ରେକର୍ଡ କଲା ଉତ୍ତରପ୍ରଦେଶ, ହେଲା ଦେଶର ପ୍ରଥମ ରାଜ୍ୟ
ଲକ୍ଷ୍ନୌ,୬।୩: ଉତ୍ତରପ୍ରଦେଶରେ ସାରା ଦେଶରେ ଏକ ନୂଆ ରେକର୍ଡ ସୃଷ୍ଟି ହୋଇଛି। ୟୁପି ହେଉଛି ଦେଶର ପ୍ରଥମ ରାଜ୍ୟ ଯେଉଁଠାରେ ଅଧିକାଂଶ ସହରରେ ମେଟ୍ରୋ ସୁବିଧା ରହିଛି। ବୁଧବାର ଆଗ୍ରା ମେଟ୍ରୋର ଉଦ୍ଘାଟନ ସହିତ ୟୁପି ଏହି ଏହି ରେକର୍ଡ ହାସଲ…
କାଲି ଆସିଥିଲେ ମୋଦି, ଆଜି ରାଜ୍ୟ ଭାଜପା ନେତାଙ୍କୁ ଦିଲ୍ଲୀ ଡାକରା, ମେଣ୍ଟ ନେଇ ହେବ କି ଚର୍ଚ୍ଚା!
ଭୁବନେଶ୍ୱର,୬।୩: ପାଖେଇ ଆସିଲାଣି ଲୋକସଭା ନିର୍ବାଚନ। ଏନେଇ ଭାଜପା ରାଜ୍ୟ ନେତୃତ୍ୱଙ୍କୁ ଦିଲ୍ଲୀ ଡାକରା ହୋଇଛି। ରାଜ୍ୟ ସଭାପତି, ସଙ୍ଗଠନ ସମ୍ପାଦକ ସହ କୋର୍ କମିଟିର କିଛି ନେତା ଏବେ ଦିଲ୍ଲୀ ଗସ୍ତରେ ଅଛନ୍ତି। ଦଳର ଶୀର୍ଷନେତା ଦିଲ୍ଲୀରୁ ଏନେଇ ଡାକରା…
ଆଶା, ଅଙ୍ଗନୱାଡି କର୍ମଚାରୀଙ୍କ ଦରମା ବଢାଇଲେ ମମତା
କୋଲକାତା,୬।୩: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଶା ଏବଂ ଅଙ୍ଗନୱାଡି କର୍ମଚାରୀଙ୍କ ଦରମା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେ କହିଛନ୍ତି, ଏପ୍ରିଲରୁ ଦରମା ୭୫୦ ଟଙ୍କା ବୃଦ୍ଧି କରାଯାଉଛି। ଆଶା କର୍ମୀମାନେ ଆମର ଗୌରବ। କାରଣ ସେମାନେ ବହୁତ କଠିନ…
ରାହୁଲ ଗାନ୍ଧୀ ଆମେଠିରୁ ନିର୍ବାଚନ ଲଢିବେ ନା ନାହିଁ? ଦିଲ୍ଲୀରେ ବୈଠକ କରି ଫେରିଥିବା ବରିଷ୍ଠ ନେତା କଲେ ସ୍ପଷ୍ଟ
ନୂଆଦିଲ୍ଲୀ,୬।୩: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆମେଠିରୁ ଲୋକ ସଭା ନିର୍ବାଚନ ଲଢିବେ। ଏନେଇ ଆମେଠି ଜିଲା କଂଗ୍ରେସ ସଭାପତି ଦାବି କରିଛନ୍ତି। ନୂଆଦିଲ୍ଲୀରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରୁ ଫେରିଥିବା କଂଗ୍ରେସ ଜିଲା ସଭାପତି ପ୍ରଦୀପ ସିଂଘଲ ବୁଧବାର କହିଛନ୍ତି ,…
କେବେ କଲେଜ ଯାଇ ନାହାନ୍ତି, କିନ୍ତୁ ଦେଶର ସବୁଠାରୁ ଧନୀ ମହିଳା ଜିନ୍ଦଲ ଗ୍ରୁପର ମାଲିକାଣୀ
ନୂଆଦିଲ୍ଲୀ,୬।୩: ଆଉ ୨ଦିନ ପରେ ବିଶ୍ୱ ପାଳନ କରିବ ଅନ୍ତର୍ଜାତୀୟ ମହିଳା ଦିବସ। ତେବେ ଆମେ ଆଜି ଆପଣଙ୍କୁ ଏପରି Buisness Woman ଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏ କି କେବେ କଲେଜ ଯାଇ ନାହାନ୍ତି କିନ୍ତୁ ଆଜି ସେ…
ତୃତୀୟ ଥର ପାଇଁ ମଥୁରାରୁ ନିର୍ବାଚନ ଲଢିବେ ହେମା ମାଳିନୀ , ଏଥର ମେଣ୍ଟ ପ୍ରାର୍ଥୀଠାରୁ ମିଳିବ କଡା ଟକ୍କର
ମଥୁରା,୬।୩: ଲୋକ ସଭା ନିର୍ବାଚନରେ ଭାଜପା ତୃତୀୟ ଥର ପାଇଁ ହେମା ମାଳିନୀଙ୍କ ଉପରେ ନିଜର ବାଜି ଲଗାଇଛି। ଭାଜପା ତୃତୀୟ ଥର ପାଇଁ ମଥୁରା ଏମ୍ପି ହେମା ମାଳିନୀଙ୍କୁ ମଇଦାନକୁ ଓହ୍ଲାଇଛି। ଏଭଳି ପରିସ୍ଥିତିରେ ମେଣ୍ଟ କେଉଁ ପ୍ରାର୍ଥୀଙ୍କୁ ହେମାଙ୍କ…
ବିହାରରେ ଭାଜପାକୁ ବଡ଼ ଭାଇ ମାନୁଛି ଜେଡିୟୁ, ଏହି ଫର୍ମୁଲାରେ ଲୋକ ସଭା ନିର୍ବାଚନ ପାଇଁ ଆସନ ଭାଗବଣ୍ଟା ନିଶ୍ଚିତ
ପାଟନା,୬।୩: ଲୋକ ସଭା ନିର୍ବାଚନ ପାଇଁ ବିହାରରେ ଭାରତୀୟ ଜନତା ପାର୍ଟି (ଭାଜପା)କୁ ଜନତା ଦଳ ୟୁନାଇଟେଡ (ଜେଡିୟୁ) ‘ବଡ ଭାଇ’ର ମାନ୍ୟତା ଦେଇଛି। ଯଦିଓ ଏ ପର୍ଯ୍ୟନ୍ତ କୌଣସି ସରକାରୀ ଘୋଷଣା କରାଯାଇନାହିଁ। ହେଲେ ଜେଡିୟୁର ମହାସଚିବ କେ.ସି ତ୍ୟାଗି…
ଚମକାଇଲା ଓପିନିୟନ ପୋଲ, ଓଡିଶାରୁ ଭାଜପାକୁ ଏତେ ସିଟ୍!
ନୂଆଦିଲ୍ଲୀ,୬।୫: ପାଖେଇ ଆସିଲାଣି ସାଧାରଣ ନିର୍ବାଚନ। ଆଉ କିଛିଟା ଦିନ ପରେ ଘୋଷଣା ହେବ Election 2024 ତାରିଖ। ତେବେ ଆସନ୍ତା ସାଧାରଣ ନିର୍ବାଚନରେ ଭାଜପା ନେତୃତ୍ୱାଧୀନ ଏନଡିଏକୁ ବିପୁଳ ବିଜୟ ମିଳିପାରେ । ଏନେଇ ଏକ ସର୍ଭେରେ ଚମକାଇଦେଲା ଭଳି…
ଦେଶର ପ୍ରଥମ ଭୂତଳ ଜଳ ମେଟ୍ରୋ ଟ୍ରେନ୍ର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ
କୋଲକାତା,୬।୩: ପଶ୍ଚିମବଙ୍ଗର କୋଲକାତାରେ ବୁଧବାର ଦେଶର ପ୍ରଥମ ଭୂତଳ ଜଳ ମେଟ୍ରୋ ଟ୍ରେନ୍ର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିସହ ୧୫,୪୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଏବଂ ଶିଳାନ୍ୟାସ କରିଛନ୍ତି। ଏହା ପରେ ସେ କିଛି ପିଲାଙ୍କ…
ଭାଜପାର ଦ୍ୱିତୀୟ ପ୍ରାର୍ଥୀ ତାଲିକା ପାଇଁ ଆଜି ଫାଇନାଲ ହେବ ନାଁ, ଏହିମାନଙ୍କର କଟିପାରେ ଟିକେଟ୍
ନୂଆଦିଲ୍ଲୀ,୬।୩: ଭାରତୀୟ ଜନତା ପାର୍ଟି ଲୋକ ସଭା ନିର୍ବାଚନ ପାଇଁ ଶନିବାର ୧୯୫ଜଣ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଥିଲା। ଏବେ ଦଳ ବର୍ତ୍ତମାନ ପ୍ରାର୍ଥୀଙ୍କ ଦ୍ୱିତୀୟ ତାଲିକା ପ୍ରକାଶ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି। ବୁଧବାର ଭାଜପା କୋର କମିଟି…
ରାଜ୍ୟରେ ବଦଳିବ ରାଜନୈତିକ ସମୀକରଣ, ଭାଜପା ସହିତ ପୁଣି ହାତ ମିଳାଇ ବାଜି ପଲଟାଇ ଦେବେ କି ଉଦ୍ଧବ
ମୁମ୍ବାଇ,୬।୩: ମହାରାଷ୍ଟ୍ର ରାଜନୀତିରୁ ବଡ ସଙ୍କେତ ଆସୁଛି। ସୂତ୍ର ଅନୁଯାୟୀ, ଲୋକ ସଭା ନିର୍ବାଚନ ପୂର୍ବରୁ ଉଦ୍ଧବ ଠାକରେଙ୍କ ଦଳ ଶିବସେନା ଭାଜପା ସହ ଯୋଗାଯୋଗ କରୁଥିବା କୁହାଯାଉଛି। ସୂଚନାନୁସାରେ, ଭାଜପା ମେଣ୍ଟରେ ସାମିଲ ହେବା ପାଇଁ ଶିବସେନାର ଠାକରେ ଦଳ…
ବାପା ମଦ ପିଇବା ଛାଡିଦିଅ, ଚିଠି ଲେଖି ଜୀବନ ହାରିଲେ ଝିଅ
ଲକ୍ଷ୍ନୌ,୬।୩: ଉତ୍ତରପ୍ରଦେଶର କାନପୁର ଦେହାତରେ ଜଣେ ଛାତ୍ର ତାଙ୍କ ପିତାଙ୍କ ମଦ୍ୟପାନ କାରଣରୁ ଆତ୍ମହତ୍ୟା କରିଛନ୍ତି। ଏହି ମାମଲା କାନପୁର ଦେହାତର ସିକନ୍ଦରା ସହରର ଅଟେ, ଯେଉଁଠାରେ ଜବାହର ନଗର ନିବାସୀ ସଞ୍ଚୟ ଦିବାକରଙ୍କ ଝିଅ ଏହି ପଦକ୍ଷେପ ନେଇଛନ୍ତି। ସେ…

