ଜାତୀୟ

ନିର୍ବାଚନ ପାଇଁ ସଜାଗ ଆୟକର ବିଭାଗ, ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍

ନୂଆଦିଲ୍ଲୀ,୨୦।୩: ନିର୍ବାଚନରେ କଳାଧନର ଭୂମିକାକୁ ରୋକିବା, ସନ୍ଦେହଜନକ ଗତିବିଧି/ନଗଦ, ସୁନା ଏବଂ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ବଣ୍ଟନକୁ ରୋକିବା ପାଇଁ ସଜାଗ ହୋଇଛି ଆୟକର ବିଭାଗ। ଭାରତୀୟ ନିର୍ବାଚନ ଆୟୋଗଙ୍କୁ ସହାୟତା କରିବା ପାଇଁ ଆୟକର ବିଭାଗର ପ୍ରତିଶ୍ରୁତି ଅନୁଯାୟୀ, ୨୦୨୪…

ମୋଦିଙ୍କ ଭୁଟାନ ଗସ୍ତ ସ୍ଥଗିତ: ପଛରେ ରହିଛି ଏମିତି କାରଣ

ନୂଆଦିଲ୍ଲୀ,୨୦।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭୁଟାନ ଗସ୍ତକୁ ସ୍ଥଗିତ ରଖାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ, ସେଠାରେ ଖରାପ ପାଗ ହେତୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭୁଟାନ ଗସ୍ତକୁ ମାର୍ଚ୍ଚ ୨୧-୨୨ରେ ସ୍ଥଗିତ ରଖାଯାଇଛି, ଖୁବ ଶୀଘ୍ର ଏହି ଗସ୍ତର ନୂତନ…

ବଦଳିଲା ନିଟ୍‌-ପିଜି ପରୀକ୍ଷା ତାରିଖ

ନୂଆଦିଲ୍ଲୀ,୨୦।୩: ଭାରତର ନିର୍ବାଚନ ଆୟୋଗ ଲୋକ ସଭା ନିର୍ବାଚନର ତାରିଖ ଘୋଷଣା କରିଛନ୍ତି। ଏହି ସମୟ ମଧ୍ୟରେ ହେବାକୁ ଥିବା ଅନେକ ବଡ ପରୀକ୍ଷା ଏହାଦ୍ୱାରା ପ୍ରଭାବିତ ହୋଇଛି। ଏହି ତାଲିକାରେ NEET UG ଏବଂ ICAI CA ପରି ବଡ…

ଝିଅକୁ ବୟଫ୍ରେଣ୍ଡ୍‌ ସହ ଦେଖି ରାଗରେ ନିଆଁବାଣ ହୋଇଗଲେ ମା’: କରିଦେଲେ ଏମିତି କାମ

ହାଇଦ୍ରାବାଦ,୨୦ା୩:ହାଇଦ୍ରାବାଦର ଇବ୍ରାହିମ୍‌ପଟନମ୍‌ରେ ଜଣେ ମହିଳା ବୁଧବାର ନିଜ ୧୯ ବର୍ଷୀୟା ଝିଅଙ୍କୁ ତାଙ୍କ ବୟଫ୍ରେଣ୍ଡ୍‌ଙ୍କ ସହ ଦେଖିବା ପରେ ତଣ୍ଟି ଚିପି ହତ୍ୟା କରିଛନ୍ତି। ଜଙ୍ଗାମ୍ମା ଅପରାହ୍ନରେ ଖାଇବା ପାଇଁ ନିଜ ଘରକୁ ଫେରିଥିଲେ। ଘରେ ଝିଅ ଭାର୍ଗବୀଙ୍କ ସହ ତାଙ୍କ…

ଦେଶର ସବୁଠାରୁ ଧନୀ ମୁଖ୍ୟମନ୍ତ୍ରୀ ତାଲିକାରେ ନବୀନ, ସମ୍ପତ୍ତି-ବ୍ୟାଙ୍କ ବାଲାନ୍ସ ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୦।୩: ଆସୋସିଏଶନ ଫର ଡେମୋକ୍ରାଟିକ ରିଫର୍ମ(ADR) ଅନୁସାରେ ଦେଶର ସବୁଠାରୁ ଧନୀ ମୁଖ୍ୟମନ୍ତ୍ରୀ ତାଲିକାରେ ନବୀନ ପଟ୍ଟନାୟକ ଅଛନ୍ତି। ଏଡିଆର ଦ୍ୱାରା ଜାରି ୩୦ଜଣିଆ ସବୁଠାରୁ ଧନୀ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ପ୍ରଥମ ନମ୍ବରରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ ଏସ ଜଗମୋହନ…

ଜେଲେନ୍‌ସ୍କିଙ୍କୁ ଫୋନ୍‌ କଲେ ମୋଦି

ନୂଆଦିଲ୍ଲୀ,୨୦ା୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କ ସହ କଥା ହୋଇଛନ୍ତି ଏବଂ ସମସ୍ତ ଶାନ୍ତି ପ୍ରୟାସକୁ ରୁଷିଆ ଏବଂ ୟୁକ୍ରେନ ବିବାଦର ଶୀଘ୍ର ସମାପ୍ତ କରିବାକୁ ଭାରତର ନିରନ୍ତର ସମର୍ଥନ ଜଣାଇଛନ୍ତି। ଫୋନ୍‌ ବାର୍ତ୍ତାଳାପରେ ପ୍ରଧାନମନ୍ତ୍ରୀ…

ଏହି ୨ ବ୍ୟକ୍ତି ନେଇପାରନ୍ତି ମେଣ୍ଟ ନିଷ୍ପତ୍ତି

ଭୁବନେଶ୍ୱର,୨୦।୩: ଲୋକ ସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ମଧ୍ୟ ରାଜ୍ୟରେ ବିଜେଡ-ଭାଜପା ମେଣ୍ଟକୁ ନେଇ ସସ୍‌ପେନ୍ସ ଲାଗି ରହିଛି। ଉଭୟ ଦଳ ମେଣ୍ଟକୁ ନେଇ ସ୍ପଷ୍ଟତା ପ୍ରକାଶ କରୁ ନ ନାହାନ୍ତି। ଫଳରେ ମେଣ୍ଟକୁ ନେଇ ନାନା ପ୍ରକାର…

ପାଣ୍ଡିଆନଙ୍କ ପରେ ଶାହା ଦେଲେ ସଙ୍କେତ: ମେଣ୍ଟ ନେଇ କେନ୍ଦ୍ରରେ ଚାଲିଛି ବଡ ଆଲୋଚନା!

ମେଣ୍ଟ ଚର୍ଚ୍ଚାରେ ଲାଗୁନି ବିରାମ । ଲୋକେ ପଛେ ଗପି ଗପି ଥକି ପଡିଲେଣି। ହେଲେ ମେଣ୍ଟ ଆଜି ହେବ କାଲି ହେବ କହି କେବେ ହେବ ତାହା ନେଇ ଚର୍ଚ୍ଚା ଲାଗି ରହିଛି। ତେବେ ଗତକାଲି 5T ଅଧ୍ୟକ୍ଷ ତଥା…

ଲୋକ ସଭା ନିର୍ବାଚନ ପୂର୍ବରୁ ଭାଜପାକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୨୦।୩: ଜମ୍ମୁକଶ୍ମୀରରେ ଭାଜପା-ପିଡିପି ସରକାରର ପୂର୍ବତନ ମନ୍ତ୍ରୀ ତଥା ଦୁଇଥର କଂଗ୍ରେସ ଏମ୍‌ପି ଚୌଧୁରୀ ଲାଲ ସିଂ ପ୍ରାୟ ୧୦ ବର୍ଷ ପରେ ବୁଧବାର କଂଗ୍ରେସକୁ ଫେରିଛନ୍ତି। ନୂଆଦିଲ୍ଲୀରେ ସେ କଂଗ୍ରେସ ନେତା ପୱନ ଖେଡା, ଭାରତ ସିଂ ସୋଲାଙ୍କି, କଂଗ୍ରେସ…

ନିର୍ବାଚନ କମିଶନର ନିଯୁକ୍ତି ମାମଲା: ‘ଆବେଦନକାରୀଙ୍କ ଉଦ୍ଦେଶ୍ୟ ବିବାଦ ସୃଷ୍ଟି କରିବା’

ନୂଆଦିଲ୍ଲୀ,୨୦।୩: ନିକଟରେ ଦୁଇ ଜଣ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଏବଂ ସୁଖବୀର ସିଂହ ସାନ୍ଧୁଙ୍କୁ ନିଯୁକ୍ତ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଜଣେ ବିରୋଧୀ ଦଳର ନେତା ଏବଂ ଜଣେ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଏହି ନିଯୁକ୍ତି ହୋଇଥିଲା। ତେବେ…

‘ହାତୀ’ ଛାଡି ‘ହାତ’ ଧରିଲେ ଦାନିଶ ଅଲ୍ଲୀ

ନୂଆଦିଲ୍ଲୀ,୨୦।୧: ଲୋକ ସଭା ନିର୍ବାଚନ ପୂର୍ବରୁ ବହୁଜନ ସମାଜ ପାର୍ଟିକୁ ବଡ଼ ଝଟ୍‌କା ଲାଗିଛି। ଦଳର ଏମ୍‌ପି ଦାନିଶ ଅଲ୍ଲୀ କଂଗ୍ରେସରେ ଯୋଗ ଦେଇଛନ୍ତି। ଲୋକସଭା ର୍ନିବାଚନ ପୂର୍ବରୁ ଆଉ ଏକ ସୱତନ୍ତ୍ର ଚେହେରା କଂଗ୍ରେସରେ ଯୋଗ ଦେଇଛନ୍ତି। ରାଜଧାନୀ ଦିଲ୍ଲୀରେ…

ସଦ୍‌ଗୁରୁ ଜାଗି ବାସୁଦେବଙ୍କ ବ୍ରେନ୍ ସର୍ଜରୀ

ନୂଆଦିଲ୍ଲୀ,୨୦।୩: ଲୋକପ୍ରିୟ ଆଧ୍ୟାତ୍ମିକ ଗୁରୁ ସଦ୍‌ଗୁରୁ ଜାଗି ବାସୁଦେବଙ୍କ ଆପୋଲୋ ଦିଲ୍ଲୀରେ ଜରୁରୀକାଳୀନ ବ୍ରେନ୍ ସର୍ଜରୀ କରାଯାଇଛି। ଖବର ଅନୁଯାୟୀ, ମାର୍ଚ୍ଚ ୧୭ ରେ ତାଙ୍କ ମସ୍ତିଷ୍କରେ ଏକ ସ୍ଥାନ ଫୁଲି ଯାଇଥିବା ଜଣା ପଡିଥିଲା ଏବଂ ରକ୍ତସ୍ରାବ ଚିହ୍ନଟ ହେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?