ଜାତୀୟ

କେଜରିଓ୍ବାଲଙ୍କୁ ନେଇ ଲେଟର ବମ ପକାଇଲେ ମହାଠକ ସୁକେଶ ଚନ୍ଦ୍ରଶେଖର

ନୂଆଦିଲ୍ଲୀ,୧୩।୪: ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ମନୀଷ ସିସୋଡିଆ ଏବଂ ସତ୍ୟେନ୍ଦ୍ର ଜୈନଙ୍କ ସମେତ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏବେ ଜେଲରେ ଅଛନ୍ତି। ଏହି ମାମଲାରେ ସଂଜୟ ସିଂ ଜେଲରୁ ବାହାରିଛନ୍ତି। ଏହି ସମୟରେ ମହାଠକ ଗୁହାଯାଉଥିବା ସୁକେଶ ଚନ୍ଦ୍ରଶେଖର ଏହି…

୨୦୧୯ରେ ଅମାନତ ହରାଇଛନ୍ତି ଏତେ ପ୍ରାର୍ଥୀ, ଲସ୍‌ ହୋଇଛି ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୧୩।୪: ଲୋକ ସଭା ନିର୍ବାଚନ ପାଇଁ ବାଜି ସାରିଛି ବିଗୁଲ। ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଏପ୍ରିଲ ୧୯ରୁ ଆରମ୍ଭ ହେବାକୁ ଯାଉଛି। ସବୁ ରାଜନୈତିକ ଦଳ ଜୋରଦାର ପ୍ରଚାର କରିବାରେ ଲାଗି ପଡିଛନ୍ତି। ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ…

ମହାଭାରତରେ ପରିଣତ ହେଲା ମହାରାଷ୍ଟ୍ରର ଲୋକ ସଭା ନିର୍ବାଚନ, ପରିବାର ଲୋକେ ହେଉଛନ୍ତି ମୁହାଁମୁହିଁ

ମୁମ୍ବାଇ,୧୩।୪: ରାଜନୀତି ହେଉଛି ଏମିତି ଏକ ଦୁନିଆ ଯେଉଁଠାରେ କାହାକୁ ବିଶ୍ୱାସ କରାଯାଇପାରିବ ନାହିଁ । ଆଜି ଜଣେ ବନ୍ଧୁ ଆସନ୍ତାକାଲି ଶତ୍ରୁ ହେବ ଏବଂ ଶତ୍ରୁ ବନ୍ଧୁ ହେବ । କେଉଁ ନେତା କେଉଁ ଦଳରେ ଯୋଗଦେବେ ତାହା କୁହାଯାଇପାରିବ…

କେଜରିଓ୍ବାଲଙ୍କୁ ଜେଲରେ ଦିଆଯାଉଛି ନିର୍ଯ୍ୟାତନା: ସଞ୍ଜୟ ସିଂ

ନୂଆଦିଲ୍ଲୀ,୧୩।୪: ଦିଲ୍ଲୀ ଏଏପିର ରାଜ୍ୟ ସଭା ଏମପି ସଞ୍ଜୟ ସିଂ ଶନିବାର ସକାଳେ ଏକ ଖବରଦାତା ସମ୍ମିଳନୀ କରିଥିଲେ। ଏହି ସମୟରେ ସେ ଅନେକ ଗୁରୁତର ଅଭିଯୋଗ କରିଥିଲେ। ସେ କହିଛନ୍ତି ଯେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଜେଲ ଭିତରେ…

QR କୋଡ୍‌ ସାଜିଲା ବରଦାନ, ମା’ କୋଳକୁ ଫେରିଲା ହଜିଲା ପୁଅ

ନୂଆଦିଲ୍ଲୀ,୧୩।୪: ପ୍ରାୟତ ଫିଲ୍ମରେ ଏପରି ଦୃଶ୍ୟ ଦେଖିବାକୁ ମିଳେ, ଯେଉଁଠି ପିଲା ନିଜ ପରିବାର ଠାରୁ ଅଲଗା ହୋଇଗଲେ କିମ୍ବା ହଜିଗଲେ ପିଲାର ଶରୀରରେ ଥିବା କଳାଜାଇ କିମ୍ବା କୌଣସି ଚିହ୍ନ ଦେଖି ନିଖୋଜ ପିଲାଟିର ପରିବାରକୁ ସନ୍ଧାନ କରାଯାଏ। କିନ୍ତୁ…

ମୋ ଦଳ ଆପଣଙ୍କ ଡିଗ୍ରୀ ଭଳି ନୁହେଁ, ମୋଦିଙ୍କୁ କାହିଁକି ଏମିତି କହିଲେ ଉଦ୍ଧବ

ମୁମ୍ବାଇ,୧୩।୪: ଲୋକ ସଭା ନିର୍ବାଚନ ଲାଗି ପ୍ରତି ରାଜନୈତିକ ଦଳ ମଧ୍ୟରେ ଅରୋପ ପ୍ରତ୍ୟାରୋପ ତଥା କାଉଣ୍ଟର ଆଟାକ ରାଜନୀତି ଚରମ ସୀମାରେ ରହିଛି। ଉଭୟ ସରକାର ଏବଂ ବିରୋଧୀ ପରସ୍ପର ଉପରେ ଆକ୍ରମଣ କରୁଛନ୍ତି। ଏହି ସମୟରେ ଶିବସେନା (ୟୁବିଟି)…

ରାଜନୀତିରେ ଅଜବ ଦୃଶ୍ୟ, ଟିକେଟ୍‌ ନ ମିଳିବାରୁ ଭୋ ଭୋ ହୋଇ କାନ୍ଦିଲେ ନେତା

ପାଟନା,୧୩।୫: ଟିକେଟ୍‌ କଟିବାର ଦୁଖ ନେତାଙ୍କ ଠାରୁ ଅଧିକ ଅବା କିଏ ବୁଝି ପାରିବ। ଟିକେଟ୍‌ କଟିଲେ ନେତାଏ ପାର୍ଟି ଛାଡି ଦିଅନ୍ତି ତ କେହି ନିଜ ଦଳୀୟ ସମର୍ଥକଙ୍କୁ ନେଇ ଗୋଷ୍ଠୀ କନ୍ଦଳ ଆରମ୍ଭ କରି ଦିଅନ୍ତି। କିନ୍ତୁ ଟିକେଟ୍‌…

କଂଗ୍ରେସ ଫାଇନାଲ କଲା ସିଟ୍‌! ଏହି ଠୁ ଲଢିବେ କହ୍ନେୟା କୁମାର

ନୂଆଦିଲ୍ଲୀ,୧୩।୪: ଜେଏନୟୁ ଛାତ୍ର ସଂଘର ପୂର୍ବ ଅଧ୍ୟକ୍ଷ ତଥା ବର୍ତ୍ତମାନର କଂଗ୍ରେସ ନେତା କହ୍ନେୟା କୁମାରଙ୍କୁ ଦଳ ବଡ଼ ଦାୟିତ୍ୱ ଦେବାକୁ ଯାଉଛି। ଦଳ ତାଙ୍କୁ ଦିଲ୍ଲୀ ଲୋକ ସଭା ସିଟ୍‌ରୁ ଟିକେଟ୍‌ ଦେଇପାରେ ବୋଲି ଚର୍ଚ୍ଚା ହେଉଛି। କଂଗ୍ରେସ ଏନେଇ…

ବିହାର ରାଜନୀତିରେ ହଲଚଲ, ଆରଜେଡି ଛାଡ଼ିଲେ ବଡ଼ ନେତା

ପାଟନା,୧୩।୪:ବିହାର ରାଜନୀତିରେ ହଲଚଲ। ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଛାଡ଼ିଲେ ବଡ଼ ନେତା। ଲାଲୁ ଯାଦବଙ୍କୁ ଲାଗିଛି ବଡ଼ ଝଟ୍‌କା। ଆରଜେଡି ନେତା ତଥା ପୂର୍ବତନ ରାଜ୍ୟ ସଭା ଏମପି ଆଶଫାକ କରିମ ଆରଜେଡିରୁ ଇସ୍ତଫା ଦେଇଛନ୍ତି। ଆଶଫାକ ଆରଜେଡିର ସଭାପତି…

ରାହୁଲ ମୈସୁର ପ୍ୟାକ ମିଠା କିଣିବାରୁ ଭାବୁକ ହେଲେ ‘ଭାଇ’ ଏମ କେ ଷ୍ଟାଲିନ

ଚେନ୍ନାଇ,୧୩।୪: ରାଜନୀତିରେ, କେତେକ ସ୍ଥାନରେ ସମ୍ପର୍କ ଗଠନ ହୁଏ ଏବଂ ଅନ୍ୟ ସ୍ଥାନରେ ସେଗୁଡ଼ିକ ଭାଙ୍ଗିଯାଏ । କେତେକ ରାଜ୍ୟରେ, ଯେଉଁମାନେ ପ୍ରତିଦ୍ୱନ୍ଦ୍ୱୀ ଥିଲେ ସେମାନେ ନିକଟତର ହୁଅନ୍ତି, ଏବଂ ଅନ୍ୟମାନଙ୍କ ମଧ୍ୟରେ ପୂର୍ବରୁ ଥିବା ଆନ୍ତରିକ ସମ୍ପର୍କ ଆହୁରି ମଧୁର…

‘ଏବେ ଅଘୋଷିତ ଏମରଜେନ୍ସି, ୧୯୭୫ଠାରୁ ଅଧିକ ଭୟଙ୍କର’, ଓମାର ଅବଦୁଲ୍ଲା

ଜମ୍ମୁ,୧୩।୪: ନ୍ୟାଶନାଲ କନଫରେନ୍ସର ଉପାଧ୍ୟକ୍ଷ ଓମାର ଅବଦୁଲ୍ଲା ଶୁକ୍ରବାର କହିଛନ୍ତି ଯେ ଦେଶରେ ଏକ ‘ଅଘୋଷିତ ଜରୁରୀକାଳୀନ ପରିସ୍ଥିତି’ ଅଛି ଏବଂ ଏହା ୧୯୭୫ ଜରୁରୀକାଳୀନ ପରିସ୍ଥିତି ଅପେକ୍ଷା ଅଧିକ ବିପଦରେ। ଜରୁରୀକାଳୀନ ପ୍ରସଙ୍ଗରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ନିକଟରେ…

ମହିଳାଙ୍କ ପାଇଁ ବଡ଼ ଘୋଷଣା କଲେ ତେଜସ୍ବୀ ଯାଦବ, ପ୍ରତିବର୍ଷ ମିଳିବ…

ପାଟନା,୧୩।୪: ଲୋକ ସଭା ନିର୍ବାଚନ ପାଇଁ ରାଷ୍ଟ୍ରିୟ ଜନତା ଦଳ (ଆରଜେଡି) ‘ପରିବର୍ତ୍ତନ ପାତ୍ର’ ନାମକ ଦଳର ମନିଫେଷ୍ଟୋ ପ୍ରକାଶ କରିଛି। ଏହି ସମୟରେ ତେଜସ୍ବୀ ଯାଦବ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଟୁଇଟ୍‌ କରି କହିଛନ୍ତି, ଆଗାମୀ ରାକ୍ଷାବନ୍ଧନ ଦିନଠୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?