ଜାତୀୟ

ରାଜ୍ୟବାସୀଙ୍କ ଅଧାର କାର୍ଡ ଡିଆକ୍ଟିଭେଟ କରିଛନ୍ତି କେନ୍ଦ୍ର ସରକାର,ମମତାଙ୍କ ଅଭିଯୋଗର ଉତ୍ତର ଦେଲା UIDAI…

କୋଲକାତା,୨୦।୨ : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ବିରୋଧରେ ଏକ ବଡ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଲୋକସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗବାସୀଙ୍କ ଆଧାର କାର୍ଡକୁ ସରକାରୀ ଯୋଜନାର ଲାଭ ପାଇବାକୁ ରୋକିବା ପାଇଁ ଡିଆକ୍ଟିଭେଟ…

ଏଇ ମାସରେ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ପୁରୀ ଯିବେ

ଭୁବନେଶ୍ୱର,୨୦।୨: ଲୋକସଭା ନିର୍ବାଚନକୁ ଆଉ ମାସ କେଇଟା ଥିବାବେଳେ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କଲେଣି ବିଜେଡି, ଭାଜପା ଓ କଂଗ୍ରେସ। କଂଗ୍ରେସର ଶୀର୍ଷ ନେତାଙ୍କ ଓଡିଶା ଗସ୍ତ ପରେ ଏବେ ଭାଜପାର ଶୀର୍ଷ ନେତୃତ୍ୱଙ୍କ ଓଡ଼ିଶା ଗସ୍ତ ଆରମ୍ଭ ହୋଇଛି ।…

EPFO REPORT: ଡିସେମ୍ବର ୨୦୨୩ରେ ବଢ଼ିଲେ ୧୫.୬୨ ଲକ୍ଷ କର୍ମଚାରୀ, ନିଯୁକ୍ତି ଦେବାରେ ଏସବୁ ୫ ରାଜ୍ୟ ଆଗୁଆ…

ନୂଆଦିଲ୍ଲୀ,୨୦।୨ : ଶ୍ରମ ମନ୍ତ୍ରଣାଳୟ ଦ୍ୱାରା ମଙ୍ଗଳବାର ଦିନ ପ୍ରକାଶିତ ବେତନ ତଥ୍ୟ ଅନୁଯାୟୀ, ଡିସେମ୍ବର ୨୦୨୩ ରେ ୧୫.୬୨ ଲକ୍ଷ ନୂତନ ସଦସ୍ୟ ଅବସର ପାଣ୍ଠି ସଂସ୍ଥା ଇପିଏଫଓରେ ଯୋଗ ଦେଇଛନ୍ତି। ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି…

ଘର କିଣିବା ପୂର୍ବରୁ ଜାଣି ନିଅନ୍ତୁ କେଉଁ ବ୍ୟାଙ୍କ ଦେଉଛି ଶସ୍ତାରେ Home loan

ନୂଆଦିଲ୍ଲୀ,୨୦।୨: ଘର କିଣିବା ବା କରିବା ପୂର୍ବରୁ ଆପଣ ବ୍ୟାଙ୍କରୁ ହୋମଲୋନ୍‌ ବା ଗୃହଋଣ ନେଇଥା’ନ୍ତି। ଋଣ ନେବା ପୂର୍ବରୁ, ଲୋକମାନେ ବିଭିନ୍ନ ବ୍ୟାଙ୍କର ଗୃହଋଣ ସୁଧ ହାର ସବୁ ବ୍ୟାଙ୍କ ସହ ତୁଳନା କରଥାନ୍ତି। ଅଧିକାଂଶ ବ୍ୟାଙ୍କ ୯-୧୧ ଶତକଡା…

ଏଏପି ପ୍ରାର୍ଥୀ କୁଲଦୀପ କୁମାର କିଏ? ଯିଏ ‘ସୁପ୍ରିମ୍‌’ ନିଷ୍ପତ୍ତି ଯୋଗୁ ହେଲେ ଚଣ୍ଡିଗଡ଼ ମେୟର 

ଚଣ୍ଡିଗଡ଼,୨୦।୨: ଚଣ୍ଡିଗଡ଼ ମେୟର ନିର୍ବାଚନରେ ରିଗିଂ ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏଏପି ପ୍ରାର୍ଥୀ କୁଲଦୀପ କୁମାରଙ୍କୁ ବିଜେତା ଭାବେ ଘୋଷଣା କରାଯାଇଛି। ଏହି ନିଷ୍ପତ୍ତି ସହ ସେ ଚଣ୍ଡିଗଡ଼ରେ ପ୍ରଥମ ଏଏପି ପ୍ରାର୍ଥୀ ଭାବେ ନିର୍ବାଚନ ଜିତି ଇତିହାସ ରଚିଛନ୍ତି। ତେବେ…

ହାଇକୋର୍ଟଙ୍କ ରାୟ; ହାଇଓ୍ବେରେ ନେଇପାରିବେନି ଟ୍ରାକ୍ଟର-ଟ୍ରଲି

ଚଣ୍ଡୀଗଡ,୨୦।୨: ହାଇଓ୍ବେରେ ଟ୍ରାକ୍ଟର ଏବଂ ଟ୍ରଲି ନେଇ ଯାଇପାରିବେନି, ଏପରି ରାୟ ଦେଇଛନ୍ତି ହାଇକୋର୍ଟ। ବିଭିନ୍ନ ଦାବି ନେଇ ଦିଲ୍ଲୀ ବାହାରିଥିବା ଚାଷୀଙ୍କ ଉପରେ ବର୍ଷିଛନ୍ତି ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ। ମଙ୍ଗଳବାର ହାଇକୋର୍ଟ କହିଛନ୍ତି, ଚାଷୀମାନେ ଏଭଳି ହାଇଓ୍ବେରେ ଟ୍ରାକ୍ଟର…

ଟ୍ରେନ୍‌ ଟିକେଟ୍‌ କନ୍‌ଫର୍ମ ନହେବା ଯାଏ ଆକାଉଣ୍ଟରୁ କଟିବନି ଗୋଟିଏ ବି ଟଙ୍କା,ଏଭଳି ଉପାୟରେ କରନ୍ତୁ ବୁକିଂ…

ନୂଆଦିଲ୍ଲୀ,୨୦।୨: ଆଇଆର୍‌ସିଟିସି ଆଇପେ’ ଅଟୋପେ’(IRCTC iPay Autopay) ଆଇଆର୍‌ସିଟିସି ଓ୍ବେବ୍‌ସାଇଟ୍‌ ନଚେତ ଆପ୍‌ରେ ଉପଲବ୍ଧ ହେଉଥିବା ଏକ ପେମେଣ୍ଟ ଅପ୍‌ଶନ ଯେଉଁଥିରେ ପେମେଣ୍ଟ ନ କରି ବି ଟିକେଟ ବୁକ୍‌ କରିହେବ। ଡିଜିଟାଲ ନେଣଦେଣକୁ ବଢ଼ାଇବା ଲାଗି IRCTC ଭିନ୍ନ ଭିନ୍ନ…

କମେଣ୍ଟ କରୁଥିବା ଯୁବକଙ୍କୁ ଥାନାରେ ଝିଅଙ୍କ ଦ୍ୱାରା ବେଲ୍ଟରେ ପିଟାଇଲେ ପୋଲିସ! କ୍ରୋଧ ପ୍ରକାଶ କଲେ ଲୋକେ…

ଭୋପାଳ,୨୦।୨ : ମଧ୍ୟପ୍ରଦେଶର ବୈତୁଲର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଜଣେ ଝିଅ ଯୁବକଙ୍କୁ ବେଲ୍ଟରେ ପିଟୁଥିବାର ନଜର ଆସିଛନ୍ତି। କୁହାଯାଉଛି ଯୁବକ ଜଣଙ୍କ ଝିଅମାନଙ୍କୁ କମେଣ୍ଟ କରୁଥିଲେ। ଏହା ପରେ ତାଙ୍କୁ ପୋଲିସ…

କନ୍ଦାଇବ ପିଆଜ: ମାର୍ଚ୍ଚରେ ଦର ଆକାଶଛୁଆଁ

ନୂଆଦିଲ୍ଲୀ: ରସୁଣର ଦରବୃଦ୍ଧି ପରେ ଆଗକୁ କନ୍ଦାଇବ ପିଆଜ। ଦରବୃଦ୍ଧି ଖାଉଟିଙ୍କ ପକେଟକୁ ଦାଉ ସାଜିବ। ମାର୍ଚ୍ଚରେ ପିଆଜ ଆକାଶ ଛୁଆଁ ହେବାର ଆଶଙ୍କା ଦେଖାଦେଲାଣି। କେନ୍ଦ୍ର ସରକାର ରପ୍ତାନୀ କଟକଣା ହଟାଇବା ପରେ ଏଭଳି କିଛି ଆଶଙ୍କା କରିଛନ୍ତି ପିଆଜ…

ଭାଜପାକୁ ବଡ଼ ଝଟକା:ଚଣ୍ଡିଗଡ଼ ମେୟର ନିର୍ବାଚନ ଫଳାଫଳ ରଦ୍ଦ କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୨୦।୨ : ଚଣ୍ଡିଗଡ଼ ମେୟର ନିର୍ବାଚନରେ ରିଗିଂ ମାମଲାରେ ମଙ୍ଗଳବାର ସୁପ୍ରିମକୋର୍ଟ କଡା ନିର୍ଦ୍ଦେଶ ଦେଇଛନ୍ତି। ମେୟର ନିବ;ାଚନର ଭୋଟ ଫଳାଫଳକୁ ସୁପ୍ରିମକୋର୍ଟ ରଦ୍ଦ କରିଛନ୍ତି। ଏହା ସହ କୁଲଦୀପ କୁମାରଙ୍କୁ ମେୟର ଘୋଷିତ କରାଯାଇଛି। ସୁପ୍ରିମକୋର୍ଟ ରିଟର୍ଣ୍ଣିଂ ଅଫିସର ଅନିଲ…

ରାଜ୍ୟ ସଭା ନିର୍ବାଚନ: ରାଜସ୍ଥାନରୁ ସୋନିଆ ଗାନ୍ଧୀ, ମଦନ ରାଥୋଡ, ଚୁନ୍ନିଲାଲ ଗରାସିଆ ନିର୍ବାଚିତ

ଜୟପୁର,୨୦।୨: ସୋନିଆ ଗାନ୍ଧୀଙ୍କ ସମେତ ସମସ୍ତ ତିନିଜଣ ପ୍ରାର୍ଥୀ ରାଜସ୍ଥାନରୁ ରାଜ୍ୟ ସଭା ନିର୍ବାଚନରେ ବିନା ନିର୍ବାଚନରେ ବା ନିର୍ବିରୋଧରେ ନିର୍ବାଚିତ ହୋଇଛନ୍ତି। ଏହି ତିନିଜଣ ସଦସ୍ୟଙ୍କ ମଧ୍ୟରେ କଂଗ୍ରେସର ସୋନିଆ ଗାନ୍ଧୀ ଏବଂ ମଦନ ରାଥୋଡ ଏବଂ ଭାଜପାର ଚୁନିଲାଲ…

ଅଖିଳେଶଙ୍କୁ ମିଳିବ ନୂଆ ସାଥି, ଏହି ଫଟୋ ବଢାଉଛି ରାଜନୈତିକ ଉଷ୍ମତା!

ଲକ୍ଷ୍ନୌ,୨୦।୨: ଉତ୍ତର ପ୍ରଦେଶ ରାଜନୀତିରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି। ବିଶେଷ ସୂତ୍ରରୁ ପ୍ରକାଶ ଯେ ରାଜା ଭୈୟା ଏବଂ ସମାଜବାଦି ପାର୍ଟି ମଧ୍ୟରେ ମିଳିତ ଆଲୋଚନା ଚାଲିଛି। ସୂଚନାନୁସାରେ, ୫ଟି ଆସନ ଉପରେ ଆଲୋଚନା ଚାଲିଛି। ସମାଜବାଦୀ ପାର୍ଟିର ରାଜ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?