ଜାତୀୟ

ଓଡିଶା କଂଗ୍ରେସର ସଙ୍କଟ ମୋଚନ ସାଜିବେ କାନୁଗୋଲୁ, ଯିଏ ଭାଜପାକୁ ଆଣିଥିଲେ ସରକାରକୁ

ଭୁବନେଶ୍ୱର,୭।୩: ଓଡିଶାରେ ଏବେ ନୂଆ ମେଣ୍ଟକୁ ନେଇ ଚହଳ ପଡିଛି। ଗତକାଲି ରାତିରେ ପ୍ରଥମେ ବିଜେଡିର ବୈଠକ ଓ ତା’ପରେ ଭାଜପାର କୋର କମିଟି ବୈଠକ ପରେ ଏବେ ବିଜେଡି-ଭାଜପା ମେଣ୍ଟ ସମ୍ଭାବନା ଆହୁରି ବଢିଯାଇଛି। ଏଭଳି ସ୍ଥିତିରେ ମଉକା ଦେଖି…

ଆଉ ମେଣ୍ଟ ନୁହେଁ, ଏକୁଟିଆ ଲଢିବ ଭାଜପା

ଚଣ୍ଡିଗଡ,୭।୩: ହରିୟାଣାର ଦଶଟି ଲୋକ ସଭା ଆସନରେ ଭାଜପା ପ୍ରାର୍ଥୀ ଦେବ। ଜେଜେପି ସହିତ କୌଣସି ମେଣ୍ଟ ହେବ ନାହିଁ। ସୂତ୍ରରୁ ପ୍ରକାଶ ଯେ, ହରିୟାଣା କୋର କମିଟିର ହାଇ କମାଣ୍ଡଙ୍କ ସହ ଅନୁଷ୍ଠିତ ବୈଠକରେ ଏହା ନିଷ୍ପତ୍ତି ନିଆଯାଇଛି। ଦଶଟି…

ଯଦି ମୁଁ ଭାଜପାରେ ସାମିଲ ହୋଇଯିବି, ଇଡି ସମନ ମିଳିବା ବନ୍ଦ ହୋଇଯିବ: କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୭।୩: ଅବକାରୀ ଦୁର୍ନୀତି ମାମଲାରେ ଏଯାବତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ କରାଯାଇଥିବା ୮ ସମନକୁ ଅଣଦେଖା କରିସାରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ। ଏଣୁ ତାଙ୍କ ବିରୋଧରେ ମୋକଦ୍ଦମା ଚଲାଇବାକୁ ଦାବି କରି ଦିଲ୍ଲୀର ଏକ କୋର୍ଟରେ ନୂଆ ମାମଲା ଦାୟର କରାଯାଇଛି।…

ଟ୍ୟୁଶନ ଯାଉଥିବାବେଳେ ଦ୍ୱାଦଶ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର

ନୋଏଡା,୭।୩: ନୋଏଡା ଏକ୍ସଟେନ୍ସନରେ ଜଣେ ଦ୍ୱାଦଶ ଶ୍ରେଣୀ ଛାତ୍ରୀ ଟ୍ୟୁଶନ ଯାଉଥିବାବେଳେ ଜଣେ ୨୫ ବର୍ଷୀୟ ପଡୋଶୀ ତାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ବୁଧବାର ପୋଲିସ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ଅଧିକାରୀ କହିଛନ୍ତି ଯେ ଫେବୃଆରୀ ୨୯ରେ ଏହି…

ମହାରାଷ୍ଟ୍ରରେ ଛିଡୁନି ଭାଜପା ଅଙ୍କ: କାହାକୁ ମିଳିବ କେତେ ଆସନ, ବଢିଲା ସସ୍ପେନ୍ସ

ମୁମ୍ବାଇ,୭।୩: ଲୋକ ସଭା ନିର୍ବାଚନ ୨୦୨୪ ସମ୍ପର୍କରେ ମହାରାଷ୍ଟ୍ରରେ ଭାଜପା ଏବଂ ଏନଡିଏର ସହଯୋଗୀ ଶିବସେନା (ଶିନ୍ଦେ ଦଳ)-ଏନ୍‌ସିପି (ଅଜିତ ପାୱାର) ଦଳ ମଧ୍ୟରେ ସିଟ ବାଣ୍ଟିବା ସୂତ୍ର ନିଷ୍ପତ୍ତି ନିଆଯାଇଛି। ମହାରାଷ୍ଟ୍ରରେ ୪୮ଟି ଆସନ ବଣ୍ଟନ ସମ୍ପର୍କରେ ସ୍ବରାଷ୍ଟ୍ର ମନ୍ତ୍ରୀ…

କେଜ୍‌ରିୱାଲଙ୍କୁ କୋର୍ଟ ପକ୍ଷରୁ ସମନ ଜାରି

ନୂଆଦିଲ୍ଲୀ,୭।୩: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଯାଞ୍ଚ ପାଇଁ ବାରମ୍ବାର ସମନ ସତ୍ତ୍ୱେ ହାଜର ହେଉ ନ ଥିବାରୁ ପୁଣିଥରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କ ବିରୋଧରେ ଇଡି ଅଭିଯୋଗ କରିଛି। ଇଡିର ଦ୍ୱିତୀୟ ଅଭିଯୋଗରେ ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟ ଅରବିନ୍ଦ…

ଘୋଷଣା ହେବ ମେଣ୍ଟ! ଓଡିଶା ଆସୁଛନ୍ତି ଅମିତ ଶାହା

ଭୁବନେଶ୍ୱର,୭।୩: ଓଡିଶା ଆସୁଛନ୍ତି ଅମିତ ଶାହା। ଆସନ୍ତା ୧୨ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତ ଅବସରରେ ଦଳୀୟ ନେତାଙ୍କ ସହ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବାର ସୂଚନା ମଧ୍ୟ…

ଧାରା ୩୭୦ ହଟିବା ପରେ ପ୍ରଥମ ଥର କଶ୍ମୀର ଗସ୍ତ କରିବେ ପ୍ରଧାନମନ୍ତ୍ରୀ, ଏତିକି କୋଟି ମୂଲ୍ୟ ପ୍ରକଳ୍ପର କରିବେ ଉଦ୍‌ଘାଟନ

ନୂଆଦିଲ୍ଲୀ,୭।୩: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ପ୍ରଥମ ଥର ପାଇଁ କଶ୍ମୀର ଗସ୍ତ କରିବେ। ଏହି ସମୟରେ ୬୪୦୦ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପର ଉଦ୍‌ଘାଟନ କରିବା ସହିତ ସେ ଶ୍ରୀନଗରରେ ଏକ ସାଧାରଣ…

ଲୋକ ସଭା ନିର୍ବାଚନ ପାଇଁ ଆଜି ଆସିବ କଂଗ୍ରେସର ପ୍ରଥମ ପ୍ରାର୍ଥୀ ତାଲିକା, ଏହି ବରିଷ୍ଠ ନେତାଙ୍କୁ ମିଳିପାରେ ଟିକେଟ୍‌

ନୂଆଦିଲ୍ଲୀ,୭।୩: ସମସ୍ତ ରାଜନୈତିକ ଦଳ ଲୋକ ସଭା ନିର୍ବାଚନ ପାଇଁ ବ୍ୟସ୍ତ ଅଛନ୍ତି। ଏଭଳି ପରିସ୍ଥିତିରେ କଂଗ୍ରେସ ମଧ୍ୟ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଏଥିପାଇଁ ଦଳ ଆଜି ଅର୍ଥାତ୍‌ ଗୁରୁବାର କେନ୍ଦ୍ରୀୟ ନିର୍ବାଚନ କମିଟିର ଏକ ବୈଠକ କରିବ।…

ମନୁଷ୍ୟ-ବନ୍ୟଜନ୍ତୁ ସଂଘର୍ଷକୁ ବିଶେଷ ବିପର୍ଯ୍ୟୟ ଭାବେ ଘୋଷଣା କଲା କେରଳ

ଥିରୁଭାନନ୍ତପୁରମ, ୭।୩: କେରଳରେ ଲାଗି ରହିଥିବା ମଣିଷ-ବନ୍ୟପ୍ରାଣୀ ସଂଘର୍ଷକୁ ରାଜ୍ୟର ପିନାରାୟୀ ବିଜୟନ ସରକାର ବିଶେଷ ବିପର୍ଯ୍ୟୟ ଭାବେ ଘୋଷଣା କରିଛନ୍ତି। ନିକଟରେ ବିଭିନ୍ନ ଜନବସତି ଉପରକୁ ରାଜ୍ୟରେ ବନ୍ୟଜନ୍ତୁଙ୍କ ଆକ୍ରମଣ ଯୋଗୁ ଅନେକ ପ୍ରାଣହାନି ଘଟୁଥିବାରୁ ରାଜ୍ୟ ସରକାର ଏପରି…

ଶସ୍ତା ହେଲା ସିଏନଜି, କିଲୋଗ୍ରାମ ପିଛା ୨.୫୦ ଟଙ୍କା ହ୍ରାସ

ନୂଆଦିଲ୍ଲୀ,୬ା୩: ଶସ୍ତା ହେଲା ସିଏନଜି ଦର। ଗୁରୁବାର ଠାରୁ ୨.୫୦ ଟଙ୍କା କମ୍ ମୂଲ୍ୟରେ ସିନେଜ ବିକ୍ରି ହେବାକୁ ଯାଉଛି। ମାର୍ଚ୍ଚ ୭, ୨୦୨୪ ରୁ ଦିଲ୍ଲୀରେ ସିଏନଜିର ମୂଲ୍ୟ ୨.୫୦ ଟଙ୍କା ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି। ନୋଏଡା, ଗ୍ରେଟର…

ରାହୁଲଙ୍କୁ ଚେତାଇଲେ ନିର୍ବାଚନ ଆୟୋଗ, ଏହିସବୁ ଶବ୍ଦ ବ୍ୟବହାର କରିବାକୁ କଲେ ବାରଣ

ନୂଆଦିଲ୍ଲୀ,୬ା୩: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଅନେକ ବିବାଦୀୟ ଶବ୍ଦ ବ୍ୟବହାର ନ କରିବାକୁ ପରାମର୍ଶ ଦେଇଛନ୍ତି ନିର୍ବାଚନ ଆୟୋଗ। ଗତ ବର୍ଷ ଡିସେମ୍ବରରେ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରୁଥିବା ଏହି ସର୍ଭେ ପ୍ୟାନେଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?