ଭାରତୀୟଙ୍କୁ ଇସ୍ରାଏଲ-ଇରାନ ଯିବା ମନା
ନୂଆଦିଲ୍ଲୀ,୧୨।୪: ଭାରତୀୟଙ୍କୁ ଇସ୍ରାଏଲ ଓ ଇରାନ ଗସ୍ତ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଭାରତ ସରକାର। ଆଜି ସରକାର ଗୋଟିଏ ନୋଟିସ ଜାରି କହିଛନ୍ତି, ପରବର୍ତ୍ତୀ ନୋଟିସ୍ ନ ମିଳିବା ଯାଏଁ ଇରାନ ଓ ଇସ୍ରାଏଲ ଗସ୍ତ କରନ୍ତୁ ନାହିଁ। ଇରାନ…
ଦ୍ରାବିଡିୟନ ରାଜନୀତିରେ ଆସ୍ଥାର ତଡକା ଲାଗଉଛି ଭାଜପା
ନୂଆଦିଲ୍ଲୀ,୧୨।୪: ଲୋକ ସଭା ନିର୍ବାଚନ ୨୦୨୪ଅନେକ କାରଣରୁ ଅତ୍ୟନ୍ତ ସ୍ବତନ୍ତ୍ର, କାରଣ ଏଥର ଭାଜପା ଦକ୍ଷିଣ ଦୁର୍ଗରେ ପତାକା ଉଡାିବାକୁ ଚେଷ୍ଟା କରୁଛି। ରାଜନୈତିକ ବିଶ୍ଳେଷକମାନେ ମଧ୍ୟ ବିଶ୍ୱାସ କରୁଛନ୍ତି ଯେ ୨୦୨୪ ନିର୍ବାଚନରେ ଭାଜପା କେବଳ ଉତ୍ତରରେ ନୁହେଁ ଦକ୍ଷିଣରେ…
ବିରୋଧି କେବଳ ଡରାଉଥିଲେ, ଦଙ୍ଗା କରୁଥିଲେ ଗୁଣ୍ଡାରାଜ ଚଳାଇଥିଲେ, ମୁରାଦାବାଦରେ ଗର୍ଜିଲେ ଶାହା
ମୁରାଦାବାଦ,୧୨।୪: ଲୋକ ସଭା ନିର୍ବାଚନ ୨୦୨୪ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ପୂର୍ବରୁ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶୁକ୍ରବାର ଉତ୍ତରପ୍ରଦେଶର ମୁରଦାବାଦରେ ଏକ ନିର୍ବାଚନ ରାଲିରେ ସମ୍ବୋଧିତ କରିଛନ୍ତି। ଏହି ସମୟ ମଧ୍ୟରେ ସେ କେବଳ କଂଗ୍ରେସ ଦଳ ଏବଂ ଅନ୍ୟ…
କାରରୁ ମିଳିଲା ୨୨ ଲକ୍ଷ ଟଙ୍କା କେହି ନାହାନ୍ତି ଦାବିଦାର
ନୂଆଦିଲ୍ଲୀ,୧୨।୪: ଉତ୍ତରପ୍ରଦେଶ ପୋଲିସ ବ୍ୟାରିକେଡ ସ୍ଥାପନ କରି ଲଗାତାର ତଦନ୍ତ କରୁଛି। ଏହି ସମୟରେ ଦିଲ୍ଲୀର ନମ୍ବର ଥିବା ଏକ ଟାଟା ପଞ୍ଚ କାର ପହଞ୍ଚିଥିଲା। ଅଟକାଇବାକୁ ପୋଲିସ ସଙ୍କେତ ଦେଇଥିଲା। ପ୍ରଥମେ କାର ଡ୍ରାଇଭର ଗାଡି ଚଳାଇବାକୁ ଚେଷ୍ଟା କରିଥିଲା…
ନିର୍ବାଚନ ଲଢିବା ପାଇଁ ନିଜ ଷ୍ଟାର୍ଟଅପ୍ କମ୍ପାନୀ ଛାଡିଦେଇଥିଲେ ରାହୁଲ ଗାନ୍ଧୀ!
ନୂଆଦିଲ୍ଲୀ,୧୨।୪: ନିର୍ବାଚନ ପାଖେଇ ଆସୁଥିବାବେଳେ ସବୁଦଳ ଏବେ ନିର୍ବାଚନୀ ପ୍ରଚାର ପାଇଁ ଅଣ୍ଟା ଭିଡିଲେଣି। ଗ୍ରାଉଣ୍ଡ ଲେଭଲରୁ ଦଳୀୟ କର୍ମୀଙ୍କ ଠାରୁ କୁଜି ନେତା ଯାଏଁ ପ୍ରଚାର ଆରମ୍ଭ କଲେଣି। ଏହିକ୍ରମରେ ଦଳୀୟ ଶୀର୍ଷ ନେତଅତ୍ୱମାନେ ମଧ୍ୟ ଜୋରସୋରରେ ପ୍ରଚାର ପାଇଁ…
ହିମାଚଳକୁ ମାଡି ଆସୁଛି ବିପଦ
ଶିମଲା,୧୨।୪: ପୁଣିଥରେ ହିମାଚଳ ପ୍ରଦେଶକୁ ମାଡି ଆସୁଛି ବିପଦ। ଏଠାରେ ୩ ଦିନ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ପାଣିପାଗ ବିଭାଗ ଅନୁମାନ କରିଛି କି ଆଗାମୀ ୩ ଦନ ମଧ୍ୟରେ ଏଠାରେ ପ୍ରବଳ ବର୍ଷା ହେବ। ଏହାସହ ଉଚ୍ଚ…
ବରୁଣଙ୍କ ଗଡରେ ଗର୍ଜିଲେ ଅଖିଳେଶ
ପିଲଭିତ,୧୨।୪: ସମାଜବାଦୀ ପାର୍ଟି (ଏସପି) ର ରାଷ୍ଟ୍ରୀୟ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଶୁକ୍ରବାର ପୁରାଣପୁରରେ ନିର୍ବାଚନ ରାଲିରେ ଯୋଗ ଦେଇ ଭାଜପା ଉପରେ ଖୁବ ବର୍ଷିଛନ୍ତି। ସେ କହିଛନ୍ତି ଯେ ପିଲଭିତ ନିର୍ବାଚନ କେବଳ ପ୍ରଥମ ପର୍ଯ୍ୟାୟରେ…
ଭାଜପା ରାଜରେ ୧ ଲକ୍ଷ କୃଷକ କରିଛନ୍ତି ଆତ୍ମହତ୍ୟା, ପ୍ରିୟଙ୍କା କହିଲେ କଂଗ୍ରେସ ସରକାର ଗଢିଲେ…
ନୂଆଦିଲ୍ଲୀ,୧୨।୪: କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କୃଷକ ପ୍ରସଙ୍ଗରେ ଭାଜପାକୁ ଟାର୍ଗେଟ କରିଛନ୍ତି। ଶୁକ୍ରବାର ପ୍ରିୟଙ୍କା କହିଛନ୍ତି ଯେ ଭାଜପା ନେତୃତ୍ୱାଧୀନ ଏନଡିଏ ସରକାର ଅଧୀନରେ ୧ଲକ୍ଷରୁ ଅଧିକ ଚାଷୀ ଆତ୍ମହତ୍ୟା କରିଛନ୍ତି। ନା ଚାଷୀଙ୍କ ଆୟ ଦ୍ୱିଗୁଣିତ…
ସିସୋଡିଆଙ୍କୁ ପୁଣି ଲାଗିଲା ଝଟ୍କା
ନୂଆଦିଲ୍ଲୀ,୧୨।୪: ମନୀଷ ସିସୋଡିଆଙ୍କୁ କୋର୍ଟ ଏକ ବଡ ଝଟ୍କା ଦେଇଛନ୍ତି। ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମଧ୍ୟବର୍ତ୍ତୀକାଳୀନ ଜାମିନ ପାଇଁ ଆବେଦନ କରିଥିଲେ, ଯାହାର ଶୁଣାଣି ସ୍ଥଗିତ ରଖାଯାଇଛି। ଦିଲ୍ଲୀର ମଦ ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା…
ଏତେ ବଡ଼ ନିମନ୍ତ୍ରଣ କାର୍ଡ, ଯାହାକୁ ନେବା ପାଇଁ ଆବଶ୍ୟକ ପଡ଼ିଲା ଟ୍ରକ୍, ଏଥିରେ ଲେଖାଅଛି ଏମିତି…
ପୁଣେ,୧୨ା୪: ବର୍ତ୍ତମାନ ବିବାହ ଋତୁ ସାଙ୍ଗକୁ ଲୋକ ସଭା ନିର୍ବାଚନର ପରିବେଶ ବେଶ୍ ପ୍ରାଧାନ୍ୟ ବିସ୍ତାର କରିଛି। ସବୁ ସ୍ଥାନରେ ନିର୍ବାଚନ ପ୍ରଚାର ଏବଂ ରାଲି ଦେଖିବାକୁ ମିଳୁଛି। ଏଭଳି ପରିସ୍ଥିତିରେ ବିବାହ ଏବଂ ନିର୍ବାଚନର ମିଳନ ହେବା ଅନିବାର୍ଯ୍ୟ। ନିକଟରେ…
ରାମେଶ୍ୱରମ କାଫେ ବ୍ଲାଷ୍ଟ ମାମଲାରେ ଏନଆଇଏର ଆକ୍ସନ, ୨ ଆତଙ୍କବାଦୀ ଗିରଫ
ବେଙ୍ଗାଲୁରୁ, ୧୨।୪: ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଶୁକ୍ରବାର (ଏପ୍ରିଲ ୧୨) ପଶ୍ଚିମବଙ୍ଗର କୋଲକାତାରୁ ରାମେଶ୍ୱରମ କାଫେ ବିସ୍ଫୋରଣ ମାମଲାରେ ଦୁଇଜଣ ପଳାତକ ଅଭିଯୁକ୍ତଙ୍କୁ ଗିରଫ କରିଛି। ମାର୍ଚ୍ଚ ୧ରେ ବେଙ୍ଗାଲୁରୁର ଏକ କାଫେରେ ବିସ୍ଫୋରଣରେ ୯ଜଣ ଆହତ ହୋଇଥିଲେ। ଏହି…
‘ଜମ୍ମୁ କଶ୍ମୀରକୁ ମିଳିବ ରାଜ୍ୟ ମାନ୍ୟତା, ଖୁବଶୀଘ୍ର ହେବ ବିଧାନସଭା ନିର୍ବାଚନ ‘: ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୧୨।୪: ‘ଜମ୍ମୁ କଶ୍ମୀର ଖୁବଶୀଘ୍ର ଫେରି ପାଇବ ରାଜ୍ୟ ମାନ୍ୟତା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଏହି ଘୋଷଣା କରିଛନ୍ତି। ତେବେ ରାଜ୍ୟ ମାନ୍ୟତା ମିଳିବା ପରେ ବିଧାନସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ। ଉଦମପୁରରେ ଏକ ଜନ ସମାବେଶକୁ ସମ୍ବୋଧିତ…

