ଜାତୀୟ

୭ ଜଣ ଭାଜପା ବିଧାୟକଙ୍କୁ ମିଳିଲା ଆଶ୍ୱସ୍ତି

ନୂଆଦିଲ୍ଲୀ,୬।୩: ଦିଲ୍ଲୀ ହାଇକୋର୍ଟ ୭ ଜଣ ଭାଜପା ବିଧାୟକଙ୍କୁ ଦିଲ୍ଲୀ ବିଧାନସଭାରୁ ନିଲମ୍ବନ ରଦ୍ଦ କରିଛନ୍ତି। ନିଲମ୍ବିତ ବିଧାୟକ ସେମାନଙ୍କ ନିଲମ୍ବନ ରଦ୍ଦ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଫେବୃଆରୀ ୧୫ରେ ଦିଲ୍ଲୀ ବିଧାନସଭାର ବଜେଟ ଅଧିବେଶନରେ ଲେଫ୍ଟନାଣ୍ଟ ଗଭର୍ନର ବିନୟ ସକ୍ସେନାଙ୍କ…

୧୫ବର୍ଷ ପରେ ପୁଣି ମେଣ୍ଟ! ସେତେବେଳେ ଏମିତି ହୋଇଥିଲା ମେଣ୍ଟ ସରକାର

ଭୁବନେଶ୍ୱର,୬।୩: ପୁଣି ହେବ BJD-BJP ମେଣ୍ଟ! ଏକାଠି ନିର୍ବାଚନ ଲଢିବେ ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟି। ଯଦିଓ ୩ଦିନ ତଳେ ଉଭୟ ଭାଜପା ଓ ବିଜେଡି ଏଭଳି ଚର୍ଚ୍ଚାକୁ ଆନୁଷ୍ଠାନିକ ଭାବେ ଖଣ୍ଡନ କରିଥିଲେ। ମାତ୍ର ଆଜିର…

ଶେଖ ଶାଜହାନଙ୍କୁ ସିବିଆଇକୁ ହସ୍ତାନ୍ତର କରିବାକୁ ମମତା ସରକାରଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ

କୋଲକତା,୬।୩: ଟିଏମସି ନେତା ଶାଜହାନ ଶେଖଙ୍କୁ ଆଜି ଅପରାହ୍ନ ୪.୧୫ ସୁଦ୍ଧା ସିବିଆଇକୁ ହସ୍ତାନ୍ତର କରିବାକୁ କଲିକତା କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଇଡି ଅଧିକାରୀଙ୍କୁ ମାଡ ମାରିବା ଘଟଣାରେ ଶାଜହାନ ଗିରଫ ହୋଇଛନ୍ତି। ପଶ୍ଚିମବଙ୍ଗ ସିଆଇଡି ଘଟଣାର ତଦନ୍ତ କରୁଛି। ତେବେ…

ବଢିଲା ସୁନା ଦର: ୧୦ ଗ୍ରାମ ପିଛା ରହିଛି…

ନୂଆଦିଲ୍ଲୀ,୬।୩: ବିଶ୍ୱ ବଜାରରେ ସୁନା ମୂଲ୍ୟ ୮୦୦ ଟଙ୍କା ବୃଦ୍ଧି ପାଇଛି। ଏହା ସହିତ ସୁନା ୧୦ ଗ୍ରାମ ପିଛା ୬୫,୦୦୦ ଟଙ୍କାରେ ପହଞ୍ଚିଛି। ଏହା ସୁନାର ଏକ ନୂତନ ରେକର୍ଡ ସ୍ତର। ଗତ ବାଣିଜ୍ୟ ଅଧିବେଶନରେ ସୁନା ୧୦ ଗ୍ରାମ…

ଭାରତ ଏବେ ଶକ୍ତିଶାଳୀ, ସମଗ୍ର ବିଶ୍ୱ ଏହାକୁ ସ୍ବୀକାର କରୁଛି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୬।୨: ଭାରତୀୟ ଅର୍ଥନୀତି ଉପରେ ସୁପ୍ରିମକୋର୍ଟ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ଏକ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି, ସମଗ୍ର ବିଶ୍ୱ ବର୍ତ୍ତମାନ ଭାରତକୁ ଚିହ୍ନୁଛି। ଏକ ଶକ୍ତିଶାଳୀ ଅର୍ଥନୀତିରେ ଭାରତ ଉନ୍ନତି କରୁଛି। । ଆମେ ଏହା ପାଇଁ…

ଜୟଲଳିତାଙ୍କ ଆଭୂଷଣ ହସ୍ତାନ୍ତର ନେଇ କର୍ନାଟକ ହାଇକୋର୍ଟଙ୍କ ବଡ ରାୟ

କର୍ନାଟକ,୬।୩: କର୍ନାଟକ ହାଇକୋର୍ଟଙ୍କ ଗୁରତ୍ୱପୂର୍ଣ୍ଣ ରାୟ । ତାମିଲନାଡୁର ସ୍ବର୍ଗତ ମୁଖ୍ୟମନ୍ତ୍ରୀ ଜେ. ଜୟଲଳିତାଙ୍କ ଆଭୂଷଣ ହସ୍ତାନ୍ତର ନେଇ ମଙ୍ଗଳବାର କୋର୍ଟ ବଡ ରାୟ ଶୁଣାଇଛନ୍ତି । ଅଳଙ୍କାରକୁ ତାମିଲନାଡୁ ସରକାରଙ୍କୁ ହସ୍ତାନ୍ତର କରିବା ଉପରେ କୋର୍ଟ ଲଗାଇଛନ୍ତି ରୋକ ।…

ପଶ୍ଚିମବଙ୍ଗରେ ଲାଗିବ କି ରାଷ୍ଟ୍ରପତି ଶାସନ: ରିପୋର୍ଟ ଦାଖଲ

କୋଲକତା,୬।୩: ପଶ୍ଚିମବଙ୍ଗର ଉତ୍ତର ୨୪ ପରଗାନା ଜିଲାର ସନ୍ଦେଶଖାଲିରେ ଘଟିଥିବା ହିଂସା ରିପୋର୍ଟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟରେ ଦାଖଲ କରାଯାଇଛି। ଏହି ରିପୋର୍ଟରେ ପଶ୍ଚିମବଙ୍ଗର ଅବସ୍ଥା ସମ୍ପର୍କରେ ଜାତୀୟ ମହିଳା ଆୟୋଗ ରାଷ୍ଟ୍ରପତି ନିୟମ ଲାଗୁ କରିବାକୁ ପରାମର୍ଶ ଦେଇଛନ୍ତି।…

ସନ୍ଦେଶଖାଲି ପୀଡିତାଙ୍କୁ ଦେଖି ଭାବପ୍ରବଣ ହେଲେ ପ୍ରଧାନମନ୍ତ୍ରୀ ମୋଦି: କହିଲେ, ଘୋର ପାପ ହୋଇଛି

କୋଲକତା,୬।୩: ପଶ୍ଚିମବଙ୍ଗର ସନ୍ଦେଶଖାଲି ମାମଲାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁହଁ ଖୋଲିଛନ୍ତି। ବୁଧବାର ସନ୍ଦେଶଖାଲି ମାଲାରରେ ଶିକାର ହୋଇଥିବା ପୀଡିତାଙ୍କୁ ଦେଖି ଭାବପ୍ରବଣ ହୋଇପଡି ମୋଦି କହିଥିଲେ, ଏକ ବଡ଼ ପାପ ହୋଇଛି। ତୃଣମୂଳ କଂଗ୍ରେସ (ଟିଏମସି) ସରକାର ଅଧୀନରେ…

ଜୀବନରୁ ମାରିଦେବୁ: ଏମ୍‌ପି ନବନୀତ୍‌ ରାଣାଙ୍କୁ ମିଳିଲା ହତ୍ୟା ଧମକ

ପୁଣେ,୬।୩: ମହାରାଷ୍ଟ୍ରର ଅମରାବତୀ ଲୋକ ସଭା ଏମ୍‌ପି ନବନୀତ୍‌ ରାଣା (ସ୍ବାଧୀନ)ଙ୍କୁ ହତ୍ୟା ଧମକ ଦିଆଯାଇଛି। ସୋସିଆଲ ମିଡିଆ ହ୍ବାଟ୍ସଆପ ମେସେଜ୍‌ ଏବଂ ଅଡିଓ କ୍ଲିପ ମାଧ୍ୟମରେ ତାଙ୍କୁ ଏହି ଧମକ ଦିଆଯାଇଛି। ଅଡିଓ କ୍ଲିପ୍‌ ଜରିଆରେ ତାଙ୍କୁ ଜୀବନରୁ ମାରିଦେବାକୁ…

ଶେଖ ଶାହାଜହାଁଙ୍କୁ ହସ୍ତାନ୍ତର କରିବାକୁ ମନା କଲେ ମମତା ସରକାର, ଖାଲି ହାତରେ ଫେରିଲା ସିବିଆଇ ଟିମ୍‌

କୋଲକାତା,୬।୩: ପଶ୍ଚିମବଙ୍ଗ ସରକାର କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ନିଲମ୍ବିତ ଟିଏମ୍‌ସି ନେତା ଶେଖ ଶାହଜାହାଁଙ୍କୁ ସିବିଆଇକୁ ହସ୍ତାନ୍ତର କରିବାକୁ ମନା କରି ଦେଇଛନ୍ତି। ଶାହଜାହାଁଙ୍କୁ ଗିରଫ କରିବା ଲାଗି ସିବିଆଇ ଅଧିକାରୀଙ୍କ ଏକ ଟିମ୍‌ ଭବାନୀ ଭବନରେ ପହଞ୍ଚିଥିଲା, ଯାହାକି…

ଲଗାତର ୨୦ ବର୍ଷ ହେଲାଣି କ୍ଷମତାରେ, ହେଲେ ନିର୍ବାଚନ ଲଢ଼ନ୍ତି ନାହିଁ ନୀତୀଶ କୁମାର; କାରଣ ଜାଣିଲେ…

ପାଟନା,୬।୩: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଙ୍ଗଳବାର ପୁଣିଥରେ ବିଧାନ ପରିଷଦ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହା ନିଶ୍ଚିତ ଯେ ସେ ବିଧାନ ପରିଷଦର ସଦସ୍ୟ ଭାବରେ ନିର୍ବାଚିତ ହେବେ। ଖାଲିଥିବା ୧୧ ଆସନ ମଧ୍ୟରୁ ଜେଡିୟୁକୁ ମିଳିଥିବା ଦ୍ୱିତୀୟ…

ରେକର୍ଡ କଲା ଉତ୍ତରପ୍ରଦେଶ, ହେଲା ଦେଶର ପ୍ରଥମ ରାଜ୍ୟ

ଲକ୍ଷ୍ନୌ,୬।୩: ଉତ୍ତରପ୍ରଦେଶରେ ସାରା ଦେଶରେ ଏକ ନୂଆ ରେକର୍ଡ ସୃଷ୍ଟି ହୋଇଛି। ୟୁପି ହେଉଛି ଦେଶର ପ୍ରଥମ ରାଜ୍ୟ ଯେଉଁଠାରେ ଅଧିକାଂଶ ସହରରେ ମେଟ୍ରୋ ସୁବିଧା ରହିଛି। ବୁଧବାର ଆଗ୍ରା ମେଟ୍ରୋର ଉଦ୍‌ଘାଟନ ସହିତ ୟୁପି ଏହି ଏହି ରେକର୍ଡ ହାସଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?