ଭାରତୀୟଙ୍କ ଫୁସଫୁସକୁ ଅଧିକ ଦୁର୍ବଳ କରିଛି କରୋନା ମହାମାରୀ: ପ୍ରକାଶ ପାଇଲା ରିପୋର୍ଟ…
ନୂଆଦିଲ୍ଲୀ,୧୯।୨ : କରୋନା ମହାମାରୀ ଭାରତୀୟଙ୍କ ଫୁସଫୁସକୁ ବହୁତ ଦୁର୍ବଳ କରିଦେଇଛି। ଭେଲୋରର ଖ୍ରୀଷ୍ଟିଆନ ମେଡିକାଲ କଲେଜ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ ରିପୋର୍ଟରୁ ଏହା ଜଣାପଡିଛି। ୟୁରୋପୀୟ ଏବଂ ଚାଇନା ଲୋକଙ୍କ ଅପେକ୍ଷା ଭାରତୀୟ ଲୋକଙ୍କ ଫୁସଫୁସ ଅଧିକ କ୍ଷତିଗ୍ରସ୍ତ…
ବଳାତ୍କାରୀଙ୍କୁ ମିଳିବ କଠୋର ଦଣ୍ଡ: ୧୫୦ ଜଣିଆ ମହିଳା ପୋଲିସ ଟିମ ଗଠନ…
ରାଞ୍ଚି,୧୯।୨ : ବଳାତ୍କାର ଏବଂ ଯୌନ ଅପରାଧ ମାମଲାରେ, ପ୍ରମାଣ ଅଭାବରୁ ଅପରାଧୀମାନେ କୋର୍ଟ ରେ ନିର୍ଦ୍ଦୋଷରେ ଖଲାସ ହେଉଛନ୍ତି। ଏହାର ସବୁଠାରୁ ବଡ଼ କାରଣ ହେଉଛି ବୈଜ୍ଞାନିକ ପ୍ରମାଣର ଅଭାବ, ଯେଉଁଥିପାଇଁ ବର୍ତ୍ତମାନ ଝାଡ଼ଖଣ୍ଡ ପୋଲିସର ସ୍ବତନ୍ତ୍ର ମହିଳା ଟିମ…
ସନ୍ଦେଶଖାଲି ମାମଲା: ମମତାଙ୍କୁ ଆଶ୍ୱସ୍ତି, ଲୋକସଭା ସଚିବାଳୟକୁ ଜବାବ ତଲବ କଲେ ସୁପ୍ରିମକୋର୍ଟ…
ନୂଆଦିଲ୍ଲୀ,୧୯।୨ : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସରକାର ସନ୍ଦେଶଖାଲ ମାମଲାରେ ସୁପ୍ରିମକୋର୍ଟଙ୍କଠାରୁ ଏକ ବଡ଼ ଆଶ୍ୱସ୍ତି ପାଇଛନ୍ତି। ସଂସଦର ବିଶେଷ ଅଧିକାର କମିଟିର ନୋଟିସକୁ କୋର୍ଟ ସ୍ଥଗିତ ରଖିଛନ୍ତି। ପ୍ରକୃତରେ, ଭାଜପା ଏମପିଙ୍କ ସହ ହୋଇଥିବା ଅସଦାଚରଣ ପ୍ରସଙ୍ଗରେ ପ୍ରିଭିଲେଜ…
ଷଷ୍ଠଥର ଇଡିରେ ହାଜର ହେବାକୁ ମନା କଲେ ଅରବିନ୍ଦ କେଜ୍ରିୱାଲ
ନୂଆଦିଲ୍ଲୀ,୧୯।୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଇଡିରେ ଷଷ୍ଠଥର ପାଇଁ ହାଜର ହେବାକୁ ମନା କରିଛନ୍ତି। ଦିଲ୍ଲୀର ମଦ ଦୁର୍ନୀତି ମାମଲାର ଯାଞ୍ଚ କରୁଥିବା ଇଡି କେଜ୍ରିୱାଲଙ୍କୁ ପଚରାଉଚରା ପାଇଁ ଡକାଇଥିଲା। ଏଏପି ଇଡିର ସମନକୁ ବେଆଇନ ବୋଲି କହିଛି। ଏଏପି…
ପୋଲିସ ନିଯୁକ୍ତି ପରୀକ୍ଷାରେ ଅନିୟମିତତା ଅଭିଯୋଗ: ୨୪୪ ଗିରଫ, ୩ ଲକ୍ଷରୁ ଅଧିକ ଆଶାୟୀ ପରୀକ୍ଷା ଦେବାକୁ ଆସିଲେନି…
ଲକ୍ଷ୍ନୌ,୧୯।୨ : ଉତ୍ତରପ୍ରଦେଶ ପୋଲିସ କନଷ୍ଟେବଳ ନିଯୁକ୍ତି ପାଇଁ ଦୁଇ ଦିନିଆ ଲିଖିତ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ୨୪୪ ଜଣଙ୍କୁ ଗିରଫ କରାଯାଇଛି। ପେପର ଲିକ, କପି ଏବଂ ଠକେଇ ମାମଲାରେ ଏହି ଗିରଫଦାରୀ କରାଯାଇଛି। ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ…
ଯୋଗୀଙ୍କ ରାଜ୍ୟରେ ଭାଜପାର ମାଷ୍ଟର ପ୍ଲାନ: ବିରୋଧୀଙ୍କ ମଧ୍ୟରେ ଫାଟ ସୃଷ୍ଟି କରି ନିର୍ବାଚନ ବିଜୟ…
ଲକ୍ଷ୍ନୌ,୧୯।୨ : ଲୋକସଭା ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ରାଜ୍ୟରେ ଭାଜପା ପକ୍ଷରୁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇଛି। ବର୍ତ୍ତମାନ ବିରୋଧୀ ଦଳ ମଧ୍ୟରେ ଭାଜପା ଫାଟ ସୃଷ୍ଟି କରିବା ଅଭିଯାନ ଜାରି ରହିଥିବା ରାଜନୈତିକ ମହଲରେ ଚର୍ଚ୍ଚା…
କଂଗ୍ରେସର ଚିନ୍ତା ବଢ଼ିଲା: ଇଣ୍ଡିଆରୁ ଦୂରେଇଲେ ମେହବୁବା…
ଶ୍ରୀନଗର,୧୯।୨ : ଜମ୍ମୁ-କଶ୍ମୀରରେ ଇଣ୍ଡିଆ ଆଉ ଏକ ଅସୁବିଧାର ସମ୍ମୁଖୀନ ହୋଇଛି। ନ୍ୟାଶନାଲ କନଫରେନ୍ସ (ଏନସି) ପରେ ବର୍ତ୍ତମାନ ପିପୁଲ୍ସ ଡେମୋକ୍ରାଟିକ ପାର୍ଟି (ପିଡିପି) ମଧ୍ୟ ଲୋକସଭା ନିର୍ବାଚନରେ ପୃଥକ ପ୍ରାର୍ଥୀ ଦେବାକୁ ନିଷ୍ପତ୍ତି ନେଇଛି। ଦଳର ସଂସଦୀୟ କମିଟି ଖୁବ…
ପିଓକେରେ ଚାଇନା ପ୍ରଯୁକ୍ତି, ପାକିସ୍ତାନୀ ଟାଓ୍ବାର
ନୂଆଦିଲ୍ଲୀ,୧୯ା୨(ପି.ଟି.):ଆତଙ୍କବାଦୀ ଓ ସେମାନଙ୍କ ସହଯୋଗୀଙ୍କୁ କଶ୍ମୀର ଭିତରକୁ ଅନୁପ୍ରବେଶ କରାଇବା ଉଦ୍ଦେଶ୍ୟରେ ପାକ୍-ଅଧିକୃତ କଶ୍ମୀର (ପିଓକେ) ସଂଲଗ୍ନ ନିୟନ୍ତ୍ରଣରେଖାରେ ପାକିସ୍ତାନ ଲଗାତର ଭାବେ ଟେଲିକମ୍ ଟାଓ୍ବାର ବଢ଼ାଇଚାଲିଛି। ଆତଙ୍କବାଦୀ ସଙ୍ଗଠନଗୁଡ଼ିକ ଚାଇନା ଦ୍ୱାରା ବିକଶିତ ଓ୍ବାଇଏସ୍ଏମ୍ଏସ୍ ସେବା ବ୍ୟବହାର କରିଆସୁଛନ୍ତି। ଏହି…
ଚଣ୍ଡିଗଡ଼ରେ ଚାଷୀନେତାଙ୍କ ସହ ଚତୁର୍ଥ ପର୍ଯ୍ୟାୟ ଆଲୋଚନା
ଚଣ୍ଡିଗଡ଼,୧୮।୨: ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ଉପରେ ଗ୍ୟାରେଣ୍ଟି ଦାବି ନେଇ ଚାଷୀ ଆନ୍ଦୋଳନ ଜାରି ରହିଥିବା ବେଳେ ରବିବାର ରାତିରେ କେନ୍ଦ୍ରମନ୍ତ୍ରୀମାନଙ୍କ ଏକ କମିଟି କୃଷକ ନେତାମାନଙ୍କ ସହ ଚଣ୍ଡିଗଡ଼ରେ ଚତୁର୍ଥ ପର୍ଯ୍ୟାୟ ଆଲୋଚନା ଚଳାଇଛନ୍ତି। ସେକ୍ଟର ୨୬ସ୍ଥିତ…
କଂଗ୍ରେସରେ ଆଉ ଏକ ବିଭାଜନ ଆଶଙ୍କା
ଭୋପାଳ,୧୮।୨:୪ ବର୍ଷ ପରେ ମଧ୍ୟପ୍ରଦେଶ କଂଗ୍ରେସରେ ଆଉ ଏକ ବିଭାଜନ ଆଶଙ୍କା ସୃଷ୍ଟି ହୋଇଛି। ୨୦୨୦ ମାର୍ଚ୍ଚରେ ବରିଷ୍ଠ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସହ ତାଙ୍କର ୨୨ ଅନୁଗତ ବିଧାୟକ ଭାଜପାରେ ସାମିଲ ହେବାରୁ କମଲ ନାଥଙ୍କ ସରକାର ଭାଙ୍ଗିଯାଇଥିଲା।…
ଫେବୃଆରୀ ୨୪ ଯାଏ ଇଣ୍ଟରନେଟ୍ ସେବା ବନ୍ଦ
ଚଣ୍ଡିଗଡ଼,୧୮।୨:କୃଷକ ଆନ୍ଦୋଳନକୁ ଦୃଷ୍ଟିରେ ରଖି ପଞ୍ଜାବର ପଟିଆଲା ସଙ୍ଗ୍ରୁର, ଫତେଗନ୍ ସାହିବ ଆଦି କେତେକ ଜିଲାର ବିଭିନ୍ନ ଥାନା ଅଞ୍ଚଳରେ ଇଣ୍ଟରନେଟ୍ ସେବା ବନ୍ଦ ଅବଧିକୁ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ନିର୍ଦ୍ଦେଶକ୍ରମେ ଏଭଳି ପଦକ୍ଷେପ…
ଭାଜପାରେ ଯୋଗଦେବା ନେଇ ଏମିତି କହିଲେ କମଲ ନାଥ
ଭୋପାଳ,୧୮।୨: ମଧ୍ୟପ୍ରଦେଶ ରାଜନୀତିରେ ଅଶାନ୍ତି ଲାଗି ରହିଛି। ଏହାର କାରଣ ହେଉଛି ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ଏବଂ ତାଙ୍କ ପୁଅ ଏମ୍ପି ନକୁଲ ନାଥ। ପ୍ରାୟ ଏକ ସପ୍ତାହ ଧରି ମଧ୍ୟପ୍ରଦେଶରୁ ଦିଲ୍ଲୀ ପର୍ଯ୍ୟନ୍ତ ରାଜନୈତିକ ସର୍କଲରେ ଚର୍ଚ୍ଚା…

