Posted inଜାତୀୟ

କେଜରିଓ୍ବାଲଙ୍କୁ ନେଇ ଲେଟର ବମ ପକାଇଲେ ମହାଠକ ସୁକେଶ ଚନ୍ଦ୍ରଶେଖର

ନୂଆଦିଲ୍ଲୀ,୧୩।୪: ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ମନୀଷ ସିସୋଡିଆ ଏବଂ ସତ୍ୟେନ୍ଦ୍ର ଜୈନଙ୍କ ସମେତ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏବେ ଜେଲରେ ଅଛନ୍ତି। ଏହି ମାମଲାରେ ସଂଜୟ ସିଂ ଜେଲରୁ ବାହାରିଛନ୍ତି। ଏହି ସମୟରେ ମହାଠକ ଗୁହାଯାଉଥିବା ସୁକେଶ ଚନ୍ଦ୍ରଶେଖର ଏହି ପ୍ରସଙ୍ଗରେ ଆଉ ଏକ ଚିଠି ଲେଖିଛନ୍ତି। ଏହି ଚିଠିରେ ଚନ୍ଦ୍ରଶେଖର ଦାବି କରିଛନ୍ତି ଯେ ସେ ଖୁବ ଶୀଘ୍ର ଏକ ବଡ଼ ତିଥ୍ୟ ସାମ୍ନାକୁ ଆଣିବେ।
ଖୁବ ଶୀଘ୍ର ସେ ଅଧିକ ଚ୍ୟାଟ ଆଣିବେ ବୋଲି ସୁକେଶ ତାଙ୍କ ଚିଠିରେ କହିଛନ୍ତି। ଜେଲ ଅଧୀକ୍ଷକ ଧନଞ୍ଜୟ ରାୱତ ଆମ ଆଦମୀ ପାର୍ଟି ବିରୋଧରେ ପ୍ରମାଣ ନଦେବାକୁ ମୋତେ ଚାପ ପକାଉଛନ୍ତି। ସମସ୍ତେ ଜାଣିବା ଜରୁରୀ ଯେ ଧନଞ୍ଜୟ ରାୱତ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ, ସତ୍ୟେନ୍ଦ୍ର ଜୈନା ଏବଂ କୈଲଶ ଗେହଲୋଟଙ୍କ ଘନିଷ୍ଠ ସହଯୋଗୀ। ମୂଳତଃ ସେ ହେଉଛନ୍ତି ଏଏପି ସିଣ୍ଡିକେଟ ସଦସ୍ୟ ଯିଏ ସତ୍ୟେନ୍ଦ୍ର ଜୈନ ଏବଂ ପୂର୍ବତନ ଡିଜି ସନ୍ଦୀପ ଗୋୟଲଙ୍କ ତରଫରୁ ମୋ ଠାରୁ ୧.୫କୋଟି ଟଙ୍କା ସୁରକ୍ଷା ଟଙ୍କା ସଂଗ୍ରହ କରିଥିଲେ।
ସୁକେଶ ଚିଠିରେ ଆହୁରି ଅଭିଯୋଗ କରିଛନ୍ତି ଯେ ମୋର ବିବୃତ୍ତି, ଅଭିଯୋଗ ଏବଂ ପ୍ରମାଣ ପ୍ରତ୍ୟାହାର କରିବାକୁ ଆମ ଆଦମୀ ପାର୍ଟିର ସିଣ୍ଡିକେଟ ସଦସ୍ୟଙ୍କ ଉପରେ ଧନଜୟ ରାୱତ ଚାପ, ଡରାଇବା ଏବଂ ଚାପ ପ୍ରୟୋଗ କରୁଛନ୍ତି।
କେଜରିୱାଲଙ୍କୁ ସମ୍ବୋଧିତ କରି ସୁକେଶ ଚିଠିରେ ଲେଖିଛନ୍ତି ଯେ ଗତ ୩ଦିନ ଧରି କେଜରିୱାଲ ଜୀ, ତୁମର ସିଣ୍ଡିକେଟ ସଦସ୍ୟ ତଥା ଜେଲ ମନ୍ତ୍ରୀ କୈଳାଶ ଗେହଲୋଟ ଜେଲ ଅଧିକାରୀଙ୍କ ମାଧ୍ୟମରେ ମୋତେ ଚାପ ପକାଉଛନ୍ତି। ସେ କହିଛନ୍ତି ଯେ ମୁଁ ତୁମ ବିରୁଦ୍ଧରେ ତୁରନ୍ତ ବିବୃତ୍ତି ଦେବା ବନ୍ଦ କରିବା ଉଚିତ। କିନ୍ତୁ ଦୁର୍ଭାଗ୍ୟବଶତଃ ମୋତେ ପ୍ରତ୍ୟେକ ଜିନିଷକୁ ହାଇଲାଇଟ କରିବାକୁ ପଡିବ। ସିବିଆଇ କୋର୍ଟ ଆରମ୍ଭ ହେବା ମାତ୍ରେ ମୁଁ ଜଣେ ସରକାରୀ ସାକ୍ଷୀ ହେବି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ ଚାଞ୍ଚଲ୍ୟ: ଟ୍ରାଏଲ୍‌ ରୁମ୍‌ରେ ମହିଳା କର୍ମଚାରୀଙ୍କୁ ଗଳାକାଟି ହତ୍ୟା

ନୂଆଦିଲ୍ଲୀ,୧୫ା୧୧: ଦିଲ୍ଲୀର ଏକ ପୋଷାକ ଶୋ’ରୁମ୍‌ରେ କାମ କରୁଥିବା ଜଣେ ୧୮ ବର୍ଷୀୟା କର୍ମଚାରୀଙ୍କୁ ଟ୍ରାଏଲ୍‌ ରୁମ୍‌ରେ ଗଳାକାଟି ହତ୍ୟା କରାଯାଇଛି। ବ୍ୟକ୍ତିଗତ ସମ୍ପର୍କରେ ଫାଟ ଏବଂ…

ଏହି ୪ଟି ରାଶି ପାଇଁ ଆଗକୁ ରହିଛି କଠିନ ସମୟ, ସତର୍କ ନ ରହିଲେ ବଡ଼ ବିପଦ…

୧୬ ନଭେମ୍ବର ୨୦୨୬ରେ ସୂର୍ଯ୍ୟଦେବ ବିଛା ରାଶିକୁ ପ୍ରବେଶ କରିବେ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏହି ଗୋଚରର ପ୍ରଭାବ କିଛି ରାଶିର ଜାତକଙ୍କ ଜୀବନରେ ପଡ଼ିପାରେ। ବିଶେଷକରି…

ଅତି ଖରାପ ସ୍ଥିତିରେ ଦିଲ୍ଲୀ ବାୟୁ ଗୁଣବତ୍ତା, ଘେରି ରହୁଛି ଧୂଳି, ଧୂଆଁର ଘନ ଆସ୍ତରଣ

ନୂଆଦିଲ୍ଲୀ,୧୫ା୧୧: ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ରବିବାର ସକାଳେ ଅଧିକାଂଶ ପର୍ଯ୍ୟବେକ୍ଷଣ କେନ୍ଦ୍ରରେ ଅତି ଖରାପ ଦର୍ଶାଇଥିବା ବେଳେ ୭ଟିରେ ଗମ୍ଭୀର ସ୍ଥିତି ଦର୍ଶାଇଛି। ମୋଟାମୋଟି…

ବିର୍ସା ମୁଣ୍ଡାଙ୍କ ୧୫୧ତମ ଜନ୍ମ ଜୟନ୍ତୀ: ଏକାଠି ହେଲେ କନ୍ଧମାଳ,ଗଜପତିର ଆଦିବାସୀ ସମାଜ

ବ୍ରାହ୍ମଣୀଗାଁ,୧୫।୧୧(ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଶିବ ମନ୍ଦିର ପଡ଼ିଆରେ ରବିବାର ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି।…

ଗୁଣପୁରରେ ମହିଳାଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ

ଗୁଣପୁର,୧୫।୧୧(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଥାନା ଅନ୍ତର୍ଗତ ହାଉସିଂ ବୋର୍ଡ କଲୋନୀରେ ଜଣେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ମିଳିଥିବା ସୂଚନା…

କେରଳ ହାଇକୋର୍ଟଙ୍କ ବଡ଼ ପ୍ରସ୍ତାବ, କିଶୋର ବୟସର ସୀମା ୧୮ରୁ ୧୬ ବର୍ଷକୁ ହ୍ରାସ….

କୋଚି,୧୫ା୧୧: ନାବାଳକ ବୟସ ସୀମାକୁ ନେଇ ବଡ଼ କଥା କହିଛନ୍ତି କେରଳ ହାଇକୋର୍ଟ । ଅପରାଧର ବଦଳୁଥିବା ସ୍ବରୂପ ଏବଂ ପିଲାମାନଙ୍କଠାରେ ଦେଖାଯାଉଥିବା ପରିପକ୍ୱତାକୁ ଦୃଷ୍ଟିରେ ରଖି…

ଠେଙ୍ଗାରେ ଆକ୍ରମଣ କରି ହତ୍ୟା ଉଦ୍ୟମ, ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୧୫।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଶ୍ରୀଚନ୍ଦନପୁର ଗ୍ରାମର ବିରୁପାକ୍ଷ ମହାପାତ୍ରଙ୍କୁ ଗ୍ରାମର ହିନ ଗଉଡ଼(୫୦) ଶନିବାର ଅପରାହ୍ନରେ ଏକ ଠେଙ୍ଗାରେ ଆକ୍ରମଣ କରି…

ମାଡ଼ି ଆସୁଛି ବାତ୍ୟା: ମୁକାବିଲା ପାଇଁ ଗଞ୍ଜାମ ପ୍ରଶାସନର ଆଗୁଆ ପ୍ରସ୍ତୁତି

ପୁରୁଷୋତ୍ତମପୁର,୧୫।୧୧(ସବିତା ମିଶ୍ର): ପୁଣି ଏକ ସାମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପୁରୁଷୋତ୍ତମପୁର ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି ସହ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଏନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?