଇଛନ୍ତି। ଆଇଆରଏସ ଅଧିକାରୀ ସମୀର ୱାନଖେଡେଙ୍କ ବିରୋଧରେ ଇଡି ଏକ ମାମଲା ରୁଜୁ କରିଛି। ଏନଏମଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?