ଜାତୀୟ

ଭାଜପାର ସଂକଳ୍ପ ପତ୍ର ଜାରି କଲେ ମୋଦି, ଜାଣନ୍ତୁ କ’ଣ ଦେଲେ ପ୍ରତିଶ୍ରୁତି

ନୂଆଦିଲ୍ଲୀ,୧୪।୪: ସାଧାରଣ ନିର୍ବାଚନ ପାଇଁ ଆଜି ସଂକଳ୍ପ ପତ୍ର ଜାରି କଲା ଭାଜପା। ଦିଲ୍ଲୀ ଭାଜପା ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ମୋଦିଙ୍କ ସହ ଭାଜପା ସଭାପତି ଜେପି ନଡ୍ଡା ଓ ପ୍ରତିରକ୍ଷା ମନ୍ତ୍ରୀ…

ସଲମାନଙ୍କ ଘର ବାହାରେ ଫୁଟିଲା ଗୁଳି, ଅଭିଯୁକ୍ତ ଫେରାର

ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାନଙ୍କ ଘର ବାହାରେ ଫୁଟିଲା ଗୁଳି। ରବିବାର ଭୋର ପ୍ରାୟ ୫ଟା ବେଳେ ମୁମ୍ବାଇର ବାନ୍ଦ୍ରା ସ୍ଥିତ ତାଙ୍କ ଘର ବାହାରେ ଗୁଳି ଫୁଟିଛି। ପ୍ରାୟ ୩ ରାଉଣ୍ଡ ଗୁଳି ଫୁଟିଥିବା ସୂଚନା ମିଳିଛି। ୨…

ରୋଡ-ଶୋ ‘ ସମୟରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ପଥର ମାଡ଼, ମୁଣ୍ଡରେ ଲାଗିଲା ଆଘାତ

ନୂଆଦିଲ୍ଲୀ,୧୩ା୪: ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କୁ ପଥର ମାଡ଼ ହୋଇଥିବା ଖବର ଆସିଛି। ବିଜୟୱାଡାରେ ଏକ ରୋଡ-ଶୋ କରିବା ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ଏହି ପଥର ମାଡ ହୋଇଛି। ଲୋକମାନଙ୍କୁ ଅଭିବାଦନ କରିବା ସମୟରେ ଏହି ପଥର ମାଡ ହୋଇଛି।…

ଏହି ୩ ରାଜ୍ୟକୁ ଉଡ଼ାଇ ଦେବା ପାଇଁ ଲକ୍ଷ୍ୟ ରଖିଥିଲେ ଦୁଇ ଆତଙ୍କବାଦୀ

ବେଙ୍ଗାଲୁରୁ,୧୩ା୪: ବେଙ୍ଗାଲୁରୁ ରାମେଶ୍ୱରମ କାଫେ ବିସ୍ଫୋରଣ ମାମଲାରେ ଏନ୍‌ଆଇଏ ଦ୍ୱାରା ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କୁ ପଚରାଉଚରା ବେଳେ ଏକ ବଡ଼ କଥା ଉନ୍ମୋଚନ ହୋଇଛି। ଉଭୟ ଆତଙ୍କବାଦୀ ଆଇଏସ୍‌-ଅଲ୍‌ ହିନ୍ଦ ମଡ୍ୟୁଲ ସହିତ ଜଡ଼ିତ। ଦକ୍ଷିଣ ଭାରତର ରାଜ୍ୟଗୁଡ଼ିକ ବିଶେଷ…

”ଆତଙ୍କବାଦୀମାନଙ୍କର କୌଣସି ନିୟମ ନାହିଁ, ତେଣୁ ସେମାନଙ୍କୁ ଜବାବ ଦେବାର କୌଣସି ନିୟମ ନାହିଁ”: ଏସ୍ ଜୟଶଙ୍କର

ନୂଆଦିଲ୍ଲୀ,୧୩ା୪: ଭାରତ କୌଣସି ପ୍ରକାର ସୀମାପାର ଆତଙ୍କବାଦକୁ ପ୍ରତିଜଵାବ ଦେବାକୁ ପ୍ରତିଶୃତିବଦ୍ଧ। ଯେହେତୁ ଆତଙ୍କବାଦୀମାନେ କୌଣସି ନିୟମ ମାନୁ ନାହାନ୍ତି, ତେଣୁକରି ସେମାନଙ୍କୁ ପ୍ରତିଜଵାବ ଦେବାକୁ ଭାରତ କୌଣସି ନିୟମ ପାଳନ କରିବ ନାହିଁ ବୋଲି କହିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍.…

ଗାନ୍ଧୀନଗରରୁ ଶାହାଙ୍କୁ ଟକ୍କର ଦେବେ…

ନୂଆଦିଲ୍ଲୀ,୧୩ା୪: ଗୁଜରାଟର ଗାନ୍ଧୀନଗର ଲୋକ ସଭା ନିର୍ବାଚନ ମଣ୍ଡଳୀରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ବିପକ୍ଷରେ କଂଗ୍ରେସରୁ ସୋନାଲ ପଟେଲ ଲଢ଼େଇ କରିବେ। ସୋନାଲ କହିଛନ୍ତି, ବରିଷ୍ଠ ଭାଜପା ନେତାଙ୍କ ବିରୋଧରେ ନିର୍ବାଚନ ଲଢ଼ିବାକୁ ସେ ଆଦୌ ଦ୍ୱିଧା କରୁନାହାନ୍ତି…

ରାଜଧାନୀରେ ହଠାତ୍‌ ବଦଳିଗଲା ପାଗ, ପ୍ରବଳ ବର୍ଷା ସାଙ୍ଗକୁ ଝଡ଼ପବନ

ନୂଆଦିଲ୍ଲୀ,୧୩ା୪: ଶନିବାର ରାଜଧାନୀ ଦିଲ୍ଲୀରେ ହଠାତ୍‌ ପାଗରେ ପରିବର୍ତ୍ତନ ହୋଇଛି। ଅନେକ ସ୍ଥାନରେ ପ୍ରବଳ ବର୍ଷା ସହିତ ଝଡ଼ପବନ ହୋଇଛି। ଏନ୍‌ସିଆର ପକ୍ଷରୁ ଅନେକ ସ୍ଥାନରେ ବଜ୍ରପାତ ସହ ମଧ୍ୟମରୁ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ…

ହାତରେ ମତଦାନ ଇଙ୍କ୍‌ ଲାଗିଥିଲେ ଦେଇପାରିବେନି କୌଣସି ପରୀକ୍ଷା! NTA ଜାରି କଲା ନୋଟିସ୍‌

ନୂଆଦିଲ୍ଲୀ,୧୩।୪: ସାଧାରଣ ନିର୍ବାଚନ ଏପ୍ରିଲ ୧୯ରୁ ଆରମ୍ଭ ହେବାକୁ ଯାଉଛି। ଏହି ନିର୍ବାଚନ ଏପ୍ରିଲରୁ ଜୁନ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଚାଲିବ। ୧୮ତମ ଲୋକ ସଭା ନିର୍ବାଚନର ଫଳାଫଳ ଜୁନ ୪ ରେ ପ୍ରକାଶ ପାଇବ। ଏହି କାରଣରୁ ଦେଶରେ ହେବାକୁ…

ଅଭିନେତ୍ରୀ କଙ୍ଗନାଙ୍କୁ ଟକ୍କର ଦେବେ ବିକ୍ରମାଦିତ୍ୟ, ପ୍ରତିଭା ସିଂହ କଲେ ଘୋଷଣା

ନୂଆଦିଲ୍ଲୀ,୧୩।୪: ଲୋକ ସଭା ନିର୍ବାଚନ ପାଇଁ ବାଜି ସାରିଛି ବିଗୁଲ। ୪୦୦ ପାର୍‌ର ନାରା ଦେଇ ଭାଜପା ଦେଶର କୋଣ ଅନୁକୋଣରେ ପ୍ରଚାର ଆରମ୍ଭ କରିଛି। ତେବେ ବଲିଉଡର ବିବାଦୀୟ ଅଭିନେତ୍ରୀ କଙ୍ଗନା ରଣାଓ୍ବତଙ୍କୁ ମଣ୍ଡିରୁ ଭାଜପା ଟିକେଟ୍‌ ଦେଇଛି। ତେବେ…

ହେଲଦି ଡ୍ରିଙ୍କ୍ସ ଶ୍ରେଣୀରୁ ହଟିଲା Bournvita , ସରକାର ଦେଲେ କଡ଼ା ଚେତାବନୀ

ନୂଆଦିଲ୍ଲୀ,୧୩।୪: ଉଦ୍ୟୋଗ ମନ୍ତ୍ରଣାଳୟ ଇ-ବାଣିଜ୍ୟ କମ୍ପାନୀମାନଙ୍କୁ ଏକ ନିର୍ଦ୍ଦେଶାବଳୀ ଜାରି କରିଛି। ମନ୍ତ୍ରଣାଳୟ Bournvita ଏବଂ ଅନ୍ୟାନ୍ୟ ପାନୀୟକୁ ହେଲଦି ଡ୍ରିଙ୍କ୍‌ ଶ୍ରେଣୀରୁ ହଟାଇ ଦେଇଛି। ନ୍ୟାଶନାଲ କମିଶନ ଫର ପ୍ରୋଟେକସନ ଅଫ ଚାଇଲ୍ସ ରାଇଟ (ଏନସିପିସିଆର) ଦ୍ୱାରା ହେଲଦି ଡ୍‌ରିଙ୍କ୍ସ…

ବେଙ୍ଗାଲୁରୁ କାଫେ ବିସ୍ଫୋରଣ ଘଟଣା: ସାମ୍ନାକୁ ଆସିଲା ନୂଆ ଭିଡିଓ, ହିନ୍ଦୁ ନାଁ ନେଇ କରିଥିଲେ ହୋଟେଲ ବୁକ୍‌

ବେଙ୍ଗାଲୁରୁ,୧୩ା୪: ବେଙ୍ଗାଲୁରୁର ରାମେଶ୍ୱରମ କାଫେ ବିସ୍ଫୋରଣ ମାମଲାରେ ଏନ୍‌ଆଇଏକୁ ଶୁକ୍ରବାର ଏକ ବଡ଼ ସଫଳତା ମିଳିଥିଲା। ତଦନ୍ତକାରୀ ସଂସ୍ଥା ବଙ୍ଗଳାର ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନଙ୍କ ମଧ୍ୟରେ ମୁସାଭିର ହୁସେନ ଶାଜେବ ଏହି ବିସ୍ଫୋରଣର ମାଷ୍ଟରମାଇଣ୍ଡ ଏବଂ ଏହି…

ଦିଲ୍ଲୀର ଅଭିଶପ୍ତ ବଙ୍ଗଳା, ଯେଉଁଠି ରହି ୩ମନ୍ତ୍ରୀଙ୍କ ଚାଲିଯାଇଛି ପଦ! ଜଣେ ଯାଇଛନ୍ତି ଜେଲ୍‌

ନୂଆଦିଲ୍ଲୀ,୧୩।୪: ଦିଲ୍ଲୀ ସରକାରରେ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ରାଜକୁମାର ଆନନ୍ଦ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି। ବିଶେଷ କରି ସେ ରହୁଥିବା ସିଭିଲ ଲାଇନ୍ସର ବଙ୍ଗଳା ନମ୍ବର ୪ ଏବେ ଚର୍ଚ୍ଚା ଘେରକୁ ଆସିଛି। ସ୍ଥାନୀୟ ଲୋକେ ଏହାକୁ ଅଭିଶପ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?