ଜାତୀୟ

ରାହୁଲଙ୍କୁ ଚେତାଇଲେ ନିର୍ବାଚନ ଆୟୋଗ, ଏହିସବୁ ଶବ୍ଦ ବ୍ୟବହାର କରିବାକୁ କଲେ ବାରଣ

ନୂଆଦିଲ୍ଲୀ,୬ା୩: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଅନେକ ବିବାଦୀୟ ଶବ୍ଦ ବ୍ୟବହାର ନ କରିବାକୁ ପରାମର୍ଶ ଦେଇଛନ୍ତି ନିର୍ବାଚନ ଆୟୋଗ। ଗତ ବର୍ଷ ଡିସେମ୍ବରରେ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରୁଥିବା ଏହି ସର୍ଭେ ପ୍ୟାନେଲ…

ଖେଲୋ ଇଣ୍ଡିଆ ପଦକ ବିଜେତାଙ୍କୁ ମିଳିବ ସରକାରୀ ଚାକିରି: କେନ୍ଦ୍ର ସରକାର

ନୂଆଦିଲ୍ଲୀ,୬ା୩: ଭାରତ ସରକାରଙ୍କ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ (ଡିଓପିଟି) କ୍ରୀଡ଼ା ବିଭାଗ ସହଯୋଗରେ ଆଥଲେଟମାନଙ୍କ ନିଯୁକ୍ତି, ପଦୋନ୍ନତି ଏବଂ ପ୍ରୋତ୍ସାହନ ଢାଞ୍ଚାରେ ବ୍ୟାପକ ସଂସ୍କାର ଅଣାଯାଇଛି। ମାର୍ଚ୍ଚ ୪ ରେ ଜାରି ହୋଇଥିବା ଏକ ମେମୋରାଣ୍ଡମରେ ଉପସ୍ଥାପିତ ଏହି ନୂତନ…

ଉଦୟନିଧି, ଏ. ରାଜାଙ୍କ ବିରୋଧରେ ପିଟିଶନ ହାଇକୋର୍ଟରେ ଖାରଜ

ଚେନ୍ନାଇ,୬ା୩:ସନାତନ ଧର୍ମ ବିରୋଧୀ ମନ୍ତବ୍ୟ ମାମଲାରେ ଡିଏମ୍‌କେ ମନ୍ତ୍ରୀ ଉଦୟନିଧି ଷ୍ଟାଲିନ୍‌, ପି.କେ ସେରକାର ଏବଂ ଏମ୍‌ପି ଏ.ରାଜାଙ୍କ ବିରୋଧରେ ଦାଖଲ ପିଟିଶନକୁ ବୁଧବାର ମାଡ୍ରାସ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଏକ ହିନ୍ଦୁ ଜାତୀୟତାବାଦୀ ସଙ୍ଗଠନ ପକ୍ଷରୁ ଏହି ଆବେଦନ ହୋଇଥିଲା।…

ବିଜେଡି ସହ ଭାଜପା ମେଣ୍ଟ ଚର୍ଚ୍ଚା ନେଇ ଜବାବ ଦେଲେ ଜୁଏଲ ଓରାମ

ନୂଆଦିଲ୍ଲୀ,୬।୩ : ଓଡ଼ିଶା ଭାଜପାର କୋର୍‌ କମିଟି ବୈଠକ ବୁଧବାର ଦିଲ୍ଲୀରେ ଶେଷ ହୋଇଛି। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା। ଏନେଇ ଭାଜପା ଏମ୍‌ପି ଜୁଏଲ ଓରାମ ସୂଚନା ଦେଇଛନ୍ତି। ଏହି ବୈଠକ ପରେ…

ସିବିଆଇକୁ ମିଳିଲା ଶାଜହାନ ଶେଖ୍‌ଙ୍କ କଷ୍ଟଡି

କୋଲକାତା,୫।୩ ପଶ୍ଚିମବଙ୍ଗର ସନ୍ଦେଶଖାଲିରେ ଆଦିବାସୀ ମହିଳାଙ୍କୁ ଯୌନ ନିର୍ଯାତନା, ଜମି ହଡ଼ପ ଏବଂ ଜବରଦସ୍ତ ଚାନ୍ଦା ଆଦାୟ ମାମଲାରେ ଅଭିଯୁକ୍ତ ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ପୂର୍ବତନ ବାହୁବଳୀ ନେତା ଶାଜହାନ ଶେଖ୍‌ଙ୍କୁ ସିବିଆଇକୁ ହସ୍ତାନ୍ତର କରାଯାଇଛି। କାଲ୍‌କାଟା ହାଇକୋର୍ଟ ରାଜ୍ୟ ସରକାରଙ୍କୁ…

ରାହୁଲଙ୍କୁ ସତର୍କବାଣୀ ଶୁଣାଇଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ,୬।୩: ଲୋକ ସଭା ନିର୍ବାଚନ ପାଇଁ ପ୍ରସ୍ତୁତି ମଧ୍ୟରେ ନିର୍ବାଚନ ଆୟୋଗ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭବିଷ୍ୟତରେ ସାଧାରଣ ସଭାରେ ଦେଉଥିବା ବିବୃତ୍ତି ଉପରେ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ଗତ ବର୍ଷ ନଭେମ୍ବରରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ପ୍ରଥମଥର କ୍ଲାସକୁ ପଢାଇବାକୁ ଆସିଲେ ଏଆଇ ଶିକ୍ଷୟିତ୍ରୀ

ଥିରୁଭାନନ୍ତପୁରମ,୬।୩: କେରଳର ଥିରୁଭାନନ୍ତପୁରମର ଏକ କ୍ଲାସ୍‌ରେ ପ୍ରଥମଥର ଏଆଇ ଶିକ୍ଷୟିତ୍ରୀ ଆଇରିସ ପଢାଇବାକୁ ଆସିଥିଲେ। ଏହା ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ବୋଲି ବିବେଚନା କରାଯାଉଛି। ମେକର୍‌ ଲ୍ୟାବ୍ସ ଏଡୁଟେକ କମ୍ପାନୀ ସହଯୋଗରେ ବିକଶିତ ହୋଇଥିବା ଆଇରିସ ହେଉଛି ରାଜ୍ୟ…

ରାମେଶ୍ୱରମ କାଫେରେ ବିସ୍ଫୋରଣ ମାମଲାର ଅଭିଯୁକ୍ତଙ୍କ ଫଟୋ ଜାରି କଲା ଏନ୍‌ଆଇଏ, ୧୦ ଲକ୍ଷର ପୁରସ୍କାର ରାଶି ଘୋଷଣା

ବାଙ୍ଗାଲୋର,୬।୩: କର୍ନାଟକ ରାଜଧାନୀର ରାମେଶ୍ୱରମ କାଫେରେ ବିସ୍ଫୋରଣ ମାମଲାରେ ଏନ୍‌ଆଇଏ ଆକ୍ରମଣକାରୀଙ୍କ ସୂଚନା ଲାଗି ୧୦ ଲକ୍ଷର ପୁରସ୍କାର ରାଶି ଘୋଷଣା କରିଛନ୍ତି। ଏପରିକି ସୂଚନା ଦେଉଥିବା ବ୍ୟକ୍ତିଙ୍କ ପରିଚୟ ଗୋପନ ରଖାଯିବ ବୋଲି ତଦନ୍ତକାରୀ ସଂସ୍ଥା କହିଛନ୍ତି। ମାର୍ଚ୍ଚ ପହିଲାରେ…

ଭାରତୀୟ ଚିକିତ୍ସା କ୍ଷେତ୍ରରେ ବିରଳ ସଫଳତା: ୪୫ ବର୍ଷିୟ ଚିତ୍ରକାରଙ୍କ ହାତରେ ଲାଗିଲା ମହିଳାଙ୍କ ହାତ

ନୂଆଦିଲ୍ଲୀ,୬ା୩: ସାର୍ ଗଙ୍ଗା ରାମ ହସ୍ପିଟାଲରେ ଏକ ସଫଳ ଅସ୍ତ୍ରାପଚାର ହୋଇଛି। ଭାରତରେ ପ୍ରଥମ ଥର ପାଇଁ ଜଣେ ପୁରୁଷଙ୍କ ହାତରେ ମହିଳାଙ୍କ ହାତ ପ୍ରତିରୋପଣ ହୋଇଛି। ଫଳରେ ଏକ ଦୁଃଖଦ ଦୁର୍ଘଟଣାରେ ଦୁଇ ହାତ ହରାଇଥିବା ଜଣେ ଚିତ୍ରକାର ପୁଣିଥରେ…

ଦିଲ୍ଲୀରେ ଆରମ୍ଭ ହେଲା ଭାଜପାର ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ,୬ା୩: ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡାଙ୍କ ଅଧ୍ୟକ୍ଷତାରେ ବୁଧବାର ଦଲ୍ଲୀରେ ଭାଜପାର ଗୁରୁତ୍ୱପୂର୍ଣ୍ଣ ବୈଠକ ଆରମ୍ଭ ହୋଇଛି। ଉକ୍ତ ବୈଠକରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଉପସ୍ଥିତ ଅଛନ୍ତି। ଏଥିସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ,…

ଲାଲୁଙ୍କୁ ମୋଦିଙ୍କ କଡ଼ା ଟିପ୍ପଣୀ

ନୂଆଦିଲ୍ଲୀ,୬ା୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାରର ବେଟିୟାଠାରେ ଏକ ସାଧାରଣ ସଭାରେ ବୁଧବାର ସମ୍ବୋଧିତ କରି କହିଛନ୍ତି, ଜଙ୍ଗଲ ରାଜକୁ ବିହାରକୁ ଆଣିଥିବା ପରିବାର ବିହାରର ଯୁବକମାନଙ୍କର ସବୁଠାରୁ ବଡ଼ ଅପରାଧୀ। ଜଙ୍ଗଲ ରାଜର ଦାୟୀ ପରିବାର ବିହାରର ଲକ୍ଷ ଲକ୍ଷ…

ପୂର୍ବତନ ବାହୁବଳୀ ଏମ୍‌ପିଙ୍କୁ ୭ ବର୍ଷ ଜେଲ୍‌: ଲଢିପାରିବେନି ନିର୍ବାଚନ

ନୂଆଦିଲ୍ଲୀ,୬।୩: ଚାରି ବର୍ଷ ପୂର୍ବେ ନମାମି ଗଙ୍ଗେ ପ୍ରୋଜେକ୍ଟ ମ୍ୟାନେଜର ଅଭିନାଭ ସିଙ୍ଗଲଙ୍କୁ ଅପହରଣ କରିନେଇଥିବା ଅଭିଯୋଗରେ ପୂର୍ବତନ ବାହୁବଳୀ ଏମ୍‌ପି ଧନଞ୍ଜୟ ସିଂଙ୍କୁ ୭ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଏହାସହ ୫୦ ହଜାର ଟଙ୍କା ଜୋରିମନା କରାଯାଇଛି। ଫଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?