ହଟିଲେ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ
ନୂଆଦିଲ୍ଲୀ,୧୧।୪: ତିହାର ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଉ ଏକ ଝଟ୍କା ଲାଗିଛି। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାରଙ୍କ ବିରୋଧରେ ଭିଜିଲାନ୍ସ ବିଭାଗ ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବିଭବ କୁମାରଙ୍କୁ ସେବାରୁ ହଟାଇଦିଆଯାଇଛି। ଭିଭିଲାନ୍ସ ବିଭାଗ…
ପାକିସ୍ତାନକୁ ଚେତାବନୀ ଦେଲେ ମୋଦି
ନୂଆଦିଲ୍ଲୀ,୧୧।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ବର୍ତ୍ତମାନ ଆଉ କିଛି ଦିନ ବାକି ଅଛି। ଏପ୍ରିଲ ୧୯ରେ ଭୋଟ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାର ପ୍ରସିଦ୍ଧ ପତ୍ରିକା ନ୍ୟୁଜୱିକ୍କୁ ଏକ ସାକ୍ଷାତକାର…
ଚପଲମାଳ ପିନ୍ଧି ନିର୍ବାଚନ ପ୍ରଚାର କଲେ ପ୍ରାର୍ଥୀ
ଅଲିଗଡ଼: ଲୋକ ସଭା ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି, ରାଜନୈତିକ ଦଳ ଗୁଡ଼ିକର ପ୍ରସ୍ତୁତି ମଧ୍ୟ ସେତେମାତ୍ରାରେ ଜୋର୍ଦାର ହେବାରେ ଲାଗିଛି। ବଡ଼ ବଡ଼ ଦଳଗୁଡ଼ିକୁ ଛାଡି ସ୍ବାଧୀନ ପ୍ରାର୍ଥୀମାନେ ମଧ୍ୟ ଏହି ନିର୍ବାଚନରେ ଭୋଟରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ…
୨୦୪୦ରେ ଚନ୍ଦ୍ରକୁ ଯିବେ ଭାରତୀୟ
ନୂଆଦିଲ୍ଲୀ, ୧୧।୪: ଭାରତୀୟ ମହାକାଶ ଗବେଷଣା ସଂଗଠନ(ଇସ୍ରୋ) ମୁଖ୍ୟ ଏସ. ସୋମନାଥ ‘ଚନ୍ଦ୍ରୟାନ ୪’କୁ ନେଇ ବଡ଼ ବୟାନ ଦେଇଛନ୍ତି। ୨୦୪୦ରେ ଚନ୍ଦ୍ରପୃଷ୍ଠରେ ଭାରତୀୟ ମହାକାଶଚାରୀଙ୍କୁ ଅବତରଣ କରିବା ଦିଗରେ ଇସ୍ରୋ କାର୍ଯ୍ୟ କରୁଥିବାବେଳେ ‘ଚନ୍ଦ୍ରୟାନ ୪’ ଏହାର ପ୍ରଥମ ଶୋପାନ…
ଭାରତ-ଚାଇନା ସମ୍ପର୍କକୁ ନେଇ ଏମିତି କଥା କହିଦେଲେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲ,୧୦।୪:ଭାରତ ଏବଂ ଚାଇନା ମଧ୍ୟରେ ସ୍ଥିର ଏବଂ ଶାନ୍ତିପୂର୍ଣ୍ଣ ସମ୍ପର୍କ ଉଭୟ ଦେଶ ତଥା ସମଗ୍ର ବିଶ୍ୱ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ମୋଦି ଏହି କଥା କହିଛନ୍ତି। କୂଟନୈତିକ ଏବଂ ସାମରିକ ସ୍ତରରେ ଗଠନମୂଳକ ଦ୍ୱିପାକ୍ଷିକ ଯୋଗଦାନର ସାହାଯ୍ୟରେ…
କିରଣ ଖେର୍ଙ୍କ ଟିକେଟ କାଟିଲା ଭାଜପା
ନୂଆଦିଲ୍ଲୀ, ୧୧।୪: ଚଳିତ ଲୋକ ସଭା ନିର୍ବାଚନ ପାଇଁ ବୁଧବାର ଭାଜପା ୧୦ମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଉତ୍ତରପ୍ରଦେଶରୁ ୭ ଜଣ, ପଶ୍ଚିମବଙ୍ଗ ଓ ବିହାରରୁ ଜଣେ ଲେଖାଏ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଛି। ଚଣ୍ଡିଗଡ଼ରୁ ଏମ୍ପି କିରଣ…
ଓଡ଼ିଶା ଆସିବେ ସୋନିଆ, ରାହୁଲ
ଭୁବନେଶ୍ୱର,୧୦ା୪: ଓଡ଼ିଶା ଆସିବେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ। କୋରାପୁଟ ଗସ୍ତରେ ପ୍ରଚାର ପାଇଁ ଆସିବେ ସୋନିଆ ଏବଂ ରାହୁଲ। ଏନେଇ ସୂଚନା ଦେଇଛନ୍ତି କୋରାପୁଟ ଏମ୍ପି ସପ୍ତଗିରି ଉଲାକା। ମେ’ ପ୍ରଥମ ସପ୍ତାହରେ ସୋନିଆ ଏବଂ ରାହୁଲ ଓଡ଼ିଶା…
ମୋଦି ଆଉ ଥରେ ପ୍ରଧାନମନ୍ତ୍ରୀ ହେଲେ ଭାରତର ସମ୍ବିଧାନ,ମାନଚିତ୍ର ବଦଳିଯିବ କହିଲେ ନିର୍ମଳା ସୀତାରମଣଙ୍କ ସ୍ବାମୀ
ନୂଆଦିଲ୍ଲୀ,୧୦ା୪: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସ୍ବାମୀ ପରାକାଲା ପ୍ରଭାକର ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଉ ଥରେ ପ୍ରଧାନମନ୍ତ୍ରୀ ହେବେ ତେବେ ଦେଶରେ କୌଣସି ନିର୍ବାଚନ ହେବ ନାହିଁ। ପ୍ରଭାକର ଏକ ସାକ୍ଷାତକାରରେ କହିଛନ୍ତି, ଯଦି…
ନବରାତ୍ର ଉପବାସ ସତ୍ତ୍ୱେ ଅଟକିବେନି ମୋଦି; ୯ ଦିନରେ ୨୦ରୁ ଅଧିକ ରାଲି-ଦୈନିକ ୩ହଜାର କିମି କରିବେ ଯାତ୍ରା
ନୂଆଦିଲ୍ଲୀ,୧୦।୪: ଚୈତ୍ର ନବରାତ୍ର ଆରମ୍ଭ ହୋଇଛି। ଏହି ନବରାତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପବାସ ରଖି ପୂର୍ବଭଳି ରାଲି କରିବେ। ୭୩ ବର୍ଷ ବୟସରେ ପ୍ରଧାନମନ୍ତ୍ରୀ ମୋଦି ପ୍ରତ୍ୟେହ ବ୍ରତ ରଖିଥିଲେ ହେଁ ୨ ରୁ ୩ ହଜାର କିମି ଯାତ୍ରା…
ଏଏପିକୁ ଆଉ ଏକ ବଡ଼ ଝଟ୍କା: ଇସ୍ତଫା ଦେଲେ ରାଜକୁମାର
ନୂଆଦିଲ୍ଲୀ,୧୦।୪: ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ଫସିଥିବା ଆମ୍ ଆଦମୀ ପାର୍ଟି(ଏଏପି) ପାଇଁ ଅଡ଼ୁଆ ଥମିବାର ନାଁ ନେଉନାହିଁ। ବର୍ତ୍ତମାନ ଦିଲ୍ଲୀ ସରକାରରେ ମନ୍ତ୍ରୀ ଥିବା ରାଜକୁମାର ଆନନ୍ଦ ତାଙ୍କ ପଦ ଏବଂ ଦଳରୁ ଇସ୍ତଫା ଦେଇଛନ୍ତି। ସେ ଦିଲ୍ଲୀର ସମାଜ…
ନିର୍ବାଚନ ପ୍ରଚାରରେ ମହଙ୍ଗା ହେବ ହେଲିକପ୍ଟର ଭଡ଼ା, ଘଣ୍ଟାକୁ ପଡ଼ିବ…
ନୂଆଦିଲ୍ଲୀ,୧୦ା୪: ରାଜନୈତିକ ଦଳ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଗତ ସାଧାରଣ ନିର୍ବାଚନ ତୁଳନାରେ ଚାର୍ଟାର୍ଡ ବିମାନ ଏବଂ ହେଲିକପ୍ଟରର ଚାହିଦା ୪୦ ପ୍ରତିଶତ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ହେଲିକପ୍ଟରଗୁଡ଼ିକର ଚାହିଦା ଫିକ୍ସଡ…
ଏହି ଆସନରୁ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ପଓ୍ବନ ସିଂ
ପାଟନା,୧୦ା୪: ଭୋଜପୁରୀ ସୁପରଷ୍ଟାର ପଓ୍ବନ ସିଂଙ୍କ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ବାସ୍ତବରେ ପାଓ୍ବାର ଷ୍ଟାର ନାମରେ ଜଣାଶୁଣା ପଓ୍ବନ ସିଂହ କରାକାଟ୍ରୁ ନିର୍ବାଚନ ଲଢ଼ିବାକୁ ଘୋଷଣା କରିଛନ୍ତି। ତେବେ ପଓ୍ବନ କୌଣସି ଦଳରୁ ନିର୍ବାଚନ ଲଢ଼ିବେ ନାହିଁ।…

