ଜାତୀୟ

ଭାରତର ଟେନ୍‌ସନ୍‌ ବଢାଇଲା ରୁଷିଆ

ନୂଆଦିଲ୍ଲୀ,୨୧।୩: ଏସ୍‌-୪୦୦ ମିଶାଇଲ୍‌ ସିଷ୍ଟମ ଉପରେ ଭାରତ ଏବଂ ରୁଷିଆ ମଧ୍ୟରେ ଏକ ଚୁକ୍ତି ହୋଇଥିଲା, କିନ୍ତୁ ଏହାର ସମ୍ପୂର୍ଣ୍ଣ ବିତରଣ ଏପର୍ଯ୍ୟନ୍ତ ହୋଇନାହିଁ। ରୁଷିଆ କହିଛି ଯେ ବର୍ତ୍ତମାନ ୟୁକ୍ରେନ ସହିତ ଯୁଦ୍ଧରେ ବ୍ୟସ୍ତ ଅଛି। ଏହି କାରଣରୁ ସେ…

ଗିରଫ ହେବା ଭୟ…ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୧।୩: ମଦ ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କୁ ବାରମ୍ବାର ସମନ କରାଯାଉଛି। ତେବେ ଏହି ମାମଲାରେ ଗିରଫ ଭୟରେ ସେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ହାଇକୋର୍ଟରେ ଏକ ପିଟିସନ ଦାଖଲ କରି…

ଭୁଶୁଡ଼ିଲା ୨ ମହଲା କୋଠା, ୨ ଶ୍ରମିକଙ୍କ ଜୀବନ ଗଲା

ନୂଆଦିଲ୍ଲୀ,୨୧।୩: ଦିଲ୍ଲୀର କବୀର ନଗର ୱେଲକମ ଅଞ୍ଚଳରେ ବୁଧବାର ବିଳମ୍ବିତ ରାତିରେ ଏକ ନିର୍ମାଣାଧୀନ କୋଠା ଭୁଶୁଡ଼ି ପଡ଼ିଛି। ଫଳରେ ୨ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଶ୍ରମିକ ଗୁରୁତର ହୋଇଛନ୍ତି। ଗତକାଲି ବିଳମ୍ବିତ ରାତି ପ୍ରାୟ ୨.୧୬ଟା ପରେ…

ଆତଙ୍କବାଦୀ ସଂଗଠନ ଆଇଏସ୍‌ଆଇଏସ୍‌ର ଭାରତ ମୁଖ୍ୟ ଗିରଫ

ନୂଆଦିଲ୍ଲୀ,୨୧।୩: ଲୋକ ସଭା ନିର୍ବାଚନ ପୂର୍ବରୁ ସୁରକ୍ଷା ଏଜେନ୍ସିଂମାନଙ୍କୁ ବଡ଼ ସଫଳତା। କୁଖ୍ୟାତ ଆତଙ୍କବାଦୀ ସଙ୍ଗଠନ ଆଇଏସ୍‌ଆଇଏସ୍‌ର ଭାରତ ଚିଫ୍‌(ମୁଖ୍ୟ) ହାରିଶ ଫାରୁକି ଗିରଫ ହୋଇଛନ୍ତି। ଆସାମର ଧୁବରୀରେ ଭାରତ-ବାଂଲାଦେଶ ଅନ୍ତଃରାଷ୍ଟ୍ରୀୟ ସୀମା ନିକଟରୁ ତାଙ୍କୁ ଗିରଫ କରାଯାଇଛି। ହାରିଶ ଫାରୁକିଙ୍କ…

ବେଙ୍ଗାଲୁରୁରେ ହୋଲି ଦିନ ରେନ୍‌ ଡ୍ୟାନ୍ସ, ପୁଲ ପାର୍ଟି ଉପରେ ପ୍ରତିବନ୍ଧକ, ଜାଣନ୍ତୁ କାହିଁକି ଏଭଳି ନିଷ୍ପତ୍ତି ନେଲେ ସରକାର

ବେଙ୍ଗାଲୁରୁ,୨୧।୩: ବେଙ୍ଗାଲୁରୁରେ ଚାଲିଥିବା ଜଳ ସଙ୍କଟକୁ ଦୃଷ୍ଟିରେ ରଖି ବେଙ୍ଗାଲୁରୁ ଜଳ ଯୋଗାଣ ଏବଂ ସେୱରେଜ ବୋର୍ଡ (BWSSB) ହୋଲି ଉତ୍ସବ ପାଇଁ କିଛି ନିୟମ ଲାଗୁ କରିଛି। ହୋଲିରେ ପୁଲ ପାର୍ଟୀ ଏବଂ ରେନ୍‌ ଡ୍ୟାନ୍ସ ପାଇଁ କାବେରୀ କିମ୍ବା…

ଭୋଟ୍‌ ପୂର୍ବରୁ ପଲଟିଲା ବାଜି, ପ୍ରଥମ ପର୍ଯ୍ୟାୟରେ ଏତିକି ଆସନରେ ଜିତିବ ଇଣ୍ଡିଆ ମେଣ୍ଟ, ସର୍ଭେ ରିପୋର୍ଟରେ ଖୁଲାସା

ନୂଆଦିଲ୍ଲୀ,୨୧।୩: ଲୋକ ସଭା ନିର୍ବାଚନର ତାରିଖ ଘୋଷଣା ହେବା ପରେ ସମସ୍ତ ରାଜନୈତିକ ଦଳ ନିର୍ବାଚନ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି। ଶାସକ ଭାରତୀୟ ଜନତା ପାର୍ଟି (ଭାଜପା) ଏଥର ବିଜୟର ହ୍ୟାଟ୍ରିକ ସ୍କୋର କରିବାକୁ ଚାହୁଁଛି। ଏଥି ସହିତ ବିରୋଧୀ ଦଳ…

ଭୂକମ୍ପରେ ଥରିଲା ମହାରାଷ୍ଟ୍ର, ଅରୁଣାଚଳ ପ୍ରଦେଶ

ନୂଆଦିଲ୍ଲୀ,୨୧।୩: ଗୁରୁବାର ମହାରାଷ୍ଟ୍ର ଏବଂ ଅରୁଣାଚଳ ପ୍ରଦେଶରେ ଭୂକମ୍ପ ଝଟକା। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି କହିଛି ଯେ ଦେଶର ପଶ୍ଚିମ ରାଜ୍ୟ ମହାରାଷ୍ଟ୍ରରେ ଘଟିଥିବା ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୫ ମାପ ହୋଇଥିବାବେଳେ ଉତ୍ତର-ପୂର୍ବର ଅରୁଣାଚଳରେ ଘଟିଥିବା ଭୂକମ୍ପ…

ହୋଲି ପରେ ଓଡିଶାରେ ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ

ଭୁବନେଶ୍ୱର,୨୧।୩: ଓଡିଶାରେ ବିଜେଡି-ଭାଜପା ମେଣ୍ଟ ଚର୍ଚ୍ଚା ଥମୁନାହିଁ। ଏନେଇ ଦୁଇ ଦଳର ଶୀର୍ଷ ନେତା ଠାରୁ ଆରମ୍ଭ କରି ଦଳୀୟ ନେତାଙ୍କ ଠାରୁ ହାଇକମାଣ୍ଡ ବିଭିନ୍ନ କଥା କହିଲେ ମଧ୍ୟ ଝୁଲାବସ୍ଥାରେ ମେଣ୍ଟ ରହିଛି। ଏହାରି ଭିତରେ ଆଜି ଅଖିଳ ଭାରତୀୟ…

ଭାରତରେ ସର୍ବୋଚ୍ଚ ସ୍ତରରେ ଆର୍ଥିକ ଅସମାନତା, ୧%ଙ୍କ ପାଖରେ ୪୦%

ନୂଆଦିଲ୍ଲୀ,୨୧ା୩ : ଫରାସୀ ଅର୍ଥନୀତିଜ୍ଞ ଥୋମାସ ପିକେଟିଙ୍କ ଅଧ୍ୟକ୍ଷତାରେ ସଦ୍ୟ ପ୍ରକାଶିତ ଓ୍ବାଲର୍‌ଡ ଇନ୍‌ଇକ୍ୱାଲିଟି ଲାବ୍‌ ରିପୋର୍ଟ ଅନୁସାରେ ୨୦୧୪-୧୫ରୁ ୨୦୨୨-୨୩ ମଧ୍ୟରେ ଆୟ ଅସମାନତା ସବୁଠୁ ଅଧିକ ବଢ଼ିଥିଲା। ଏଥିଲାଗି ଦେଶର ଟିକସ ବ୍ୟବସ୍ଥାର ନୀତିଗୁଡ଼ିକୁ ଦାୟୀ କରାଯାଉଛି। ନେଟ୍‌…

ଅନଲାଇନ୍ କଣ୍ଟେଣ୍ଟ ପାଇଁ କେନ୍ଦ୍ର ସରକାରଙ୍କ ଅଫିସିଆଲ୍ ଫ୍ୟାକ୍ଟ ଚେକର୍ ହେଲା PIB

ନୂଆଦିଲ୍ଲୀ,୨୦।୩: ଆଇଟି ନିୟମ ୨୦୨୧ ଅଧୀନରେ ପିଆଇବି ଫ୍ୟାକ୍ଟ ଚେକ୍ ୟୁନିଟକୁ ନେଇ ସରକାର ବଡ଼ ଘୋଷଣା କରିଛନ୍ତି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ (ଏମଆଇବି) ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି)ର ଫ୍ୟାକ୍ଟ ଚେକ୍ ୟୁନିଟ୍ (ଏଫସିୟୁ) କେନ୍ଦ୍ର ସରକାରଙ୍କ…

”ସର୍ବୋଚ୍ଚ ନ୍ୟାୟାଳୟ ପାଇଁ କୌଣସି ମାମଲା ଛୋଟ ନୁହେଁ”: ପ୍ରଧାନ ବିଚାରପତି

ନୂଆଦିଲ୍ଲୀ,୨୦।୩: ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ସର୍ବଦା ଭାରତର ନାଗରିକ ମାନଙ୍କ ସହିତ ରହିଛନ୍ତି। ”ଧନ, ସାମାଜିକ ସ୍ଥିତି, ଜାତି, ଧର୍ମ, ଲିଙ୍ଗ କିମ୍ବା ବ୍ୟକ୍ତି କୌଣସି କ୍ଷମତାରେ ଥାଆନ୍ତୁ ନା କାହିଁକି ନ୍ୟାୟାଳୟ ଆଗରେ ସେ ସମାନ। ଦେଶର ସର୍ବୋଚ୍ଚ ନ୍ୟାୟାଳୟ…

ନିର୍ବାଚନ ପାଇଁ ସଜାଗ ଆୟକର ବିଭାଗ, ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍

ନୂଆଦିଲ୍ଲୀ,୨୦।୩: ନିର୍ବାଚନରେ କଳାଧନର ଭୂମିକାକୁ ରୋକିବା, ସନ୍ଦେହଜନକ ଗତିବିଧି/ନଗଦ, ସୁନା ଏବଂ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ବଣ୍ଟନକୁ ରୋକିବା ପାଇଁ ସଜାଗ ହୋଇଛି ଆୟକର ବିଭାଗ। ଭାରତୀୟ ନିର୍ବାଚନ ଆୟୋଗଙ୍କୁ ସହାୟତା କରିବା ପାଇଁ ଆୟକର ବିଭାଗର ପ୍ରତିଶ୍ରୁତି ଅନୁଯାୟୀ, ୨୦୨୪…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?