Posted inଜାତୀୟ

‘ସୁପର୍‌ PM ଥିଲେ ସୋନିଆ ଗାନ୍ଧୀ’

ନୂଆଦିଲ୍ଲୀ,୧୦।୨: ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ କଂଗ୍ରେସ ଏବଂ ୟୁପିଏ ସରକାରଙ୍କୁ କଟାକ୍ଷ କରିଛନ୍ତି। କଂଗ୍ରେସ ସରକାରରେ ଥିବା ବେଳେ ଶାସନ ଦିଗହୀନ ଏବଂ ନେତୃତ୍ୱହୀନ ରହିଥିଲା। ସେତେବେଳେ ସୋନିଆ ଗାନ୍ଧୀ ‘ସୁପର ପ୍ରଧାନମନ୍ତ୍ରୀ’ ଭାବେ କାମ କରିଥିଲେ ବୋଲି ସେ କହିଛନ୍ତି। ଶୁକ୍ରବାର ଲୋକ ସଭାରେ ଶ୍ୱେତ ପତ୍ରକୁ ନେଇ ଆଲୋଚନା କାଳରେ ସିତାରମଣ ୨୦୦୪ରୁ ୨୦୧୪ ଯାଏ କଂଗ୍ରେସର ନେତୃତ୍ୱାଧିନ ୟୁପିଏ ଏବଂ ପରେ ଭାଜପାର ଏନ୍‌ଡିଏର ଅର୍ଥବ୍ୟବସ୍ଥାର ତୁଳନା କରିଛନ୍ତି।

सुपर PM थीं सोनिया गांधी', UPA सरकार पर जमकर बरसीं निर्मला सीतारमण | Jansatta

୨୦୧୩ରେ ମନମୋହନ ସିଂ ସରକାରଙ୍କ ସମୟରେ ଚିରି ଦିଆଯାଇଥିବା ଏକ ପ୍ରସ୍ତାବର ଅଧ୍ୟାଦେଶ ପ୍ରସଙ୍ଗ ଉଠାଇଥିଲେ ସିତାରମଣ। କିଭଳି ରାହୁଲ ଗାନ୍ଧି ତାକୁ ଚିରି ଦେଇଥିଲେ ବୋଲି ମନେପକାଇ ତାଙ୍କୁ ଜଣେ ଅହଂକାରୀ ବୋଲି କହିଥିଲେ। ଏପରି କରି ସେ ପ୍ରଧାନମନ୍ତ୍ରୀଙ୍କ ଅପମାନ କରିଥିଲେ ବୋଲି ମଧ୍ୟ ସେ କହିଥିଲେ।

Sonia Gandhi Acted As Super PM": Finance Minister On "Rudderless" UPA

ଅର୍ଥବ୍ୟବସ୍ଥା ଉପରେ ସୁଧାର ଆଣିବା ଲାଗି ୧୦ ବର୍ଷ ଧରି ଚେଷ୍ଟା କରାଯିବା ପରେ ଏବେ ଭାରତ ‘ଫ୍ରାଜାଇଲ ୫’ରୁ ୫ମ ସର୍ବବୃହତ ଅର୍ଥବ୍ୟବସ୍ଥା ପାଲଟିଛି। ଆଗାମୀ ଦିନରେ ଖୁବ୍‌ଶୀଘ୍ର ସେ ତୃତୀୟ ସର୍ବବୃହତ ଅର୍ଥବ୍ୟବସ୍ଥା ହେବ ବୋଲି ସେ କହିଥିଲେ।

Sitharaman Blasts Congress, Says Sonia's 'Super PM' Role Was At Heart Of UPA's Economic Mismanagement - News18

ସେହିଭଳି ୟୁପିଏ ସରକାରର ଶାସନକାଳ ସମୟରେ ସମସ୍ୟା ଏବଂ କୁପ୍ରବନ୍ଧନ ନେତୃତ୍ୱର କାରଣ ଥିଲା। ସମସ୍ୟାର ମୂଳ କାରଣ ଥିଲା ନେତୃତ୍ୱ। ଦିଗହୀନ, ନେତୃତ୍ୱହୀନ ନେତୃତ୍ୱ ୟୁପିଏର ୧୦ ବର୍ଷର ଘୋଟାଲାର କେନ୍ଦ୍ର ଥିଲା। ସୋନିଆ ରାଷ୍ଟ୍ରୀୟ ପରାମର୍ଶଦାତା ପରିଷଦର ଅଧ୍ୟକ୍ଷ ଭାବେ ସୁପର ପ୍ରଧାନମନ୍ତ୍ରୀ ଥିଲେ ବୋଲି ସିତାରମଣ କହିଛନ୍ତି। ଏହି ସମୟରେ ସରକାରଙ୍କ ଦ୍ୱାରା ୭୧୦ ଫାଇଲ୍‌ ଅନୁମତି ଲାଗି ଏନ୍‌ଏସି ପାଖକୁ ପଠାଯାଇଥିବା ସେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଝଡ଼ବର୍ଷା କ୍ଷତିପୂରଣ: ରାଜରାସ୍ତାକୁ ଓହ୍ଲାଇଲେ କ୍ଷତିଗ୍ରସ୍ତ

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ଚକରକେନ୍ଦ ଗ୍ରାମରେ ଗତ ଜୁଲାଇ ୨୮ ତାରିଖ ସାରେ ହୋଇଥିବା ଝଡ଼ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଘରଦ୍ୱାର ଭାଙ୍ଗିବା ସହିତ ଚାଷଜମି…

କଳଙ୍କିତ ଘଟଣା: ୭ ବର୍ଷର ଝିଆରୀଙ୍କୁ ବଡ଼ବାପାଙ୍କ ଯୌନ ନିର୍ଯାତନା, ପୋଲିସ ଆଗରେ ସବୁ କଥା ପ୍ରକାଶ କରିବା ପରେ…

ମହାକାଳପଡ଼ା,୫ା୯( ପ୍ରତାପ ଚନ୍ଦ୍ର ସ୍ବାଇଁ ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତନ୍ତିଆପାଳ ସାମୁଦ୍ରିକ ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ହୃଦୟବିଦାରକ ଘଟଣା…

ଚିତାବାଘ, ଭାଲୁ ସହ ଜଙ୍ଗଲୀ କୁକୁରର ଭୟ…, ଏହାକୁ ଖାତିର ନକରି ଦୁଇ ଭଉଣୀଙ୍କୁ ପାଠ ପଢ଼ାଇବା ପାଇଁ ଜଙ୍ଗଲ ମଧ୍ୟରେ ୫ କିଲୋମିଟର ଚାଲି ଚାଲି ଯାଉଛନ୍ତି ଶିକ୍ଷକ

ମୁମ୍ବାଇ,୪।୯: ଜଣେ ଶିକ୍ଷକଙ୍କ ଶିକ୍ଷା ପ୍ରତି ଆଗ୍ରହ ଏବଂ ପିଲାମାନଙ୍କ ଭବିଷ୍ୟତ ଗଠନ ପ୍ରତି ତାଙ୍କର ଉତ୍ସର୍ଗତାର ଏକ ପ୍ରେରଣାଦାୟକ ଉଦାହରଣ ମହାରାଷ୍ଟ୍ରର କୋହ୍ଲାପୁର ଜିଲାରୁ ସାମ୍ନାକୁ…

ଭାଦ୍ରବ ମାସରେ ଦାନ କରନ୍ତୁ ଏହି ୫ ଜିନିଷ: ଈଶ୍ୱରଙ୍କ କୃପା ସହ ଖୋଲିଯିବ ଉନ୍ନତିର ରାସ୍ତା!

ଭାଦ୍ରବ ମାସକୁ ପୂଜାପାଠ ଓ ଧାର୍ମିକ ସାଧନା ପାଇଁ ବେଶ ମହତ୍ତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ। ଏହି ମାସରେ ଜନ୍ମାଷ୍ଟମୀ, ଗଣେଶ ଚତୁର୍ଥୀ ଓ ଅନନ୍ତ ଚତୁର୍ଦ୍ଦଶୀ…

‘ମୁଁ ଆପଣଙ୍କ ଛାତ୍ର, ମୋତେ…’, ଶିକ୍ଷକଙ୍କ ସହ PM ମୋଦିଙ୍କ ରୋଚକ କଥାବାର୍ତ୍ତା

ନୂଆଦିଲ୍ଲୀ,୫।୯: ଶିକ୍ଷକ ଦିବସ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ବିଶେଷ ଶିକ୍ଷକଙ୍କୁ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ…

ଏକାଥରକେ ପଡିବ ଶନି, ରାହୁ, କେତୁଙ୍କ ଶୁଭ ଦୃଷ୍ଟି: ମୀନ ସମେତ ଏହି ସବୁ ରାଶିଙ୍କ ପୂରଣ ହେବ ଦୀର୍ଘଦିନର ଇଚ୍ଛା

ଆସନ୍ତା ୫ ସେପ୍ଟେମ୍ବର ୨୦୨୬, ଭାଦ୍ରବ ମାସ କୃଷ୍ଣପକ୍ଷ ନବମୀ ତିଥି ଏବଂ ଶନିବାର। ଏହି ଦିନ କର୍ମ ଓ ନ୍ୟାୟର ଦେବତା ଶନିଙ୍କୁ ସମର୍ପିତ। ଏହାସହ…

DAରେ ୧୮% ବୃଦ୍ଧି! ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ‘ଜନ୍ମାଷ୍ଟମୀ ଉପହାର’

ନୂଆଦିଲ୍ଲୀ,୫।୯: ପଞ୍ଜାବର ପ୍ରାୟ ୮୫ ହଜାର ସରକାରୀ କର୍ମଚାରୀଙ୍କୁ ଜନ୍ମାଷ୍ଟମୀ ଅବସରରେ ବଡ଼ ଉପହାର ଦେବାକୁ ଯାଉଛନ୍ତି ରାଜ୍ୟ ସରକାର। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA)କୁ…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri