ଶେଷ ହେଲା ଧୀରଜ ସାହୁଙ୍କ ଉପରେ ଚାଲିଥିବା ଆୟକର ଚଢ଼ାଉ: ୩ ରାଜ୍ୟରୁ ଜବତ ହେଲା ୩୫୦ କୋଟିରୁ ଅଧିକ ନଗଦ ଟଙ୍କା
ନୂଆଦିଲ୍ଲୀ,୧୫।୧୨: କଂଗ୍ରେସ ଏମ୍ପି ଧୀରଜ ସାହୁଙ୍କ ଉପରେ ଚାଲିଥିବା ଆୟକର ବିଭାଗର ଚଢ଼ାଉ ଶୁକ୍ରବାର ଶେଷ ହୋଇଛି। ଦୀର୍ଘ ୧୦ ଦିନ ଧରି ଝାଡ଼ଖଣ୍ଡ, ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ଏହି ଚଢ଼ାଉ ଜାରି ରହିଥିଲା। ଏହି ଚଢ଼ାଉରେ ୩୫୧ କୋଟି ଟଙ୍କା…
ବାପା ସାଧାରଣ କୃଷକ, ନିଜେ ଶିକ୍ଷକ; ଚର୍ଚ୍ଚାରେ ପାର୍ଲାମେଣ୍ଟ ଉପଦ୍ରବ ପଛର ମାଷ୍ଟରମାଇଣ୍ଡ ଲଳିତ ଝା
ନୂଆଦିଲ୍ଲୀ,୧୫।୧୨: ପାର୍ଲାମେଣ୍ଟ ସୁରକ୍ଷାରେ ତ୍ରୁଟି ମାମଲାର ମାଷ୍ଟରମାଇଣ୍ଡ ହେଉଛନ୍ତି ଲଳିତ ଝା। ଶୁକ୍ରବାର ଆତ୍ମସମର୍ପଣ କରିବା ପରେ ପୋଲିସ ତାଙ୍କୁ ଗିରଫ କରିଛି। ତେବେ ଲଳିତଙ୍କ ବାପା ଜଣେ ସାଧାରଣ କୃଷକ ବୋଲି ଜଣାପଡ଼ିଛି। ଏବେ ସେ ୭ ଦିନ ଲାଗି…
ଧୋନିଙ୍କ ମାନହାନି ମାମଲାରେ ଜେଲ ଗଲେ ଆଇଏସ ଅଧିକାରୀ
ନୂଆଦିଲ୍ଲୀ,୧୫।୧୨: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଅବମାନନା ଯାଚିକା ଉପରେ ମାଡ୍ରାସ ହାଇକୋର୍ଟ ଶୁଣାଣି କରିଛନ୍ତି। ମାମଲାର ଶୁଣାଣିବେଳେ କୋର୍ଟ ଅବସରପ୍ରାପ୍ତ ଆଇପିଏସ ଅଧିକାରୀ ସମ୍ପତ କୁମାରଙ୍କୁ ୧୫ ଦିନ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଧୋନୀ…
ମହିଳାଙ୍କୁ ନିବସ୍ତ୍ର ପରେଡ ମାମଲା: କଠୋର ହେଲେ କୋର୍ଟ, କହିଲେ ଏବେ ଭଗବାନ କୃଷ୍ଣ ବଞ୍ଚେଇବାକୁ ଆସିବେ ନାହିଁ
ବେଙ୍ଗାଲୁରୁ,୧୫।୧୨: ମହିଳାଙ୍କୁ ନିବସ୍ତ୍ର ପରେଡ କରାଇବା ଘଟଣାର କଡା ନିନ୍ଦା କରିଛନ୍ତି କର୍ନାଟକ ହାଇକୋର୍ଟ। ଏହି ମାମଲାରେ କଡା ଆଭିମୁଖ୍ୟ ଗ୍ରହଣ କରି କୋର୍ଟ କହିଛନ୍ତି, ଏହା ସାଧାରଣ ଘଟଣା ନୁହେଁ, ତେଣୁ ଏଥିରେ ଅସାଧାରଣ କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ। ତେବେ…
ଅଯୋଧ୍ୟାରେ ପ୍ରସ୍ତାବିତ ମସ୍ଜିଦର ହେବ ଶିଳାନ୍ୟାସ
ମୁମ୍ବାଇ,୧୫ା୧୨ : ବାବ୍ରି ମସ୍ଜିଦ ଭଙ୍ଗାଯିବା ପରେ ଅଯୋଧ୍ୟାର ଅନ୍ୟ ଏକ ସ୍ଥାନରେ ନିର୍ମାଣ ହେବାକୁ ଥିବା ପ୍ରସ୍ତାବିତ ମସ୍ଜିଦର ଶିଳାନ୍ୟାସ ମକ୍କାର ଇମାମ-ଇ-ହରାମ କରିବେ। ମକ୍କାର କାବାଠାରେ ଥିବା ପବିତ୍ର ମସ୍ଜିଦରେ ସେ ନମାଜର ନେତୃତ୍ୱ ନେଇଥାନ୍ତି। ମସ୍ଜିଦ ମହମ୍ମଦ…
ସଂସଦର ସୁରକ୍ଷାରେ ତ୍ରୁଟି ମାମଲା: ୭ ଦିନିଆ ପୋଲିସ ରିମାଣ୍ଡରେ ଗଲେ ମାଷ୍ଟରମାଇଣ୍ଡ ଲଳିତ ଝା
ନୂଆଦିଲ୍ଲୀ,୧୫।୧୨: ସଂସଦ ସୁରକ୍ଷା ଭଙ୍ଗର ମାଷ୍ଟରମାଇଣ୍ଡ ଲଳିତ ଝାଙ୍କୁ ଶୁକ୍ରବାର ପଟିଆଲା ହାଉସ କୋର୍ଟରେ ପୋଲିସ ହାଜର କରିଥିଲା। କୋର୍ଟ ତାଙ୍କୁ ୭ ଦିନ ପାଇଁ ରିମାଣ୍ଡରେ ପଠାଇଛନ୍ତି। ଗୁରୁବାର ବିଳମ୍ବିତ ରାତିରେ କର୍ତ୍ତବ୍ୟ ପଥ ପୋଲିସ ଷ୍ଟେଶନରେ ଲଲିତ ଝା…
ନୂଆ ଶ୍ରମ ଆଇନ: ବଜେଟ ୨୪ରେ ଆସିବ ନୂଆ ପ୍ରସ୍ତାବ, କର୍ମଚାରୀଙ୍କୁ ମିଳିବ ୩ଦିନ ସାପ୍ତାହିକ ଛୁଟି!
ବଜେଟ ୨୦୨୪କୁ ଆଉ କିଛିଦିନ ବାକି ଥିବାବେଳେ ଅର୍ଥନୀତିଜ୍ଞମାନେ ଏବେଠୁ ବିଭିନ୍ନ ଅଟକଳ ଆରମ୍ଭ କରିଛନ୍ତି। ଆଗକୁ ଲୋକସଭା ନିର୍ବାଚନ ଥିବାବେଳେ ବଜେଟରେ ସରକାର କାହା ଉପରେ ସୁନା କଳସ ଢାଳିବେ ସେ ନେଇ ଚର୍ଚ୍ଚା ଖୁବ୍ ଜୋର ଧରିଛି। ଦାବି…
ନାଗପୁରରୁ ଲୋକ ସଭା ନିର୍ବାଚନ ପାଇଁ ଶଙ୍ଖନାଦ କରିବ କଂଗ୍ରେସ
ନୂଆଦିଲ୍ଲୀ,୧୫।୧୨: ଡିସେମ୍ବର ୨୮ରେ ନାଗପୁରରେ କଂଗ୍ରେସ ଏହାର ୧୩୯ ତମ ଫାଉଣ୍ଡେସନ ଦିବସ ପାଳନ କରିବାକୁ ଯାଉଛି। ଏହି ଅବସରରେ ଦଳ ନାଗପୁରରେ ଏକ ବଡ ରାଲିର ଆୟୋଜନ କରିବ ଯେଉଁଥିରେ ଦଳର ସମସ୍ତ ବରିଷ୍ଠ ନେତାମାନେ ଅଂଶଗ୍ରହଣ କରିବେ। ବିଶ୍ୱାସ…
ଭଜନଲାଲ୍ଙ୍କ ଶପଥ ଗ୍ରହଣ ପରେ ପରେ ରାଜସ୍ଥାନ ଶାସନ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ, ଜାଣନ୍ତୁ…
ଜୟପୁର,୧୫।୧୨: ରାଜସ୍ଥାନରେ ସରକାର ପରିବର୍ତ୍ତନ ହୋଇଛି। ଶୁକ୍ରବାର ଭଜନଲାଲ୍ ଶର୍ମା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏହାପରେ ରାଜ୍ୟର ଶାସନ ବ୍ୟବସ୍ଥା ବଦଳିବା ଆରମ୍ଭ ହୋଇଛି। ଟି. ରବିକାନ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ନିଯୁକ୍ତ କରାଯାଇଛି। ସେହିଭଳି ଆଇଏଏସ୍ ଆନନ୍ଦୀ…
ସଂସଦରେ ଉତ୍ପାତ କରିଥିବା ବିଦ୍ରୋହୀଙ୍କୁ ମିଳିବ ୧୦ଲକ୍ଷ ଟଙ୍କା ପୁରସ୍କାର! ସୂଚନା ଦେଲେ…
ନୂଆଦିଲ୍ଲୀ,୧୫।୧୨: ଡିସେମ୍ବର ୧୩ ୨୦୨୩ ନୂଆ ସଂସଦ ଭବନରେ ଶୀତକାଳୀନ ଅଧିବେଶନ ଚାଲିଥିବାବେଳେ ହଠାତ୍ ଦୁଇଜଣ ଯୁବକ ଦର୍ଶକ ଗ୍ୟାଲେରୀରୁ ଭିତରକୁ ଡେଇଁଥିଲେ। ଦୁଇଜଣଙ୍କ ହାତରେ ଥିଲା ବିଷାକ୍ତ କାନଷ୍ଟେର ବା ସ୍ମୋକ ଗ୍ୟାସ। ଭିତରେ ପଶିବା ସହ ଦୁଇ ଉପଦ୍ରବକାରୀ…
୨୦୪୦ ସୁଦ୍ଧା ଚନ୍ଦ୍ରକୁ ମନୁଷ୍ୟ ପଠାଇବ ଭାରତ: କେନ୍ଦ୍ର ମନ୍ତ୍ରୀ
ନୂଆଦିଲ୍ଲୀ,୧୫।୧୨: କେନ୍ଦ୍ର ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ ଶୁକ୍ରବାର ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ଚନ୍ଦ୍ରଯାନ -୨ କେବଳ ଆରମ୍ଭ ମାତ୍ର, ଭାରତ ୨୦୪୦ ସୁଦ୍ଧା ଚନ୍ଦ୍ରକୁ ମନୁଷ୍ୟ ପଠାଇବାକୁ ପ୍ରତିଶୃତି ଦେଇଛି। ମହାକାଶ କ୍ଷେତ୍ରକୁ ସମର୍ଥନ କରାଯିବ।…
ଲୋକ ସଭା ନିର୍ବାଚନ ଲଢିବେ ଲାଲୁଙ୍କ ଝିଅ ରୋହିଣି!
ଔରଙ୍ଗାବାଦ,୧୫।୧୨: ଗୁରୁବାର ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ଔରଙ୍ଗାବାଦର ଦାଉଦନଗରରେ ପହଞ୍ଚିଥିଲେ। ରୋହିଣୀଙ୍କ ଆଗମନ ସହିତ ରାଜନୈତିକ ଆଲୋଚନା ପୁଣି ଥରେ ତୀବ୍ର ହୋଇଛି। ସେ କାରାକାଟ ଲୋକସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ନେଇ…
Archives


