ଜାତୀୟ

ଆଉ ଓକିଲମାନେ ପିନ୍ଧିବେନି କଳା କୋର୍ଟ-ଗାଉନ୍‌, ଜାଣନ୍ତୁ କାହିଁକି କୋର୍ଟ ଦେଲେ ଏପରି ନିର୍ଦ୍ଦେଶ

ଥିରୁଭାନନ୍ତପୁରମ୍‌,୧୦।୯: ପ୍ରବଳ ଖରା ଯୋଗୁ ମଣିଷ ଠାରୁ ଆରମ୍ଭ କରି ଜୀବଜନ୍ତୁ ମଧ୍ୟ ଅସ୍ତବ୍ୟସ୍ତ ହୋଇ ପଡୁଛନ୍ତି। ଉତ୍ତର ଭାରତରେ ଏବେ ପାରା ୪୦ ଡିଗ୍ରୀ ପାର୍‌ କରି ସାରିଛି। ତେବେ ଏଥିପାଇଁ ଓକିଲଙ୍କୁ କଳା କୋର୍ଟ ନ ପିନ୍ଧିବାକୁ ଅନୁମତି…

କିଏ ସେହି ହିମାଙ୍ଗୀ ସାଖି, ଯିଏ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେବେ ଟକ୍କର

ନୂଆଦିଲ୍ଲୀ,୧୦।୩:ଟ୍ରାନ୍ସଜେଣ୍ଡର ମହାମଣ୍ଡଳେଶ୍ୱର ହିମାଙ୍ଗୀ ସାଖି ଆଗାମୀ ଲୋକ ସଭା ର୍ନିବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବେ। ଅଖିଳ ଭାରତ ହିନ୍ଦୁ ମହାସଭା ତାଙ୍କୁ ବାରାଣସୀ ସଂସଦୀୟ ଆସନରୁ ଟିକେଟ ଦେଇଛି। ସେ ଆସନ୍ତା ସପ୍ତାହରେ ବାରାଣସୀ ଆସି ତାଙ୍କ…

ହାଇକୋର୍ଟରୁ ନିରାଶ ପରେ ସୁପ୍ରିମକୋର୍ଟରେ ପହଞ୍ଚିଲେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୧୦।୪: ଦିଲ୍ଲୀ ମଦ ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ହାଇକୋର୍ଟଙ୍କ ଆଦେଶ ବିରୋଧରେ ସୁପ୍ରିମକୋର୍ଟଙ୍କ ନିକଟରେ ପହଞ୍ଚିଛନ୍ତି। କେଜ୍‌ରିଓ୍ବାଲଙ୍କ ଓକିଲମାନେ ବୁଧବାର ପୂର୍ବାହ୍ନ ୧୦.୩୦ରେ ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କୁ ଶୀଘ୍ର…

ରାଏବରେଲିରେ ପ୍ରିୟଙ୍କାଙ୍କୁ ହରାଇବେ ଅପର୍ଣ୍ଣା ଯାଦବ, ବଡ଼ ଦାବି କଲେ ମୁଲାୟମଙ୍କ ବୋହୂ

ନୂଆଦିଲ୍ଲୀ,୧୦।୪: ଲୋକ ସଭା ନିର୍ବାଚନର ତାରିଖ ପାଖେଇ ଆସୁଥିବାରୁ ରାଜନୈତିକ ତାପମାତ୍ରା ବୃଦ୍ଧି ପାଉଛି। ସମସ୍ତ ଦଳ ନିର୍ବାଚନୀ ପ୍ରଚାର କରିବାରେ ବ୍ୟସ୍ତ ଅଛନ୍ତି। ଏସବୁ ମଧ୍ୟରେ, ତଥାପି କିଛି ସିଟ ଅଛି ଯାହା ଉପରେ ଅଧିକ ଆଲୋଚନା କରାଯାଇନାହିଁ ଏବଂ…

ଜହ୍ନରୁ ଆସିବ ମାଟି: ଖୁସି ଖବର ଦେଲେ ଇସ୍ରୋ ମୁଖ୍ୟ

ନୂଆଦିଲ୍ଲୀ,୧୦।୪: ଏବେ ଭାରତର୍‌ ମୁନ୍‌ ମିଶନ୍‌ ଧୀରେ ଧୀରେ ସଫଳତାର ପାହାଚ ଚଢୁଛି। ଜହ୍ନରୁ ମାଟି ଆଣିବା ପାଇଁ ଯେଉଁ ଚର୍ଚ୍ଚା ହେଉଥିଲା, ତାହା ଏବେ ସତ ହେବାକୁ ଯାଉଛି। ଭାରତର ଚତୁର୍ଥ ମୁନ ମିଶନରେ ଜହ୍ନରୁ ମାଟି ଓ ପଥର…

ଏହି କାରଣ ପାଇଁ ତିହାର ଜେଲରେ କେଜ୍‌ରିଓ୍ବାଲଙ୍କୁ ଭେଟିପାରିବେ ନାହିଁ ସଞ୍ଜୟ ସିଂ, ଭଗବନ୍ତ ମାନ୍‌

ନୂଆଦିଲ୍ଲୀ,୧୦।୪: ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍‌ ଏବଂ ଆମ ଆଦମୀ ପାର୍ଟି ଏମ୍‌ପି ସଞ୍ଜୟ ସିଂ ବୁଧବାର ତିହାର ଜେଲରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଭେଟି ପାରିବେ ନାହିଁ। ତିହାର ଜେଲ ପ୍ରଶାସନ ସୁରକ୍ଷା କାରଣ ବୋଲି ଦର୍ଶାଇଛି। ମଙ୍ଗଳବାର…

ଚାଇନାକୁ ଚେତାବନୀ ଦେଲେ ରାଜନାଥ

ନୂଆଦିଲ୍ଲୀ,୧୦।୪: ଚାଇନା ଅରୁଣାଚଳ ପ୍ରଦେଶର ୩୦ଟି ସ୍ଥାନର ନାମ ବଦଳାଇବା ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି। ରାଜନାଥ ସିଂ କହିଛନ୍ତି, ଯଦି ଭାରତ ମଧ୍ୟ ସମାନ ଉଦ୍ୟମ କରେ, ତେବେ ଏହାର ଅର୍ଥ ହେଉଛି ଚାଇନାର…

ମୋଦି ଜିତିଲେ ଦେଶର ମାନଚିତ୍ର ବଦଳିଯିବ: ସୀତାରାମନ୍‌ଙ୍କ ସ୍ବାମୀ

ନୂଆଦିଲ୍ଲୀ,୧୦ା୪ : ଚଳିତ ଲୋକ ସଭା ନିର୍ବାଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ନିର୍ବାଚିତ ହେଲେ ଭାରତର ମାନଚିତ୍ର ବଦଳିଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କ ସ୍ବାମୀ ପରକଲା ପ୍ରଭାକର ସତର୍କ କରାଇଛନ୍ତି। ଅର୍ଥନୀତିଜ୍ଞ ପ୍ରଭାକର ଏକ ସାକ୍ଷାତ୍‌କାରରେ କହିଛନ୍ତି,…

ପ୍ରାର୍ଥୀ ସବୁ ସମ୍ପତ୍ତି ଘୋଷଣା କରିବା ଅନାବଶ୍ୟକ

ନୂଆଦିଲ୍ଲୀ,୧୦ା୪: ଲୋକ ସଭା ଏବଂ ବିଧାନସଭା ନିର୍ବାଚନ ଲଢ଼ିବାକୁ ଥିବା ପ୍ରାର୍ଥୀମାନଙ୍କୁ ନାମାଙ୍କନପତ୍ର ଦାଖଲ ବେଳେ ସେମାନଙ୍କ ନାଁରେ ଥିବା ଆପରାଧିକ ମାମଲା ଏବଂ ସମ୍ପତ୍ତି ତାଲିକା ସତ୍ୟପାଠ ଜରିଆରେ ଦାଖଲ କରିବାକୁ ପଡ଼ିଥାଏ। ନିର୍ବାଚନୀ ସଂସ୍କାର ଅନୁଯାୟୀ ରାଜନେତା ସେମାନଙ୍କର…

ଏବର୍ଷର ମାର୍ଚ୍ଚ ସବୁଠୁ ଉତ୍ତପ୍ତ

ନୂଆଦିଲ୍ଲୀ,୧୦ା୪(ପି.ଟି.): ଚଳିତବର୍ଷର ମାର୍ଚ୍ଚ ବିଶ୍ୱରେ ସବୁଠୁ ଉତ୍ତପ୍ତ ମାସ ଭାବେ ଅନୁଭୂତ ହୋଇଛି। ଏଲ୍‌ ନିନୋ ସ୍ଥିତି ଏବଂ ମାନବକୃତ ଜଳବାୟୁ ପରିବର୍ତ୍ତନର ମିଳିତ ପ୍ରଭାବ ଯୋଗୁ ଗତବର୍ଷର ଜୁନ୍‌ରୁ କ୍ରମାଗତ ୧୦ ମାସ ତାପମାତ୍ରାରେ ନୂଆ ରେକର୍ଡ ସୃଷ୍ଟି ହୋଇଥିବା…

୧୯୫୧ ପରେ ଏଥର ଲମ୍ବା ନିର୍ବାଚନ

ନୂଆଦିଲ୍ଲୀ,୧୦ା୪:୧୯୫୧ରେ ହୋଇଥିବା ସାଧାରଣ ନିର୍ବାଚନ ୪ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଚାଲିଥିଲା। ୨୦୨୪ର ଲୋକ ସଭା ନିର୍ବାଚନ ପ୍ରକ୍ରିୟାର ଅବଧି ହେଉଛି ୮୨ ଦିନ। ଗତ ମାର୍ଚ୍ଚ ୧୬ରେ ନିର୍ବାଚନ ତାରିଖ ଘୋଷଣା ଦିନଠାରୁ ଫଳାଫଳ ଆସିବା ପର୍ଯ୍ୟନ୍ତ ୮୨…

ପୁଅ ହାରିବା ପାଇଁ ପ୍ରାର୍ଥନା କଲେ ଏହି ବରିଷ୍ଠ ନେତା

ଥିରୁଭାନନ୍ତପୁରମ୍‌,୧୦ା୪:ବରିଷ୍ଠ କଂଗ୍ରେସ ନେତା ଏ.କେ. ଆଣ୍ଟୋନିଙ୍କ ପୁଅ ଅନିଲ ଆଣ୍ଟୋନି କେରଳର ପଥନମ୍‌ଥିଟ୍ଟାରେ ଭାଜପା ଟିକେଟରେ ନିର୍ବାଚନ ଲଢ଼ୁଛନ୍ତି। ଅନିଲ ଜିତିବା ପାଇଁ ପ୍ରାଣପଣେ ଉଦ୍ୟମ ଜାରି ରଖିଥିବାବେଳେ ଆଣ୍ଟୋନି ପୁଅଙ୍କ ପରାଜୟ କାମନା କରିଛନ୍ତି। ଏକ ଖବରଦାତା ସମ୍ମିଳନୀରେ ପୂର୍ବତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?