କୃଷକଙ୍କ ‘ଦିଲ୍ଲୀ ଚଲୋ’ ପଦଯାତ୍ରାକୁ ନେଇ ଦିଲ୍ଲୀ ଆଲର୍ଟ
ନୂଆଦିଲ୍ଲୀ,୬।୩: ପଞ୍ଜାବର ବିଭିନ୍ନ କୃଷକ ସଂଗଠନ ‘ଦିଲ୍ଲୀ ଚଲୋ’ ପଦଯାତ୍ରା ପାଇଁ ଆହ୍ବାନ କରିଛନ୍ତି। ଏଭଳି ପରିସ୍ଥିତିରେ ବୁଧବାର ବହୁ ସଂଖ୍ୟକ କୃଷକ ଦିଲ୍ଲୀରେ ପହଞ୍ଚିବେ ବୋଲି ଆଶା କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ମଙ୍ଗଳବାର କହିଛି ଯେ,…
ଭାଜପାରେ ଯୋଗଦେବେ ଜଷ୍ଟିସ୍ ଗଙ୍ଗୋପାଧ୍ୟାୟ
ନୂଆଦିଲ୍ଲୀ,୬।୩: କାଲ୍କାଟା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଅଭିଜିତ ଗଙ୍ଗୋପାଧ୍ୟାୟ ମଙ୍ଗଳବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେ ଗୁରୁବାର ଅପରାହ୍ନରେ ଭାଜପାରେ ଯୋଗଦେବେ ବୋଲି କହିଛନ୍ତି। ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ତୃଣମୂଳ କଂଗ୍ରେସ ଦୁର୍ନୀତିଗ୍ରସ୍ତ।…
ଦେଶର ପ୍ରଥମ ଭୂତଳ ଜଳ ମେଟ୍ରୋ
କୋଲକାତା, ୬।୩: ଦେଶର ପ୍ରଥମ ଭୂତଳ ଜଳ ମେଟ୍ରୋ ଟ୍ରେନ୍କୁ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଲକାତାରେ ଉଦଘାଟନ କରିବେ। କୋଲକାତାର ହୁଗୁଳି ନଦୀ ତଳେ ଏହି ଭୂତଳ ଜଳ ମେଟ୍ରୋ ଟନେଲର ନିର୍ମାଣ କରାଯାଇଛି। ଏହି ମେଟ୍ରୋ ଟ୍ରେନ୍ ସହରର…
୭ ଭାରତୀୟଙ୍କୁ ଯୁଦ୍ଧ ଲଢ଼ିବାକୁ ବାଧ୍ୟ କରୁଛି ରୁଷିଆ
ନୂଆଦିଲ୍ଲୀ,୬ା୩: ନବବର୍ଷ ପାଳନ ପାଇଁ ରୁଷିଆ ଯାଇଥିବା ପଞ୍ଜାବ ଓ ହରିୟାଣାର ଏକ ଯୁବଗୋଷ୍ଠୀଙ୍କୁ ୟୁକ୍ରେନ୍ ବିରୋଧରେ ଯୁଦ୍ଧ ଲଢ଼ିବାକୁ ବାଧ୍ୟ କରାଯାଇଛି। ଏନେଇ ସମ୍ପୃକ୍ତ ୭ ଯୁବକ ଏକ୍ସ’ରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ୧୦୫ ସେକେଣ୍ଡ ଅବଧିର ଭିଡିଓରେ…
ସିବିଆଇକୁ ସନ୍ଦେଶଖାଲି ମାମଲା ଭାର
କୋଲକାତା,୬।୩: ପଶ୍ଚିମବଙ୍ଗର ସନ୍ଦେଶଖାଲିରେ ଇଡ଼ି ଅଧିକାରୀଙ୍କୁ ଆକ୍ରମଣ ମାମଲାର ତଦନ୍ତ ଭାର ସିବିଆଇକୁ ଦେବା ପାଇଁ କାଲ୍କାଟା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ତଥା ଆଦିବାସୀ ମହିଳାଙ୍କୁ ଯୌନ ନିର୍ଯାତନା, ଜମି ହଡ଼ପ ଏବଂ ଜବରଦସ୍ତ ଚାନ୍ଦା…
ଜାତୀୟସ୍ତରର ଖେଳାଳିଙ୍କ ପାଇଁ ଖୁସିଖବର, ଖେଳ କୋଟାରେ ନିଯୁକ୍ତି ନିୟମ ପରିବର୍ତ୍ତନ କଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ,୫।୩: କେନ୍ଦ୍ର ସରକାରଙ୍କ ପକ୍ଷରୁ ଖେଳାଳିଙ୍କୁ ନିଯୁକ୍ତି ଏବଂ ପଦୋନ୍ନତି ମାମଲାରେ ଥିବା ନିର୍ଦ୍ଦେଶନାମାକୁ ସଂଶୋଧନ କରାଯାଇଛି। ବର୍ତ୍ତମାନ ସମୟରେ ମହତ୍ୱପୂର୍ଣ୍ଣ ପାଲଟିଥିବା ପ୍ରତିଯୋଗିତାଗୁଡ଼ିକୁ ଏଥିରେ ସାମିଲ କରାଯାଇଛି। ଫଳରେ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିଥିବା ଖେଳାଳି ଖେଳ କୋଟାରେ ନିଯୁକ୍ତି…
ଫେସ୍ବୁକ୍-ଇନଷ୍ଟାଗ୍ରାମ ଡାଉନ୍, ଆପଣାଛାଏଁ ଲଗ୍ଆଉଟ୍ ହେଉଛି ଆକାଉଣ୍ଟ; ଜାଣନ୍ତୁ…
ନୂଆଦିଲ୍ଲୀ,୫।୩: ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ହୋଇଛି ଡାଉନ୍। ମଙ୍ଗଳବାର ଉଭୟ ପ୍ଲାଟଫର୍ମ ବ୍ୟବହାରକାରୀଙ୍କୁ ଭିନ୍ନ ଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିବା ଜଣାପଡ଼ିଛି। କିଛି ଏହାକୁ ବ୍ୟବହାର କରିପାରୁ ନ ଥିବା ବେଳେ କିଛି ହଠାତ୍…
ଏପ୍ରିଲ ୮ରେ ଲୁଚିଯିବେ ସୂର୍ଯ୍ୟ, ଦିନରେ ହେବ ରାତିର ଭ୍ରମ!
ନୂଆଦିଲ୍ଲୀ,୫।୩: ଚଳିତ ବର୍ଷ ଦୃଶ୍ୟମାନ ହେବ ଏକ ବିରଳ ମହାଜାଗତିକ ଦୃଶ୍ୟ। ମାର୍ଚ୍ଚ ୮ରେ ପୃଥିବୀବାସୀ ଦେଖିବେ ପୂର୍ଣ୍ଣ ସୂର୍ଯ୍ୟ ପରାଗ। ଏହି ସମୟରେ ପରାଗ ସମ୍ପୂଣ୍ଣ ଭାବେ ସୂର୍ଯ୍ୟଙ୍କୁ ଗ୍ରାସ କରିବ, ଫଳରେ ଦିନରେ ରାତିର ଭ୍ରମ ସୃଷ୍ଟି ହେବ।…
ରାଜନୀତିକୁ ଓହ୍ଲାଇବେ କି ଅଭିନେତା ନାନା ପାଟେକର! ଦେଲେ ବଡ ବୟାନ
ନୂଆଦିଲ୍ଲୀ,୫।୩: କୃଷକ ଆନ୍ଦୋଳନରେ ଏଣ୍ଟ୍ରି ମାରିଛନ୍ତି ନାନା ପାଟେକର। ଆନ୍ଦେଳନରେ ଯୋଗଦେଇ ସେ ଦେଶର ସବୁ ଭୋଟରଙ୍କୁ ନିର୍ବାଚନ ନେଇ ବଡ ଆହ୍ବନ କରିଛନ୍ତି। ସେ କହିଛନ୍ତି, ପୂର୍ବରୁ ୮୦ରୁ ୯୦% ଚାଷୀ ଥିଲେ । ଏବେ ଏହା ହ୍ରାସ ପାଇ…
ହାତ ଛାଡି ପଦ୍ମ ଧରିଲେ ପୂର୍ବତନ ଏମ୍ପି, ଏହି ଆସନରୁ ଲଢିପାରନ୍ତି ନିର୍ବାଚନ
ଲକ୍ଷ୍ନୌ,୫।୩: ଲୋକସଭା ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶରେ କଂଗ୍ରେସକୁ ବଡ଼ ଝଟକା ଲାଗିଛି। ରାଜ୍ୟର ସଂସଦୀୟ ଲୋକ ସଭା ଆସନ ବାରାଣସୀରୁ ଏମ୍ପି ରହିଥିବା ରାଜେଶ ମିଶ୍ରା ଦଳ ଛାଡିଛନ୍ତି। ସେ ମଙ୍ଗଳବାର ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। କୁହାଯାଉଛି ଯେ,…
ଭାରତ-ସନାତନ ଧର୍ମକୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ ଏ ରାଜା
ନୂଆଦିଲ୍ଲୀ,୫।୩: ଡିଏମକେ ନେତା ଏ ରାଜା ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ଭାରତ ଏବଂ ସନାତନ ଧର୍ମ ସମ୍ବନ୍ଧରେ ବିବାଦୀୟ ବିବୃତ୍ତି ଦେଇଛନ୍ତି। ଏକ ବିବୃତ୍ତିରେ ଏ ରାଜା କହିଛନ୍ତି, ଭାରତ ଆଦୌ ରାଷ୍ଟ୍ର ନୁହେଁ। ଗୋଟିଏ ରାଷ୍ଟ୍ରର ଅର୍ଥ ହେଉଛି…
ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହେବ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’
ନୂଆଦିଲ୍ଲୀ,୫।୩: କଂଗ୍ରେସର ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ମାର୍ଚ୍ଚ ୧୬ରେ ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ଶେଷ ହେବ। ପରଦିନ ଅର୍ଥାତ୍ ମାର୍ଚ୍ଚ ୧୭ରେ ବିରୋଧୀ ଦଳର ଇଣ୍ଡିଆ ମେଣ୍ଟ ମୁମ୍ବାଇରେ ଏକ ରାଲି କରିବାକୁ ଯାଉଛି। ଇଣ୍ଡିଆ ଆଲାଇନ୍ସର ସମସ୍ତ ନେତା…

