ମୋଦିଙ୍କୁ ଭାରତର ଚେହେରା କହିଲେ ଆମେରିକା ଏମ୍ପି
ଓ୍ବାଶିଂଟନ/ନୂଆଦିଲ୍ଲୀ,୧୦ା୪: ସମଗ୍ର ବିଶ୍ୱରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକୁ ପ୍ରଶଂସା କରାଯାଉଛି। ଆମେରିକାର ଏମ୍ପି ବ୍ରାଡ୍ ଶେର୍ମାନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରିଛନ୍ତି। ଶେର୍ମାନ ମୋଦିଙ୍କୁ ୨୦୧୪ରୁ ଦେଶରେ ହୋଇଥିବା ବିକାଶମୂଳକ କାର୍ଯ୍ୟ ତଥା ଅର୍ଥନୈତିକ ଅଗ୍ରଗତି ପାଇଁ ପ୍ରଶଂସା କରିଛନ୍ତି।…
କିଏ ସେହି ନୀରଜ ତ୍ରିପାଠୀ, ଯାହାଙ୍କୁ ଭାଜପା କରିଛି ଲୋକ ସଭା ପ୍ରାର୍ଥୀ, ପିତା ଥିଲେ ରାଜ୍ୟପାଳ
ଲକ୍ଷ୍ନୌ,୧୦ା୪: ପ୍ରୟାଗରାଜର ଆହ୍ଲାବାଦ ସଂସଦୀୟ ଆସନରେ ଭାଜପା ନୀରଜ ତ୍ରିପାଠୀଙ୍କ ଉପରେ ଆତ୍ମବିଶ୍ୱାସ ପ୍ରକାଶ କରିଛି। ଆହ୍ଲାବାଦ ସଂସଦୀୟ ଆସନରୁ ଭାଜପା ନୀରଜୀଙ୍କୁ ସ୍ଥାନ ଦେଇଛି। ଟିକେଟ୍ ଘୋଷଣା ହେବା ମାତ୍ରେ ଦଳର ନେତା, କର୍ମୀ ଏବଂ ସମର୍ଥକମାନେ ନୀରଜଙ୍କୁ ସିଭିଲ…
ନିର୍ବାଚନ ପ୍ରଚାରବେଳେ ମହିଳାଙ୍କୁ ଚୁମ୍ବନ ଦେଲେ ପ୍ରାର୍ଥୀ, ଭାଇରାଲ ହେଉଛି ଫଟୋ
କୋଲକାତା,୧୦।୪: ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ଜୋରସୋରରେ ଜାରି ରହିଛି ପ୍ରଚାର । କିଏ ରୋଡ ସୋ’ କରି ଭୋଟ ମାଗୁଛି ତ କିଏ ଘରକୁ ଘର ଯାଇ ଭୋଟ ମାଗୁଛନ୍ତି। ତେବେ ଏହାରି ମଧ୍ୟରେ ପଶ୍ଚିମବଙ୍ଗର ମାଲଦାଠାରେ ଏମିତି ଏକ…
ନୋଟାରେ ଅଧିକ ଭୋଟ୍ ପଡିଲେ କ’ଣ ହୁଏ? ବିଜୟୀ ଘୋଷଣା ହୁଅନ୍ତି ଏହି ପ୍ରାର୍ଥୀ
ନୂଆଦିଲ୍ଲୀ,୧୦।୪:ଏପ୍ରିଲ ୧୮ରୁ ଦେଶରେ ଆରମ୍ଭ ହେଉଛି ନିର୍ବାଚନ। ଏହାସହ ସବୁ ଦଳ ନିଜର ରଣନୀତି ପ୍ରସ୍ତୁତ କରିଛନ୍ତି। ପ୍ରାୟ ଅଧାରୁ ଅଧିକ ନିଜ ନିଜେର ପ୍ରାର୍ଥୀ ଘୋଷଣା କରି ସାରିଲେଣି ସବୁ ଦଳ। ଏତିକିବେଳେ ଜନତା ଜନାର୍ଦ୍ଦନ ମଧ୍ୟ କାହାକୁ ଭୋଟ୍…
ପୁରୁଣା ପେନ୍ସନ୍ ହେବ ଲାଗୁ!ନିର୍ବାଚନୀ ମାନିଫେଷ୍ଟୋରେ ଘୋଷଣା
ଲକ୍ଷ୍ନୌ,୧୦।୪: ସମାଜବାଦୀ ପାର୍ଟି ପକ୍ଷରୁ ବୁଧବାର ମନିଫେଷ୍ଟୋ ପ୍ରକାଶ କରିଛି। ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ସଭାପତି ଅଖିଳେଶ ଯାଦବ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ସମାଜବାଦୀ ପାର୍ଟିର ସୋସିଆଲ ମିଡିଆ ପେଜ୍ରୁ ପରାମର୍ଶ ନିଆଯାଇ ଏହି ମାନିଫେଷ୍ଟୋ ପ୍ରସ୍ତୁତ…
ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ କଲା ଭାଜପା, ଜାଣନ୍ତୁ କିଏ, କେଉଁଠୁ ପାଇଲେ ଟିକେଟ୍
ନୂଆଦିଲ୍ଲୀ,୧୦।୪: ଭାଜପା ଲୋକ ସଭା ନିର୍ବାଚନ ପାଇଁ ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ୯ ଟି ନାମ ଅଛି । ଭାଜପା ତାଲିକାରେ ୟୁପିର ୭ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ଚଣ୍ଡିଗଡ଼ରୁ କିରଣ…
ନିର୍ବାଚନୀ ପ୍ରଚାର ପାଇଁ କଂଗ୍ରେସର ଏହି ନେତାଙ୍କ ରହିଛି ଅଧିକ ଡିମାଣ୍ଡ, ଲିଷ୍ଟରେ ଶିବସେନାର ଏହି ହେଭିଓ୍ବେଟଙ୍କ ନାଁ
ନୂଆଦିଲ୍ଲୀ,୧୦।୪: ଦିନ କେଇଟା ପରେ ଲୋକ ସଭା ନିର୍ବାଚନ ୨୦୨୪ର ମହା ସଂଗ୍ରାମ ଆରମ୍ଭ ହେବାକୁ ଯାଉଛି। ଏନେଇ ସବୁଦଳ ନିଜ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି। ଏହାରି ଭିତରେ କଂଗ୍ରେସ ମଧ୍ୟ ନିଜ ପ୍ରଚାର ଅଭିଯାନକୁ ତୀବ୍ର କରିଛି। ସୋନିଆ…
ନିର୍ବାଚନୀ ପ୍ରଚାର ବେଳେ ଆହତ ହେଲେ ବାଂଶୁରୀ ସ୍ବରାଜ
ନୂଆଦିଲ୍ଲୀ,୧୦।୪: ନୂଆଦିଲ୍ଲୀ ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ବାଂଶୁରୀ ସ୍ବରାଜ ନିରନ୍ତର ଜୋରଦାର ପ୍ରଚାର କରୁଥିବା ଦେଖିବାକୁ ମିଳିଛି। ଏହି ସମୟରେ ମଙ୍ଗଳବାର ନିର୍ବାଚନୀ ପ୍ରଚାର ବେଳେ ତାଙ୍କ ଆଖିରେ ଆଘାତ ଲାଗିଛି। ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ସୂଚନା…
ସୁପ୍ରିମକୋର୍ଟଙ୍କ ପରେ ପତଞ୍ଜଳିକୁ କେନ୍ଦ୍ର ସରକାରଙ୍କ ଠାରୁ ଝଟ୍କା
ନୂଆଦିଲ୍ଲୀ,୧୦।୪: ଏଲୋପାଥିକ ଔଷଧ ବିରୋଧରେ ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ପତଞ୍ଜଳି ବିରୋଧରେ ଏକ ଆଫିଡେଭିଟ ଦାଖଲ କରିଛନ୍ତି। ଆୟୁଷ ମନ୍ତ୍ରଣାଳୟ ପତଞ୍ଜଳିର ଏଲୋପାଥିକ ଔଷଧ ସମ୍ପର୍କରେ ଦେଇଥିବା ବିବୃତ୍ତିକୁ ସମାଲୋଚନା କରିଛି। ମନ୍ତ୍ରଣାଳୟ କହିଛି ଯେ, କରୋନା…
ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀଙ୍କ ମଧ୍ୟରୁ ସବୁଠାରୁ ଧନୀ କମଲ ନାଥଙ୍କ ପୁଅ ନକୁଲ ନାଥ
ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ପୁଅ ତଥା କଂଗ୍ରେସ ଏମ୍ପି ନକୁଲ ନାଥ ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ୭୧୭ କୋଟି ଟଙ୍କା ସମ୍ପତ୍ତିର ସବୁଠାରୁ ଧନୀ ପ୍ରାର୍ଥୀ ଅଟନ୍ତି। ଆସୋସିଏଶନ ଅଫ ଡେମୋକ୍ରାଟିକ ରିଫର୍ମସ (ଏଡିଆର)…
ସକ୍ରିୟ ରାଜନୀତିରୁ ସନ୍ୟାସ ନେଲେ ବିରପ୍ପା ମୋଇଲି
ବେଙ୍ଗାଲୁରୁ,୧୦।୪: ରାଜନୀତିରୁ ସନ୍ୟାସ ନେଲେ ବରିଷ୍ଠ କଂଗ୍ରେସ ନେତା ବିରପ୍ପା ମୋଇଲି। କର୍ନାଟକର ଚିକ୍କୱଲାପୁର ଲୋକ ସଭା ଆସନରୁ ଟିକେଟ ଆଶାୟୀ ଥିବା ମୋଇଲି ଶେଷରେ ନିରାଶ ହେବା ପରେ ଏପରି ନିଷ୍ପତ୍ତି ନେଇଛନ୍ତି। ଚିକ୍କୱଲାପୁର ଆସନ ନିମନ୍ତେ ଟିକେଟ ରେସରେ…
କେଜ୍ରିଓ୍ବାଲଙ୍କୁ ବଡ଼ ଝଟକା
ନୂଆଦିଲ୍ଲୀ,୧୦।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି (ଏଏପି) ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କୁ ରୌଜ୍ ଏଭେନ୍ୟୁ କୋର୍ଟରୁ ଏକ ବଡ଼ ଝଟକା ଲାଗିଛି। କେଜ୍ରିୱାଲଙ୍କ ପକ୍ଷରୁ ଜେଲରେ ଓକିଲମାନଙ୍କୁ ସପ୍ତାହରେ ୫ଥର ଭେଟିବାକୁ ଦାବି କରି ଆବେଦନ କରିଥିବା…

