ଜାତୀୟ

ସେ ମୋ ଜେଜେବାପାଙ୍କୁ ଭାରତ ରତ୍ନ ଦେଇଛନ୍ତି, କେଉଁ ମୁହଁରେ ମନା କରିଦେଇଥାନ୍ତି: ଭାଜପା ସହ ମେଣ୍ଟକୁ ନେଇ କହିଲେ ଜୟନ୍ତ ଚୌଧୁରୀ

ନୂଆଦିଲ୍ଲୀ,୯।୨: ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂଙ୍କୁ ମୋଦି ସରକାର ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନ ପୁରସ୍କାର ଦେବାକୁ ଘୋଷଣା କରିଛନ୍ତି। ଏହାକୁ ନେଇ ତାଙ୍କ ନାତି ତଥା ଆରଏଲଡି ନେତା ଜୟନ୍ତ ଚୌଧୁରୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି।…

ଭାରତୀୟ ସଙ୍ଗିତର ଧୁନରେ କଥା କହିବା ଶିଖିବେ ବ୍ରେନ୍‌ ଷ୍ଟ୍ରୋକ ରୋଗୀ: ଏମ୍ସ

ନୂଆଦିଲ୍ଲୀ,୯।୨: ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ, ଦିଲ୍ଲୀ ସବୁବେଳେ ଗୁରୁତର ରୋଗ ପାଇଁ ସର୍ବୋତ୍ତମ ଏବଂ ଅଭିନବ ଚିକିତ୍ସା ଆଣିଥାଏ। ବର୍ତ୍ତମାନ ଏଠାରେ ବ୍ରେନ୍‌ ଷ୍ଟ୍ରୋକ ରୋଗୀଙ୍କୁ ଔଷଧ ନୁହେଁ ବରଂ ସଙ୍ଗୀତ ସହିତ ଚିକିତ୍ସା କରାଯିବ। ମସ୍ତିଷ୍କ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ଜାତି ଉପରେ କହି ଅଡୁଆରେ ପଡ଼ିଲେ ରାହୁଲ, ଏବେ ମାଗିବେ କ୍ଷମା

ନୂଆଦିଲ୍ଲୀ,୯।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜାତିକୁ ଦେଇଥିବା ବିବୃତ୍ତିକୁ ନେଇ କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀଙ୍କ ସମସ୍ୟା ବଢିବା ଦେଖାଯାଉଛି। ଏ ସମ୍ପର୍କରେ ଜାତୀୟ ପଛୁଆ ବର୍ଗ ଆୟୋଗ ରାହୁଲ ଗାନ୍ଧୀଙ୍କୁ ନୋଟିସ ଜାରି କରିବାକୁ ବିଚାର କରୁଛନ୍ତି। ଜାତୀୟ ପଛୁଆ…

୧୦ ବର୍ଷରେ ୧୦, ମନମୋହନଙ୍କ ତୁଳନାରେ ୩ ଗୁଣା ଅଧିକ ଭାରତ ରତ୍ନ ବାଣ୍ଟିଲେ ମୋଦି

ନୂଆଦିଲ୍ଲୀ,୯।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର (ଫେବୃଆରୀ ୯, ୨୦୨୪) ରେ ଭାରତ ରତ୍ନ ସମ୍ମାନରେ ତିନି ଜଣଙ୍କୁ ସମ୍ମାନିତ କରିବାକୁ ଘୋଷଣା କରିଛନ୍ତି। ଏଥିମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ନରସିଂହ ରାଓ, ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂ ଏବଂ ସବୁଜ…

Board Exam 2024: ଡାଇବେଟିସରେ ପୀଡ଼ିତ ଥିବା ଛାତ୍ରଙ୍କ ପାଇଁ ବଡ଼ ନିଷ୍ପତ୍ତି ନେଲା CBSE

ନୂଆଦିଲ୍ଲୀ,୯।୨: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡର ଛାତ୍ରମାନଙ୍କ ପାଇଁ ଏକ ବଡ଼ ଖବର ଅଛି। ଏହି ଖବର ବିଶେଷତଃ ସେହି ଛାତ୍ରମାନଙ୍କ ପାଇଁ, ଯେଉଁମାନଙ୍କର ଟାଇପ୍‌ ୧ ଡାଇବେଟିସ୍‌ ଅଛି । ବୋର୍ଡ ଏହାର ନୀତିରେ ଏକ ପ୍ରମୁଖ ପରିବର୍ତ୍ତନରେ କରି…

୧୫ ଦିନରେ ୫ ଜଣଙ୍କୁ ଭାରତ ରତ୍ନ

ନୂଆଦିଲ୍ଲୀ,୯।୨: ନିର୍ବାଚନ ବର୍ଷରେ ଭାରତ ରତ୍ନ ପୁରସ୍କାର ଦେବାରେ ସମସ୍ତ ରେକର୍ଡ ଭାଙ୍ଗିଛନ୍ତି ମୋଦି ସରକାର। ଗତ ୧୫ ଦିନ ମଧ୍ୟରେ ୫ଜଣ ବଡ ବ୍ୟକ୍ତିତ୍ୱଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଛି। ଏହି ସମ୍ମାନ…

ଆଜି ନିଜ ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ ଶିନ୍ଦେ, ସାମ୍ନାକୁ ଆସିଲା ଏହି ବଡ଼ କାରଣ

ମୁମ୍ବାଇ,୯।୨: ଶିବସେନାର ଉପନେତା ତଥା ପୂର୍ବତନ ବିଧାୟକ ବିନୋଦ ଘୋଷାଲାକରଙ୍କ ପୁଅ ତଥା ମୁମ୍ବାଇ ମ୍ୟୁନିସିପାଲ କର୍ପୋରେଶନର ପୂର୍ବତନ କର୍ପୋରେଟର ଅଭିଷେକ ଘୋଷାଲାକରଙ୍କୁ ହତ୍ୟା ପରେ ମୁମ୍ବାଇ ସମେତ ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ଏଭଳି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ଏକନାଥ…

ମୋଦି ସରକାରଙ୍କ ଏହି ନିଷ୍ପତ୍ତି ଶୁଣି ଖୁସିରେ ଗଦ୍‌ଗଦ୍‌ ହେଲେ ଅଖିଳେଶ

ଲକ୍ଷ୍ନୌ,୯।୨: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯିବା ପରେ ସମାଜବାଦୀ ପାର୍ଟି ନେତା ତଥା ପୂର୍ବତନ ୟୁପି ସିଏମ ଅଖିଳେଶ ଯାଦବ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ସମସ୍ତଙ୍କୁ ଅଭିନନ୍ଦନ ଏବଂ…

ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂ, ନରସିହ ରାଓ ଏବଂ ବୈଜ୍ଞାନିକ ସ୍ୱାମୀନାଥନଙ୍କୁ ମିଳିବ ଭାରତ ରତ୍ନ

ନୂଆଦିଲ୍ଲୀ,୯/୨: ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିହ ରାଓ ଏବଂ ଚୌଧୁରୀ ଚରଣ ସିଂ ଏବଂ ବୈଜ୍ଞାନିକ ଏମଏସ ସ୍ୱାମୀନାଥନଙ୍କୁ ଭାରତ ରତ୍ନ ଦେବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଏକ୍ସ’ରେ ପୋଷ୍ଟ କରି ଏହି ସୂଚନା…

ନରସିଂହ ରାଓଙ୍କୁ ମିଳିବ ଭାରତ ରନ୍ନ, ମୋଦି ସରକାରଙ୍କ ଘୋଷଣା

ନୂଆଦିଲ୍ଲୀ,୯।୨: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନୀତ କରାଯିବ। କେନ୍ଦ୍ରର ମୋଦି ସରକାର ଏହି ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଘୋଷଣା କରିଛନ୍ତି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧରୀ ଚରଣ ସିଂ,…

ହଲଦ୍ୱାନୀ ହିଂସାକୁ ନେଇ ଆକ୍ସନ ମୋଡରେ ଧାମୀ ସରକାର, କହିଲେ ଖସି ପାରିବେନି କୌଣସି ବି ଦଙ୍ଗାକାରୀ

ନୂଆଦିଲ୍ଲୀ,୯।୨: ହାଲଦ୍ୱାନୀର ବଲଭୁଲପୁରାରେ ଘଟିଥିବା ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଶୁକ୍ରବାର ସରକାରୀ ବାସଭବନରେ ଅଧିକାରୀଙ୍କ ସହ ଏକ ଉଚ୍ଚ ସ୍ତରୀୟ ବୈଠକ କରି ବର୍ତ୍ତମାନର ସ୍ଥିତିର ସମୀକ୍ଷା କରିଛନ୍ତି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଧାମି ପୋଲିସକୁ ଅରାଜକତା…

ସରକାରୀ ନିଯୁକ୍ତି ପରୀକ୍ଷାରେ ଠକିଲେ ଛାତ୍ରୀଛାତ୍ରଙ୍କୁ ହେବ ୧୦ ବର୍ଷ ଜେଲ, ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୯।୨: ସରକାରୀ ନିଯୁକ୍ତି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ, ଜାଲ ଓ୍ବେବ୍ସାଇଟ ଭଳି ଅସାଧୁ କାର୍ଯ୍ୟ ରୋକିବା ପାଇଁ ଲୋକ ସଭାରେ ଆଣ୍ଟି-ଚିଟିଂ ବି୍‌ଲ ପାରିତ ହୋଇଛି। ବାକି ବ୍ୟବସ୍ଥା ବ୍ୟତୀତ, ଏହି ଦୁଇଟି ମୁଖ୍ୟ ପଏଣ୍ଟ ଯାହା ଏହି ବିଲ ଆଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?