ଜାତୀୟ

ରାହୁଲଙ୍କୁ ଚ୍ୟାଲେଞ୍ଜ ଦେଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ,୨୦।୨: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ଆମେଠିରେ ପହଞ୍ଚିଛି। ଏହି ସମୟରେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ରାହୁଲ ଗାନ୍ଧୀଙ୍କୁ କେବଳ ଆମେଠିରେ ଲୋକ ସଭା ଆସନରୁ ନିର୍ବାଚନ ଲଢିବାକୁ ଚ୍ୟାଲେଞ୍ଜ କରିଛନ୍ତି। ରାହୁଲ ଗାନ୍ଧୀଙ୍କ…

ସିବିଏସଇ ବୋର୍ଡ ପରୀକ୍ଷାରେ ଗୋଟିଏ ନମ୍ବର କମ ହେଲେ ବି ମିଳିବନି ସଫଳତା

ନୂଆଦିଲ୍ଲୀ,୨୦।୨: ସିବିଏସଇ ବୋର୍ଡ ପରୀକ୍ଷା ଫେବୃଆରୀ ୧୫, ୨୦୨୪ରୁ ଆରମ୍ଭ ହୋଇଥିଲା। କିନ୍ତୁ ସିବିଏସଇ ଶ୍ରେଣୀର ଦଶମ ଏବଂ ଦ୍ୱାଦଶର ମୁଖ୍ୟ ବିଷୟଗୁଡ଼ିକ ପାଇଁ ପରୀକ୍ଷା ଫେବୃଆରୀ ୧୯, ୨୦୨୪ ରୁ ଆରମ୍ଭ ହୋଇଛି । ସିବିଏସଇ ବୋର୍ଡ ପରୀକ୍ଷା ୨୦୨୪ରେ…

୧୭ ଆସନ ପ୍ରସ୍ତାବ ଉପରେ ଉପରେ କଂଗ୍ରେସ ମୌନ, ଭାରତ ଯୋଡୋ ନ୍ୟାୟ ଯାତ୍ରାରୁ ଦୂରେଇ ରହିବେ ଅଧିଳେଶ

ଲକ୍ଷ୍ନୌ,୨୦।୨: କଂଗ୍ରେସ ଇଣ୍ଡିଆ ମେଣ୍ଟ ଅଧୀନରେ ଏସ୍‌ପିର ୧୭ ଟି ଆସନରେ ନିର୍ବାଚନ ଲଢିବା ପ୍ରସ୍ତାବ ଉପରେ ସୋମବାର କୌଣସି ଜବାବ ଦେଇନାହିଁ। ଏସ୍‌ପି ସୂତ୍ର ଅନୁଯାୟୀ, ସିଟ ବଣ୍ଟନ ଚୂଡାନ୍ତ ହୋଇ ନ ଥିବାରୁ ଏସ୍‌ପି ମୁଖ୍ୟ ଅଖିଳେଶ ଯାଦବ…

ସି୨+୫୦% ସୂତ୍ରରେ ଏମ୍‌ଏସ୍‌ପି ଲାଗୁ କରିବାକୁ ଏସ୍‌କେଏମ୍‌ର ଦାବି: କେନ୍ଦ୍ରର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ

ନୂଆଦିଲ୍ଲୀ,୨୦ା୨(ପି.ଟି.):ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି)ରେ ଚାଷୀଙ୍କଠାରୁ ସରକାର ଡାଲି, ମକା ଏବଂ ତୁଳା କିଣିବେ ବୋଲି କେନ୍ଦ୍ର ଦେଇଥିବା ପ୍ରସ୍ତାବକୁ କୃଷକ ୟୁନିୟନଗୁଡ଼ିକର ସର୍ବୋଚ୍ଚ ସଂଗଠନ ସଂଯୁକ୍ତ କିଷାନ ମୋର୍ଚ୍ଚା (ଏସ୍‌କେଏମ୍‌) ପ୍ରତ୍ୟାଖ୍ୟାନ କରିଦେଇଛି। ସରକାରଙ୍କ ପ୍ରସ୍ତାବରେ ସ୍ପଷ୍ଟତା ନାହିଁ। ଏହା…

ଆମେଠିରେ ‘ରାହୁଲ ଗୋ-ବ୍ୟାକ୍‌’ ନାରା

ନୂଆଦିଲ୍ଲୀ,୨୦।୨: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ସୋମବାର ଉତ୍ତରପ୍ରଦେଶର ଆମେଠିରେ ପହଞ୍ଚିଛି। ଆମେଠିରେ ଗାନ୍ଧୀ ଚୌକରେ ପହଞ୍ଚିବା ପରେ ଭାଜପା କର୍ମୀମାନେ ଏହାକୁ ବିରୋଧ କରି ‘ରାହୁଲ ଗୋ-ବ୍ୟାକ୍‌’ ସ୍ଲୋଗାନ ଦେଇଥିଲେ। ‘ଜୟ ଶ୍ରୀ…

ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୦।୨: ବନ୍ଦେ ଭାରତ ଏକ୍ସପ୍ରେସର ସଫଳତା ଦ୍ୱାରା ଅନୁପ୍ରାଣିତ ଅମୃତ ଭାରତ ଏକ୍ସପ୍ରେସ ଜନସାଧାରଣଙ୍କଠାରୁ ବହୁତ ଭଲ ପାଇବା ପାଇଛି। ଏହି ଖୁସିରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ଅମୃତ ଭାରତ ଟ୍ରେନ…

ରିଟର୍ନିଂ ଅଫିସରଙ୍କ ବିରୋଧରେ ମକଦ୍ଦମା ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୦।୨(ପି.ଟି.): ଚଣ୍ଡିଗଡ଼ ମେୟର ନିର୍ବାଚନରେ ଘୋଡ଼ାବେପାରକୁ ନେଇ ସୁପ୍ରିମକୋର୍ଟ ରିଟର୍ନିଂ ଅଫିସରଙ୍କୁ ଭର୍ତ୍ସନା କରିବା ସହ ତାଙ୍କ ବିରୋଧରେ ମୋକଦ୍ଦମା ଚଳାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ବାଲଟ ପେପର ଏବଂ ଭୋଟଗଣତି ଦିନର ସମ୍ପୂର୍ଣ୍ଣ ଭିଡିଓ ରେକର୍ଡିଂ ମଙ୍ଗଳବାର ଦାଖଲ କରିବାକୁ…

ପାକିସ୍ତାନ ଜିଡିପିକୁ ଟପିଲା ଟାଟା ଗ୍ରୁପ୍‌ର ବଜାର ପୁଞ୍ଜି

ନୂଆଦିଲ୍ଲୀ,୨୦।୨: ଟାଟା ଗ୍ରୁପ୍‌ର କମ୍ପାନୀଗୁଡ଼ିକର ମୋଟ ବଜାର ପୁଞ୍ଜି ଏବେ ପାକିସ୍ତାନର ମୋଟ ଘରୋଇ ଉତ୍ପାଦ (ଜିଡିପି)କୁ ଟପିଯାଇଛି। ସଦ୍ୟତମ ତଥ୍ୟ ଅନୁଯାୟୀ ଟାଟା ଗ୍ରୁପ୍‌ର ମୋଟ ବଜାର ପୁଞ୍ଜି ୩୬୫ ବିଲିୟନ ଡଲାରରୁ ଅଧିକ (୩୦.୩ ଲକ୍ଷ କୋଟି ଟଙ୍କା)।…

ହାଜର ହେଲେନି କେଜ୍‌ରିଓ୍ବାଲ: ମାମଲା ରୁଜୁକଲା ଇଡି

ନୂଆଦିଲ୍ଲୀ,୧୯।୨: ଦିଲ୍ଲୀ ଅବକାରୀ ଦୁର୍ନୀତି ସହ ଜଡ଼ିତ ମନିଲଣ୍ଡରିଂ ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ସୋମବାର ଷଷ୍ଠ ଥର ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କାର୍ଯ୍ୟାଳୟରେ ଜେରା ପାଇଁ ହାଜର ହୋଇ ନାହାନ୍ତି। ଇଡିର ସମନ ବେଆଇନ ବୋଲି ଆମ୍‌ ଆଦ୍‌ମୀ…

ଭୂକମ୍ପରେ ଥରିଲା ଜମ୍ମୁ-କଶ୍ମୀର, ଲଦାଖ

ଶ୍ରୀନଗର,୧୯।୨: କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖର କାର୍ଗିଲ ଜିଲାରେ ସୋମବାର ରାତି ୯.୩୫ରେ ଭୂକମ୍ପ ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୨ ରହିଥିବା ବେଳେ ଭୂକମ୍ପର କେନ୍ଦ୍ରସ୍ଥଳ କାର୍ଗିଲଠାରୁ ୧୪୮ କିଲୋମିଟର…

ଜମ୍ମୁ-କଶ୍ମୀରରେ ପ୍ରଥମ ଇଲେକ୍ଟ୍ରୋନିକ ଟ୍ରେନର ଉପହାର ଦେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୯।୨: ଫେବୃଆରୀ ୨୦ରେ ଜମ୍ମୁ-କଶ୍ମୀରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନେକ ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ କରିବେ। ଏହି ସମୟରେ ପ୍ରଧାନମନ୍ତ୍ରୀ ବାନିହାଲ-ଖଡି-ସୁମ୍ବଡ-ସଙ୍ଗଲଦାନ ସେକ୍ସନ (୪୮ କିଲୋମିଟର)ମଧ୍ୟରେ ନୂତନ ରେଳ ଲାଇନ ଏବଂ ବାରାମୁଳା-ଶ୍ରୀନଗର-ବନିହାଲ- ସଙ୍ଗଲଦାନ ସେକ୍ସନର ବିଦ୍ୟୁତିକରଣର ଲୋକାର୍ପଣ କରିବେ। ଏଥିସହ…

ଅନେକ ବର୍ଷ ଧରି ପେଟରେ ହେଉଥିଲା ଯନ୍ତ୍ରଣା, ଅପରେଶନ ପରେ ବାହାରିଲା ୮ କିଲୋର ଟ୍ୟୁମର

ଲକ୍ଷ୍ନୌ,୧୯।୨: ଉତ୍ତରପ୍ରଦେଶର ବାନ୍ଦା ଜିଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଡାକ୍ତର ଜଣେ ରୋଗୀଙ୍କ ପେଟରୁ ୪୫ସେଣ୍ଟିମିଟର ଲମ୍ବା ଏବଂ ୮ କିଲୋର ଟ୍ୟୁମର ବାହାର କରାଯାଇଛି। ଯୁବକଙ୍କ ଏହି ଅସ୍ତ୍ରୋପଚାର ବାନ୍ଦାରେ ଥିବା ରାଣୀ ଦୁର୍ଗାବତୀ ମେଡିକାଲ କଲେଜରେ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?