ଭୋପାଳର ହାଇଦରୀ ମସଜିଦରେ ଶୁଭିଲା ‘ହର ହର ମୋଦି, ଘର ଘର ମୋଦି’, ସ୍ଲୋଗାନ
ଭୋପାଳ,୧୩।୪: ଲୋକ ସଭା ନିର୍ବାଚନ ପ୍ରଚାର ସମୟରେ ଭୋପାଳରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଥିଲା। ଏଠାରେ ଥିବା ଆଲିଗଞ୍ଜ ହାଇଦରୀ ମସଜିଦରେ ‘ହର ହର ମୋଦି, ଘର ଘର ମୋଦି’ର ସ୍ଲୋଗାନ ଦିଆଯାଇଛି। ଏହା ବ୍ୟତୀତ ଲୋକମାନେ ’‘ମୋଦି ହୈ…
ନିର୍ବାଚନ ପରେ ବହୁ ବିବାହ ଉପରେ ଲାଗିବ ପ୍ରତିବନ୍ଧକ
ଗୁଆହାଟି,୧୩।୪: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା… ଜଣେ ଶକ୍ତିଶାଳୀ ନେତା … ବେବାକ ମନ୍ତବ୍ୟ … ଜାତୀୟତା ଉପରେ ଅତ୍ୟନ୍ତ ମୁଖରା … ବୟାନରେ ସ୍ପଷ୍ଟବାଦିତା … ଯାହାକୁ ନେଇ ପ୍ରାୟତଃ ସେ ଚର୍ଚ୍ଚାରେ ରହିଥାଆନ୍ତି। ଏବେ ସେ ଖୋଲାଖୋଲି…
ବ୍ରିଜଭୂଷଣଙ୍କୁ କାହିଁକି ଅଣଦେଖା କରିପାରୁ ନାହାଁନ୍ତି ହାଇକମାଣ୍ଡ!
ବଳରାମପୁର,୧୩।୪: କେଶରଗଞ୍ଜ ସଂସଦୀୟ ଆସନ ଉପରେ ସସପେନ୍ସ ଜାରି ରହିଛି। ଭାଜପାର ଦଶମ ତାଲିକାରେ ମଧ୍ୟ ଏଠାରୁ ପ୍ରାର୍ଥୀଙ୍କ ନାମ ସ୍ଥିର ହୋଇପାରି ନାହିଁ। ଏହି କାରଣରୁ ରାଜନୀତି ଏକ ରୋମାଞ୍ଚକର ପର୍ଯ୍ୟାୟରେ ପହଞ୍ଚିଛି। କଳ୍ପନା ସହିତ, ନୂତନ କାହାଣୀଗୁଡିକ ମଧ୍ୟ…
ଗୁଲାବ ଜାମୁନ କିଣିଲେ ରାହୁଲ
କୋଏମ୍ବାଟୁର,୧୩।୪: ଲୋକଚ ସଭା ନିର୍ବାଚନ ପାଖେଇ ଆସୁଥିବାରୁ ସମସ୍ତ ରାଜନୈତିକ ଦଳର ହୃଦସ୍ପନ୍ଦନ ବୃଦ୍ଧି ପାଇବାରେ ଲାଗିଛି। ସମସ୍ତ ଦଳ ସମଗ୍ର ଦେଶରେ ବିଶାଳ ସମାବେଶ କରୁଛନ୍ତି। ଏହି ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ରାତିରେ ତାମିଲନାଡୁର ସିଙ୍ଗାନାଲୁରରେ…
ଜେଲ ତାଲା ଖୋଲିବ, ସୋରେନ୍ ମୁକୁଳିବେ
ରାଞ୍ଚତ୍,୧୩ା୪: ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍ଏମ୍) ନେତା ହେମନ୍ତ ସୋରେନ୍ଙ୍କୁ ଜେଲରେ ରଖାଯିବା ପ୍ରତିବାଦରେ ଶୁକ୍ରବାର ରାଞ୍ଚତ୍ରେ ସରହୁଲ ଶୋଭାଯାତ୍ରା କରାଯାଇଛି। ଏକ ଗାଡ଼ିରେ ଶୋଭାଯାତ୍ରା ବେଳେ ସୋରେନ୍ଙ୍କୁ ଜେଲ ଭିତରେ ରଖାଯାଇଥିବା ଫଟୋ ରଖାଯାଇଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମର୍ଥକମାନେ ଇଡି…
ରାଷ୍ଟ୍ରପତି ଶାସନ ଲାଗି କେଜ୍ରିଓ୍ବାଲ ଗିରଫ
ନୂଆଦିଲ୍ଲୀ, ୧୩।୪: ଜାତୀୟ ରାଜଧାନୀରେ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାର ରାଷ୍ଟ୍ରପତି ଶାସନ ଜାରି କରିବା ପାଇଁ ବଡ଼ ଧରଣର ରାଜନୈତିକ ଷଡ଼ଯନ୍ତ୍ର ଚରୁଥିବା ଦିଲ୍ଲୀର କ୍ୟାବିନେଟ୍ ମନ୍ତ୍ରୀ ଆତିଶୀ ଶୁକ୍ରବାର ଅଭିଯୋଗ ଆଣିଛନ୍ତି। ଆମ୍ ଆଦ୍ମୀ ପାର୍ଟି (ଆପ୍) ନେତ୍ରୀ…
୪୦୦ ଟାର୍ଗେଟ ପାଇଁ ଜେଲ
ପିଲିଭିଟ୍,୧୩ା୪: ଲୋକ ସଭା ନିର୍ବାଚନରେ ୪୦୦ ଆସନ ଦଖଲ ନେଇ ଦାବି କରୁଥିବା ଲୋକେ ଏତେ ଆତଙ୍କିତ ହୋଇଯାଇଛନ୍ତି, ଯେ ସେମାନେ ମୁଖ୍ୟମନ୍ତ୍ରୀମାନଙ୍କୁ ଜେଲରେ ପୂରାଇ ରଖିଛନ୍ତି ବୋଲି ଶୁକ୍ରବାର ସମାଜବାଦୀ ପାର୍ଟି (ଏସ୍ପି) ମୁଖ୍ୟ ଅଖିଳେଶ ଯାଦବ ସମାଲୋଚନା କରିଛନ୍ତି।…
ପ୍ଲାଷ୍ଟିକ୍ ବର୍ଜ୍ୟ ପରିଚାଳନାରେ ଭାରତ ବିଫଳ
ନୂଆଦିଲ୍ଲୀ,୧୩ା୪(ପି.ଟି.): ସାରା ବିଶ୍ୱରେ ପ୍ଲାଷ୍ଟିକ୍ ବର୍ଜ୍ୟ ସୃଷ୍ଟି ୨୦୨୧ରୁ ଇତିମଧ୍ୟରେ ୭.୧୧ ପ୍ରତିଶତ ବଢ଼ିଥିବା ସୁଇଜରଲାଣ୍ଡର ଅଣଲାଭଦାୟକ ସଂସ୍ଥା ଇଏ ଆର୍ଥ ଆକ୍ସନ ପକ୍ଷରୁ ଏକ ରିପୋର୍ଟରେ କୁହାଯାଇଛି। ଚଳିତ ବର୍ଷ ୨୨୦ ନିୟୁତ ଟନ୍ ପ୍ଲାଷ୍ଟିକ୍ ବର୍ଜ୍ୟ ସୃଷ୍ଟି ହେବ…
ବେଙ୍ଗାଲୁରୁ ବିସ୍ଫୋରଣ ମାଷ୍ଟରମାଇଣ୍ଡ ପଶ୍ଚିମବଙ୍ଗରେ ଗିରଫ
ବେଙ୍ଗାଲୁରୁ/ନୂଆଦିଲ୍ଲୀ,୧୩ା୪: ଗତ ମାସରେ ବେଙ୍ଗାଲୁରୁର ରାମେଶ୍ୱରମ୍ କାଫେ ବିସ୍ଫୋରଣ ଘଟଣାରେ ଏହାର ମାଷ୍ଟରମାଇଣ୍ଡ ଏବଂ ବୋମା ଖଞ୍ଜିଥିବା ୨ ଅଭିଯୁକ୍ତଙ୍କୁ ପଶ୍ଚିମବଙ୍ଗ ପୂର୍ବ ମେଦିନିପୁର ଜିଲାର କାନ୍ଥି ଅଞ୍ଚଳରୁ ଗିରଫ କରାଯାଇଛି। ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) ଶୁକ୍ରବାର ସକାଳେ ଏହି…
ଉତ୍ତର ଦେଉନାହାନ୍ତି ଇସି
ନୂଆଦିଲ୍ଲୀ,୧୩ା୪: ମତଦାନ ବେଳେ ଇଲେକ୍ଟ୍ରୋନିକ୍ ଭୋଟିଂ ମେଶିନ୍ (ଇଭିଏମ୍) ଏବଂ ଭୋଟର ଭେରିଫାଏବଲ୍ ପେପର ଅଡିଟ୍ ଟ୍ରେଲ୍ (ଭିଭିପିଏଟି) ମେଶିନର କାର୍ଯ୍ୟରେ ନିରପେକ୍ଷତାକୁ ନେଇ ଅନେକ ସମୟରେ ପ୍ରଶ୍ନ ଉଠୁଥିବାବେଳେ ଏନେଇ ସୂଚନା ଅଧିକାର ଆଇନ (ଆର୍ଟିଆଇ) ବଳରେ ବହୁ ବିଶିଷ୍ଟ…
ପ୍ରେମାନନ୍ଦ ମହାରାଜଙ୍କ ଛାତିରେ ଯନ୍ତ୍ରଣା, ଡାକ୍ତରଖାନାରେ ଭର୍ତ୍ତି
ନୂଆଦିଲ୍ଲୀ,୧୨।୪: ସୋସିଆଲ ମିଡିଆରେ ପ୍ରସିଦ୍ଧ ତଥା ଲକ୍ଷ ଲକ୍ଷ ଯୁବକଙ୍କୁ ଉପଦେଶ ଦେଇ ପ୍ରଭାବିତ କରୁଥିବା ସନ୍ଥ ପ୍ରେମାନନ୍ଦ ମହାରାଜ ଅସୁସ୍ଥ ହୋଇପଡ଼ିଛନ୍ତି। ଶୁକ୍ରବାର ସାରେ ହଠାତ୍ ତାଙ୍କର ସ୍ବାସ୍ଥ୍ୟ ଖରାପ ହୋଇଯାଇଥିଲା। ଏହାପରେ ତାଙ୍କୁ ଶୀଘ୍ର ଡାକ୍ତରଖାନା ଅଣାଯାଇଥିଲା। ସେଠାରେ…
ବିରୋଧୀଙ୍କୁ ଟାର୍ଗେଟ କଲେ ମୋଦି, ମୋଗଲଙ୍କ ସହ କଲେ ତୁଳନା
ନୂଆଦିଲ୍ଲୀ,୧୨।୪: ବିରୋଧୀ ଦଳଙ୍କ ମନରେ ରହିଛି ମୋଗଲ ମାନସିକତା, ଭୋଟ ବ୍ୟାଙ୍କ ପକ୍କା କରିବା ପାଇଁ ଏମାନେ ସନାତନ ଧର୍ମକୁ ବାରମ୍ବାର ଅପମାନ କରୁଥିବା ବେଳେ ହିନ୍ଦୁ ମାନଙ୍କ ଆଧ୍ୟାତ୍ମିକ ମାନସିକତାକୁ କୁଠାରଘାତ କରିବାକୁ ମଧ୍ୟ ପଛାଉ ନାହାନ୍ତି । ଜମ୍ମୁ…

