ଜାତୀୟ

ୟୁକ୍ରେନକୁ ନେଇ ଫୋନରେ କଥା ହେଲେ ମୋଦି-ପୁଟିନ

ନୂଆଦିଲ୍ଲୀ/ମସ୍କୋ,୨୦।୩: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ବନ୍ଦ ହେଉନାହିଁ। ଇତିମଧ୍ୟରେ ବୁଧବାର ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫୋନ ମାଧ୍ୟମରେ ୟୁକ୍ରେନ ଉପରେ ଆଲୋଚନା କରିଛନ୍ତି। କ୍ରେମଲିନ ଏହି ସୂଚନା ଦେଇଛନ୍ତି। ରୁଷିଆରେ…

ନିଷ୍ପତ୍ତି ବଦଳାଇଲା ଜୋମାଟୋ; ପୂର୍ବଭଳି ଡେଲିଭରି ବଏ ପିନ୍ଧିବେ ଲାଲ୍‌ ପୋଷାକ

ନୂଆଦିଲ୍ଲୀ,୨୦।୩: ବିବାଦ ପରେ ନିଷ୍ପତ୍ତି ବଦଳାଇଛି ଅନଲାଇନ୍‌ ଫୁଡ୍‌ ଡେଲିଭରି ଆପ୍‌ ‘ଜୋମାଟୋ’। ନିରାମିଷ(ଭେଜ୍‌) ଖାଉଥିବା ଗ୍ରାହକଙ୍କ ଲାଗି ସ୍ବତନ୍ତ୍ର ସେବା ଆରମ୍ଭ କରିବା ନେଇ ଜୋମାଟୋ ସିଇଓ ଦୀପିନ୍ଦର ଗୋଏଲ ଘୋଷଣା କରିଥିଲେ। ଏଥିରେ ବିତରକମାନେ ସବୁଜ ରଙ୍ଗର ପୋଷାକ…

ଭାଜପାରେ ସାମିଲ ହେଲେ ତାମିଲସାଇ ସୁନ୍ଦରରାଜନ, ରାଜ୍ୟପାଳ ପଦରୁ ଦେଇଥିଲେ ଇସ୍ତଫା

ହାଇଦ୍ରାବାଦ,୨୦।୩: ତେଲେଙ୍ଗାନାର ପୂର୍ବତନ ରାଜ୍ୟପାଳ ତାମିଲସାଇ ସୁନ୍ଦରରାଜନ ପୁଣିଥରେ ଭାଜପାରେ ଯୋଗଦେଇଛନ୍ତି। ଦୁଇ ଦିନ ପୂର୍ବେ ସେ ରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିଲେ। ଏବେ ସେ ଲୋକ ସଭା ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ବଢ଼ିଛି। ତାମିଲନାଡ଼ୁରୁ ତାଙ୍କୁ ଦଳ ନିର୍ବାଚନରେ…

ମୁସଓ୍ବୋଲା ପରିବାରକୁ ଲିଗାଲ ନୋଟିସ

ଚଣ୍ଡିଗଡ଼,୨୦।୩: ସ୍ବର୍ଗତ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ମା’ ରବିବାର ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ପୁଅ ଜନ୍ମ ହେବାର ଖୁସି ପାଳନ କରିବା ପୂର୍ବରୁ ସେମାନଙ୍କ ପରିବାର ପାଇଁ ଆଉ ଏକ ସମସ୍ୟା ଦେଖାଦେଇଛି। ସୂଚନାଯୋଗ୍ୟ, ମୁସେୱାଲାଙ୍କ ମାତା…

‘ମୋଦିଙ୍କ ଗ୍ୟାରେଣ୍ଟି ଚାଇନିଜ’, ପ୍ରଧାନମନ୍ତ୍ରୀଙ୍କ ଉପରେ ଅଭିଯୋଗ ଆଣିଲେ ଖାର୍ଗେ

ନୂଆଦିଲ୍ଲୀ ୨୦।୩: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି। ପ୍ରଧାନମନ୍ତ୍ରୀ ଲଦାଖର ଲୋକଙ୍କ ପ୍ରତି ବିଶ୍ୱାସଘାତକତା କରିଥିବା ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, ସମ୍ବିଧାନର ଷଷ୍ଠ ସୂଚୀ ଅନୁଯାୟୀ ଲଦାଖର ଲୋକମାନେ ସୁରକ୍ଷା ଦାବି…

ମେଣ୍ଟ ଉପରେ ଅମିତ ଶାହାଙ୍କ ବଡ଼ ବୟାନ, କହିଲେ କିଛି ବି…

ନୂଆଦିଲ୍ଲୀ/ ଭୁବନେଶ୍ୱର,୨୦।୩: ବିଜେଡି-ଭାଜପା ମେଣ୍ଟ ଉପରୁ ପରଦା ଉଠିପାରୁନାହିଁ। ମେଣ୍ଟ ହେବ କି ନାହିଁ, ହେବ ଯଦି କେବେ ଘୋଷଣା ହେବ ତାହାକୁ ନେଇ ସସ୍‌ପେନ୍ସ ଜାରି ରହିଛି। ଏହି ସମୟରେ ମେଣ୍ଟ ପ୍ରସଙ୍ଗ ଉପରେ ଭାଜପା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ…

ବଦାୟୁ ଡବଲ ମର୍ଡର ଅଭିଯୁକ୍ତଙ୍କ ମା’ କହିଲେ, ସାଜିଦଙ୍କ ଏନକାଉଣ୍ଟର ସମ୍ପୂର୍ଣ୍ଣ ଠିକ ହୋଇଛି…

ବଦାୟୁ,୨୦।୩: ଉତ୍ତରପ୍ରଦେଶର ବଦାୟୁ ଜିଲାର ଦୁଇ ନିରୀହ ଭାଇଙ୍କ ହତ୍ୟାକାରୀଙ୍କ ମାତା ନାଜରିନଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ହତ୍ୟାକାରୀ ସାଜିଦଙ୍କ ଏନକାଉଣ୍ଟରକୁ ମାଆ ନାଜରିନ ଠିକ ବୋଲି କହିଛନ୍ତି। ସେ କହିଛନ୍ତି ସାଜିଦ ଯେମିତି କରିଛନ୍ତି ଏହାର ଫଳ ପୋଲିସ ତାଙ୍କୁ…

ନିଜର ଆସନ ଫାଇନାଲ କଲେ ଚିରାଗ ପାଶୱାନ

ନୂଆଦିଲ୍ଲୀ,୨୦।୩: ଜମୁଇ ଏମ୍‌ପି ଚିରାଗ ପାଶୱାନ ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ନିଜର ଆସନ ଫାଇନାଲ କରିଛନ୍ତି। ବୁଧବାର ଚିରାଗ ପାଶୱାନ ନ୍ୟୁଜ ଚ୍ୟାନେଲର ଏକ ସ୍ବତନ୍ତ୍ର ବାର୍ତ୍ତାଳାପରେ କହିଛନ୍ତି ଯେ, ଆଗାମୀ ଦିନରେ ଆମର ଲକ୍ଷ୍ୟ ୪୦୦ ଅତିକ୍ରମ…

ଗଙ୍ଗା, ବ୍ରହ୍ମପୁତ୍ର ଭଳି ପ୍ରମୁଖ ନଦୀ ଉପରେ ପଡିବ ଜଳବାୟୁ ପରିବର୍ତ୍ତନର ଭୟଙ୍କର ପ୍ରଭାବ

ନୂଆଦିଲ୍ଲୀ,୨୦।୩: ମଣିଷର ଭିନ୍ନ ଭିନ୍ନ ପ୍ରକାରର କାର୍ଯ୍ୟକଳାପ ଯୋଗୁଁ, ପୃଥିବୀର ତାପମାତ୍ରା ବୃଦ୍ଧି ପାଉଛି ଏବଂ ଜଳବାୟୁ ପରିବର୍ତ୍ତନ ବର୍ତ୍ତମାନ ମାନବ ଜୀବନର ପ୍ରତ୍ୟେକ ଦିଗ ପ୍ରତି ବିପଦ ସୃଷ୍ଟି କରିଛି। ଏକ ନୂତନ ରିପୋର୍ଟରେ କୁହାଯାଇଛି ଯେ ଜଳବାୟୁ ପରିବର୍ତ୍ତନର…

ଅମାନତ ହରାଉଥିବା ପ୍ରାର୍ଥୀଙ୍କ ସଂଖ୍ୟା ବଢ଼ୁଛି

ନୂଆଦିଲ୍ଲୀ,୨୦।୩(ପି.ଟି.) : ଲୋକ ସଭା ନିର୍ବାଚନରେ ଅମାନତ ହରାଉଥିବା ପ୍ରାର୍ଥୀମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ୧୯୫୧ ପ୍ରଥମ ଲୋକ ସଭା ନିର୍ବାଚନଠାରୁ ୭୧,୦୦୦ରୁ ଊର୍ଦ୍ଧ୍ୱ ପ୍ରାର୍ଥୀ ସେମାନଙ୍କ ଅମାନତ ଜମା ହରାଇଥିବା ନିର୍ବାଚନ କମିଶନଙ୍କ ତଥ୍ୟରୁ ଜଣାପଡ଼ିଛି। ୨୦୧୯ ନିର୍ବାଚନରେ ୮୬…

ଲୋକ ସଭା ନିର୍ବାଚନ ପାଇଁ ପ୍ରଥମ ଲିଷ୍ଟ ଜାରି କଲା ଏଆଇଏଡିଏମକେ

ଚେନ୍ନାଇ,୨୦।୩: ଲୋକ ସଭା ନିର୍ବାଚନର ତାରିଖ ଘୋଷଣା କରିଛନ୍ତି ନିର୍ବାଚନ ଆୟୋଗ। ଗତଥର ପରି ଏଥର ମଧ୍ୟ ସାତୋଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ପାଇଁ ଭୋଟ ଏପ୍ରିଲ ୧୯ରେ ଅନୁଷ୍ଠିତ ହୋଇଥିବାବେଳେ ସପ୍ତମ ପର୍ଯ୍ୟାୟ ପାଇଁ ଭୋଟ…

ଉତ୍ତର ପ୍ରଦେଶରେ ଡବଲ ମର୍ଡର, ସାହାଯ୍ୟ ମାଗି ଦୁଇ ଶିଶୁଙ୍କୁ ନିର୍ମମ ହତ୍ୟା

ବଦାୟୁ,୨୦।୩: କଣ୍ଟ୍ରାକ୍ଟର ବିନୋଦ ଠାକୁରଙ୍କ ଦୁଇ ପୁଅ ଆୟୁଷ (୧୩) ଏବଂ ଅହାନ (୬)ଙ୍କୁ ମଙ୍ଗଳବାର ସାରେ ବଦାୟୁର ମଣ୍ଡି ସମିତି ପୋଲିସ ଷ୍ଟେଶନରୁ ମାତ୍ର ୫୦୦ ମିଟର ଦୂରରେ ଛୁରୀରେ ଗଳା କାଟି ହତ୍ୟାକରାଯାଇଛି। ତାଙ୍କ ଘର ସାମ୍ନାରେ ହେୟାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?